କ’ଣ ଏହି ଆଶ୍ଚର୍ଯ୍ୟ କରି ଦେଉଥିବା ଭିଡିଓଟି ଓଡ଼ିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳର? କ’ଣ ବାଘର ଶିକାର ହୋଈଥିଲେ ଗୋଟିଏ ଲୋକ? କେଉଁ ନ୍ଯାଶନ୍ଯାଲ ପାର୍କରେ ଘଟିଛି ଏହି ଘଟଣା। ଜାଣନ୍ତୁ ସତ କାହାଣୀ।

Social

ସୋସିଆଲ ମିଡିୟା ମିଡିଆ ରେ ଭାଇରାଲ ହୋଇଥିବା ଏହି ଭିଡିଓ ରେ ଏହା ଦାବି କରାଯାଇଛି ଯେ ଏହି ଭିଡିଓ ଟି ଓଡିଶାର ଓଡ଼ିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଦାରିଙ୍ଗବାଡ଼ି ଜିଲ୍ଲା ଅଞ୍ଚଳରେ ଘଟିଛି। ଏହି ଭିଡିଓ ରେ ଏହା ଦେଖା ଯାଇଛି ଯେ କିଛି ବାଘମାନେ ମିଶି ଗୋଟିଏ ମଣିଷର ଶିକାର କରୁଅଛନ୍ତି। ଏହି ଭିଡିଓ ର  ଫ୍ୟାକ୍ଟ ଚେକ୍‌ କରିଲା ପରେ ଆମେ ଏହା ଜାଣିପାରିଲୁ ଯେ ଏହି ଭିଡିଓ ଟି January ଜାନୁଆରୀ ୨୦୧୭ ମସିହା ରେ ଚୀନ ଦେଶ ରେ ଘଟିଥିବା ଘଟଣା। ଆମେ ଏହି ବିଷୟରେ କିପରି ଅନୁସନ୍ଧାନ କରି ଜାଣିବା କୁ ପାଇଲୁ ତାହା ବିଷୟରେ ନିମ୍ନରେ ବର୍ଣନା କରାଯାଇଛି।

ଅନୁସନ୍ଧାନ:- 

ଭିଡିଓରେ ଥିବା ସତ୍ୟତା ଜାଣିବାକୁ ଆମେ ପ୍ରଥମେ ଭିଡିଓ କୁ ଇନ୍‌ଭିଡ୍‌ କ୍ରୋମ ଏକ୍ସଟେନ୍‌ସନ୍‌ ଟୁଲ୍‌ ସହାୟତାରେ ଭିଡିଓ କୁ ମୁଖ୍ୟ ଫ୍ରେମ୍‌ରେ ବିଭାଜିତ କରିଲୁ। ସେ ମଧ୍ୟରୁ ଗୋଟିଏ ଫ୍ରେମ୍‌ର ଗୁଗଲ୍‌ ରିଭର୍ସ ଇମେଜ ସର୍ଚ କରିଲୁ,, ଯାହା ଦ୍ଵାରା ଭିଡିଓ ପଛରେ ଥିବା ସତ୍ୟ ଘଟଣାଟି ଆମ ନଜରକୁ ଆସିଲା। South China Morning PostMail Online ସାଇଟ୍‌ରେ ଏହି ଭିଡିଓ ୨୦୧୭ ମସିହାରେ “ଚୀନ” ଦେଶର ନିଙ୍ଗ୍ବୋ ନିଙ୍ଗ୍‌ବୋ ସହରରେ ଥିବା Youngor Wildlife Park ରେ ଘଟିଥିଲା। ଏହି ବିଦେୟତି ଭିଡିଓ ଟି facebook ରେ ମଧ୍ୟ ଶେୟାର ହେଇଅଛି। ଏହି ଭିଡିଓଟି କୁ ୪ ଥର ଶେୟାର କରା ଯାଇଅଛି ଏବଂ ୭୨୦ ଭିଉ ଅଛି।

proof article.jpg
FacebookArchived Link

ଶେଷକଥା:- 

ଆମେ କରି ଥିବା ଏହି ଅନୁସନ୍ଧାନର ପରିଣାମ ଏହା ଯେ, ଏହି ଭିଡିଓରେ କରା ଯାଇଥିବା ଦାବି ଯେ ଏହା ଓଡିଶାରେ ଓଡ଼ିଶାରେ ଘଟିଥିବା ଘଟଣା; ତାହାର ସତ୍ୟତା ସହିତ କୌଣସି ସମ୍ପର୍କ ନାହି। ଏହି ଭିଡିଓ ୨୦୧୭ ମସିହା ରେ ଚୀନ ଦେଶ ରା ନିଙ୍ଗ୍ବୋ ନିଙ୍ଗ୍‌ବୋ ସହର ରେ ଘଟିଥିଲା।

Avatar

Title:କ’ଣ ଏହି ଆଶ୍ଚର୍ଯ୍ୟ କରି ଦଉଥିବା ଦେଉଥିବା ଭିଡିଓ ଟି ଓଡିଶା ଓଡ଼ିଶା ର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଦାରିଙ୍ଗବାଡ଼ି ଜିଲ୍ଲା ଅଞ୍ଚଳର? କ’ଣ ବାଘର ଶିକାର ହୋଇଥିଲା ଗୋଟିଏ ଲୋକ ? କେଉଁ ନ୍ଯାଶନ୍ଯାଲ ନାଶ୍‌ନାଲ ପାର୍କ ରେ ଘଟିଛି ଏହି ଘଟନାଘଟଣା? ଜାଣନ୍ତୁ ସତ କାହାଣୀ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *