କ’ଣ ଜିଓର ସ୍ଥିତି ଖରାପଯେ ଏବେ ଜିଓ ନିଜ ବ୍ୟବସାଏ ବନ୍ଦ କରି ପାରେ? କ’ଣ ଏଆର୍ଟେଲ ଓ ଭୋଡାଫୋନ ମଧ୍ୟ କ୍ଷତିଗ୍ରସ୍ତ ହୋଇଅଛନ୍ତି? କ’ଣ ଭବିଷ୍ୟ ଟେଲିକମ କମ୍ପାନିର? ଜାଣନ୍ତୁ।

False Social

Archive

ହେଲୋ ଏପ ରେ ଭାଇରାଲ ହେଇଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଜିଓ କମ୍ପାନୀ ନିଜ ବ୍ୟବସାୟ ବନ୍ଦ କରି ବାର ସମ୍ଭାବନା ଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ରାଷ୍ଟ୍ରୀୟର ଟେଲିକମ କୋମ୍ପାନି ବି.ଏସ.ଏନ.ଏଲ ଓ ଭୋଡାଫୋନ ସମସ୍ଯା ଘେରକୁ ଚାଲି ଯାଇଅଛି ଓ ଭୋଡାଫୋନ ନିଜ ବ୍ୟବସାୟ ବନ୍ଦ କରିବା ପାଇଁ ମଧ୍ୟ ଚିନ୍ତା କରୁଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ସୁପ୍ରିମ କୋର୍ଟଙ୍କ ନିର୍ଦେଶନାମା ଅନୁଯାୟୀ ବର୍ତମାନ ସୁଦ୍ଧା ଭୋଡାଫୋନ ସରକାରଙ୍କୁ ୪୦୦ କୋଟି ଡଲାର ଦେବାକୁ ରହିଛି ଏବଂ ଏଆର୍ଟେଲ ୩୦୦ କୋଟି ଡଲାର ଦେବ। 

୩ ଜୁନ ୨୦୧୯ ରେ ଟୁଇଟର ର ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଜିଓ କୋମ୍ପାନି ଯୋଗୁ ବହୁତ ଟେଲିକମ୍ପାନୀ ନଷ୍ଟ ହୋଇଯାଇଅଛି ଓ ଏବେ ଜିଓ ନିଜ କର୍ମଚାରୀ ମାନଙ୍କୁ କମ୍ପାନିରୁ ବାହାର କରୁଅଛି। 

twitter 1.jpg
twitter 2.jpg

Archive

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ପଢନ୍ତୁ ଆମ ଅନୁସନ୍ଧାନ। 

ଆମ ଅନୁସନ୍ଧାନ:

ଏହି ପୋଷ୍ଟ ବିଷୟରେ ସତ୍ୟ ସାମ୍ନା କୁ ଆଣିବା ପାଇଁ ଆମେ ଏହି ବିଷୟରେ ଅନୁସନ୍ଧାନ କରିଲୁ। ଆମେ ଗୁଗଲରେ ଏହି ବିଷୟରେ  ବିଭିନ୍ନ ଅନୁଛେଦର ବିଶ୍ଳେଷଣ କରିଲୁ। ଆମ ଅନୁସନ୍ଧାନରୁ ଆମେ କିଛି ତଥ୍ୟ ସାମ୍ନାକୁ ଆସିଲୁ। 

ଟ୍ରାକ.ଇନ ନାମ ବ୍ୟବସାୟ ପତ୍ରିକାରେ ଏହା ଲେଖା ଯାଇଅଛି ଯେ ଭୋଡାଫୋନ କୋମ୍ପାନି ଭାରତରୁ ନିଜ ବ୍ୟବସାୟ ବନ୍ଦ କରିବା ଖବରଟି କୁ ମିଥ୍ୟା ଖବର କହି ଖଣ୍ଡିତ କରିଅଛି। ଭୋଡାଫୋନ ଏହା ମଧ୍ୟ କହିଅଛି ଯେ ମିଡିଆ ରେ ଭାଇରାଲ ହେଉ ଥିବା ଏହି ଖବରଟି ଭିତ୍ତିହୀନ ଏବଂ ଦ୍ବେଷପରାୟଣ। 

trak.in.jpg

Archive

ଡି କୁଇଣ୍ଟ ପତ୍ରୀକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଏଆର୍ଟେଲ ନିଜ 3G ସର୍ଭିସ ମାର୍ଚ ୨୦୨୦ ମସିହାରେ ବନ୍ଦ କରି ଦେବ। 3G ସର୍ଭିସ ବନ୍ଦ କରିବା କାର୍ଯ୍ୟ କୋଲକାତାରେ ଆରମ୍ଭ ହୋଇସାରିଛି। 

airtel_quint.jpg

ପୋଷ୍ଟର ଶୀର୍ଷକରେ କରା ଯାଇଥିବା ଦାବି ଯେ “ଜିଓ କୋମ୍ପାନି ନିଜ ବ୍ୟବସାୟ ବନ୍ଦ କରିପାରେ” ବିଷୟରେ କିଛି ମଧ୍ୟ ଲେଖା ଯାଇ ନାହିଁ। 

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହି ପୋସଷ୍ଟରେ କରା ଯାଇଥିବା ଦାବିର ସତ୍ୟ ସହିତ କୌଣସି ସମ୍ପର୍କ ନାହିଁ। ଭୋଡାଫୋନ ଏବଂ ଏଆର୍ଟେଲ ନିଜ ବ୍ୟବସାୟକୁ ବନ୍ଦ କରିବାର କଥାକୁ ଖଣ୍ଡିତ କରି ଅଛନ୍ତି। ଏହି ପୋଷ୍ଟର ଶୀର୍ଷକରେ କରା ଯାଇଥିବା ଦାବିଜେ ଜିଓ ନିଜ ବ୍ୟବସାୟ ବନ୍ଦ କରିବା ବିଷୟରେ ପୋଷ୍ଟ କରା ଯାଇଥିବା ଅନୁଛେଦରେ କିଛି ମଧ୍ୟ ଲେଖା ଯାଇ ନାହିଁ।

Avatar

Title:କ’ଣ ଜିଓର ସ୍ଥିତି ଖରାପଯେ ଏବେ ଜିଓ ନିଜ ବ୍ୟବସାଏ ବନ୍ଦ କରି ପାରେ? କ’ଣ ଏଆର୍ଟେଲ ଓ ଭୋଡାଫୋନ ମଧ୍ୟ କ୍ଷତିଗ୍ରସ୍ତ ହୋଇଅଛନ୍ତି? କ’ଣ ଭବିଷ୍ୟ ଟେଲିକମ କମ୍ପାନିର? ଜାଣନ୍ତୁ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *