ପୋଲିସ ଆଘାତ ହେବା ଏହି ଭାଇରାଲ ଫୋଟୋ କ’ଣ CAA ବିରୋଧ ପ୍ରଦର୍ଶନର ଅଟେ?
ଦେଶ ସାରା CAA ବିରୋଧ ପ୍ରଦର୍ଶନରେ କେବେ ପୋଲିସ ଲୋକଙ୍କ ଉପରେ ଲାଠି ଚାର୍ଚ କରିବାରେ ଲାଗିଛିତ କେବେ ଲୋକମାନେ ପୋଲିସକୁ ପଥର ମାରି ମୁଣ୍ଡ ଫଟାଇବାର ଖବର ସାମ୍ନାକୁ ଆସୁଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେଉଛି ଏବଂ ଦାବି କରାଯାଇଉଛି ଯେ, ପ୍ରଦର୍ଶନକାରିମାନେ ପୋଲିସକୁ ପଥର ମାରି ଆହତ କରିଛନ୍ତି। ସେୟାର କରାଯାଉଥିବା ଫୋଟୋ ମଧ୍ୟରେ ଏକ ଫୋଟୋ ଅଧିକରୁ ଅଧିକ ସେୟାର ହେଉଥିବାର ଦେଖା ଯାଉଛି। 20 ଡିସେମ୍ବରରେ […]
Continue Reading