କ’ଣ ଦିଲ୍ଲୀ ପୋଲିସ ଆମ ଆଦ୍ମି ପାର୍ଟି ସଦସ୍ୟ ତାହିର ହୁସାଏନଙ୍କୁ ଗିରଫ କରିଛନ୍ତି? କ’ଣ ସତ୍ୟତା ଏହି ଘଟଣାର? ଜାଣନ୍ତୁ।

ଦିଲ୍ଲୀରେ ଚାଲୁଥିବା ଡଙ୍ଗା ସମୟରେ ଆହୁରି ଗୋଟିଏ ଖବର ଶୁଣିବାକୁ ମିଳିଛି। ଖବର ଅନୁଯାୟୀ ଆମ ଆଦ୍ମି ପାର୍ଟି କାଊଁସିଳର ତାହିର ହୁସାଏନ, ଅଙ୍କିତ ଶର୍ମା ନାମକ ଜଣେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇ.ବି) ଅଫିସରକୁ ହତ୍ୟା କରିଥିବା କଥା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଅଙ୍କିତ ନି ଭାଇଙ୍କୁ ଖୋଜିବା ପାଇଁ ଘରୁ ବାହାରି ଥିଲେ। ତାଙ୍କୁ ଡର ଥିଲା ଯେ ତାଙ୍କ ଭାଇ ଦିଲ୍ଲୀରେ ହେଉଥିବା ଡଙ୍ଗାରେ ଅଟକି ରହି ଯାଇଛନ୍ତି। ଅଙ୍କିତ ସନ୍ଧ୍ୟା ୪ […]

Continue Reading