ବିହାର ସିୱାନ ସଦର ହସ୍ପିଟାଲ ବାହାରେ ପଡିଥିବା ମହିଳା କୋରୋନା ରୋଗୀ ନୁହଁନ୍ତି।

କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଅନେକ ଖବର ଏପରି ସାମ୍ନାକୁ ଆସୁଛି ଯେ, ଜାହାର ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଏବଂ ଆଲୋଚନା କରାଯାଉଛି। ସୋସିଆଳ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ, ବିହାର ରାଜ୍ୟର ସିୱାନ ସଦର ହସ୍ପିଟାଲ ବାହାରେ ଏକ ମହିଳା ରୋଗୀ ଜରୁରୀକାଳୀନ ୱାର୍ଡ ସମ୍ମୁଖରେ ପଡ଼ିଯାଇଥିଲେ। ମହିଳାକୁ କୋରୋନା ହୋଇଥିବା ନେଇ ଦାବି କରାଯାଉଛି। ସକାଳ ଲଗାତାର ବର୍ଷା ହେଉଥିଲା ଏବଂ ମହିଳା ହସ୍ପିଟାଲ ବାହାରେ […]

Continue Reading

କ’ଣ ଆଣ୍ଠୁଏ ବର୍ଷା ପାଣିରେ ସମ୍ବିତ ପାତ୍ରଙ୍କ ଚାଲୁ ଥିବା ଏହି ଫୋଟୋ ଭୁବନେଶ୍ବର ସହର ର ଅଟେ? ଜାଣନ୍ତୁ ସତ୍ୟ।

୨୧ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା  ନାମକ ଫେସବୁକ ଗ୍ରୁପରେ ସମ୍ବିତ ପାତ୍ରଙ୍କର ଆଣ୍ଠୁଏ ବର୍ଷା ପାଣି ରେ ଚାଲୁ ଥିବା ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ ଏହା ଭୁବନେଶ୍ବର ର ଘଟଣା ଅଟେ। ଏହି ଫୋଟୋରେ ଆମେକୁ ଦେଖିବା କୁ ମିଳିଛି ଯେ ସମ୍ବିତ ପାତ୍ର ଜଣେ ବ୍ୟକ୍ତିଙ୍କ ସହିତ ବର୍ଷା ପାଣିରେ ଚାଲୁଛନ୍ତି। ସେ ଗୋଟିଏ ହାତରେ ଛତା ଏବଂ ଆଣି ହାତରେ ନିଜ ଜୋଟା […]

Continue Reading