କ’ଣ କୋରୋନା ସମୟରେ ନବୀନ ପଟନାୟକ କାଳିଆ ଯୋଜନା ଅନ୍ତର୍ଗତ ସମସ୍ତ ଚାଷୀ ମାନଙ୍କୁ ମିଳିଥିବା ଟଙ୍କା ଫେରସ୍ତ କରିବା ପାଇଁ କହିଛନ୍ତି? ଜାଣନ୍ତୁ ସତ୍ୟ।

ଆର୍ଥିକ ସାହାଜ୍ଯତା ଦେବା ପାଇଁ ନବୀନ ସରକାର କଳିୟା ଯୋଜନା ଅନ୍ତର୍ଗତ ରାଜ୍ୟର ଚାଷୀଙ୍କୁ ପ୍ରତ୍ଯେକ ବର୍ଷ 10000 ଟଙ୍କା ଦେବା ନିଷ୍ପତ୍ତି ନେଇ ଥିଲେ। ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ସ୍ତରରେ ଚାଷୀଙ୍କୁ ପଇସା ଦିଆ ଯାଇଥିଲା। ରାଜ୍ୟରେ କୋରୋନା ପାଇଁ ଆର୍ଥିକ ସ୍ଥିତି ଦୁର୍ବଳ ପଡ଼ିଥିବାରୁ ବର୍ତମାନ ଏପରି ଖବର ସାମନା କୁ ଆସିଛି ଯେ ନବୀନ ସରକାର କାଳିଆ ଯୋଜନା ଅନ୍ତର୍ଗତ, ଚାଷୀ ମାନଙ୍କୁ  ଦିଆ ଯାଇଥିବା ପଇସା ଫେରସ୍ତ କରିବା ପାଇଁ […]

Continue Reading

ରାମନାଥ ସିଂ ରାଫେଲ ପରିଦର୍ଶରେ ପହଞ୍ଚିଥିବା ଫୋଟୋ 2019ର ଅଟେ।

29 ଜୁଲାଇରେ ଭାରତ ରାଫେଲ ପହଞ୍ଚିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭରତରେ ରାଫେଲ ପହଞ୍ଚିଲା ପରେ ରାଜନାଥ ସିଂ ରାଫଲ ପରିଦର୍ଶନ କରିଥିବାର ଫୋଟୋ ଅଟେ। Subrajeet Dash ନାମକତ ଜଣେ ଫେସବୁକ ୟୁଜର ତାଙ୍କ ଆକାଇଣ୍ଟରେ ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଭାରତରେ ପହଞ୍ଚିଲା ରାଫେଲ ବିମାନ। ରାଫେଲ ବିମାନ ପରିଦର୍ଶନ କଲେ ମାନନୀୟ ପ୍ରତିରକ୍ଷା […]

Continue Reading