କୋଲକାତାର “ଗୋ ବ୍ୟାକ୍ ମୋଦୀ” CAA ବିରୋଧ ପ୍ରଦର୍ଶନ କୁ ବିହାର ନିର୍ବାଚନ ଦାବିରେ ଭାଇରାଲ କରାଯାଉଛି।

ବିହାର ବିଧାନସଭା ନିର୍ବାଚନ କୁ ନେଇ ସୋସିଆଲ ମିଡିଆରେ ଅନେକ ପୁରୁଣା ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ମୋଦୀ ସରକାର ବିରୋଧରେ ପ୍ରଦର୍ଶନ କରାଯାଉଥିବାର ଦେଖାଯାଉଛି। ଫଟୋରେ ରାସ୍ତାରେ ବିରାଟ ଅକ୍ଷରରେ ଲେଖାଯାଇଥିବା “ଗୋ ବ୍ୟାକ ମୋଦୀ” । ଫୋଟେ ସହ ସେୟାର କରାଯାଉଛି ଯେ ବିହାରର ଭୋଟରମାନେ ମୋଦୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।  ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ବିହାରର ନୁହେଁ […]

Continue Reading

ବିଜେପି ବିହାର ନିର୍ବାଚନ ପ୍ରଚାରରେ ଏହି ମଦ ବୋତଲ ବାଣ୍ଟୁଛି ?

ବିହାର ନିର୍ବାଚନକୁ ନେଇ ପ୍ରଚାର ଲାଗିରହିଛି। ସୋସିଆଲ ମିଡିଆରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ମଦ ବୋତଲ ଦେଖିବାକୁ ମିଳୁଛି। ଫଟୋ ସହ ଦାବି କରାଯାଉଛି ଯେ, ବିହାର ନିର୍ବାଚନରେ ବିଜେପି ଜନତାଙ୍କୁ ମଦ ବୋତଲ ଲାଞ୍ଚ ଦେଉଛି।  ବିଜେପି ସେନାବାହିନି ନାମକ ଜଣେ ଫେସବୁକ ୟୁଜର 25 ଅଗଷ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଥିଲେ। ପୋଷ୍ଟରେ ଦାବି କରାଯାଇଛି ଯେ, ବିହାରରେ […]

Continue Reading

ଫ୍ଲିପକାର୍ଟ ଚାଇନା କମ୍ପାନୀ କି? ଜାଣନ୍ତୁ ସତ୍ୟତା।

କୋରୋନା ମହାମାରି ପାଇଁ ଦେଶରେ ଚାକିରି ଏବଂ ଅର୍ଥବ୍ୟବସ୍ଥାରେ ସମସ୍ୟା ଦେଖାଯାଇଛି। ଏହାକୁ ନେଇ ଯୁବ ପିଢ଼ିମାନେ ଅନେକଥର ବିରୋଧ ପ୍ରଦର୍ଶନ କରିବା ସହ ସରକାରଠାରୁ ଚାକିରିର ଦାବି ମଧ୍ୟ କରିଛନ୍ତି। ବେକାରି ସମସ୍ୟା ପାଇଁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଭାରତ ସରକାର ଯୁବପିଢ଼ି କୁ ଚାକିରି ଦେଇପାରିଲାନି କିନ୍ତୁ ଚାଇନା କମ୍ପାନୀ ଫ୍ଲିପକାର୍ଟ ଆସନ୍ତା […]

Continue Reading