କ’ଣ ବିହାର ନିର୍ବାଚନ ପାଇଁ ଯାଉଥିବା ଗାଡ଼ି ଦୁର୍ଘଟଣାରେ ୯ ସେନା ଯବାନ ଶହିଦ ହେଇଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ବସ୍ ଉଲଟି ଯିବାର ଫୋଟୋ ଭାଇରାଲ ହେଉଛି। ଏହା ଛଡ଼ା ଜଣେ ଯବାନଙ୍କ ଆହତ ହେଇଥିବା ଫୋଟୋ ମଧ୍ୟ ଭାଇରାଲ ହେଉଛି। ଏହି ଫୋଟୋରେ ଦୁର୍ଘଟଣା ସ୍ଥଳରେ ବସ୍ ପାଖା ପାଖି ଅନେକ ସୈନ୍ୟ ଯବାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ କରା ଯାଇଥିବା ଦାବିର ଅନୁସନ୍ଧାନ କରି ଏହା କୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୬ ଜୁନରେ ଓଡ଼ିଶା […]

Continue Reading

କ’ଣ ଚାର୍ଲି ହଡ୍ଡୋ ନାମକ ଖବର କାଗଜ ଶାହିନ ବାଗ୍ ମହିଳାଙ୍କ ଅପମାନଜନକ କାର୍ଟୁନ୍ ବନାଇଛି ?

ଶାହିନ୍ ବାଗ ବିରୋଧକାରୀଙ୍କ ନାମରେ ଚାର୍ଲି ହେବଡୋ କାର୍ଟୁନ୍ ସହିତ ଜଡିତ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ଚାର୍ଲି ହେବଡୋ ଫ୍ରାନ୍ସର ଏକ ବାମପନ୍ଥୀ ଭାବବାଦୀ ରାଜନୈତିକ ଖବରକାଗଜ ଅଟେ। ଯାହା ଭବିଷ୍ୟ‌ଦ୍‌ବକ୍ତା ମହମ୍ମଦଙ୍କ କାର୍ଟୁନ୍ ପ୍ରକାଶନ ନେଇ ବିବାଦ ଘେରକୁ ଆସିଛି। ଏହି ପୋଷ୍ଟ ମାଧ୍ୟମରେ ଦାବି କରାଯାଇଛି ଯେ ଶାହିନ୍ ବାଗରେ CAA ଏବଂ NRC ପ୍ରଦର୍ଶନକାରି ମହିଳାଙ୍କୁ ଅପମାନିତ କରିବା ପାଇଁ ଚାର୍ଲି ହେଡ୍ଡୋ ଏହି କାର୍ଟୁନ୍ ତିଆରି କରିଛନ୍ତି। […]

Continue Reading

କ’ଣ ବିହାର ନିର୍ବାଚନ ପାଇଁ ହେଉଥିବା ପ୍ରଚାର ସମୟରେ ତେଜସ୍ବୀ ଯାଦବ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି? ଜାଣନ୍ତୁ ସତ୍ୟ।

ବିହାର ଉପନିର୍ବାଚନ ପ୍ରଚାର ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି। ଏହା ମଧ୍ୟରେ ଗୋଟିଏ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ଲୋକଙ୍କୁ ପଇସା ବାଣ୍ଟୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବି କୁ ମିଥ୍ୟା ପ୍ରମାଣ କରିଛି।  କ’ଣ ଦାବି ଏହି ପୋଷ୍ଟର? “ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ କିଛି ଲୋକ ଚୋର […]

Continue Reading

ଫ୍ରାନ୍ସ ସରକାର ଆଇଏସଆଇର ମୁଖ୍ୟଙ୍କ ଭଉଣୀଙ୍କ ୧୮୩ଜଣ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି କି?

ଫ୍ରାନ୍ସରେ ଚାଲିଥିବା ବିବାଦିୟ ଘଟଣା କୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ  କିଛି ଦିନ ପୂର୍ବରୁ ଅନେକ ନ୍ୟୁଜ୍ ଏଜେନ୍ସି ଖବର ପ୍ରକାଶ କରିଥିଲେ ଯେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମନ୍ତବ୍ୟ ପରେ ଫ୍ରାନ୍ସ ଅନେକ ପାକିସ୍ତାନୀଙ୍କୁ ଦେଶରୁ ବିତାଡିତ କରିଛି ଏବଂ ତାଙ୍କ ପାସପୋର୍ଟକୁ ବାତିଲ କରିଦେଇଛି। ଦାବି କରାଯାଉଛି ଯେ, ଫ୍ରାନ୍ସରେ ଥିବା ପାକିସ୍ତାନ ନାଗରିକଙ୍କୁ ଦିଆଯାଇଥିବା […]

Continue Reading