
କିଛି ଦିନ ଉର୍ବାରୁ ଆମେରିକାନିର୍ବାଚନ ସେଶ ହେଇ ଜୋ ବାଇଡେନଙ୍କୁ ଆମେରିକାର ନୂତନ ରାଷ୍ଟ୍ରପତି ନିଯୁକ୍ତି କରା ଯାଇଅଛି। ବିଗତ କିଛି ଦିନରୁ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଗୋଟିଏ ସାକ୍ଷାତରେ ଦୁଇଟି ଲୋକ ହିନ୍ଦୁ ଶ୍ଳୋକ ଗାଉଥିଲା ସମୟରେ ଅନ୍ୟ ଲୋକେ ସମ୍ମାନରେ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି।
ଫେକ୍ଟ କୃସେଣ୍ଡୋ ଏହି ଭିଏଅର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବି କୁ ମିଥ୍ୟା ବୋଲି ପ୍ରମାଣ କରିଛି।
କ’ଣ ଦାବି ଏହି ପୋଷ୍ଟର?
୨୧ ନଭେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ “****”
ଆମ ଅନୁସନ୍ଧାନ:
ଆମକୁ ଏହା ଜଣା ଯେ ଜୋ ବାଇଡେନ ନିର୍ବାଚନ ଜିତିଲା ପରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିଯୁକ୍ତ ହେଇଛନ୍ତି ଏବଂ ତାଙ୍କ ଶପଥ ଗ୍ରହଣ ସମାରୋହ ଜାନୁଆରୀ ୨୦୨୧ ରେ ହେବାର ଅଛି। ଶେଠୀ ପାଇଁ ଏହି ଭିଡିଓରେ କରା ଯାଇଥିବା ଦାବି ଯେ ଜୋ ବାଇଡେନଙ୍କ ୱ୍ହାଇଟ ହାଉସରେ ସ୍ଵାଗତ କରୁଥିବା କଥା ସନ୍ଦେହଜଣକ ଲାଗିଲା।
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିହିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୫ ଅକ୍ଟୋବର ୨୦୧୪ ମସିହାରେ ଏହି ଭିଡିଓ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ଏହି ପୋଷ୍ଟରେ କୁହା ଯାଇଅଛି ଯେ ଜେଫରି ଏରହାର୍ଡ଼ ଇଭାନ ରୋବି ଏରହାର୍ଡ଼ ଗାଣ୍ଡିଜିଙ୍କ ୧୪୫ ଜନ୍ମଦିନ ଅବସରରେ ଆମେରିକାର ୱ୍ହାଇଟ ହାଉସରେ ହିନ୍ଦୁ ଆମେରିକା ସେବା କମିଟିର ସଭା ଶ୍ଳୋକ ଉଚାରଣ ସହିତ ପ୍ରାରମ୍ଭ କରିଛନ୍ତି।
ଏହା ପରେ ଆମେ ଯଯୁଟ୍ଯୂବରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୫ ଅକ୍ଟୋବର ୨୦୧୪ ମସିହାରେ ଏହି ଭିଡିଓ ହିନ୍ଦୁ ଆମେରିକାନ ସେବା କମିଟିଦ୍ଵାରା ପ୍ରସାରିତ ହେଇଥିବା ମିଳିଲା। ଏହି ସାକ୍ଷାତ ୨ ଅକ୍ଟୋବର ୨୦୧୪ ମସିହା ୱ୍ହାଇଟ ହାଉସରେ ହେଇଥିଲା।
ଗୁଗୁଲରେ ଏହି ବିଷୟରେ ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ଦେଲି ମୋଶନ ୱେବସାଇଟରେ ମଧ୍ୟ ପ୍ରସାରିତ ହେଇଥିବା ମିଳିଲା। ହେଇ ୱେବସାଇଟରେ କୁହା ଯାଇଅଛି ଯେ ହିନ୍ଦୁ ଆମେରିକାନ ସେବା କମିଟି ସାକ୍ଷାତରେ ଏରହାର୍ଡ଼ ଭାଇ ମାନେ ୱ୍ହାଇଟ ହାଉସରେ ରୁଦ୍ରମ ମନ୍ତ୍ର ଉଚାରଣ କରୁଛନ୍ତି। ଏହି ଭିଡିଓ ୨୦୧୪ ମସିହାରେ ପ୍ରସାରିତ ହେଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୪ ମାସିହାରେ ହିନ୍ଦୁ ଆମେରିକାନ ସେବା କମିଟିର ୱ୍ହାଇଟ ହାଉସରେ ହେଉଥିବା ଗୋଟିଏ ସାକ୍ଷାତର ଭିଡିଓ ଅଟେ। ପୁରିନା ଭିଡିଓକୁ ବର୍ତମାନ ସମୟର କହି ଗୁଜବ ସୃଷ୍ଟି କରା ଯାଉଅଛି।

Title:କ’ଣ ଜୋ ବାଇଡେନଙ୍କ ୱ୍ହାଇଟ ହାଉସ ସ୍ଵାଗତ ସମୟରେ ହିନ୍ଦୁ ରୀତି ଅନୁସାରେ ପୂଜା କରା ଯାଇଅଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False