କ’ଣ ଫୋଟୋରେ ଥିବା ବ୍ୟକ୍ତି ହିଜବୁଲ୍ ଆତଙ୍କବାଦୀ ସଂଗଠନର କମାଣ୍ଡର ମେହରାଜୁଦ୍ଦିନ ହଲବାଇ? ଜାଣନ୍ତୁ ସତ୍ୟ।
ବୁଧବାର ଉତ୍ତର କାଶ୍ମୀରର ହ୍ୟାଣ୍ଡୱାରା ଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ କମାଣ୍ଡର ମେହରାଜୁଦ୍ଦିନ ହାଲୱାଇଙ୍କ ମୃତ୍ୟୁ ଘଟିଛି। ଭାରତୀୟ ସୁରକ୍ଷା ବାହିନୀ ଦୀର୍ଘ ଦିନ ଧରି ମେହରାଜୁଦ୍ଦିନ ହାଲୱାଇଙ୍କୁ ଖୋଜୁଥିଲେ। ସେ ୨୦୧୨ ମସିହାରୁ ଉତ୍ତର କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ କରିଆସୁଥିଲେ। କେବଳ ସେତିକି ନୁହେଁ, ସେ ସୁରକ୍ଷା ବାହିନୀର ମୋଷ୍ଟ ୱାଣ୍ଟେଡ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲେ। ବର୍ତ୍ତମାନ ହାତରେ ବନ୍ଧୁକ ଥିବା […]
Continue Reading