ମୋଦି ଏବଂ କ୍ୟାମେରାମ୍ୟାନର ମୂଳ ଫଟୋକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସେପ୍ଟେମ୍ବର 26, 2021 ରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନର ନିର୍ମାଣ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ତିନି ଦିନିଆ ସରକାରୀ ଗସ୍ତରୁ ଫେରିବା ପରେ ପ୍ରସ୍ତାବିତ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ସ୍ଥଳରେ ପ୍ରାୟ ଏକ ଘଣ୍ଟା ବିତାଇଥିଲେ। କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପର ନିର୍ମାଣ ସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ,ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଉଠାଇବା ପାଇଁ ଜଣେ ଫଟୋଗ୍ରାଫର […]

Continue Reading

କ’ଣ ଭାଇରାଲ ଫୋଟୋ ଚଳିତ ବର୍ଷ ମୋଦୀଙ୍କ ଆମେରିକା ପରିଦର୍ଶନ ବିରୁଦ୍ଧରେ ହେଉଥିବା ପ୍ରଦର୍ଶନର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଆମେରିକା ରାଷ୍ଟ୍ରପଟି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହୟାରିସଙ୍କ ସହ ସାକ୍ଷାତ କରିଥିଲେ। ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏହା ମଧ୍ୟରୁ କିଛି ଫୋଟୋରେ ମୋଦୀଙ୍କ ବିରୁଦ୍ଧରେ ପ୍ରଦର୍ଶନ ହେଉଥିବା ଦର୍ଶାଇଛି।  ବର୍ତ୍ତମାନ ଏକ ପୋଷ୍ଟରେ ବିରୋଧର ଦୁଇଟି ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ମୋଦୀଙ୍କ ତୁଳନା ହିଟଲରଙ୍କ […]

Continue Reading

ଭାଇରାଲ ଭିଡିଓରେଥିବା ପିଲା ଭାରତ ରତ୍ନା ପଣ୍ଡିତ ଭୀମସେନ ଯୋଶୀଙ୍କ ନାତି ବିରାଜ ଯୋଶୀ କି?

ସୋସିଆଲ ମିଡିଆରେ ଜଣେ ପିଲା ଗୀତ ଗାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଭିଡିଓରେଥିବା ପିଲା ଭାରତ ରତ୍ନା ପଣ୍ଡିତ ଭୀମସେନ ଯୋଶୀଙ୍କ ନାତି ବିରଜ ଯୋଶୀ ଅଟନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ପିଲା ହେଉଛି ସିଲିଗୁରି ଭିତ୍ତିକ ଆର୍ଯ୍ୟ ବାନିକ୍।  4 ସେପ୍ଟେମ୍ବର ରେ Prithwi Nath Mukharji ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

ଦିଲ୍ଲୀ କୃଷକ ଆନ୍ଦୋଳନରେ ମଦ ବଣ୍ଟନ କରାଯାଉଛି କି?

ଗତ 10 ମାସ ଧରି ଦେଶରେ  କୃଷକଙ୍କ ବିରୋଧ ପ୍ରଦର୍ଶନ ଲାଗି ରହିଥିବା ବେଳେ କୃଷକମାନଙ୍କୁ ଅପମାନ କରବା ପାଇଁ  ମଧ୍ୟ ଅନେକ ଚେଷ୍ଟା କରାଯାଇଛି। ଏଥିମଧ୍ୟରେ ଅନ୍ୟ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓରେ, କିଛି ଲୋକ ବୋତଲରୁ ମଦକୁ ଏକ ନୀଳ ଟାଙ୍କିରେ ଢାଳୁଥିବା ଦେଖାଯାଉଛି ଏବଂ ଦ୍ୱିତୀୟ ଭିଡିଓରେ ଶହ ଶହ ଲୋକଙ୍କୁ ମଦ ବଣ୍ଟନ କରାଯାଉଛି। ଏହି ଭିଡିଓଗୁଡିକ କୃଷକଙ୍କ ବିରୋଧ ସହ ଜଡିତ ବୋଲି […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କ ସହିତ ଏକ ରେଷ୍ଟୁରାଣ୍ଟରେ ଖାଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କ ସହିତ ଏକ ରେଷ୍ଟୁରାଣ୍ଟରେ ଖାଉଛନ୍ତି। ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହା ଫୋଟୋଶପ୍ ନୁହେଁ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଫୋଟୋକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ଏକ ଫୋଟୋ […]

Continue Reading

କ’ଣ ଭାଇରାଲ ଫୋଟୋ ନରେନ୍ଦ୍ର ମୋଦୀ ଦ୍ଵାରା ଆମେରିକାରେ ଥାଇ ଭାରତରେ ଅଗ୍ନି ୫ କ୍ଷେପଣାସ୍ତ୍ର ପରୀକ୍ଷଣ କରାଇଥିବା ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଦିନକୁ ଦିନ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଅଧିକ ଶକ୍ତିଶାଳୀ ହେଉଛି। ଗତ କିଛି ବର୍ଷ ହେବ ଆମେ ଭାରତ ଦ୍ଵାରା କରା ଯାଇଥିବା ଅନେକ କ୍ଷେପଣାସ୍ତ୍ର ପରୀକ୍ଷା ବିଷୟରେ ଶୁଣିଛୁ। ତେଣୁ ସାମରିକ କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି ବୋଲି କହି ପାରିବା। କ୍ଷେପଣାସ୍ତ୍ର ପରୀକ୍ଷାର କିଛି ଫୋଟୋ ଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମିଳିଲା ଯେଉଁଥିରେ ଦାବି କରା ଯାଇଛି ଯେ କିଛି ଦିନ ପୂର୍ବରୁ ଭାରତ ସଫଳତାର ସହ ଅଗ୍ନି […]

Continue Reading

ରାସ୍ତା ଖରାପଥିବା ଦିଲ୍ଲୀ ଚାନ୍ଦନି ଛକର ଫଟୋକୁ ଭୂବନେଶ୍ୱରର ଦାବିରେ ଭାଇରାଲ ହେଉଛି।

ବର୍ଷା କରାଣରୁ ଭୁବନେଶ୍ୱରର ଅଲଗା ଅଲଗା ଜାଗାରେ ପାଣି ଭର୍ତ୍ତି ହୋଇଥିବାର ଖବର ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏହିପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଫ୍ଲାଏ ଓଭର ତଳେ ରାସ୍ତାରେ ପାଣି ଭର୍ତ୍ତି ହୋଇଥିବା ଗର୍ତ୍ତଗୁଡିକ ଦେଖାଯାଉଛି। ଏବଂ ଜିନିଷରେ ବର୍ତ୍ତି ଏକ ରିକ୍ସା ଗର୍ତ୍ତ ନିକଟରେ ଓଲଟି ପଡିଛି। ଫଟୋରେ ଦାବି କରାଯାଇଛି ଯେ, ଭୂବନେଶ୍ୱରର ପାଣି ଭର୍ତ୍ତି ରାସ୍ତାରେ ରିକ୍ସା ଓଲଟି ପଡ଼ିଥିବାର ଦୃଶ୍ୟ। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

କ’ଣ ଉତ୍ତରପ୍ରଦେଶର ଯୋଗୀ ସରକାର ବର୍ତ୍ତମାନ ଗୋବର୍ଦ୍ଧନ ପର୍ବତ ବିକ୍ରି କରୁଛନ୍ତି? ଜାଣନ୍ତୁ ସତ୍ୟ।

ମୋଦୀ ସରକାର ଅନେକ କମ୍ପାନୀର ଘରୋଇକରଣ କରିଥିବା ବିଷୟରେ ଆମେ ଅନେକ ଖବର ଶୁଣିଛୁ। ସରକାରର ଏହି ନିଷ୍ପତ୍ତି କାରଣରୁ ଲୋକେ ଦାବି କରୁଛନ୍ତି ଯେ ମୋଦୀ ସରକାର ଦେଶର ଅନେକ କମ୍ପାନୀ ଗୁଡିକକୁ ବିକ୍ରୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଏକ ଖବରକାଗଜର କ୍ଲିପ୍ ଭାଇରାଲ ହେବାରେ ଲାଗିଛିଯେ ବର୍ତ୍ତମାନ ଯୋଗୀ ସରକାର ମଧ୍ୟ ମଥୁରା ସହରରେ ଅବସ୍ଥିତ ଗୋବର୍ଦ୍ଧନ ପର୍ବତ ବିକ୍ରି କରୁଛନ୍ତି। ଏହି ଖବରକାଗଜର ଶୀର୍ଷକରେ ଲେଖା ଯାଇଛି, “ଗୋବର୍ଦ୍ଧନ ପର୍ବତ […]

Continue Reading

କ’ଣ ଭାରତ ପତକା ପରି ପୋଷାକ ପିନ୍ଧି ସେଲ୍ଫି ନେଉଥିବା ଏହି ଛାତ୍ରୀ ମାନଙ୍କ ଫୋଟୋ କାଶ୍ମୀରର ଅଟେ? ଜାଣନ୍ତୁ ସତ୍ୟ।

ଗତ କିଛି ବର୍ଷ ହେବ ମୋଦୀ ସରକାର କାଶ୍ମୀରରେ ଅନେକ ପରିବର୍ତନ କରିଛନ୍ତି। ଧାରା ୩୭୦ ହଟାଇବା ଏବଂ ଅନ୍ୟାନ୍ୟ କାରଣ ପାଇଁ ବିଜେପି ସମର୍ଥକ ମାନେ ସରକାରକୁ ପ୍ରଶଂସା କରୁଛନ୍ତି। କାଶ୍ମୀର ସହିତ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଦେଶପ୍ରେମ ଭାବନା ସହିତ ଦେଖିବାକୁ ମିଳୁଛି ଏବଂ ଏହା ଦାବି କରା ଯାଉଛି ଯେ ମୋଦୀ ସରକାର ପୂର୍ବରୁ ଏହା ସବୁ କାଶ୍ମୀରରେ ଦେଖିବାକୁ ମିଳୁନଥିଲା।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ […]

Continue Reading

କ’ଣ ପାକିସ୍ତାନ ଆପତ୍ତି କଲା ପରେ ୧୯୬୬ ରେ କଂଗ୍ରେସ ସରକାର ମହମ୍ମଦ ରଫିଙ୍କ ଏହି ଗୀତକୁ ବ୍ୟାନ କରିଥିଲା? ଜାଣନ୍ତୁ ସତ୍ୟ।

ଏକ ପୁରୁଣା ଭୋଦେୟ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଉଥିବା ମିଳିଛି। ଏହି ଭିଡିଓରେ ଏକ ଗୀତ ଅଛି ଯେଉଁଟା କାଶ୍ମୀର ବିଷୟରେ କହୁଛି। ଭିଡିଓ ଦେଖିଲା ପରେ ଲାଗୁଛି ଏହା କୌଣସି ସିନେମାର ଗୀତ ଅଟେ। ହେଲେ ଏହି ଗୀତର ଭିଡିଓ ପୋଷ୍ଟ କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କଇଛନ୍ତି ଯେ ଗୀତଟିର ଗାୟକ ହେଉଛନ୍ତି ମହମ୍ମଦ ରଫି। ୧୯୬୬ ମସିହାରେ କଂଗ୍ରେସ ସରକାର ଏହି ଗୀତଟିକୁ ବୟାନ କରି ଦେଇଥିଲା।  ଫ୍ୟାକ୍ଟ […]

Continue Reading