ସମାଜବାଦୀ ପାର୍ଟି ସମୟରେ(2016) ପ୍ରକାଶିତ ଖବରର ଏକ ସ୍କ୍ରିନସଟ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି ସେୟାର କରାଯାଉଛି |
ସୋସିଆଲ ମିଡିଆରେ ଖବରକାଗଜ କ୍ଲିପିଂର ଏକ ଫୋଟ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଅଛି ଯେ ଡିଏମ୍ ସାର୍ ମୁଁ ପଢିବାକୁ ଚାହୁଁଛି, କିନ୍ତୁ ମାଷ୍ଟର ମୋତେ ଭିତରକୁ ଯିବାକୁ ଦେଉନାହାନ୍ତି। ଯୋଗୀ ସରକାରଙ୍କ ଶାସନ କାଳରେ ଉତ୍ତରପ୍ରଦେଶରେ ଏହି ଘଟଣା ଘଟିଛି ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି। ଖବରକାଗଜ ଅନୁଯାୟୀ, ୟୁପିର ଗୋଣ୍ଡା ସହରର ଛାତ୍ର ରାମାନୁଜ ଯାଦବ ତାଙ୍କ ଅଞ୍ଚଳର ଜୁନିଅର ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ଆଡମିଶନ କରିବାକୁ ଚାହୁଁଥିଲେ, କିନ୍ତୁ […]
Continue Reading