ସ୍ୱିଜରଲ୍ୟାଣ୍ଡର ଫୁଟବଲ ସମର୍ଥକଙ୍କ ଭିଡିଓକୁ କୋଲକତା ନାମରେ ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ….
ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ରାସ୍ତାରେ ଯାଉଥିବା ଲୋକଙ୍କୁ ବାଡ଼ିରେ ଧକ୍କା ଦେଇଥିବାର ଦେଖିପାରିବେ। ଏହା ସହିତ ଏହି ଭିଡିଓ ପଶ୍ଚିମବଙ୍ଗର କୋଲକାତା ବୋଲି ଦାବି କରାଯାଉଛି। ସେଠାରେ ମୁସଲମାନ ଲୋକମାନେ ରାସ୍ତାରେ ଚାଲୁଥିବା ଯାନର ମୁଣ୍ଡ ଭାଙ୍ଗୁଛନ୍ତି କାରଣ ସେମାନଙ୍କୁ ସେଠାରେ ପ୍ରାର୍ଥନା କରିବାକୁ ପଡିବ। ଭାଇରାଲ ଭିଡିଓରେ ପୋଷ୍ଟ କରାଯାଇଛି ଯେ, ଏଭଳି ଦୃଶ୍ୟ ପାକିସ୍ତାନରେ ନୁହେଁ ମମତାଜ୍ ବେଗମଙ୍କ ପଶ୍ଚିମବଙ୍ଗର….ଏଠାରେ ୬ ମାସ ପାଇଁ ରାଷ୍ଟ୍ରପତି ଶାସନ ନୁହେଁ […]
Continue Reading