କ’ଣ ଭିଡିଓରେ କର୍ଣାଟକର ହିଜାବ ଯୁବତୀ ମୁସକାନ ବିକିନୀ ପିନ୍ଧି ବୁଲୁଥିବା ଅବସ୍ଥାରେ ଦେଖିବାକୁ ମିଲିଛନ୍ତି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଛି। ପ୍ରଥମ ଭିଡିଓରେ ହିଜାବ ବିବାଦ ଯୁବତୀ ମୁସକାନଙ୍କୁ ଦେଖିବାକୁ ମିଳିଛି ଏବଂ ଦ୍ଵିତୀୟ ଭିଡିଓରେ ଜଣେ ମହିଳା ବିକିନୀ ପିନ୍ଧିଥିବା ଅବସ୍ଥାରେ ରାଜରାସ୍ତାରେ ନଜର ଆସିଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଦ୍ଵିତୀୟ ଭିଡିଓରେ ବିକିନୀ ପିନ୍ଧିଥିବା ମହିଳା ହେଉଛନ୍ତି କର୍ଣାଟକର ହିଜାବ ଯୁବତୀ ମୁସକାନ। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିକିନୀ ପିନ୍ଧିଥିବା ମହିଳା ହେଉଛନ୍ତି ବୋଲିୱୁଡ […]
Continue Reading