କ’ଣ ରିଲାଏନ୍ସ କମ୍ପାନୀ ମାଲିକ ମୁକେଶ ଅମବାଣୀ ନିଜ ବହୁଙ୍କୁ ସୁନାର କାର ଉପହାରରେ ଦେଇଛନ୍ତି? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ଏକ ସୁନା ରଙ୍ଗର କାରର ଫୋଟୋ ଭାଇରାଲ ହେଉଛି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହି ସୁନା କାର ରିଲାଏନ୍ସ ଇଣ୍ଡଷ୍ଟ୍ରି ମାଲିକ ମୁକେଶ ଅମ୍ବାନୀ ନିଜ ବହୁ ପାଇଁ ଏହି କାର ବିଦେଶରୁ ମଗେଇଛନ୍ତି। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି କରା ଯାଇଛି? ୧୩ ଏପ୍ରିଲରେ ଜେନ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ ସୁନା ରଙ୍ଗର କାରର ଫୋଟୋ ସେୟାର କରି […]
Continue Reading