ପଠାନ୍ ଫିଲ୍ମ ବିଷୟରେ ‘ବିବିସି ନ୍ୟୁଜ୍’ର ଭାଇରାଲ୍ ଟ୍ୱିଟ୍ ନକଲି। ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ବିବିସି ନ୍ୟୁଜର ଟୁଇଟର ଏକ ସ୍କ୍ରିନସଟ ସେୟାର କରାଯାଉଛି ଯେଉଁଥିରେ ବଲିଉଡ ଅଭିନେତା ଶାହରୁଖ ଖାନ ପାକିସ୍ତାନକୁ ତାଙ୍କର ଦ୍ୱିତୀୟ ଘର ବୋଲି କହିଛନ୍ତି ଏବଂ ତାଙ୍କ ଫିଲ୍ମ ‘ପଠାନ’ର ପ୍ରଥମ ଦିନର ଆୟ ପାକିସ୍ତାନୀ ଏନଜିଓକୁ ଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହା ମଧ୍ୟ ଲେଖାଯାଇଛି ଯେ ଜନ୍ ଅବ୍ରହାମ ଏବଂ ଦୀପିକା ପାଦୁକୋନ, ଶାହାରୁଖ ଖାନଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଏବଂ ବଏକଟ ଗ୍ୟାଙ୍ଗକୁ ସେମାନଙ୍କର ଭୟ ନାହିଁ […]
Continue Reading