କ’ଣ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମେଗୀ ଉତ୍ପାଦନ କରୁଛି? ଜାଣନ୍ତୁ ସତ୍ୟ।
ଭାରତରେ ଗୋମାଂସ କିମ୍ବା ଗୋମାତାଙ୍କର କୌଣସି ଅଂଶକୁ ଖାଇବା ଜିନିଷର ଉତ୍ପାଦନରେ ବ୍ୟବହାର କରିବା କିମ୍ବା ତାହାର ବିକ୍ରୟ କରିବା ନିଷେଧ ଅଟେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଆମେ ଦେଖିବାକୁ ପାଇଲୁ ଯେ ଏକ ମ୍ୟାଗୀ ପେକେଟରେ ବିଫ୍ ଫ୍ଲେଭର (ଗୋମାଂସ ସ୍ଵାଦ) ବୋଲି ଲେଖା ଯାଇଛି। ଦାବି କର ଯାଉଛି ଯେ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମ୍ୟାଗୀ ଉତ୍ପାଦନ କରି ବିକ୍ରୟ କରୁଛି। କିନ୍ତୁ ଫ୍ୟାକ୍ଟ […]
Continue Reading