ତେଲେଙ୍ଗାନା ନିର୍ବାଚନରେ ବଣ୍ଟାଯାଇଥିବା ପଇସାର ଭିଡିଓ କର୍ଣ୍ଣାଟକ ନିର୍ବାଚନ ଦାବିରେ ଭାଇରାଲ…
ଏହି ଭିଡିଓ କର୍ଣ୍ଣାଟକ ନିର୍ବାଚନର ନୁହେଁ ବରଂ ତେଲେଙ୍ଗାନାରେ ଉପ-ନିର୍ବାଚନର ଅଟେ। ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଦୁଇଜଣ ମହିଳାଙ୍କୁ ବିଜେପି ପ୍ରତୀକ ସହିତ ଏକ ଲଫାପା ଖୋଲିଥିବାର ଦେଖିପାରିବେ। ଲଫାପାରୁ 2000 ଟଙ୍କିଆ ଲୋଟ ବାରୀବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ଭୋଟ ଦେବା ପାଇଁ ବିଜେପି ଲୋକଙ୍କୁ ପଇସା ବାଣ୍ଟୁଛି। ଭାଇରାଲ ଭିଡିଓରେ ଲେଖାଯାଇଛି ଯେ, କର୍ଣାଟକ ରେ ପରାଜୟ ବରଣ […]
Continue Reading