100 ନମ୍ବର ଗାଡ଼ିରେ ବସି ମଦ ପିଉଥିବା ଘଟଣା ଯୋଗୀ ଆଦିତ୍ୟନାଥ ସରକାର ସମୟର ?

ସୋସିଆଲ ମିଡିଆରେ ଯୋଗି ଆଦିତ୍ୟ ନାଥଙ୍କ ସରକାର ଉତ୍ତରପ୍ରଦେଶରେ ଦୁଇ ଜଣ ପୋଲିସ 100 ନମ୍ବର ଗାଡ଼ିରେ ମଦ ରଖୀ ପିଉଥିବାର ଦାବିରେ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦାବି କରାଯାଉଛି ଯେ, ଯୋଗି ସରକାରରେ ଲୋକମାନେ ଗୁଣ୍ଡାଠାରୁ ନୁହେଁ ବରଂ ଖାକି ବର୍ଦୀରେଥିବା ପୋଲିସଙ୍କଠାରୁ ଅଧିକ ଡରନ୍ତି। ଯୋଗି ସରକାରରେ ପୋଲିସ 100 ନମ୍ବର ଗାଡ଼ିରେ ବସି ଖୁଲମ ଖୁଲା ମଦ ପିଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  […]

Continue Reading

ୟୁପିର ଦୁଇ ବର୍ଷ ପୁରୁଣା ମାମଲା ଭୁଲ ତଥ୍ୟ ସହିତ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାଧୀଙ୍କୁ ନିର୍ଭୟରେ ଦଣ୍ଡ ଦେଉଛନ୍ତି। ଏହି ପୋଷ୍ଟରେ ଏକ “ବ୍ରେକିଙ୍ଗ୍ ନ୍ୟୁଜ୍” ର ସ୍କ୍ରିନସଟ୍ ରହିଛି ଯେଉଁଥିରେ ଦର୍ଶାଯାଇଛି ଯେ ଦେଶରେ ପ୍ରଥମ ଥର ପାଇଁ ୟୁପି ପୋଲିସ୍ ଦ୍ୱାରା ଜଣେ ବଳାତ୍କାରକାରୀଙ୍କୁ ଗୁଳି କରାଯାଇଛି। ଏହା ସହ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ମାମଲା ରାମପୁରର ଅଟେ। ଯେଉଁଠାରେ ଜିଲ୍ଲାର ଏସପି ଅଜୟପାଲ ଶର୍ମା  […]

Continue Reading

ଭଦ୍ରକ ଜିଲ୍ଲା ଯୁବକ ମୃତ୍ୟୁକୁ ନେଇ ପୋଲିସ ଉପରେ ହୋଇଥିବା ଆକ୍ରମଣର ପୁରୁଣା ଭିଡିଓକୁ ‘ଭୋଜି ବନ୍ଦ କରିବାକୁ ଯାଇ ଗଜପତି ପୋଲିସ ଉପରେ ଆକ୍ରମଣ’ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ  ପୋଲିସ କାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିବ। ଏହି ପୋଷ୍ଟ ଦାବି ହେଉଛି ଯେ ଏହା ଓଡ଼ିଶା ଗଜପତିରେ ଭୋଜି ବନ୍ଦ କରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ।  ବାସ୍ତବରେ ଏହି ଭିଡିଓଟି ଓଡିଶାର ଭଦ୍ରକର ଅଟେ। ଏହି ଭିଡିଓ ଭଦ୍ରାକ୍ ଜିଲ୍ଲାର ତିହାରୀ ବ୍ଲକର ଅଟେ ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପୋଲିସ୍ ଜିପ ଉପରେ ସ୍ଥାନୀୟ ଲୋକମାନେ ଆକ୍ରମଣ କରିଥିଲେ। […]

Continue Reading

କୃଷି ଆନ୍ଦୋଳନକାରିଙ୍କୁ ସମର୍ଥନ କରି ପୋଲିସ କର୍ମି ମଧ୍ୟ ଜୟ ହିନ୍ଦ ଜୟ କିଷାନ ନାରା ଲଗାଉଛନ୍ତି ?

ସୋସିଆଲ ମିଡିଆରେ କୃଷି ଆନ୍ଦୋଳନକୁ ନେଇ ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ କରାଯାଉଛି। ଯେଉଁଥିରୁ କିଛି ସତ୍ୟ ହୋଇଥିବା ବେଳେ କିଛି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପୋଲିସ ଜୟ ଜବାନ ଜୟ କିଷାନ ନାରା ଲଗାଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଏବେତ ପୋଲିସ ମଧ୍ୟ କୃଷକମାନଙ୍କ ସହ ମିଶି ଜୟ ଜବାନ ଜୟ କିଷାନ ନାରା ଲଗାଉଛନ୍ତି। ତେବେ […]

Continue Reading

ମାସ୍କ ପିନ୍ଧି ନଥିବା ଲୋକଙ୍କୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରୁଥିବା ଭିଡିଓ କୁ ଦିଲ୍ଲୀର କହି ଭାଇରାଲ କରାଯାଉଛି।

କୋରୋନା କାଳପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ହୋଇଗାଲାଣି। ମାସ୍କ ନ ପିନ୍ଦିଲେ ପୋଲିସ ଏବଂ ସରକାର କଡ଼ା ନିୟମ ମଧ୍ୟ କରିଛି। ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପୋଲିସ ଲାକମାନଙ୍କୁ ମାସ୍କ ନ ପିନ୍ଧିବା ଅଭିଯୋଗରେ ଗିରଫ କରୁଥିବାର ଦେଖାଯାଉଚି। 1.48 ସେକେଣ୍ଡର ଭିଡିଓ ଦିଲ୍ଲୀର ଅଟେ ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଆମକୁ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 21 ନଭେମ୍ବରରେ Tusar Mohanty […]

Continue Reading

ସ୍ପେନର ଭିଡିଓକୁ ଫ୍ରାନ୍ସର କହି ଭାଇରାଲ କରାଯାଉଛି।

ଫ୍ରାନ୍ସରେ ଗତ କିଛି ଦିନ ହେଲା ହେଉଥିବା ବିବିଦକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓଟି ଫ୍ରାନ୍ସର ଏକ ସହରର ଅଟେ।  ଭାଇରାଲ ଭିଡିଓରେ ପୋଲିସ ଏକ ରାସ୍ତାରେ ଲୋକଙ୍କୁ ଗିରଫ କରୁଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଫ୍ରାନ୍ସରେ ପୋଲିସ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ଅଟେ। 5 […]

Continue Reading