କାଲିଫୋର୍ନିଆ ଭିଡିଓକୁ ଭାରତୀୟ କୃଷି ଆନ୍ଦୋଳନକାରୀଙ୍କ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ରୁ ଅଧିକ ସେୟାର ହେବାରେ ଲାଗିଛି, ଯେଉଁଥିରେ ଦର୍ଶାଯାଇଛି ଯେ ଏଥିରେ ଭାରତୀୟ କୃଷକ ଆନ୍ଦୋଳନକାରୀମାନେ ଭାରତୀୟ ଜାତୀୟ ପତାକା ଉପରେ ଠିଆ ହୋଇ ଏହାର ଅପମାନ କରୁଛନ୍ତି। ଭିଡିଓରେ ଶୁଣିବାକୁ ମିଳୁଛି ଯେ, ଲୋକମାନେ ‘ଖାଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  27 ଜାନୁଆରିରେ Utkal tv odia ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

ଫିଲିପିନ୍ସ ଦେଶର ଫଟୋକୁ ଚାଷୀ ଏବଂ ଚାଷି ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

ସୋସିଆଲ ମି଼ଡିଆରେ କୃଷୁ ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲିଗିଛି। ଏଥି ମଧ୍ୟରୁ କିଛି ଖବର ମିଥ୍ୟା ହୋଇଥିବା ବେଳେ କିଛି ଫଟୋ ମିଥ୍ୟା ଦାବିରେ ମଧ୍ୟ ଭାଇରାଲ ହେବାରେ ଲାଗାଛି। ଏହିପରି କିଛି ଫଟୋ ସୋସିଆଲ ମିଡିଆରୋ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଚାଷ ଜମିରେ ଦୁଇ ପୁଅ ଝିଅ ଫଟୋ ଉଠାଉଥିବାର ଦେଖାଯାଉଛନ୍ତି। ଭାଇରାଲ ଫଟୋରେ ଦାବି କରାଯାଉଛି ଯେ, ରାଜରାସ୍ତାରେ ଚାଷି ହକପାଇଁ ଲଢ଼ୁଛନ୍ତି, କିନ୍ତୁ ଏଠି ଚାଷ ଜମିରେ […]

Continue Reading

ଫଟୋରେ ଥିବା ମହିଳା ଭାରତରେ ବଳାତ୍କାର ଓ ହତ୍ୟା ମାମଲାକୁ ବିରୋଧ କରୁଛନ୍ତି କି?

ତ୍ତରପ୍ରଦେଶର ହାଥjସରେ ଜଣେ 19 ବର୍ଷର ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି, ଯାହାଫଳରେ ମହିଳାଙ୍କ ସୁରକ୍ଷା ପାଇଁ ସୋସିଆଲ ମିଡିଆରେ ଆଲୋଚନା ଲାଗି ରହିଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ତାଙ୍କ ଶରୀରକୁ କଣ୍ଟା ତାର ପରି ପୋଷାକ ପିନ୍ଧିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋ ସହ ଦାବି କରାଯାଉଛି ଯେ, ହାଥରସ ଘଟଣା ପରେ ଏହା ସରକରା ମୁହଁରେ ଚାପୁଡ଼ା। ସରକରାଙ୍କ ଦ୍ୱାରା ଦେଶର ମହିଳା ସୁରକ୍ଷୀତ […]

Continue Reading

ଭାରତରେ ଦୁଷ୍କର୍ମ ମାମଲା ବଢ଼ିବା ଦେଖି ସ୍ୱିଜରଲ୍ୟାଣ୍ଡର ମହିଳା ଖେଳାଳି ଭାରତ ନ ଆସିବାର ଦୁଇ ବର୍ଷ ପୁରୁଣା ମିଥ୍ୟା ଖବର ଭାଇରାଲ ହେଇଛି।

ଭାରତରେ ଦୁଷ୍କର୍ମି ମାମଲା ବଢ଼ିବା ସହ ଏହାର ଚର୍ଚ୍ଚା ବିଦେଶରେ ମଧ୍ୟ ହେଉଛି। ଉତ୍ତର ପ୍ରଦେଶ ହାଥରସ ଘଟଣା ପେର  ଗତ କିଛି ଦିନ ଦେଲା ସୋସିଆଲ ମିଡିଆରେ ଅଲଗାଅଲଗା ରାଜ୍ୟର ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ଏହା ସହ ସୋସିଆଲ ମିଡିଆରେ ଅଲଗା ଅଲଗା ପୋଷ୍ଟ ଭିନ୍ନ ଦିବିରେ ଭାଇରାଲ ହେଉଛି। ଏପରି ଏକ ନ୍ୟୁଜ ପେପପର ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଯାଇଛି ଯେ, ଭାରତରେ ଦୁଷ୍କର୍ମ ମାମଲାକୁ ଭୟ କରି ସ୍ୱିଜରଲ୍ୟାଣ୍ଡର […]

Continue Reading