କ’ଣ ପୋଷ୍ଟରେ ଥିବା ମହିଳା ମାନେ ଳବ୍ ଜିହାଦର ଶିକାର ହେଇଛନ୍ତି? ଜାଣନ୍ତୁ ସତ୍ୟ।
Photo Credit: Jagran ୨୬ ଅଗଷ୍ଟରେ ଜଣେ ଫେସବୁକ ୟୁଜର ସନାତନ ହିନ୍ଦୁ ସମରଥଙ୍କ ଗ୍ରୁପରେ କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ମହିଳା ମାନେ ଳବ୍ ଜିହାଦର ଶିକାର ହେଇ ଯନ୍ତ୍ରଣା ସହିଛନ୍ତି। ମିଛ ପ୍ରେମର ଶିକାର ହୋଇ ବର୍ତମାନ ଏହି ମହିଳା ମାନଙ୍କ ଉପରେ ନିର୍ଯାତନା କରା ଯାଇଅଛି। Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥି ଫୋଟୋକୁ ବିଭାଜିତ […]
Continue Reading
