ପୁରୁଣା ଭିଡିଓକୁ ସେୟାର କରି ଦାବି କରା ଯାଉଛି ଯେ ନିତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି କହୁଛନ୍ତି। 

ବର୍ତ୍ତମାନ ନିତୀଶ କୁମାରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ମନ୍ତବ୍ୟ ଦେଇଥିବା ଶୁଣିବାକୁ ମିଳିଛି। ନିଜ ଭାଷଣରେ ନିତୀଶ କୁମାର କହୁଛନ୍ତି, “ଆଦରଣୀୟ ନରେନ୍ଦ୍ର ମୋଦୀ ଜି ପୁଣି ମୁଖ୍ୟମନ୍ତ୍ରୀ ହେବା ଉଚିତ, ଦେଶର ବିକାଶ ହେଉ।” ଏହି ଭିଡିଓଟି ଏପରି ସେୟାର କରାଯାଇଛି ଯେପରି ଏହା 2025 ବିହାର ନିର୍ବାଚନ ସହିତ ଜଡିତ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ […]

Continue Reading

କ’ଣ ନିତୀଶ କୁମାର ବିଜେପି ସହିତ ମେଣ୍ଟ ଭାଙ୍ଗିବା ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ନିତୀଶ କୁମାରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ କିଛି ଲୋକଙ୍କ ମଧ୍ୟ ରେ ଚିଡ଼ା ହୋଇ ସେ କହୁଛନ୍ତି ଯେ ତାଙ୍କୁ ମୃତ୍ୟୁ ସ୍ଵୀକାର ଅଛି କିନ୍ତୁ ବିଜେପି ସାଙ୍ଗରେ ମେଣ୍ଟ କରିବା ସ୍ଵୀକାର ନାହିଁ। ଦାବି କରା ଯାଉଛି ଯେ ନିତୀଶ କୁମାର ନିକଟରେ ଏହି ବିବୃତ୍ତି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ୨୦୨୩ ର […]

Continue Reading

ଅଖିଳେଶ ଯାଦବଙ୍କ ସହ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସାକ୍ଷାତର ଫୋଟୋ ପୁରୁଣା, ଲୋକସଭା ନିର୍ବାଚନ ସହ ସମ୍ପର୍କ ନାହିଁ। 

୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ୪ ଜୁନ୍ ରେ ଘୋଷିତ ହୋଇଥିଲା ଏବଂ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ୨୯୩ ଟି ସିଟ୍ ଜିତିଥିବାବେଳେ ବିରୋଧୀ INDI ମିଳିତ ମଞ୍ଚ ୨୩୨ ଟି ସିଟ୍ ଜିତିଥିଲା। କେନ୍ଦ୍ରରେ ସରକାର ଗଠନ ପାଇଁ INDI ମିଳିତ ମଞ୍ଚ ନିତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡ଼ୁଙ୍କର ସମର୍ଥନ ପାଇଁ ଚେଷ୍ଟା କରିଥିଲା।  ଏହା ମଧ୍ୟରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ, ନିତୀଶ କୁମାର ଏବଂ ତେଲୁଗୁ ଦେଶମ […]

Continue Reading