କ’ଣ ଦାମୋଦର ରାଉତ ନିଜ ପାରିବାରିକ ସ୍ଵାର୍ଥ ପାଇଁ ଛାଡିଥିଲେ ବି.ଜେ.ଡି? କ’ଣ ପୁଅ ପାଇଁ ବି.ଜେ.ଡି ଦଳ ଛାଡି ବି.ଜେ.ପି ଦଳକୁ ଯାଇଥିଲେ ଓ କ’ଣ ନିଜ ଝିଅ ପାଇଁ ବି.ଜେ.ପି ଛାଡିଲେ? ଜାଣନ୍ତୁ ସତ।
ଫେସବୁକର ଓଡ଼ିଆ ଏକ୍ସକ୍ଲୁସିଭ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ବି.ଜେ.ଡି ର ପୂର୍ବତନ ବରିଷ୍ଠ ନେତା ଦାମୋଦର ରାଉତ ନିଜ ସ୍ଵାର୍ଥ ପାଇଁ, ନିଜ ପୁଅଙ୍କୁ ରାଜନୀତିରେ ପଶାଇବା ପାଇଁ ପାର୍ଟି ଛାଡି ବି.ଜେ॰ପି ଦଳରେ ଯାଇ ମିଶିଥିଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ଦାମୋଦର ରାଉତ ନିଜ ଝିଅ ପ୍ରୀତିନନ୍ଦାଙ୍କ ରାଜନୀତି ଭବିଷ୍ୟ ପାଇଁ ସେ ବହୁତ ବ୍ୟସ୍ତ। ସେଥିପାଇଁ ଦାମୋଦର ବି.ଜେ॰ପି ଦଳରୁ ଇସ୍ତଫା ଦେଇ […]
Continue Reading