କ’ଣ ଏହି ଭିଡିଓ ଜଣେ ଇସ୍ରାଏଲି ମହିଳାଙ୍କ ଅଟେ ଯାହାଙ୍କୁ ହମାସ୍ ଆତଙ୍କବାଦୀ ମାନେ ତାଙ୍କ ସନ୍ତାନର ମାଂସ ଖାଇବାକୁ ଦେଇଥିଲେ? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ସାକ୍ଷାତକାର ସମୟରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେହି ମହିଳା ଏକ କଷ୍ଟଦାୟକ ଏବଂ ଯନ୍ତ୍ରଣା ଘଟଣାର ବର୍ଣ୍ଣନା କରୁଥିବା ଜଣା ପଡୁଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ ଜଣେ ଇସ୍ରାଏଲି ମହିଳା ହମାସ୍ ଆତଙ୍କବାଦୀ ଦ୍ଵାରା ଅପହରଣ ହୋଇଥିଲେ ଏବଂ ସେମାନେ ଏହି ମହିଳାଙ୍କୁ ତାଙ୍କ ନିଜ ସନ୍ତାନର ମାଂସ ଖାଇବାକୁ ଦେଇଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]
Continue Reading