ବିହାରର ଏକ ପୁରୁଣା ଭିଡିଓକୁ, ପଶ୍ଚିମବଙ୍ଗ ନିର୍ବାଚନ ପରେ ଟିଏମସି କାର୍ଯ୍ୟକର୍ତ୍ତା ଆହତ ହେବାର ନାଟକ କରୁଥିବା ଦାବି ସହ ସେୟାର କରାଯାଉଛି।

ନିକଟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ମୁଣ୍ଡରେ ଆଘାତର ଅଭିନୟ କରୁଥିବାର ଦେଖାଯାଇଛି। ଦାବି କରା ଯାଉଛି ଯେ ମହିଳା ହେଉଛନ୍ତି ଜଣେ ଟିଏମସି କାର୍ଯ୍ୟକର୍ତ୍ତା। ନିର୍ବାଚନ ହାରିବା ପରେ ସେ ଏପରି ଅଭିନୟ କରୁଥିବା ନଜର ଆସିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ବିହାରର ଏକ ପୁରୁଣା ଘଟଣା ଯାହାର ପଶ୍ଚିମବଙ୍ଗ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ।  କ’ଣ […]

Continue Reading

ବାଂଲାଦେଶର ଏକ ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି। 

ନିକଟରେ, ସୋସିଆଲ ମିଡିଆରେ ଏକ ବିଶାଳ ଭିଡ଼ର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ୟୁଜର ମାନେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନରେ ​​ବିଜେପିର ବିଜୟ ପରେ ବହୁ ସଂଖ୍ୟକ ମୁସଲିମ ଲୋକ ପଶ୍ଚିମବଙ୍ଗ ଛାଡି ଯାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ବାଂଲାଦେଶର ଏକ ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ପଳାୟନ କରୁଥିବା ଦାବି ସହିତ […]

Continue Reading

କୋଲକାତାର ହୋଲି ସମୟର ଭିଡିଓ କୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଲୋକମାନେ ହାଉଡ଼ା ସେତୁ ରେ ଜୟ ଶ୍ରୀରାମ ନାରା ଦେଉଥିବା ଦାବି ସହିତ ସେୟାର କରା ଯାଉଛି।

ବିଜେପି ଦଳ ପଶ୍ଚିମବଙ୍ଗରେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି। ଏହି ସମୟରେ ଏକ ସେତୁ ଉପରେ ଲୋକଙ୍କର ଏକ ବିଶାଳ ଭିଡ଼ ଜୟ ଶ୍ରୀରାମ ନାରା ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଭିଡିଓଟି ସେୟାର କରି ୟୁଜର ଲେଖିଛନ୍ତି, “ଜୟ ଶ୍ରୀ ରାମ ରେ ପ୍ରକମ୍ପିତ ହେଲା ବେଙ୍ଗଲର ହାଉଡ଼ା ବ୍ରିଜ ହଜାରେ ହଜାରେ ଭକ୍ତ ଙ୍କ ସ୍ଵରରେ କମ୍ପିଲା ବେଙ୍ଗଲ ଶ୍ରୀ ରାମ।” ଏହି ଭିଡିଓଟିକୁ ଏପରି […]

Continue Reading

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟରେ ମୋଦିଙ୍କୁ ଝାଲମୁଢି ବିକ୍ରି କରିଥିବା ବ୍ୟକ୍ତି ଜଣେ SPG କମାଣ୍ଡୋ ହେଇଥିବା ଦାବି ମିଥ୍ୟା ଅଟେ।

ପଶ୍ଚିମବଙ୍ଗର ଝାରଗ୍ରାମରେ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାସ୍ତା କଡ଼ରେ ଥିବା ଜଣେ ଝାଲମୁଢି ବିକ୍ରେତାଙ୍କ ପାଖରେ ଜଳଖିଆ ପାଇଁ ଅଟକିଥିଲେ। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ, “ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଢି ପ୍ରସ୍ତୁତ କରିଥିବା ବିକ୍ରେତା ପ୍ରକୃତରେ ଜଣେ ଦୋକାନୀ ନଥିଲେ, ବରଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଦାୟୀ ଜଣେ SPG କମାଣ୍ଡୋ ଥିଲେ।” Facebook | Archive ଆମ […]

Continue Reading

ମହାରାଷ୍ଟ୍ରର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି।

ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ସୋସିଆଲ ମିଡିଆରେ ରାସ୍ତାରେ ଅନେକ ଲୋକ ନାଚୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ବେଙ୍ଗଲରେ ବିଜେପି ନିର୍ବାଚନ ଜିତିବା ପରେ ମହାରାଷ୍ଟ୍ରର ମୁସ୍ଲିମ ମାନେ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ମହାରାଷ୍ଟ୍ରର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି। Facebook […]

Continue Reading

ବାଂଲାଦେଶର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଆତଙ୍କ ସୃଷ୍ଟି କରୁଥିବା ଘଟଣା ଦାବି ସହିତ ସେୟାର କରା ଯାଉଛି।

ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ନିର୍ବାଚନରେ ​​ଐତିହାସିକ ବିଜୟ ହାସଲ କରିଛି, ୨୯୪ ଆସନରୁ ପ୍ରାୟ ୨୦୭ ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ପ୍ରଥମ ଥର ପାଇଁ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବ, ଯାହା ମମତା ବାନାର୍ଜୀଙ୍କ ନେତୃତ୍ୱରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନକୁ ସମାପ୍ତ କରିବ।  ଏହି ପ୍ରସଙ୍ଗରେ ଏକ ଘରେ ନିଆଁ ଲାଗିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର ମାନେ ଦାବି […]

Continue Reading

ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ହିଂସା ସମ୍ପର୍କରେ ମିଥ୍ୟା ଦାବି କରାଯାଉଛି; ଭାଇରାଲ ଭିଡିଓଟି ପ୍ରକୃତରେ ବାଂଲାଦେଶରେ ଏକ ମକ୍ ଡ୍ରିଲ୍କୁ ଦର୍ଶାଉଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ଭାଙ୍ଗି ଭୋଟରଙ୍କ ମତଦାନ ପରେ, ରାଜନୈତିକ ଦଳଗୁଡ଼ିକ ଭୋଟ ପ୍ରତିଶତ ସମ୍ପର୍କରେ ପରସ୍ପର ବିରୋଧୀ ଦାବି କରୁଛନ୍ତି। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରସାରିତ ହେଉଛି ଯେଉଁଥିରେ ଏକ ଗୋଷ୍ଠୀ ଏକ ପୋଲିଂ ବୁଥରେ ହଙ୍ଗାମା କରୁଥିବା, ଭଙ୍ଗାରୁଜା କରୁଥିବା ଏବଂ ନକଲି ଭୋଟ ଦେବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ଦାବି କରାଯାଉଛି ଯେ ଏହି ଭିଡିଓଟି ପଶ୍ଚିମବଙ୍ଗରେ ନିର୍ବାଚନର।  ଭିଡିଓ ସେୟାର କରି ଜଣେ […]

Continue Reading

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ ପିୟୁଥିବା ଫୋଟୋ ଏଡିଟ୍ କରା ଯାଇଛି।

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଂଶୀ ଧରିଥିବା ଏବଂ ନବୀନ ପଟ୍ଟନାୟକ ସିଗାରେଟ ପିୟୁଥିବା ଫଟୋ ଭାଇରାଲ ହେବାରେ ଲାଗିଛି। ବିଜେପି ସମର୍ଥକ ମାନେ ଦୁଇଟି ଫଟୋର ତୁଳନା କରି ଆପତ୍ତି ପ୍ରକାଶ କରୁଛନ୍ତି ଯେ ମୋହନ ମାଝି ବଂଶୀ ଧରିଲେ ବିରୋଧୀ ଦଳ ବୋରୋଧ କରୁଛନ୍ତି କିନ୍ତୁ ନବୀନ ପଟ୍ଟନାୟକ ସିଗାରେଟ ପିୟୁଥିବା ବେଳେ କେହି ପ୍ରଶ୍ନ କରିଲେ ନାହିଁ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓକୁ […]

Continue Reading

କଙ୍ଗନା ରଣାଓତ ଭାରତକୁ ‘ଗରିବ’ଙ୍କ ଦେଶ ଭାବରେ ବର୍ଣ୍ଣନା କରୁଥିବା ଭିଡିଓଟି ଏଡିଟ୍ କରା ଯାଇଛି।

କଙ୍ଗନା ରଣାୱତଙ୍କ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ସେ ଭାରତକୁ ଏକ ଗରିବ ଏବଂ ନଙ୍ଗଳା ଦେଶ ଭାବରେ ଗଣମାଧ୍ୟମକୁ ବର୍ଣ୍ଣନା କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଭିଡିଓକୁ ଏଡିଟ୍ କରି ସେୟାର କରା ଯାଇଛି। ମୂଳ ଭିଡିଓରେ କଙ୍ଗନା ଧୁରନ୍ଧର ଫିଲ୍ମ ବିଷୟରେ କହୁଛନ୍ତି।  ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଦେଖି ପାରିବେ।  Facebook | […]

Continue Reading

ରାଲି ସମୟରେ ଏଲପିଜି ନେଇ ପ୍ରଶ୍ନ ପଚାରିଥିବା ଲୋକକୁ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ଦେଉଛନ୍ତି କି? ଜାଣନ୍ତୁ ସତ୍ୟତା। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ରାଲିରେ ଯୋଗ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ବ୍ୟକ୍ତିଙ୍କୁ ଏଲପିଜି ଅଭାବ ବିଷୟରେ ଅଭିଯୋଗ କରୁଥିବାର ଉତ୍ତର ଦେଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି। ତାଙ୍କ ନାମ ସଦାନନ୍ଦ ନାୟକ, ମୋଦିଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତି। କ’ଣ ଦାବି କର ଯାଇଛି ପୋଷ୍ଟରେ?  ଭିଡିଓ […]

Continue Reading

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଠିଆ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଚେୟାର ରେ ବସି ତାଙ୍କ ଅପମାନ କରିଥିବା ଦାବି ବିଭ୍ରାନ୍ତକାରୀ ଅଟେ।

ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବ୍ୟାନେର୍ଜି ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରି କହିଥିଲେ ଯେ ଯେତେବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଠିଆ ହୋଇଥିଲେ ସେତେବେଳେ ମୋଦୀ ଚେୟାରରେ ବସି ରହି ତାଙ୍କ ଅପମାନ କରିଥିଲେ। ମମତା ବ୍ୟାନେର୍ଜି ଏକ ଫଟୋ ମଧ୍ୟ ସାମନାକୁ ଆଣିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ, ଏଲକେ ଆଡଭାନୀ ବସିଥିବା ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଠିଆ ହୋଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ […]

Continue Reading

“ଇସ୍ରାଏଲ ହେଉଛି ପିତୃଭୂମି ଏବଂ ଭାରତ ହେଉଛି ମାତୃଭୂମି”: ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ବିନା ସଠିକ୍ ପ୍ରସଙ୍ଗରେ ଭାଇରାଲ ହେଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମୟର ଏକ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଛୋଟ କ୍ଲିପରେ ସେ କହୁଛନ୍ତି ଯେ ଇସ୍ରାଏଲ ହେଉଛି ପିତୃଭୂମି ଏବଂ ଭାରତ ମାତୃଭୂମି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଭାରତ ହେଉଛି ମାଆ ଏବଂ ଇସ୍ରାଏଲ ହେଉଛି ବାପା – ସରେଣ୍ଡର ଜୀ ଦେଶବାସୀଙ୍କୁ ନୂଆ ବାପା ପାଇଁ ଅଭିନନ୍ଦନ” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ […]

Continue Reading

ଇସ୍ରାଏଲୀ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବୟକଟ କରାଯାଇଥିଲା କି? ୱାକଆଉଟ୍ ପଛର ପ୍ରକୃତ ସତ୍ୟ କ’ଣ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଥିଲେ, ଯେଉଁଠାରେ ସେ ଇସ୍ରାଏଲୀ ସଂସଦ, ନେସେଟକୁ ସମ୍ବୋଧିତ କରିଥିଲେ। ଏହି ଗସ୍ତ ସମୟରେ ଇସ୍ରାଏଲୀ ସଂସଦ ପ୍ରଧାନମନ୍ତ୍ରୀ ମୋଦିଙ୍କୁ “ନେସେଟର ବାଚସ୍ପତି”ର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥିଲା।  ଏହି ସମ୍ପର୍କରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ବାଚସ୍ପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ଉଲ୍ଲେଖ କରିବା ସମୟରେ କିଛି ସାଂସଦ ଗୃହ ଛାଡି ବାହାରକୁ ଯାଉଥିବାର ଦେଖାଯାଉଛି। ଏହି ଭିଡିଓକୁ ଇସ୍ରାଏଲର ବିରୋଧୀ […]

Continue Reading

ଜେଫରି ଏପଷ୍ଟିନ୍ ଏବଂ ଜଣେ ମହିଳାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ AI ଦ୍ଵାରା ତିଆରି କର ଯାଇଛି। 

ନିକଟରେ ଜଣେ ମହିଳା ଏବଂ ଜେଫରି ଏପଷ୍ଟିନ୍ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କର ଯାଉଛି ଯେ ମୋଦୀଙ୍କ ଏହି ଫଟୋ ଏପଷ୍ଟିନ୍ ଫାଇଲ୍ସ ରୁ ଆସିଛି। ଫଟୋ ପୋଷ୍ଟ କରି ଜଣେ ୟୁଜର ଲେଖିଛନ୍ତି, “ଆସିଗଲା  modi ଙ୍କର ଏପଷ୍ଟିନ ସହିତ ଫୋଟୋ, ବହୁତ ଜଲଦି ଭିଡ଼ିଓ ବି ଆସିବ,ଏଇଟା AI ଫୋଟୋ ନୁହେଁ ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ […]

Continue Reading

ଅଷ୍ଟ୍ରେଲିଆ ର ଗୋ-ଗୋ ଡ୍ୟାନ୍ସରଙ୍କ ଫଟୋକୁ ସୋନିଆ ଗାନ୍ଧୀଙ୍କ ଫଟୋ ଦାବି ସହିତ ସେୟାର କରାଯାଇଛି।

ନିକଟରେ ସୋସିଆଲ ମିଡିଆରେ ତିନି ଜଣ ମହିଳାଙ୍କର ନାଚୁଥିବା ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ମଝିରେ ଥିବା ମହିଳା ସୋନିଆ ଗାନ୍ଧୀ ବୋଲି ଦାବି କରାଯାଇଛି। ଫଟୋଟି ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପ୍ରିୟ କଂଗ୍ରେସ ଚାମଚା, ଏପଷ୍ଟିନ ଫାଇଲ ର ମହିମା ମଣ୍ଡନ କରିଥିବା ଏହି ଫୋଟୋ ରେ ତିନିଜଣ ଅର୍ଦ୍ଧନଗ୍ନ ଯୁବତୀ ନୃତ୍ୟ ପରିବେଷଣ କରୁଛନ୍ତି. ଟିକେ ଜୁମ କରିକି ଦେଖ ମଝିରେ ନୃତ୍ୟ କରୁଥିବା ଅର୍ଦ୍ଧନଗ୍ନ ଯୁବତୀ ଜଣକ ତମ […]

Continue Reading

ସ୍ଵାମୀ ବିଦ୍ୟାନନ୍ଦ ବିଦେହ ଏକ ସଭାରେ ଜବାହାରଲାଲ ନେହରୂଙ୍କୁ ଚାପୁଡ଼ା ମାରିଥିବା ଦାବି ବିଭ୍ରାନ୍ତକାରୀ ଅଟେ। 

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଏକ କାର୍ଯ୍ୟକ୍ରମରେ ଯେତେବେଳେ ସେ ଆର୍ଯ୍ୟ ହିନ୍ଦୁ ସମାଜକୁ ଭାରତର ଶରଣାର୍ଥୀ ବୋଲି କହିଥିଲେ, ତାଙ୍କୁ ସ୍ୱାମୀ ବିଦ୍ୟାାନନ୍ଦ ଚାପୁଡ଼ା ମାରିଥିଲେ। ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଯେତେବେଳେ ସ୍ୱାମୀ ବିଦ୍ୟାାନନ୍ଦ ବିଦେହ ନେହେରୁଙ୍କ ମୁହଁରେ ଏକ ଜୋରଦାର ଚାପୁଡ଼ା ମାରିଥିଲେ….. କାରଣ… ନେହେରୁ ଏକ କାର୍ଯ୍ୟକ୍ରମରେ ତାଙ୍କ ଭାଷଣରେ କହିଥିଲେ ଯେ […]

Continue Reading

ଏଡିଟ୍ ହୋଇଥିବା ଫଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏପଷ୍ଟିନ୍ ଏବଂ କିଛି ଅନ୍ୟ ମହିଳାଙ୍କ ସହିତ ଠିଆ ହୋଇଥିବା ଦର୍ଶାଉଛି। 

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏପଷ୍ଟିନ୍ ଏବଂ ଅନ୍ୟ କିଛି ମହିଳାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ଏକ ପୁରୁଣା ଫଟୋ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ମହାସମ୍ପାଦକ ଥିଲେ।  ଫଟୋ ସେୟାର କରି ଜେନ ୟୁଜର ଲେଖିଛନ୍ତି, “ରିପୋର୍ଟ ଅନୁଯାୟୀ, ଏହି ଫଟୋଟି ୧୯୯୮ ମସିହାରେ ନ୍ୟୁୟର୍କ ସହରରେ ଏକ ପାର୍ଟିରେ ଉଠାଯାଇଥିଲା, ଯେତେବେଳେ ମୋଦି ଗୁଜରାଟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଧାରଣ ସମ୍ପାଦକ […]

Continue Reading

ମନି ହାଇଷ୍ଟ୍ ୱେବ୍ ସିରିଜ୍ ର ଅଭିନେତାଙ୍କ ଫଟୋକୁ ବଜରଙ୍ଗ ଦଳ ସଦସ୍ୟଙ୍କ ଝିଅ ଭାଲେଣ୍ଟାଇନ୍ ଦିବସ ପାଳନ କରୁଥିବା ଦାବି ସହିତ ଭାଇରାଲ। 

ସୋସିଆଲ ମିଡିଆରେ ୩ ଟି ଫଟୋର ଏକ କୋଲାଜ୍ ସେୟାର କରା ଯାଉଛି। ଦାବି କରା ଯାଉଛି ଯେ ଉପର ଫଟୋରେ ଥିବା ବ୍ୟକ୍ତି ହେଉଛନ୍ତି ବଜରଙ୍ଗ ଦଳ ସଦସ୍ୟ ରାମନରେଶ ଏବଂ ନିମ୍ନରେ ଥିବା ଫଟୋରେ ମହିଳା ହେଉଛନ୍ତି ତାଙ୍କ ଝିଅ। ଦାବି କରା ଯାଉଛି ଯେ ଯେତେବେଳେ ବାପା (ରାମନରେଶ) ଭାଳେଣ୍ଟାଇନ ଡେ ରେ ପ୍ରେମୀ ଯୁଗଲଙ୍କୁ ମାରୁଛନ୍ତି ସେତେବେଳେ ତାଙ୍କ ଝିଅ ବିଦେଶରେ ଭାଳେଣ୍ଟାଇନ ଡେ ପାଳନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ବର୍ତ୍ତମାନ ଜଣେ ବିଦେଶୀ ମହିଳାଙ୍କ ଫଟୋ ସହିତ ସୋନିଆ ଗାନ୍ଧୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ପ୍ରଥମ ଫଟୋ ଯେଉଁଥିରେ ଜଣେ ମହିଳାଙ୍କୁ କମ୍ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି ସେ ସୋନିଆ ଗାନ୍ଧୀ ଅଟନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫଟୋରେ କମ୍ ପୋଷାକ ପିନ୍ଧିଥିବା ମହିଳା ସୋନିଆ ଗାନ୍ଧୀ ନୁହେଁନ୍ତି। ସେ ଜଣେ ହଲିୱୁଡ୍ ଅଭିନେତ୍ରୀ ଏବଂ […]

Continue Reading

ପୁରୁଣା ସର୍ବଧର୍ମ ପ୍ରାର୍ଥନା ସଭା ଭିଡିଓକୁ କଂଗ୍ରେସ କାର୍ଯ୍ୟାଳୟରେ କଲମା ପାଠ ହେଉଥିବା ଦାବି ସହିତ ସେୟାର କରା ଯାଉଛି। 

ରାଜସ୍ଥାନର ଜୟପୁରରେ କଂଗ୍ରେସ ପାର୍ଟି କାର୍ଯ୍ୟାଳୟର ଉଦଘାଟନ ସମୟରେ କଲମା (ଇସଲାମିକ ପ୍ରାର୍ଥନା) ପାଠ କରାଯାଉଥିବାର ଦାବି ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଫୁଟେଜରେ ଅନେକ ଲୋକ ଏକାଠି ହୋଇଥିବା ଦେଖାଯାଉଛି ଏବଂ ଆପଣ ବୈଠକ ସମୟରେ କୁରାନ୍ କଲମା ପାଠ ହେଉଥିବାର ଶୁଣିପାରିବେ। ଦାବି କରାଯାଉଛି ଯେ କଂଗ୍ରେସ ପାର୍ଟି ଜୟପୁରରେ ଏକ ନୂତନ କାର୍ଯ୍ୟାଳୟ ଖୋଲିଛି ଏବଂ ଏହାର ଉଦଘାଟନ ଉପଲକ୍ଷେ କଲମା ପାଠ କରାଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ନ୍ୟାସନାଲ ହେରାଲ୍ଡ ଘଟଣାରେ କଂଗ୍ରେସ କର୍ମୀଙ୍କ ବିଜେପି ବିରୋଧରେ ପ୍ରତିବାଦର ପୁରୁଣା ଘଟଣାକୁ ୟୁଜିସି ସମ୍ପର୍କରେ ଭାଇରାଲ୍ କରା ଯାଉଛି।

ଉଚ୍ଚଶିକ୍ଷା କ୍ୟାମ୍ପସରେ ସମାନତାକୁ ପ୍ରୋତ୍ସାହନ ଦେବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ନୂତନ ନିୟମାବଳୀ ପାଇଁ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ସରକାରୀ ଏବଂ ଘରୋଇ ବିଶ୍ୱବିଦ୍ୟାଳୟରେ ଜାତିଭେଦ ଘଟଣା ରୋକିବା ପାଇଁ ଲାଗୁ ହୋଇଥିବା ନୂତନ ନିୟମ ସାମାଜିକ ଉତ୍ତେଜନାର ବାତାବରଣ ସୃଷ୍ଟି କରିଛି। ଏହା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୋଷ୍ଟରରେ ଲୋକମାନେ କାଳୀ ଫିଙ୍ଗୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ […]

Continue Reading

ରାଜସ୍ଥାନରେ ପଞ୍ଚାୟତ ସମିତି ପ୍ରତିବାଦର ଭିଡିଓକୁ ୟୁଜିସି ସହିତ ଲିଙ୍କ୍ କରି ସେୟାର କରା ଯାଉଛି।

ଦେଶର କିଛି ସ୍ଥାନରେ ନୂତନ UGC ନିୟମାବଳୀ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ତଥାପି, ସୁପ୍ରିମକୋର୍ଟ ବର୍ତ୍ତମାନ ଜାନୁଆରୀ ୨୯ ତାରିଖରେ ଏହି ନୂତନ ନିୟମାବଳୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ କିଛି ଲୋକ ପ୍ରତିବାଦ କରୁଥିବାର ଦେଖିବାକୁ ମିଳୁଛି ଯେଉଁଥିରେ ପୋଲିସ ସେମାନଙ୍କୁ ବ୍ୟାରିକେଡ୍ ସହିତ ଅବରୋଧ କରୁଥିବାର ଦେଖାଯାଉଛି। ଦାବି କରା ଯାଉଛି ଯେ ଏହା UGC ବିରୁଦ୍ଧରେ ପ୍ରତିବାଦର ଏକ […]

Continue Reading

ହାଇଦ୍ରାବାଦର ଏକ ପୁରୁଣା ଘଟଣାକୁ ଉତ୍ତରପ୍ରଦେଶ ପୁଲିସ RSS କୁ ଧମକ ଦେଇଥିବା ଲୋକଙ୍କୁ ମାରୁଥିବା ଦାବି ସହିତ ସେୟାର କରା ଯାଉଛି। 

ପୋଲିସ ଘରୁ ଟାଣି ଆଣି ରାସ୍ତାରେ କିଛି ଯୁବକଙ୍କୁ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତିମାନେ RSS କୁ ଧମକ ଦେଇଥିଲେ, ଯାହା ଫଳରେ ଉତ୍ତରପ୍ରଦେଶ ପୋଲିସ ସେମାନଙ୍କୁ ଚିହ୍ନଟ କରି ମାରୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ହାଇଦ୍ରାବାଦର ଏକ ପୁରୁଣା ଘଟଣା ଯାହାକୁ ସମ୍ପ୍ରତି ସମୟରେ ଉତ୍ତରପ୍ରଦେଶ ପୁଲିସ RSS କୁ ଧମକ ଦେଇଥିବା […]

Continue Reading

କ’ଣ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ଉପରେ ଆକ୍ରମଣ କରିବେ ନାହିଁ ତେବେ ତାଙ୍କୁ ନିଜ ପଦରୁ ଇସ୍ତଫାଦେବା ଉଚିତ? 

ବାଂଲାଦେଶରେ ଘଟିଥିବା ହିଂସାରେ ଜଣେ ହିନ୍ଦୁ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ପୃଷ୍ଠଭୂମିରେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ କହିଛନ୍ତି, “ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୁମାନଙ୍କୁ ଆକ୍ରମଣ କରୁଥିବା ବାଂଲାଦେଶ ଉପରେ ଆକ୍ରମଣ କରିପାରିବେ ନାହିଁ, ତେବେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ କ୍ଲିପ୍ AI ବ୍ୟବହାର କରି ଏଡିଟ୍ […]

Continue Reading

ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କର ଅସମ୍ପୂର୍ଣ୍ଣ ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ ହେଉଛି। 

ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କର ରାଜ୍ୟ ସଭାରେ ଦେଇଥିବା ଏକ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ରେ ସଞ୍ଜୟ ସିଂଙ୍କୁ ‘ହରାମରେ ମଧ୍ୟ ରାମ ଅଛି’ ବୋଲି କହୁହିବା ଶୁଣିବାକୁ ମିଳିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ଅସମ୍ପୁର୍ଣ୍ଣ ଭିଡିଓ। ପ୍ରକୃତରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ୍ ବିହାରୀ ଭାଜପାୟୀଙ୍କ ଉଦ୍ଧୃତି ଦେଉଥିଲେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  […]

Continue Reading

ପ୍ରଦୂଷଣ ଭୋଟ୍ ଚୋରୀ କାରଣରେ ହେଉଥିବା ରାହୁଲ ଗାନ୍ଧୀଙ୍କ ଭାଷଣ ଏକ କ୍ଲିପ୍ଡ଼ ଭିଡିଓ। 

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କର ଏକ ଭାଷଣ ଭାଇରାଲ ହେଉଛି ଯେଉଁଥିରେ ସେ ପ୍ରଦୂଷଣର କାରଣ ଭୋଟ ଚୋରୀ ବୋଲି କହୁଥିବା ଶୁଣିବାକୁ ମିଳିଛି। ଏହି କଥା ନେଇ ସୋସିଆଲ ମିଡିଆରେ ତାଙ୍କର ପରିହାସ କର ଯାଉଛି।  କିନତି ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓଟି ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କର ଯାଉଛି।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ […]

Continue Reading

ଆରଏସଏସ କର୍ମୀଙ୍କ ନାଚୁଥିବାର ଭିଡିଓ ୨୦୧୫ ମସିହାର। ଏହା ସ୍ଵାଧୀନତା ପୂର୍ବର ଘଟଣା ହେଇଥିବା ଦାବି ବିଭ୍ରାନ୍ତକାରୀ। 

ସୋସିଆଲ ମିଡିଆରେ ଆରଏସଏସ କର୍ମୀଙ୍କର ନାଚୁଥିବା ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଯେତେବେଳେ ଦେଶ ଇଂରାଜୀ ଶାସନରେ ଥିଲା ସେତେବେଳେ ଦେଶର ସ୍ଵାଧୀନତା ରେ ଯୋଗଦାନ ନ ଦେଇ ଆରଏସଏସ କର୍ମୀମାନେ ଗୀତ ଗାଈ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବି ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓ ସ୍ବାଧିନତା ପୂର୍ବର ନୁହେଁ। ଏହା ୨୦୧୫ ମସିହାରେ ନାଗପୁର ସହର ର ଏକ ଭିଡିଓ। କ’ଣ ଦାବି କରା […]

Continue Reading

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବିମାନ ଚଳାଚଳ ମନ୍ତ୍ରୀଙ୍କ ନାଚୁଥିବାର ପୁରୁଣା ଭିଡିଓ ଭାଇରାଲ ହେଉଛି. 

ଭାରତର ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଗୋଟିଏ ସପ୍ତାହ ମଧ୍ୟରେ ୪୫୦୦ ରୁ ଅଧିକ ଉଡ଼ାଣ ବାତିଲ କରିଲା ପରେ ଦେଶର ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି।  ଏହି ପ୍ରସଙ୍ଗରେ, ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରପୁ ରାମ ମୋହନ ନାଇଡୁଙ୍କ ଏକ ମଞ୍ଚ ଉପରେ ନାଚିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଦେଶ ଏକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ କେନ୍ଦ୍ର ବିମାନ ଚଳାଚଳ […]

Continue Reading

ଦିଲ୍ଲୀ ବିସ୍ଫୋରଣ ପରେ ରାହୁଲ ଗାନ୍ଧୀ ବିଦେଶ ଯାତ୍ରା ରେ ଯାଇଥିବା ଦାବି ବିଭ୍ରାନ୍ତକାରୀ ଅଟେ। ଭାଇରାଲ ଭିଡିଓ ବିସ୍ଫୋରଣ ପୂର୍ବରୁ ଘଟିଥିଲା। 

ଜଣେ ମଇଳାଙ୍କ ସହିତ ଏୟାରପୋର୍ଟ ରେ ଚାଲୁଥିବା ସମୟର ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଦିଲ୍ଲୀରେ ବିସ୍ଫୋରଣ ହେବା ପରେ ରାହୁଲ ଗାନ୍ଧୀ ବିଦେହ ଯାତ୍ରା କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକରି ବୋଲି ଜାଣିବାକୁ ପାଇଲା। ଏହା ଦିଲ୍ଲୀ ବିସ୍ଫୋରଣ ପୂର୍ବର ଭିଡିଓ ଏବଂ ରାହୁଲ ଗାନ୍ଧୀଙ୍କ ସହିତ ଥିବା ମହିଳା ହେଉଛନ୍ତି ତାଙ୍କ ଭାଣଜୀ।  କ’ଣ ଦାବି କରା ଯାଇଛି […]

Continue Reading

ସ୍ୱର୍ଗତ କରୁଣାନିଧିଙ୍କର ରିକ୍ସା ଟାଣୁଥିବା ବ୍ୟକ୍ତି ତାମିଲନାଡ଼ୁର ମନ୍ତ୍ରୀ ଇ.ଭି.ଭେଲୁ ନୁହଁନ୍ତି। 

ସ୍ୱର୍ଗତ କରୁଣାନିଧି ରିକ୍ସାରେ ଚିଡ଼ା ହୋଇ ପ୍ରଚାର କରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କର ରିକ୍ସା ଟାଣୁଆ ଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ରିକ୍ସା ଟାଣୁଥିବା ବ୍ୟକ୍ତି ବର୍ତ୍ତମାନ ତାମିଲନାଡ଼ୁର ଜଣେ ମନ୍ତ୍ରୀ ଇ.ଭି.ଭେଲୁ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫଟୋଟି ୧୯୯୧ ମସିହାର ଏବଂ ସ୍ୱର୍ଗତ କରୁଣାନିଧିଙ୍କ ରିକ୍ସା ଟାଣିବା ଦେଖାଯାଉଥିବା ବ୍ୟକ୍ତି ଜଣକ ତାମିଲନାଡୁର ମନ୍ତ୍ରୀ […]

Continue Reading

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଅମିତ ଶାହଙ୍କ ପାଦ ଛୁଇଁଥିବା ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି। 

ଗତ କିଛି ମାସ ଧରି ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି ଯେ ନିର୍ବାଚନ କମିଶନ ଶାସକ ଦଳକୁ ଭୋଟ ଚୋରିରେ ସହାୟତା କରୁଛନ୍ତି। ଏହି ପ୍ରସଙ୍ଗରେ, ଏକ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଦ ସ୍ପର୍ଶ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଏହି ଭିଡିଓଟି ସେମାନଙ୍କ ପାଇଁ ଯେଉଁମାନେ ବିହାର ନିର୍ବାଚନ ଫଳାଫଳ ବିଷୟରେ ବ୍ୟାଖ୍ୟା […]

Continue Reading

ଗୁଜୁରାଟର ବିର୍ଷା ମୁଣ୍ଡା ଜୟନ୍ତୀ ଭିଡିଓକୁ ବିହାରରେ ଭୋଟ୍ ଚୋରି ବିରୁଦ୍ଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି। 

ରାସ୍ତାରେ ଲୋକଙ୍କ ଏକ ବିଶାଳ ଭିଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ବିହାର ବିଧାନସଭା ନିର୍ବାଚନ ପରେ, ସେଠାରେ ଲୋକମାନେ ଭୋଟ ହେରଫେର ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ବିହାର ର ନୁହେଁ ବରଂ ଗୁଜୁରାଟରେ ବିର୍ଷା ମୁଣ୍ଡା ଜୟନ୍ତୀ ଉତ୍ସବର ଏକ ଭିଡିଓ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି ଜଣେ […]

Continue Reading

ରାଜସ୍ଥାନର ଏକ ପୁରୁଣା ଭିଡିଓକୁ ନିର୍ବାଚନ ଫଳାଫଳ ପରେ ବିହାରରେ ବିଜେପି ଏବଂ ଇସିଆଇ ବିରୋଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।

୨୦୨୫ ବିହାର ବିଧାନସଭା ନିର୍ବାଚନରେ, NDA ୨୪୩ ଆସନରୁ ୨୦୨ ଟି ଜିତି ସ୍ପଷ୍ଟ ବିଜୟ ହାସଲ କରିଥିଲା। ଏହା ମଧ୍ୟରେ, ନିର୍ବାଚନ ଫଳାଫଳ ପରେ ବିହାରରେ ଭାରତୀୟ ନିର୍ବାଚନ କମିଶନ (ECI) ଏବଂ ବିଜେପି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ଦାବି କରି ଏକ ବିଶାଳ ଜନସମାବେଶର ଶୋଭାଯାତ୍ରାରେ ମଶାଲ ଧରି ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା […]

Continue Reading

ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା ଯାଉଛି।

ରାସ୍ତାରେ ଲୋକଙ୍କର ଏକ ବିଶାଳ ସମାବେଶର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କର ଯାଉଛି ଯେ ବିହାରରେ NDA ସରକାର ନିର୍ବାଚନ ଜିତିବା ପରେ ଲୋକେ ଭୋଟ୍ ଚୋରୀ ଅଭିଯୋଗ ଆଣି ସରକାର ବିରୁଦ୍ଧରେ ପ୍ରଦର୍ଶନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା […]

Continue Reading

ରାଲିରେ ଭଙ୍ଗା ଚେୟାରର ଫୋଟୋ ୨୦୨୫ ବିହାର ନିର୍ବାଚନର ନୁହେଁ। 

ବିଜେପି ର ଏକ ସଭାରେ ଭାଙ୍ଗା ଚେୟାର ର ଏକ ଫୋଟୋ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି। ଏହି ଫୋଟୋଟି କୁ ୨୦୨୫ ବିହାର ବିଧାନସଭା ନିର୍ବାଚନ ସମୟର ଘଟଣା ସହିତ ଯୋଡ଼ି ସେୟାର କରା ଯାଉଛି। ଜଣେ ୟୁଜର ଲେଖିଛନ୍ତି, “ବିଜେପି ବାଲାଙ୍କ ବିହାର ର ହାଲତ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା ଫୋଟୋ ଯାହା କୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେୟାର […]

Continue Reading

ପୁରୁଣା ଭିଡିଓକୁ ସେୟାର କରି ଦାବି କରା ଯାଉଛି ଯେ ନିତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି କହୁଛନ୍ତି। 

ବର୍ତ୍ତମାନ ନିତୀଶ କୁମାରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ମନ୍ତବ୍ୟ ଦେଇଥିବା ଶୁଣିବାକୁ ମିଳିଛି। ନିଜ ଭାଷଣରେ ନିତୀଶ କୁମାର କହୁଛନ୍ତି, “ଆଦରଣୀୟ ନରେନ୍ଦ୍ର ମୋଦୀ ଜି ପୁଣି ମୁଖ୍ୟମନ୍ତ୍ରୀ ହେବା ଉଚିତ, ଦେଶର ବିକାଶ ହେଉ।” ଏହି ଭିଡିଓଟି ଏପରି ସେୟାର କରାଯାଇଛି ଯେପରି ଏହା 2025 ବିହାର ନିର୍ବାଚନ ସହିତ ଜଡିତ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ […]

Continue Reading

ଭଗବାନଙ୍କ ସହ ସିଧାସଳଖ ସମ୍ପର୍କ ବିଷୟରେ ରାହୁଲ ଗାନ୍ଧୀଙ୍କ ଅସମ୍ପୂର୍ଣ୍ଣ ଭାଷଣ ଭ୍ରାମକ ଦାବି ସହିତ ଭାଇରାଲ ହେଉଛି।

ବିହାର ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ କହୁଛନ୍ତି ଯେ ତାଙ୍କୁ କୌଣସି ରୋଗ ହୁଏ ନାହିଁ କାରଣ ତାଙ୍କର ଭଗବାନଙ୍କ ସହିତ ସିଧାସଳଖ ସମ୍ପର୍କ ଅଛି।  ଦାବି କରା ଯାଉଛି ଯେ ବିହାର ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ନିଜ ଏବଂ ଭଗବାନଙ୍କ ସମ୍ପର୍କ ବିଷୟ କହୁଛନ୍ତି। ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ବିହାର ନିର୍ବାଚନ ଏପର୍ଯ୍ୟନ୍ତ ବହୁତ […]

Continue Reading

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାରିବାରିକ ଜୀବନ ଉପରେ ରେଖା ଗୁପ୍ତା ମନ୍ତବ୍ୟ ଦେଉଥିବା ଭିଡିଓ ର ସତ୍ୟତା କ’ଣ? 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ମଞ୍ଚରୁ ଭାଷଣ ଦେଉଛନ୍ତି। ଭିଡିଓରେ ରେଖା ଗୁପ୍ତା କହୁଛନ୍ତି, “ଯେଉଁ ବ୍ୟକ୍ତି ନିଜ ପରିବାରକୁ ପରିଚାଳନା କରିପାରିବେ ନାହିଁ ସେ କିପରି ବିହାରକୁ ପରିଚାଳନା କରିପାରିବେ? ଯଦି ସେ ନିଜ ପରିବାରକୁ ପରିଚାଳନା କରିପାରିବେ ନାହିଁ, ଯଦି ସେ ଏହାକୁ ପରିଚାଳନା କରିପାରିବେ ନାହିଁ, ତେବେ ବିହାରର ଶାସନ ଶକ୍ତିକୁ ଶକ୍ତିଶାଳୀ ହାତକୁ ହସ୍ତାନ୍ତର କରାଯିବା ଉଚିତ।” ଭିଡିଓଟିକୁ ଏହି […]

Continue Reading

କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ମୁର୍ମୁ, ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କର ଅଟେ? ଜାଣନ୍ତୁ ସତ୍ୟତା। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉତ୍ତରପ୍ରଦେଶ ମୁଖ୍ୟ ଯୋଗୀ ଆଦିତ୍ୟନାଥ ଏବଂ ଏକନାଥ ସିନ୍ଦେ ବୋଲି ଦାବି କରାଯାଇଥିବା ଚାରିଟି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡ଼ିକ ଉପରୋକ୍ତ ନେତା ମାନଙ୍କର ଯୁବକ ଥିବା ସମୟର ଫୋଟୋ ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। କ’ଣ […]

Continue Reading

କ’ଣ ଏକ ସମ୍ମିଳନୀରେ ବିଶ୍ଵ ନେତା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଣଦେଖା କରୁଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବିଭିନ୍ନ ଦେଶର ନେତା ମାନେ ଏକ ସମ୍ମିଳନୀରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଅନେକ ନେତାଙ୍କ ସହିତ ହାତ ମିଳାଇଥିବା ବେଳେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରିଛନ୍ତି ବୋଲି ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। […]

Continue Reading

UNSC ରେ ଭାରତକୁ ଭିଟୋ ପାୱାର ମିଳିଛି କି? ଜାଣନ୍ତୁ ସତ୍ୟତା। 

ଭାରତ ଜାତିସଂଘ ସୁରକ୍ଷା ପରିଷଦ ରେ ଭିଟୋ ପାୱାର ପାଇଥିବା ନେଇ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ନେଇ ଲୋକେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।  କିନ୍ତୁ ଆମ ଅନୁସନ୍ଧାନରେ ଜଣାପଡ଼ିଲା ଯେ ଭାରତକୁ ଭିଟୋ ପାୱାର ମିଳିନାହିଁ। ଜାତିସଂଘ ୱେବସାଇଟରେ ଏହା ନେଇ କୌଣସି ସୂଚନା ଦିଆ ଯାଇ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ପୋଷ୍ଟ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ମିଳିତ […]

Continue Reading

କ’ଣ ରାହୁଲ ଗାନ୍ଧୀ  ନିଜ ଭାଷଣରେ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବା ପାଇଁ କହୁଛନ୍ତି ? ଏଡିଟେଡ୍ କ୍ଲିପ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଉଭୟ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବାକୁ ପଡ଼ିବ। ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଗଧଭଲଙ୍କ ଗୋସେଇଁ ରାଷ୍ଟ୍ରୀୟ ଗସ ପପୁ ଦେଶରୁ ହିନ୍ଦୁଙ୍କୁ ବାହାର କରିବାକୁ ଚାହୁଁଛି” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ହିନ୍ଦୁତ୍ୱ ଏବଂ ହିନ୍ଦୁମାନଙ୍କୁ ଦେଶରୁ ବାହାର କରିବା ପାଇଁ କହୁ ନାହାଁନ୍ତି। ଭିଡିଓର […]

Continue Reading

ଏହି ଭିଡିଓ, ଯାହାକୁ ମଣିପୁରର ବୋଲି ଦାବି କରାଯାଉଛି, ଏହା ପ୍ରକୃତରେ କୋଲକାତାର ୱାକଫ ବିଲ୍ ବିରୋଧରେ ଏକ ପ୍ରଦର୍ଶନ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଭିଡ଼ ଦେଖାଯାଉଛି। ସେମାନେ ନାରା ଦେଉଥିବା ସହ ପୋଷ୍ଟର ଏବଂ ବ୍ୟାନର ଧରିଛନ୍ତି। ଭିଡିଓଟିକୁ ମଣିପୁରର ବୋଲି ଦାବି କରି ସେୟାର କରାଯାଉଛି ଏବଂ ଏହି ପ୍ରଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଥିଲା ବୋଲି ମଧ୍ୟ କୁହା ଯାଉଛି। ଏହା ଉଲ୍ଲେଖ କରିବା ଉଚିତ ଯେ ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ସେପ୍ଟେମ୍ବର ୧୩, ୨୦୨୫ ରେ ମଣିପୁର ଗସ୍ତ […]

Continue Reading

ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ”: ରାହୁଲ ଗାନ୍ଧୀଙ୍କ ଆଂଶିକ ଭିଡିଓ ଭାଇରାଲ୍

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି, “ମୁଁ ବିରୋଧୀ ଦଳ ନେତା ଏବଂ ମୋର କାମ ସରକାରଙ୍କ ଉପରେ ଚାପ ପକାଇବା। ଭାରତର ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଯାଞ୍ଚ ପରେ ଜଣାପଡିଲା ଯେ ଭାଇରାଲ ଭିଡିଓଟି ଅସମ୍ପୂର୍ଣ୍ଣ। ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବିରୁଦ୍ଧରେ କହୁ ନଥିଲେ। କ’ଣ […]

Continue Reading

ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଜଣେ ବିଦେଶୀ ମହିଳାଙ୍କ ତିନୋଟି ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ କିଛି ଲୋକଙ୍କ ସହ ଥିବା ଦେଖିବାକୁ ମିଳିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଫୋଟୋରେ ଥିବା ମହିଳା ହେଉଛନ୍ତି କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ହଲିୱୁଡ୍ ମୁଭି ‘ଡାଃ ନୋ’ ର ଅଭିନେତ୍ରୀ ଉରସୁଲା ଆଣ୍ଡରେସଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ […]

Continue Reading

ସିକ୍କିମର ଏକ ରାଲିର ଭିଡିଓକୁ ନେପାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଲୱା ଦାବି ସହିତ ସେୟାର କରା ଯାଉଛି। 

୪ ସେପ୍ଟେମ୍ବର, ୨୦୨୫ ରେ ନେପାଳ ସରକାର ୨୬ ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ଏହା ଯୁବ ପିଢ଼ିକୁ କ୍ରୋଧିତ କରିଥିଲା। ସେମାନେ କେବଳ ପ୍ରତିବନ୍ଧକ ବିରୋଧରେ ନୁହେଁ ବରଂ ଦୁର୍ନୀତି ଏବଂ ସରକାରୀ ବିଫଳତା ବିରୁଦ୍ଧରେ ମଧ୍ୟ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ। ୮ ସେପ୍ଟେମ୍ବରରୁ ଏହି ଆନ୍ଦୋଳନ ରାଜଧାନୀ କାଠମାଣ୍ଡୁ ସମେତ ବିଭିନ୍ନ ସହରକୁ ବ୍ୟାପିଥିଲା। କିଛି ସ୍ଥାନରେ ହିଂସା ଦେଖାଦେଇଥିଲା, ସଂସଦରେ ନିଆଁ ଲଗାଯାଇଥିଲା। ପୋଲିସ ଗୁଳିରେ […]

Continue Reading

ଯୋଗୀ ଆଦିତ୍ୟନାଥଙ୍କ ବ୍ୟାନର ମାର୍ଚ୍ଚ ୨୦୨୫ ରେ ନେପାଳରେ ହୋଇଥିବା ରାଜତନ୍ତ୍ର ସମର୍ଥକ ରାଲିରୁ ଆସିଛି।

ସାମାଜିକ ଗଣମାଧ୍ୟମ ଉପରେ ସରକାରଙ୍କ ନିଷେଧ ପରେ ନେପାଳରେ ବ୍ୟାପକ ଅଶାନ୍ତି ଦେଖାଦେଇଛି। ପ୍ରଦର୍ଶନଗୁଡ଼ିକ ଶୀଘ୍ର ହିଂସାତ୍ମକ ହୋଇଗଲା, ସଂଘର୍ଷରେ ଅନେକ ଲୋକ ମୃତ୍ୟୁ ଏବଂ ଆହତ ହେଲେ। ପ୍ରଦର୍ଶନକାରୀମାନେ ସଂସଦ, ସରକାରୀ କାର୍ଯ୍ୟାଳୟ ଏବଂ ନେତାଙ୍କ ବାସଭବନ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି। ପରିସ୍ଥିତି ଖରାପ ହେବା ସହିତ, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି, ଏବଂ ଉତ୍ତେଜନା କମ କରିବା ପାଇଁ ନିଷେଧ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ, ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ […]

Continue Reading

ଡ୍ରୋନ୍ ଶୋରେ ମୋଦୀଙ୍କୁ ‘ଭୋଟ୍ ଚୋର’ ବୋଲି ଦର୍ଶାଉଥିବା ଫୋଟୋ ଏଡିଟେଡ୍ ଅଟେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର ତିଆନଜିନ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO)ର ପରିଷଦର ୨୫ ତମ ବୈଠକରେ ଯୋଗ ଦେଇଥିଲେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ-ଚୀନ୍ ସମ୍ପର୍କକୁ ମଜବୁତ କରିବା, ସୀମା ସମସ୍ୟାର ସମାଧାନ କରିବା ଏବଂ ବିଶ୍ୱ କୂଟନୈତିକ ପରିବର୍ତ୍ତନ ମଧ୍ୟରେ ଆଞ୍ଚଳିକ ସହଯୋଗକୁ ପ୍ରୋତ୍ସାହିତ କରିବା।  ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସେୟାର କରାଯାଉଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁ ସହିତ “ଭୋଟ୍ ଚୋର, ଗଦ୍ଦି […]

Continue Reading

ସୋନିଆ ଗାନ୍ଧୀ ଚୀନର ପ୍ରତିନିଧିଙ୍କୁ ସ୍ୱାଗତ କରିବା ସମୟରେ ଡାଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ନଥିଲେ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଚାଇନା ର କିଛି ପ୍ରତିନିଧିଙ୍କୁ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂ ସ୍ଵାଗତ କରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଚୀନର ପ୍ରତିନିଧି ପହଞ୍ଚିଥିଲେ ସେତେବେଳେ ସୋନିଆ ଗାନ୍ଧୀ ତାଙ୍କ ନିକଟରେ ଛିଡ଼ା ହୋଇ ଫୋଟୋ ନେଇଥିଲେ।  ଭିଡିଓକୁ ଏପରି ସେୟାର କରା ଯାଇଛି ଯେପରି ଡାଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ସୋନିଆ ଗାନ୍ଧୀ ତାଙ୍କୁ ଅସମ୍ମାନ କରି ଚୀନର […]

Continue Reading

ରାହୁଲ ଗାନ୍ଧୀଙ୍କ “ଏକ୍ସ-ରେ ଅର୍ଥ ଜାତି ଜନଗଣନା” କ୍ଲିପ୍ ଏଡିଟେଡ୍ ଏବଂ ବିଭ୍ରାନ୍ତକର

ରାହୁଲ ଗାନ୍ଧୀଙ୍କ ଭାଷଣର ଏକ ଛୋଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ଲିପ୍‌ରେ ରାହୁଲ ଗାନ୍ଧୀ କହୁଛନ୍ତି, “ଏକ୍ସ-ରେ ଅର୍ଥ ଜାତିଗତ ଜନଗଣନା।” ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଜଣେ ପୋଲିସକର୍ମୀଙ୍କ ଗୋଡ଼ ଗାଡ଼ି ତଳେ ଆସି ଯାଉଛି, ସେତେବେଳେ ରାହୁଲ ଗାନ୍ଧୀଙ୍କ ଭାଷଣ ଶୁଣିବାକୁ ମିଳୁଛି, “ଆଜି, ଆମର ସୁରକ୍ଷା କର୍ମୀ ଗାଡ଼ି ତଳେ ଫସିଗଲେ, ତାଙ୍କ ଗୋଡ଼ରେ ଆଘାତ ଲାଗିଲା। ଆମେ ପ୍ରଥମେ ତାଙ୍କୁ ଏକ୍ସ-ରେ କରିବାକୁ କହିଲୁ। ଏକ୍ସ-ରେ ଅର୍ଥ […]

Continue Reading

ବିଶାଳ ଭିଡ଼ର ଏହି ଭାଇରାଲ ଭିଡିଓଟି ବିହାରରେ ରାହୁଲ ଗାନ୍ଧୀଙ୍କ ରାଲି ସହିତ ଜଡିତ ନୁହେଁ।

୧୭ ଅଗଷ୍ଟ, ୨୦୨୫ ରେ ରାହୁଲ ଗାନ୍ଧୀ ବିହାରର ସାସାରାମ ରେ ଏକ ଭୋଟ ଅଧିକାର ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ବିହାରରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରିବା। INDI ମେଣ୍ଟର ନେତାମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ୧୬ ଦିନିଆ ଏହି ଯାତ୍ରା ରାଜ୍ୟର ୨୦ ରୁ ଅଧିକ ଜିଲ୍ଲା ଦେଇ ଗତି କରିବ ଏବଂ ୧ ସେପ୍ଟେମ୍ବରରେ ପାଟନାରେ ଶେଷ ହେବ। ଏହି […]

Continue Reading

ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ୍ ନିଜ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଖାଇବାକୁ ଦେଇଥିବା ଦାବି ବିଭ୍ରାନ୍ତକାଇ ଅଟେ।

ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଗୋଟିଏ ଜିପ୍ ଉପରେ ବସିଥିବା ସମୟରେ ତାଙ୍କ ସହିତ ଗୋଟିଏ କୁକୁର ମଧ୍ୟ ସେଠାରେ ଥିଲା। ରାହୁଲ ଗାନ୍ଧୀ ସେହି କୁକୁରକୁ ବିସ୍କୁଟ୍ ଖାଇବାକୁ ଦେଉଛନ୍ତି ଏବଂ ତା’ପରେ ସେ ସେହି ବିସ୍କୁଟ ଜଣେ ବ୍ୟକ୍ତିକୁ ଦେଉଛନ୍ତି।  ଦାବି କରା ଯାଉଛି ଯେ ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ ଯେଉଁ ବ୍ୟକ୍ତିଙ୍କୁ ଦେଉଛନ୍ତି ସେ […]

Continue Reading

କ’ଣ ହିନ୍ଦୁ ମାନଙ୍କର ପୂଜାପାଠ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଇନଥିବାରୁ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ ନିଜ ନିରାଶା ବ୍ୟକ୍ତ କରୁଛନ୍ତି?

କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସୁପ୍ରିୟା ଶ୍ରୀନେଟ୍ ପୂଜା ସାମଗ୍ରୀ ଉପରେ ଜିଏସ୍ଟି ବିଷୟରେ କହୁଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର ମାନେ କଂଗ୍ରେସକୁ କଡ଼ା ସମାଲୋଚନା କରୁଛନ୍ତି। ଏହି ଭିଡିଓ ସହିତ ହିନ୍ଦୁମାନଙ୍କର ପୂଜା ସାମଗ୍ରୀ ଉପରେ କୌଣସି ଜିଏସଟି ନ ଥିବାରୁ କଂଗ୍ରେସ ଅସନ୍ତୁଷ୍ଟ ବୋଲି ଦାବି କରାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସୁପ୍ରିୟା ଶ୍ରୀନେଟଙ୍କ […]

Continue Reading

ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କର ଫୋଟୋକୁ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସୋନିଆ ଗାନ୍ଧୀଙ୍କ ସହ ଜଣେ ଯୁବକ ଛିଡ଼ା ହୋଇଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ସୋନିଆ ଗାନ୍ଧୀଙ୍କ ସହ ଛିଡ଼ା ହୋଇଥିବା ବ୍ୟକ୍ତି ରାହୁଲ ଗାନ୍ଧୀଙ୍କ ପରି ଦେଖା ଯାଉଛନ୍ତି କିନ୍ତୁ ସେ ରାହୁଲ ଗାନ୍ଧୀ ନୁହଁନ୍ତି। ସେ ହେଉଛନ୍ତି ସୋନିଆ ଗାନ୍ଧୀଙ୍କ ସାଙ୍ଗ। ରାଜୀବ ଗାନ୍ଧୀଙ୍କୁ ମୃତ୍ୟୁ ପରେ ଯେତେବେଳେ ରାହୁଲ ଗାନ୍ଧୀଙ୍କ DNA ମଗା ଯାଇଥିଲା ସେତେବେଳେ ସୋନିଆ ଗାନ୍ଧୀ […]

Continue Reading

ମୂଳ ଭିଡିଓର ଛୋଟ ଅଂଶ ନେଇ ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଚୋର ବୋଲି ସ୍ଵୀକାର କରିଛନ୍ତି।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଶୁଣିବକୁ ମିଳିଛି ଯେ ମୋଦୀ କହୁଛନ୍ତି, “ଯେତେବେଳେ ମୁଁ ଛୋଟ ଚୋରୀ କରୁଥିଲି, ଯଦି ସେତେବେଳେ ମୋର ମାଁ ମତେ ଅଟକାଇଥାନ୍ତା ତେବେ ମୁଁ ଏତେ ବଡ଼ ଲୁଟେରା ହୋଇନଥାନ୍ତି।” ଭିଡିଓକୁ ଏପରି ଭାବରେ ସେଯାର କରା ଯାଉଛି ଯେମିତି ମୋଦୀ ନିଜକୁ ଏକ ଚୋର ବୋଲି ସମ୍ବୋଧିତ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। […]

Continue Reading

ବିଜେଡ଼ି ନେତ୍ରୀ ଈପ୍ସିତା ସାହୁଙ୍କର ଏକ ଏଡିଟେଡ୍ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ। 

ସୋସିଆଲ ମିଡିଆରେ ବିଜେଡ଼ି ନେତ୍ରୀ ଈପ୍ସିତା ସାହୁଙ୍କର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ସେ ଏକ ପୋଷ୍ଟର ଧରିଛନ୍ତି ଯେଉଁଥିରେ ଲେଖା ଯାଇଛି, “ବିଜେଡ଼ି ମହିଳାଙ୍କ ଚରିତ୍ରକୁ ନେଇ ହିନ ରାଜନୀତି କରୁଛି।” ଫୋଟୋ ସେୟାର କରି ଏପରି କୁହା ଯାଇଛି ଯେ ଇପ୍ସିତା ସାହୁ ସ୍ଵୀକାର କରୁଛନ୍ତି ଯେ ବିଜେଡ଼ି ମହିଳାଙ୍କ ଚରିତ୍ରକୁ ଅପମାନିତ କରେ ଏବଂ ତାହା ନେଇ ରାଜନୀତି ମଧ୍ୟ କରେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

ସ୍ୱାମୀ ବିଦ୍ୟାନନ୍ଦ ବିଦେହ ଜବାହରଲାଲ ନେହେରୁଙ୍କୁ ଚାପୁଡ଼ା ମାରିଥିଲେ କି? ଜାଣନ୍ତୁ ସତ୍ୟତା।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଏକ କାର୍ଯ୍ୟକ୍ରମରେ ଯେତେବେଳେ ଆର୍ଯ୍ୟ ହିନ୍ଦୁ ସମାଜକୁ ଭାରତରେ ଶରଣାର୍ଥୀ ବୋଲି କହିଥିଲେ ତାଙ୍କୁ ସ୍ୱାମୀ ବିଦ୍ୟାାନନ୍ଦ ଚାପୁଡ଼ା ମାରିଥିଲେ।  ଏହି ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, ଆଜମେରରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେହେରୁ କହିଥିଲେ ଯେ ଆର୍ଯ୍ୟ, ମୁସଲମାନ ଏବଂ ବ୍ରିଟିଶ ସମେତ ଅନେକ ଗୋଷ୍ଠୀ ଭାରତକୁ ଆସି ଏହାର ସଂସ୍କୃତି […]

Continue Reading

ରାହୁଲ ଗାନ୍ଧୀ ଜଗନ୍ନାଥ ରଥଯାତ୍ରାକୁ ନାଟକ ବୋଲି କହି ନାହାଁନ୍ତି, ଭୁଲ ଦାବି ସହିତ ଅସମ୍ପୂର୍ଣ୍ଣ ଭିଡିଓ ଭାଇରାଲ…

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର ହେଉଛି। ଭିଡିଓରେ ରାହୁଲ କହୁଥିବାର ଦେଖାଯାଉଛି, “ଯେତେବେଳେ ଓଡ଼ିଶାରେ ଜଗନ୍ନାଥ ଯାତ୍ରା ହୁଏ, କଳ୍ପନା କରନ୍ତୁ, ରଥ ବାହାରକୁ ଆସେ, ଜଗନ୍ନାଥ ଯାତ୍ରାର ରଥ ବାହାରକୁ ଆସେ। ଲକ୍ଷ ଲକ୍ଷ ଲୋକ, ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖନ୍ତି, ଅନୁସରଣ କରନ୍ତି, ଏବଂ ତା’ପରେ ଏକ ନାଟକ ହୁଏ।” ଲୋକମାନେ ଭିଡିଓଟିକୁ ସେୟାର କରୁଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଛନ୍ତି। ଦାବି କରା […]

Continue Reading

ଲକ୍ଷ୍ନୌ କୋର୍ଟରେ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେଉଥିବା ବ୍ୟକ୍ତି ବିଚାରପତି ନୁହଁନ୍ତି। ମିଥ୍ୟା ଦାବି ଭାଇରାଲ

ଭାରତୀୟ ସେନା ବିଷୟରେ କଥିତ ମନ୍ତବ୍ୟ ପାଇଁ ଲକ୍ଷ୍ନୌର ସାଂସଦ-ବିଧାୟକ କୋର୍ଟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପରେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଏକ ସେଲଫି ଭାଇରାଲ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଫଟୋରେ ଦେଖାଯାଉଥିବା କଳା କୋଟ ପିନ୍ଧିଥିବା ବ୍ୟକ୍ତି ଜଣକ ଜଣେ ବିଚାରପତି। ଜଣେ ବିଚାରପତିଙ୍କୁ ଏପରି ସେଲଫି ନେବା ଦେଖି ଲୋକମାନେ ନ୍ୟାୟ ଉପରେ ପ୍ରଶ୍ନ ଉଠାଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ଅମିତ ଶାହଙ୍କ ଭାଷଣ ବିବାଦ: କ’ଣ ୧୮୫୭ ମହାକ୍ରାନ୍ତି ସାବର୍କର ବିନା ଅସମ୍ଭବ ଥିଲା ବୋଲି କହିଥିଲେ ଅମିତ ଶାହ?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବରକାଗଜର କ୍ଳିପ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ସ୍ବାଦୀନତା ସଂଗ୍ରାମୀ ବୀର ସାବର୍କରଙ୍କୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି। ୟୁଜର ମାନେ ଦାବି କରୁଛନ୍ତି ଯେ ଅମିତ ଶାହ କହିଛନ୍ତି, ବୀର ସାବର୍କରଙ୍କ ଯୋଗଦାନ ବିନା ୧୮୭୫ ସ୍ଵାଧୀନତା ସଂଗ୍ରାମ ସମ୍ଭବ ନଥିଲା। ଏହା ନେଇ ସୋସିଆଲ ମିଡିଆରେ ପରିହାସ କରା ଯାଉଛି ଯେ ସାବର୍କରଙ୍କ ଜନ୍ମ ୧୮୮୩ ରେ ହୋଇଥିଲା,  ତେବେ ସେ କେଉଁପରି ସ୍ଵାଧୀନତା […]

Continue Reading

କଂଗ୍ରେସ ଦ୍ୱାରା ବଣ୍ଟନ କରାଯାଇଥିବା ସାନିଟାରୀ ପ୍ୟାଡ୍ ଭିତରେ ରାହୁଲ ଗାନ୍ଧୀଙ୍କ ଫଟୋ ନାହିଁ। ଏଡିଟ୍ କରା ଯାଇଥିବା ଭିଡିଓ ଭ୍ରାମକ ଦାବି ସହିତ ଭାଇରାଲ୍

ବିହାରରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇସାରିଛି। ଏହି କ୍ରମରେ, କଂଗ୍ରେସ ରାଜ୍ୟର 5 ଲକ୍ଷରୁ ଅଧିକ ମହିଳାଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ସାନିଟାରୀ ପ୍ୟାଡ୍ ବଣ୍ଟନ କରିବାର ଏକ ଯୋଜନା ଆରମ୍ଭ କରିଛି, ଯାହାର କଭରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଟୋ ଦେଖାଯାଉଛି। କିନ୍ତୁ କଂଗ୍ରେସର ଏହି ରଣନୀତି ବିବାଦକୁ ଜନ୍ମ ଦେଇଛି। ବିଜେପି ଏହି ଯୋଜନା ଉପରେ ପ୍ରଶ୍ନ ଉଠାଇଛି ଏବଂ […]

Continue Reading

ଶାହରୁଖ ଖାନଙ୍କ ଫିଲ୍ମ ବର୍ଜନ କରିବା ବିଷୟରେ ଯୋଗୀ ଆଦିତ୍ୟନାଥଙ୍କ ପୁରୁଣା ବୟାନ ଭ୍ରାମକ ଉପାୟରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଅଭିନେତା ଶାହରୁଖ ଖାନଙ୍କୁ ଆତଙ୍କବାଦୀ ହାଫିଜ୍ ସଇଦଙ୍କ ସହ ତୁଳନା କରୁଥିବାର ଦେଖାଯାଉଛି। ୟୁଜର୍ସ ଏହି ଭିଡିଓକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ସହିତ ଯୋଡି ସେୟାର କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ ଯୋଗୀ ଆଦିତ୍ୟନାଥ ଲୋକମାନଙ୍କୁ ଶାହରୁଖ ଖାନଙ୍କ ଫିଲ୍ମ ନ ଦେଖିବା ପାଇଁ ନିବେଦନ କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]

Continue Reading

ଏସପି କର୍ମୀ ନିଆଁରେ ପୋଡ଼ିଯିବାର ପୁରୁଣା ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ୍…

ସମାଜବାଦୀ ପାର୍ଟିର ଜଣେ ନେତା ନିଜକୁ ନିଆଁ ଲଗାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ନିଜ ପୋଷାକରେ ନିଆଁ ଲାଗିଯିବା ପରେ ନିଆଁରୁ ନିଜକୁ ବଞ୍ଚାଉଥିବାର ଦେଖିବାକୁ ମିଳୁଛି। ଭିଡିଓ ସହିତ ଦାବି କରାଯାଉଛି ଯେ ସମାଜବାଦୀ ପାର୍ଟି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ଦାହ କରିବାକୁ ଯାଇଥିଲେ କିନ୍ତୁ ନିଜେ ଜଳିଗଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା […]

Continue Reading

ରାହୁଲ ଗାନ୍ଧୀଙ୍କ ସହ ଜ୍ୟୋତି ମଲହୋତ୍ରାଙ୍କ ନକଲି ଫଟୋ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି। 

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜଣେ ମହିଳାଙ୍କ ସହ ନଜର ଆସିଛନ୍ତି। ଫୋଟୋରେ ଥିବା ମହିଳା ଜ୍ଯୋତି ମଲହୋତ୍ରା ବୋଲି ଜଣା ପଡ଼ୁଛି, ଯିଏକି ୧୭ ମଇ ୨୦୨୫ରେ ପାକିସ୍ତାନ ଏବଂ ଆଇଏସଆଇ ପାଇଁ ଗୁପ୍ତଚର ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି।  ଏହି ଫଟୋକୁ ଏପରି ଭାବରେ ସେୟାର କରା ଯାଉଛି ଯେ ରାହୁଲ ଗାନ୍ଧୀ ଗୁପ୍ତଚର ଜ୍ଯୋତି ମଲହୋତ୍ରାଙ୍କ ସହିତ […]

Continue Reading

ଭାଇରାଲ ଭିଡିଓ ଭାରତ ଦ୍ଵାରା ପାକିସ୍ତାନର ବିମାନ ବନ୍ଦର ଧ୍ଵଂସ ହୋଇଥିବା ଦରସାହୁ ନାହିଁ। ଏହା ସୁଡାନ ଦେଶର ଘଟଣା।

ଏକ ସାମ୍ପ୍ରତିକ ଭିଡିଓରେ, ଏକ ଗାଡ଼ି ବିମାନବନ୍ଦର ଦେଇ ଯାଉଥିବାର ଦେଖିବାକୁ ମିଳିଛି ଯେଉଁଥିରେ ଅନେକ କ୍ଷତିଗ୍ରସ୍ତ ବିମାନ ଦୃଶ୍ୟମାନ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଏହା ପାକିସ୍ତାନର ଏୟାରବେସର ଏକ ଦୃଶ୍ୟ, ଯାହା ଭାରତୀୟ ଆକ୍ରମଣରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ସୁଡାନ ଦେଶର ଘଟଣା ଯାହାକୁ ଭାରତ ଦ୍ଵାରା ପାକିସ୍ତାନର ଏୟାରବେସ୍ ଧ୍ଵଂସ ହୋଇଥିବା ଦାବି ସହିତ ସେୟାର […]

Continue Reading

ଲକ୍ଷ୍ନୌରେ ଜଣେ ମହିଳାଙ୍କ ଆତ୍ମଦାହ ଉଦ୍ୟମ କରିବାର ପୁରୁଣା ଭିଡିଓକୁ ନିକଟରେ ଘଟିଥିବା ଘଟଣା ଦାବି ସହିତ ସେୟାର କରା ଯାଉଛି।

ହୃଦୟ ବିଚଳିତ କରି ଦେବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଆତ୍ମଦାହ କରିବାର ଉଦ୍ୟମ କରିଛନ୍ତି। ତାଙ୍କ ଶରୀରରେ ନିଆଁ ଲାଗିଲା ପରେ ନିକଟରେ ଥିବା ପୁଲିସ ଅଧିକାରୀ ମାନେ ତାଙ୍କୁ ଉଦ୍ଧାର କରୁଛନ୍ତି। ଭିଡିଓକୁ ଏପରି ସେୟାର କରା ଯାଉଛି ଯେପରି କି ଏହା ନିକଟରେ ଘଟିଥିବା ଏକ ଘଟଣା। ଏହା ଉତ୍ତରପ୍ରଦେଶର ଲକ୍ଷ୍ନୌରେର ଘଟଣା ବୋଲି କୁହା ଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]

Continue Reading

ୱାକଫ ସଂଶୋଧନ ବିଲ୍ ପାସ୍ ହେବା ପରେ ଜେପିସିର ସହଯୋଗୀ ସଦସ୍ୟଙ୍କ ସହ ମଜା କରୁଛନ୍ତି ଅସଦୁଦ୍ଦିନ ଓୱେସି?

ସମ୍ପ୍ରତି ୱାକଫ ସଂଶୋଧନ ବିଲ୍ ୨୦୨୫ ପାସ୍ ହେବା ପରେ AIMIM ମୁଖ୍ୟ ଅସଦୁଦ୍ଦିନ୍ ଓୱେସି କିଛି ବିଜେପି ସଦସ୍ୟଙ୍କ ସହିତ ଥଟା-ମଜା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ୱାକଫ୍ ବିଲ୍ ପାସ୍ ହେବା ପରେ ଶାସକ ଦଳ, ବିରୋଧୀ ଦଳ ଏବଂ ଜମାତର ସାଥିରେ ବସି ଥଟା-ମଜା କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ୪ […]

Continue Reading

ଜବାହରଲାଲ ନେହେରୁ କହିଛନ୍ତି କି ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲେ? ଯାନନୁ ସତ୍ୟତା।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂଙ୍କର ଏକ ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ସେ ନିଜେ ସ୍ଵୀକାର କରିଛନ୍ତି ଯେ ସେ ଦେଶର ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ନାହାଁନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ମୂଳ ଭିଡିଓରେ ଜବାହାରଲାଲ ନେହରୂ ମୋହମ୍ମଦ ଅଲି ଜିନ୍ନାହଙ୍କ ବିଷୟରେ କହୁଛନ୍ତି। ଭିଡିଓରେ ନେହେରୁ କହୁଛନ୍ତି, “ମୁଁ ସ୍ଵାଧୀନତା […]

Continue Reading

ଫ୍ରାନ୍ସରେ AI ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଣଦେଖା କରିନଥିଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍। ଭାଇରାଲ୍ ଦାବି ମିଥ୍ୟା…

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ଆମେରିକା ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସରେ ଅନୁଷ୍ଠିତ AI ଆକ୍ସନ ସମ୍ମିଳନୀରେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଅନେକ ବିଶ୍ୱ ନେତା ଏବଂ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ହାତ ମିଳାଉଥିବାର ଦେଖାଯାଇଛି।  ଏହି କ୍ଲିପ୍ ସେୟାର କରୁଥିବା ୟୁଜର୍ସମାନେ ଦାବି କରୁଛନ୍ତି ଯେ ମାକ୍ରନ୍ ବିଶ୍ୱ […]

Continue Reading

ନା…. ଖଣ୍ଡା ଚାଳନା କୌଶଳ ଦେଖାଉଥିବା ମହିଳା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନୁହଁନ୍ତି। ଭାଇରାଲ ଦାବି ମିଥ୍ୟା।

୨୦ ଫେବୃଆରୀ ୨୦୨୫ ରେ ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ପ୍ରସଙ୍ଗରେ, ଜଣେ ମହିଳାଙ୍କ ଖଣ୍ଡା ଚାଳନା କୌଶଳ ପ୍ରଦର୍ଶନ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଏହାକୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଭିଡିଓ ବୋଲି ଦାବି କରାଯାଇଛି। ଫେସବୁକରେ ଭିଡିଓଟି ସେୟାର କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଭିଡିଓ ପୁରୁଣା ହୋଇପରେ କିନ୍ତୁ, ଆଜି ଦିଲ୍ଲୀ CM। ସର୍ବଗୁଣ ସମ୍ପର୍ଣ୍ଣ। ଭାରତୀୟ […]

Continue Reading

ଅନ୍ୟ ଏକ ମହିଳାଙ୍କ ନାଚୁଥିବା ଭିଡିଓକୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନାମରେ ସେୟାର କରା ଯାଉଛି।

ନିକଟରେ, ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ନାଚୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହି ଭିଡିଓଟି ଦିଲ୍ଲୀର ନୂତନ ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କର।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା, କାରଣ ଭିଡିଓରେ ନାଚିଥିବା ମହିଳା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନୁହେଁ ବରଂ ମୀରା ନାମକ ଅନ୍ୟ ଜଣେ ମହିଳା। ଏହି ଭିଡିଓଟି ରେଖା ଗୁପ୍ତା ସହିତ କୌଣସି ସମ୍ପର୍କ ନାହିଁ। ଲୋକଙ୍କୁ ଭ୍ରମିତ […]

Continue Reading

ଜଣେ ଦଳିତ ମହିଳାଙ୍କ ଦୁଷ୍କର୍ମ ଏବଂ ହତ୍ୟା ପରେ ସମାଜବାଦୀ ପାର୍ଟି ନେତା କାନ୍ଦୁଥିବା ଭିଡିଓକୁ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତାଙ୍କ କାନ୍ଦୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ତାଙ୍କ ପାର୍ଟି ଉତ୍ତରପ୍ରଦେଶର ମିଲ୍କିପୁର ନିର୍ବାଚନ ହାରିବା ପଓୟାରେ ସେଠିକାର ଜଣେ ସମାଜବାଦୀ ପାର୍ଟି ନେତା ଦୁଖ ସହି ନ ପାରି ବିକଳ ଭାବରେ କାନ୍ଦୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ସେ ନିର୍ବାଚନ ହାରିବା ପରେ ଏପରି କାନ୍ଦୁ ନାହାଁନ୍ତି। ଜଣେ […]

Continue Reading

ଏହି ଫୋଟୋରେ ହାତକଡି ପିନ୍ଧା ଲୋକଙ୍କ ଆମେରିକା ଦ୍ୱାରା ଭାରତ ପଠାଯାଉଥିବା ବେଆଇନ ପ୍ରବାସୀ ନୁହଁନ୍ତି।

ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁନଃନିର୍ବାଚନ ପରେ, ଅନଧିକୃତ ପ୍ରବେଶକୁ କେନ୍ଦ୍ର କରି ୨୦୫ ଜଣ ଭାରତୀୟ ପ୍ରବାସୀଙ୍କୁ ଭାରତକୁ ପଠାଇ ଦିଆଯାଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯାହାକୁ ଆମେରିକା ଦ୍ୱାରା ଭାରତକୁ ପଠାଯାଉଥିବା ଅବୈଧ ପ୍ରବାସୀମାନଙ୍କର ଏକ ଫୋଟୋ ବୋଲି କୁହାଯାଉଛି। ଭାଇରାଲ ଫୋଟୋରେ ଅନେକ ଲୋକଙ୍କୁ ହାତକଡି ବାନ୍ଧି ଏକ ଲଢ଼ୁଆ ବିମାନ ଭିତରେ ବସିଥିବା ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ […]

Continue Reading

କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବସିବା ପାଇଁ ସ୍ଥାନ ନଦେଇ ତାଙ୍କ ଅପମାନିତ କରିଛନ୍ତି? ଜାଣନ୍ତୁ ସତ୍ୟତା

ନିକଟରେ ସୋନିଆ ଗାନ୍ଧୀ ଗଣମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଚରା (Poor Lady) ବୋଲି କହିଲା ପରେ ଏହା ଏକ ବିବାଦ ସୃଷ୍ଟି କରିଛି। ରାଷ୍ଟ୍ରପତିଙ୍କୁ ବିଚରା କହି ତାଙ୍କୁ ଅପମାନିତ କରିଛନ୍ତି ସୋନିଆ ଗାନ୍ଧୀ ବୋଲି ଅନେକ ଲୋକ ଅଭିଯୋଗ ଆଣିଛନ୍ତି। ଏହି ପ୍ରସଙ୍ଗରେ ଗୋଟିଏ ପୁରୁଣା ଫୋଟୋ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛିଡ଼ା ହୋଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏଲ୍.କେ ଆଡଭାନୀ ବସିଥିବା […]

Continue Reading

ଏହି ଫୋଟୋ ରେ ଜବାହାରଲାଲ ନେହରୁ ମହାକୁମ୍ଭ ମେଳାରେ ପବିତ୍ର ସ୍ନାନ କରୁଥିବା ଦାବି ମିଥ୍ୟା ଅଟେ। 

ନିକଟରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ମହାକୁମ୍ଭ ମେଳା “ପବିତ୍ର ସ୍ନାନ” ଉପରେ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା। ଏହି ପ୍ରସଙ୍ଗରେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚିତ୍ରଟିରେ ଜବାହରଲାଲ ନେହେରୁଙ୍କୁ ଏକ ନଦୀର ଆଣ୍ଠୁ ଗଭୀର ପାଣିରେ ଠିଆ ହୋଇଥିବାର ଦେଖାଯାଇଛି।  ଦାବି କରା ଯାଉଛି ଯେ ଏହି ଫୋଟୋ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ମହାକୁମ୍ଭ ମେଳା ସମୟରେ ପବିତ୍ର ସ୍ନାନ ନେଉଛନ୍ତି। […]

Continue Reading

ରାହୁଲ ଗାନ୍ଧୀ କ’ଣ ସତରେ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅପମାନିତ କରିଛନ୍ତି? ଜାଣନ୍ତୁ ସତ୍ୟତା

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ଚୌକି ଟାଣୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଏହି ଦାବି ସହିତ ସେୟାର କରାଯାଉଛି ଯେ, “କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅପମାନିତ କରିଛନ୍ତି।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ମୂଳ ଭିଡିଓର ଏକ […]

Continue Reading

କ’ଣ ନିତୀଶ କୁମାର ବିଜେପି ସହିତ ମେଣ୍ଟ ଭାଙ୍ଗିବା ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ନିତୀଶ କୁମାରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ କିଛି ଲୋକଙ୍କ ମଧ୍ୟ ରେ ଚିଡ଼ା ହୋଇ ସେ କହୁଛନ୍ତି ଯେ ତାଙ୍କୁ ମୃତ୍ୟୁ ସ୍ଵୀକାର ଅଛି କିନ୍ତୁ ବିଜେପି ସାଙ୍ଗରେ ମେଣ୍ଟ କରିବା ସ୍ଵୀକାର ନାହିଁ। ଦାବି କରା ଯାଉଛି ଯେ ନିତୀଶ କୁମାର ନିକଟରେ ଏହି ବିବୃତ୍ତି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ୨୦୨୩ ର […]

Continue Reading

କ’ଣ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟତା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ଆମେରିକାର ଦି ନ୍ୟୁୟର୍କ ଟାଇମ୍ସ ଖବରକାଗଜର ଗୋଟିଏ କ୍ଲିପ୍ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଇଛି ଯେ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନ୍ୟୁୟର୍କ ଟାଇମ୍ସ ଖବରକାଗଜକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। କ’ଣ ଦାବି କରା […]

Continue Reading

ଆଦିତ୍ୟ ଠାକରେଙ୍କ କାଫେ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରେ ଅସମ୍ପର୍କିତ ଭିଡିଓ ଭାଇରାଲ ହୋଇଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଗୁପ୍ତ ସ୍ଥାନରୁ କିଛି ମହିଳା ମାନେ ବାହାରିକି ଆସୁଥିବା ବେଳେ ସେଠାରେ ଥିବା ଲୋକମାନେ ଭିଡିଓ ନେଊଁଛନ୍ତି। ଦାବି କରା ଯାଉଛି ଯେ ମୁମ୍ବାଇର ଅନ୍ଧେରି ଅଞ୍ଚଲରେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କର କାଫେରେ ପୋଲିସ ଚଢାଉ କରିଥିବା ରୁ ସେଠାରେ ଏପରି ଅବୈଧ କାମ ଚାଲୁଥିବା ଜଣା ପଡ଼ିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓର […]

Continue Reading

YSR ଜଗନ ସରକାରଙ୍କ ସମୟରେ ତିରୁମାଲା ତିରୁପତି ଦେବସ୍ଥାନମରେ ଜନସମ୍ପର୍କ ଅଧିକାରୀ ଥିବା ଶ୍ରୀମତୀ ନିଷ୍କା ବେଗମଙ୍କ ଘରେ ED ର ଚଢାଉ ହେଇଥିବା ଦାବି ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ବଡ଼ ଟେବୁଲ ଉପରେ ସୁନା ଅଳଙ୍କାର ରଖାଯାଇଥିବାର ଦେଖିବାକୁ ମିଳୁଛି। ଦାବି କରା ଯାଉଛି ଯେ YSR ଜଗନ ସରକାରଙ୍କ ସମୟରେ ତିରୁମାଲା ତିରୁପତି ଦେବସ୍ଥାନମରେ ଜନସମ୍ପର୍କ ଅଧିକାରୀ ଥିବା ଶ୍ରୀମତୀ ନିଷ୍କା ବେଗମଙ୍କ ଘରେ ED ର ଚଢାଉ ହେଇଥିବା ପରେ ସେଠାରୁ ବଡ଼ ପରିମାଣର ସୁନା ଅଳଙ୍କାର ମିଳିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି […]

Continue Reading

ଡକ୍ଟର ମନମୋହନ ସିଂଙ୍କ ଶେଷ ଯାତ୍ରାରେ କଂଗ୍ରେସ ନେତାମାନେ ଯୋଗ ଦେଇ ନଥିଲେ। ଭାଇରାଲ୍ ଦାବି ମିଥ୍ୟା

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ମୃତ୍ୟୁ ୨୬ ଡିସେମ୍ବର ୨୦୨୪ ରେ ହୋଇଥିଲା ଏବଂ ୨୮ ଡିସେମ୍ବରରେ ଦିଲ୍ଲୀର ନିଗମବୋଧ ଘାଟରେ ରାଷ୍ଟ୍ର ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଡକ୍ଟର ମନମୋହନ ସିଂଙ୍କ ଶେଷ ଯାତ୍ରାରେ କୌଣସି କଂଗ୍ରେସ ନେତା ଯୋଗ ଦେଇ ନଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ୍ଡାବୀକୁ ମିଥ୍ୟା ବୋଲି ପାଇଲା। ରାହୁଲ […]

Continue Reading

କୁୱେତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ହାଲା ମୋଦି’ କାର୍ଯ୍ୟକ୍ରମରେ ଖାଲି ଚେୟାର ଥିବା ଭାଇରାଲ ଦାବି ମିଥ୍ୟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଏବଂ ୨୨ ଡିସେମ୍ବର ରେ କୁୱେତ ଗସ୍ତ କରିଥିଲେ। ୪୩ ବର୍ଷର ବ୍ୟବଧାନ ପରେ କୁୱେତ ଗସ୍ତରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କୁୱେତର ମହାମହିମ ଶେଖ ମେଶାଲ ଅଲ-ଅହମଦ ଅଲ-ଜାବର ଅଲ-ସବାହଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ସରକାରୀ ଗସ୍ତ କରିଥିଲେ।  ଏହି ପ୍ରସଙ୍ଗରେ, ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ କୁୱେତରେ ମୋଦିଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୌଣସି […]

Continue Reading

ଅରବିନ୍ଦ କେଜ୍ରିୱାଲର ଏଡିଟ୍ଡ ଫଟୋ ବ୍ୟାନର ତିହାର ଜେଲ୍ ନିକଟରେ ଲଗା ଯାଇଛି…. ଭାଇରାଲ ଦାବି ମିଥ୍ୟା

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦିଲ୍ଲୀର ପ୍ରସିଦ୍ଧ ତିହାର ଜେଲ୍ ନିକଟରେ ଅରବିନ୍ଦ କେଜ୍ରିୱାଲଙ୍କର ଏକ ବ୍ୟାନର ଲାଗିଥିବା ନଜର ଆସିଛି। ବ୍ୟାନର ରେ ଲେଖା ଯାଇଛି ‘କେଜ୍ରିୱାଲ ଆସିବେ’ କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦେବାକୁ ମିଥ୍ୟା ବୋଲି ପାଇଲା। ଅରବିନ୍ଦ କେଜ୍ରିୱାଲର ଏଡିଟ୍ଡ ଫଟୋ ବ୍ୟାନର ତିହାର ଜେଲ୍ ନିକଟରେ ଲଗା ଯାଇଛି।  କ’ଣ ଦାବିକରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର […]

Continue Reading

କ’ଣ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମନାରେ ହାତ ଯୋଡି ଛିଡା ହୋଇଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାସ୍ତ୍ରପତି ଏବଂ ଲୋକସଭା ବାଚସ୍ପତିଙ୍କ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ରାଷ୍ଟ୍ରପତି, ଉପରାସ୍ତ୍ରପତି ଏବଂ ବାଚସ୍ପତି ହାତ ଯୋଡି ଛିଡା ହୋଇଥିବା ସମୟରେ ପ୍ରଦାନମନ୍ତ୍ର ମୋଦୀ ତାକୁ ଦେଖୁଛନ୍ତି।  ଦାବି କରା ଯାଉଛି ଯେ ରାଷ୍ଟ୍ରପତି, ଉପରାସ୍ତ୍ରପତି ଏବଂ ବାଚସ୍ପତି, ମୋଦୀଙ୍କୁ ଜୁହାର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ କେବଳ ତାଙ୍କୁ ଦେଖୁଛନ୍ତି ଯାହା ଏକ ପ୍ରକାର […]

Continue Reading

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ହସ୍ପିଟାଲରେ ଦାଖଲ ହୋଇଥିବା ପୁରୁଣା ଫୋଟୋକୁ ତାଙ୍କ ମୃତ୍ୟୁର କିଛି ସମୟପୂର୍ବର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ୨୬ ଡିସେମ୍ବର ୨୦୨୪ ରେ ଦେହାନ୍ତ ହୋଇଥିଲା। ଏହା ପରେ, ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ସେ ଏକ ହସ୍ପିଟାଲରେ ଦାଖଲ ହୋଇଛନ୍ତି। ଦାବି କରାଯାଊଛି ଯେ ଏହା ଡକ୍ଟର ମନମୋହନ ସିଂଙ୍କ ଶେଷ ଫୋଟୋ। ଫୋଟୋରେ ଡକ୍ଟର ମନମୋହନ ସିଂହଙ୍କୁ ହସ୍ପିଟାଲ ବେଡରେ ଶୋଇଥିବାର ଦେଖାଯାଉଛି ଏବଂ ତାଙ୍କ ପାଖରେ ଜଣେ ଡାକ୍ତର ଠିଆ ହୋଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ଅଭିନେତା ପଙ୍କଜ ତ୍ରିପାଠୀ ବିଜେପି ବିରୋଧରେ ପ୍ରଚାର କରିନାହାଁନ୍ତି, ଭିଡିଓକୁ ଏଡିଟ୍ କରା ଯାଇଛି।

ଦିଲ୍ଲି ବିଧାନସଭା ନିର୍ବାଚନ ପୁର୍ବରୁ ଅଭିନେତା ପଙ୍କଜ ତ୍ରିପାଠିଙ୍କ ଗୋଟିଏ ଭିଡିଓ ସୋସାଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ବିଜେପି ବିରୁଦ୍ଧରେ ପ୍ରଚାର କରୁଥିବା ନଜର ଆସିଛନ୍ତି। ୩୨ ସେକେଣ୍ଡର ଭିଡିଓରେ ସେ ଲୋକଙ୍କୁ ବିଜିପିକୁ ଭୋଟ୍  ନ ଦେବା ପାଇଁ ଅନୁରୋଧ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏଡିଟେଡ୍ ଭିଡିଓ ଅଟେ। ଅସଲି ଭିଡିଓରେ ପଙ୍କଜ ତ୍ରିପାଠି ଅନ୍ଲାଇନ୍ ୟୁପିଆଇ ଜାଲିୟାତି […]

Continue Reading

କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ସମୟରେ ବାଲଟ୍ ପେପର ବ୍ୟବହାର କରିବା ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହୁଛନ୍ତି, “ନିର୍ବାଚନ ସମୟରେ ଅଧିକାଂଶ ଶିକ୍ଷିତ ଦେଶ ମଧ୍ୟ ବାଲଟ୍ ପେପରରେ ନାମ ପଢ଼ନ୍ତି ଏବଂ ଭୋଟ ଦିଅନ୍ତି, ଏପରିକି ଆମେରିକାରେ ମଧ୍ୟ।” ଏହି ଭିଡିଓକୁ ଏପରି ସେୟାର କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦିନେ ଇଭିଏମ୍ ବିରୋଧରେ ଥିଲେ କିନ୍ତୁ ଏବେ ନିର୍ବାଚନ ଜିତିବା ପାଇଁ ସେ ଏହି ମେସିନ୍ ବ୍ୟବହାର ଜାରି ରଖିବାକୁ ଚାହୁଁଛନ୍ତି। […]

Continue Reading

ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଧେ ବାବୁରି ମସ୍ଜିଦ ଭାଙ୍ଗିଲା ସମୟରେ କରସେବକ ଭାବରେ ଏକାଠି କାମ କରିଥିଲେ କି?

ବିଜେପି ହାରାଷ୍ଟ୍ର ନିର୍ବାଚନ ଜିତିବା ଦେବେନ୍ଦ୍ର ଫଡନାଭିସ୍ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇ ଶପଥ ଗ୍ରହଣ କରିଛନ୍ତି ଏବଂ ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଫୋଟୋ ସେୟାର କରି ଦାବି କରା ଯାଉଛି ଯେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଧେ ବାବୁରି ମସ୍ଜିଦ ଭାଙ୍ଗିଲା ସମୟରେ କରସେବକ ଭାବରେ ଏକାଠି କାମ କରିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟ ୱାକଫ ବୋର୍ଡ ରଦ୍ଦ କରିଛନ୍ତି କି? ଜାଣନ୍ତୁ ସତ୍ୟତା

ଆନ୍ଧ୍ର ସରକାର ୱାକଫ୍ ବୋର୍ଡ ରଦ୍ଦ କରିଥିବା ଦାବି ସହିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟ ସେଯାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି : ୱାକଫ ବୋର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟ ୱାକଫ ବୋର୍ଡକୁ ରଦ୍ଦ କରିନାହାଁନ୍ତି। ବର୍ତ୍ତମାନ ଯେଉଁ ୱାକଫ୍ ବୋର୍ଡ ଅଛି […]

Continue Reading

କ’ଣ ଗୋଟିଏ ସଭାରେ ରାହୁଲ ଗାନ୍ଧୀ ଭଗବାନ ରାମଙ୍କର ପ୍ରତିମୂର୍ତି ନେବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟତା। 

ରାହୁଲ ଗାନ୍ଧୀଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ ଗାନ୍ଧୀ କିଛି ନେତାଙ୍କ ସହିତ ମଞ୍ଚ ଉପରେ ଚିଡ଼ା ହୋଇଥିବା ସମୟରେ କିଛି ଲୋକେ ତାଙ୍କୁ ଫୁଲମାଳ ଏବଂ ଅନ୍ୟାନ୍ୟ ଉପହାର ଦେଉଛନ୍ତି।  ସେହି ସମୟରେ ସେଠାରେ ଜଣେ ବ୍ୟକ୍ତି ଗୋଟିଏ ଭଗବାନଙ୍କର ପ୍ରତିମୂର୍ତି ଧରି ଛିଡା ହୋଇଛନ୍ତି। ଭାଇରାଲ ଭିଡିଓରେ ଜଣା ପଡୁଛି ଯେ ରାହୁଲ ଗାନ୍ଧୀ ଭଗବାନଙ୍କ ପ୍ରତିମୂର୍ତି ନେବାରେ ଅସ୍ଵୀକାର କରୁଛନ୍ତି ଏବଂ […]

Continue Reading

ଲୋକସଭା ବାଚସ୍ପତ୍ତି ଓମ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲା ଜଣେ ମୁସ୍ଲିମଙ୍କୁ ବିବାହ କରିଥିବା ମିଥ୍ୟା ଦାବି ସୋସିଆଲ ମିଡିଆରେ ଭାଇରାଲ। 

୧୨ ନଭେମ୍ବର ରେ ଲୋକସଭା ବାଚସ୍ପତ୍ତି ଓମ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲାଙ୍କର ବିବାହ ହୋଇଥିଲା। ଏହି ବିବାହ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ ଅଞ୍ଜଲି ବିର୍ଲା ଜଣେ ମୁସ୍ଲିମଙ୍କୁ ବିବାହ କରିଛନ୍ତି। କ’ଣ ଦାବି କରା ଯାଉଛି ପୋଷ୍ଟରେ?  ଅଞ୍ଜଲି ବିର୍ଲାଙ୍କର ବିବାହର ଗୋଟିଏ ଫୋଟୋ ସେୟାର କରି ସୋସିଆଲ ମିଡିଆ ୟୁଜର ଲେଖୁଛନ୍ତି, “ଶୁଣିଲି ଓମ ବିର୍ଲା ଙ୍କ ଝିଅ ଅଞ୍ଜଳି ଜଣେ ମୁସଲମାନ ପୁଅ ଅନିଶ ରାଜାନି କୁ ବିବାହ […]

Continue Reading

କ’ଣ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ମନୋନୀତ ହୋଇଛି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନ୍ନିତ ହେଇଛି। ଭିଡିଓ ରେ ଆସଲେ ତୋହେ କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ ଶାନ୍ତି ପୁରସ୍କାର ପାଇଁ ସବୁଠାରୁ ବଡ ପ୍ରତିଯୋଗୀ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇନାହିଁ। ଆସଲେ ତୋହେଙ୍କର […]

Continue Reading

ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣରେ ଲୋକଙ୍କ ଭିଡ଼ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମର ନାରା ଦେଇନଥିଲେ।

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଆବଶ୍ୟକୀୟ ୨୭୦ ଭୋଟ୍ ହାସଲ କରିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍ ୨୨୪ ପାଇଛନ୍ତି। ବିଗତ ୨୦ ବର୍ଷରେ ସେ ରିପବ୍ଲିକ୍ ପାର୍ଟିର ଦ୍ଵିତୀୟ ନେତା ଯେ ଯିଏ ଦ୍ୱିତୀୟ ଅବଧି ପାଇଁ ରାଷ୍ଟ୍ରପତି ହୋଛନ୍ତି। ଏହା ପୂର୍ବରୁ ରିପବ୍ଲିକ୍ ପାର୍ଟିର ଜର୍ଜ ବୁଶ୍ ୨୦୦୧ ରୁ ୨୦୦୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ଏହି ପ୍ରସଙ୍ଗରେ ନିର୍ବାଚନରେ ​​ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ […]

Continue Reading

କ’ଣ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଫେସବୁକ ଏକାଉଣ୍ଟର କଭର ଫୋଟୋରେ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି?

ବର୍ତ୍ତମାନ ସୋସିଆଲ ମିଡିଆରେ ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଫେସବୁକ ଏକାଉଣ୍ଟର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ତାଙ୍କର ଫେସବୁକ କଭର ଫୋଟୋ ସେୟାର କରା ଯାଇଛି ଯେଉଁଥିରେ ସେ ନବୀନ ପଟ୍ଟନାୟକଙ୍କର ପ୍ରଶଂସା କରିଛନ୍ତି। ଫୋଟୋରେ ଲେଖା ଯାଇଛି, “କାମ ନବୀନଙ୍କର ନେମପ୍ଲେଟ ଆମର।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ଏଡିଟେଡ୍ ଅଟେ। ମୂଳ ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା […]

Continue Reading

କ’ଣ ବିଜେପି ସମର୍ଥକ ମାନେ କାନାରା ବ୍ୟାଙ୍କ୍ ସାମନାରେ କାନାଡା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି?

ନିକଟରେ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ଉତ୍ତେଜନା ପୁଣି ଠାରେ ସୃଷ୍ଟି ହୋଇଛି। ଭାରତ କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିବା ବେଳେ କାନାଡା ମଧ୍ୟ ଭାରତର ୬ ଜଣ କୂଟନୀତିଜ୍ଞଙ୍କୁ ଶିଖ୍ ବିଚ୍ଛିନ୍ନତାବାଦୀ ନେତା ହତ୍ୟା ମାମଲା ଦେଖାଇ ତାଙ୍କୁ ବହିଷ୍କାର କରିଛି। ଏହି ପ୍ରସଙ୍ଗରେ କାନାରା ବ୍ୟାଙ୍କ ସମ୍ମୁଖରେ ଠିଆ ହୋଇଥିବା ଏବଂ ବିଜେପି ପତାକା ଧରିଥିବା କିଛି ଲୋକଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କୁ ପରିହାସ କରୁଛନ୍ତି ଯେ […]

Continue Reading

ସେଣ୍ଟ୍ରାଲ୍ ଆମେରିକାର ଗୁଆଟେମାଲା ଦେଶର ଖରାପ ରାସ୍ତାର ଭିଡିଓକୁ ଭାରତର ବୋଲି ଦାବି କରାଯାଉଛି

ଏକ ରାସ୍ତା ମଧ୍ୟରୁ ପଣି ବାହାରୁ ଥିବା ଭିଡିଓ ସୋସିଆଲ ଇଡ୍ୟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାରତର ବୋଲି ଦାବି କରା ଯାଉଛି। ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସ୍ପେସ୍ ଟେକ୍ନୋଲୋଜି ବିଷୟରେ ପ୍ରଶ୍ନ କରା ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ସେଣ୍ଟ୍ରାଲ୍ ଆମେରିକାର ଗୁଆଟେମାଲା ଦେଶର ଘଟଣା ଅଟେ ଯାହାକୁ ଭାରତର କହି ସେୟାର କରା ଯାଉଛି।  କ’ଣ ଦାବି କରା […]

Continue Reading

ଚାଇନାର ଏକ ପୁରୁଣା ଫୋଟୋକୁ AIIMS ଡାକ୍ତର ସୀତାରାମ ୟୁଚୁରିଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦାବି ସହିତ ସେୟାର କରା ଯାଉଛି।

ସିପିଏମ୍ ସଚିବ ସୀତାରାମ ୟେଚୁରୀଙ୍କ ୧୨ ସେପ୍ଟେମ୍ବର ରେ ନୂଆଦିଲ୍ଲୀର AIIMS ହସ୍ପିଟାଲରେ ଦେହାନ୍ତ ହୋଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ ତାଙ୍କ ଇଚ୍ଛା ଅନୁଯାୟୀ ଡାକ୍ତରୀ ଅନୁସନ୍ଧାନ ପାଇଁ AIIMS ଡାକ୍ତରଖାନାକୁ ଦାନ କରାଯାଇଥିଲା। ଏହି ସମୟରେ, ସୀତାରାମ ୟେଚୁରୀଙ୍କ ଶରୀର ଦାନର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ AIIMS କର୍ମଚାରୀ ମାନେ ନତମସ୍ତକ ହୋଇ ତାଙ୍କ ମୃତ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ଚନ୍ଦ୍ରବାବୁ ନାଏଡ଼ୁ ବିଜେପି ମିଳିତ ମଞ୍ଚରୁ ପ୍ରତ୍ୟାହାର ଘୋଷଣା କରିଥିବା ଦାବି ମିଥ୍ୟା

୨୦୨୪ ଲୋକସଭା ନିର୍ବାଚନରେ ବିଜେପି, ଚନ୍ଦ୍ରବାବୁ ନାଏଡ଼ୁଙ୍କର ଟିଡ଼ିପି ଏବଂ ନିତୀଶ କୁମାରନକ୍ର ଜେଡ଼ିୟୁ ଦଳ ସହିତ ସରକାର ଗଠନ କରିଥିଲା। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ ଚନ୍ଦ୍ରବାବୁ ନାଏଡ଼ୁ ବିଜେପି ମିଳିତ ମଞ୍ଚରୁ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଏଖି ଖବର ଏବିପି ନ୍ୟୁଜ୍ ଦ୍ଵାରା ପ୍ରକାଶିତ ହେଇଛି ବୋଲି ଦାବି କରା ଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୧୮ ମସିହାର ପୁରୁଣା […]

Continue Reading

କଂଗ୍ରେସ ମୁସଲମାନମାନଙ୍କର ଏକ ଦଳ ବୋଲି ରାହୁଲ ଗାନ୍ଧୀ ପ୍ରକୃତରେ ଏକ ବିବୃତ୍ତି ଦେଇଛନ୍ତି କି?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପୂର୍ବପୁରୁଷ ମାନେ ମୁସଲମାନ ଏବଂ କଂଗ୍ରେସ ମଧ୍ୟ ମୁସଲମାନ ମାନଙ୍କର ଏକ ଦଳ। କଂଗ୍ରେସ ମୁସଲମାନ ମାନଙ୍କର ଦଳ ବୋଲି ରାହୁଲ ଗାନ୍ଧୀ ନିଜେ ସ୍ଵୀକାର କରିଛନ୍ତି ବୋଲି ଦାବି କରା ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରାହୁଲ ଗାନ୍ଧୀ କେବେ କହି ନାହାଁନ୍ତି ଯେ […]

Continue Reading

ପୂର୍ବତନ ସିପିଆଇ (ଏମ) ସଚିବ ସ୍ଵର୍ଗତ ସୀତାରାମ ୟେଚୁରୀ ଜଣେ ଖ୍ରୀଷ୍ଟିଆନ ଥିଲେ କି?

ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଏବଂ CPI(M) ପାର୍ଟି ସଚିବ ସୀତାରାମ ୟେଚୁରୀଙ୍କର ୧୨ ସେପ୍ଟେମ୍ବର ୨୦୨୪ ରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହୋଇଥିଲା। ଏହି ଫୋଟୋରେ ଏକ ବ୍ୟାନର ଦେଖାଯାଇଛି ଯେଉଁଥିରେ ଲେଖା ହୋଇଛି, “କମରେଡ୍ ସୀତାରାମ ୟେଚୁରୀ ଅମର ରହେ”, ଯାହା ସାମ୍ନାରେ ଏକ କଫିନ୍ ଅଛି ଏବଂ ଅନେକ ଲୋକ ଛିଡା ହୋଇଛନ୍ତି। ଦାବି କରାଯାଇଛି ଯେ ସୀତାରାମ ୟେଚୁରୀ ଜଣେ ଖ୍ରୀଷ୍ଟିଆନ ଥିଲେ […]

Continue Reading