ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କ ମୃତ୍ୟୁ ହୋଇନାହିଁ। ଭାଇରାଲ ଫୋଟୋ ତାଙ୍କର ନୁହେଁ।

ଗତ ମାସ ରାଜସ୍ଥାନର ଗଙ୍ଗନଗରରେ ଜଣେ ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ଘଟିଥିଲା ଯେଉଁଥିରେ ତାଙ୍କୁ ଆଘାତ ମଧ୍ୟ ହୋଇଥିଲା। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଝିଅର ଫୋଟୋରେ ମାଲା ପିନ୍ଧାହୌଥିବା ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଝିଅଟି ଗଙ୍ଗନଗର ଦୁଷ୍କର୍ମ ପୀଡ଼ିତା ଯିଏ ଘଟଣା ପରେ ନିଜ ପ୍ରାଣ ହରାଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଫୋଟୋରେ ଥିବା ଝିଅ ଗଙ୍ଗନଗର […]

Continue Reading

ପୋଲିସ କିଛି ଅପରାଧୀଙ୍କୁ ପରେଡ୍ କରୁଥିବାର ପୁରୁଣା ଭିଡିଓକୁ ଶ୍ରୀଗଙ୍ଗାନଗର ଗଣଦୁଷ୍କର୍ମ ମାମଲା ସହିତ ଯୋଡ଼ି ଭାଇରାଲ କରା ଯାଉଛି।

ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ୧୩ ବର୍ଷୀୟ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ, ୩୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। ଏହି ପ୍ରସଙ୍ଗରେ, ପୋଲିସ ହେପାଜତରେ ଥିବା ଅନେକ ଲୋକଙ୍କୁ ଭିଡ଼ ସାମ୍ନାରେ ପରେଡ୍ କରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଭିଡିଓଟି ଶ୍ରୀଗଙ୍ଗାନଗର ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ଦେଖାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। […]

Continue Reading

ଗାଲି ଅଞ୍ଜନେୟ ମନ୍ଦିରର ଏକ ପୁରୁଣା ଭିଡିଓ ରାମ ମନ୍ଦିର ଦାନ ବାକ୍ସ ଟଙ୍କା ଚୋରି ଘଟଣା ସହିତ ଜଡିତ ହୋଇ ଭାଇରାଲ ହେଉଛି।

ରାମ ମନ୍ଦିରରୁ ଦାନ ପାଣ୍ଠି ଚୋରିକୁ ନେଇ ବିବାଦ ଚାଲିଥିବା ବେଳେ, ଜଣେ ପୂଜାରୀ ମନ୍ଦିରର ଦାନ ବାକ୍ସରୁ ଟଙ୍କା ଚୋରି କରୁଥିବାର ଅଭିଯୋଗର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ରାମ ମନ୍ଦିର ଦାନ ଚୋରୀ ହେଉଥିବାର ଏକ ଭିଡିଓ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁମିଥ୍ୟା ବୋଲି ପାଇଲା। ଏହା ବେଙ୍ଗାଲୁରୁର ଏକ ପୁରୁଣା ଘଟଣା। ଗାଲି ଅଞ୍ଜନେୟ ମନ୍ଦିରର ଦାନରୁ ଚୋରୀ ହେଉଥିବା ଘଟଣାକୁ […]

Continue Reading

ସ୍କୁଲରେ ଭୋଜପୁରୀ ଫିଲ୍ମ ସୁଟିଂ ର ଭିଡିଓକୁ ପାଟନା ହାଇସ୍କୁଲରେ ଗୁଳିକାଣ୍ଡ ଘଟଣା ଦାବି ସହିତ ଭାଇରାଲ ହେଉଛି। 

ଏକ ସ୍କୁଲ କ୍ୟାମ୍ପସରେ ଅନେକ ସଶସ୍ତ୍ର ବ୍ୟକ୍ତି ଦୌଡ଼ୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅନେକ ଗୁଳି ଫୁଟିବାର ଶବ୍ଦ ମଧ୍ୟ ରହିଛି। ଦାବି କରା ଯାଉଛି ଯେ ଏହା ବିହାରର ପାଟନାର ଏକ ସ୍କୁଲରେ ଘଟିଥିବା ଗୁଳିଚାଳନାର ଘଟଣା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏକ ଭୋଜପୁରୀ ଫିଲ୍ମ ସୁଟିଂର ଭିଡିଓ ଯାହା ପାଟନାର ଗର୍ଦାନୀବାଗ ଉଚ୍ଚବିଧୟାଳୟରେ ସୁଟ୍ ହୋଇଥିଲା।  କ’ଣ ଦାବି […]

Continue Reading

ଭାରତରେ ମୁସଲିମ ଝିଅକୁ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାକୁ ବାଧ୍ୟ କରାଯାଉଥିବା ଦାବି ସହିତ ବାଂଲାଦେଶର ପୁରୁଣା ଏବଂ ଅସମ୍ପର୍କିତ ଭିଡିଓ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ହିଜାବ ପିନ୍ଧିଥିବା ମହିଳା କାନ୍ଦୁଥିବାର ଦେଖାଯାଉଛି। କିଛି ପୁରୁଷ ତାଙ୍କୁ ଧମକାଉଛନ୍ତି ଏବଂ ଗାଳି ଦେଉଛନ୍ତି। ଭିଡିଓ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଭାରତରେ ହିନ୍ଦୁ ପୁରୁଷମାନେ ଜଣେ ମୁସଲିମ ଝିଅକୁ ନିର୍ଯାତନା ଦେଉଛନ୍ତି ଏବଂ ତାଙ୍କୁ “ଜୟ ଶ୍ରୀରାମ” କହିବାକୁ ବାଧ୍ୟ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ବାଂଲାଦେଶର ଏକ ପୁରୁଣା […]

Continue Reading

ଭରତ ତିୱାରୀଙ୍କ ଶବଦାହ ଭାବରେ ପୁରୁଣା ଅସମ୍ପର୍କିତ ଭିଡିଓ ଭାଇରାଲ୍। ସତ୍ୟତା ଜାଣନ୍ତୁ।

ବିହାରର ଭୋଜପୁର ଜିଲ୍ଲାର ସ୍ଥାନୀୟ ବାସିନ୍ଦା ଏବଂ ୨୮ ବର୍ଷୀୟ ଭାରତ ଭୂଷଣ ତିୱାରୀ ୧୭ ଜୁନ୍ ୨୦୨୬ରେ ପୋଲିସ ଏନକାଉଣ୍ଟର ସମୟରେ ମୃତ୍ୟୁବରଣ କରିଥିଲେ। ବିହାର ସରକାର ବର୍ତ୍ତମାନ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ଯେତେବେଳେ ପୋଲିସ ଏନକାଉଣ୍ଟରକୁ ସମର୍ଥନ କରି କହିଛି ଯେ ତିୱାରୀ ଏକ ଅପରେସନ୍ ସମୟରେ ଗୁଳି ଚଳାଇବା ପରେ ଆତ୍ମରକ୍ଷା ପାଇଁ ଏହା କରାଯାଇଥିଲା। ଏହା ପରେ, ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏକ ବିଶାଳ ଭିଡ଼ ଦେଖାଯାଉଥିବା ଭିଡିଓ […]

Continue Reading

ବାଇକ୍ ରେ ପେଟ୍ରୋଲ ଭାରୁଥିବା ସମୟରେ ମହୁମାଛି ଏକାଠି ହୋଇଥିବା ଭିଡିଓ AI ଦ୍ଵାରା ପ୍ରସ୍ତୁତ କରା ଯାଇଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବାଇକ୍ ରେ ପେଟ୍ରୋଲ ଭାରୁଥିବା ସମୟରେ ତାହା ଆଖ-ପାଖରେ ମହୁମାଛି ବୁଲୁଥିବା ଦେଖିବାକୁ ମିଇଛି। ଭିଡିଓ ସେୟାର କରି ୟୁଜର ମାନେ ଦାବି କରିଛନ୍ତି ଯେ ନୂତନ ଇଥାନଲ ପେଟ୍ରୋଲ ଏପରି ମହୁମାଛିକୁ ଆକର୍ଷିତ କରୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ପ୍ରକୃତ ଘଟଣା ନୁହେଁ। ଏହା AI ଦ୍ଵାରା ପ୍ରସ୍ତୁତ କରା ଯାଇଛି।  କ’ଣ ଦାବି […]

Continue Reading

ମାଲେସିଆର ହେଲିକପ୍ଟର ଦୁର୍ଘଟଣାର ପୁରୁଣା ଭିଡିଓକୁ ବ୍ରାଜିଲର ଘଟଣା ବୋଲି ଭାଇରାଲ କରାଯାଇଛି।

ସୋସିଆଲ ମିଡିଆରେ ହେଲିକପ୍ଟର ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ଆକାଶରେ ଦୁଇଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇ କ୍ରାଶ୍ ହେଉଛନ୍ତି। ଦାବି କରା ଯାଉଛି ଯେ ଏହି ଘଟଣାଟି ନିକଟରେ ବ୍ରାଜିଲରେ ଘଟିଥିବା ଦୁର୍ଘଟଣାର ଏକ ଫୁଟେଜ୍। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ମାଲେସିଆର ହେଲିକପ୍ଟର ଦୁର୍ଘଟଣାର ପୁରୁଣା ଭିଡିଓକୁ ବ୍ରାଜିଲର ଘଟଣା ବୋଲି ଭାଇରାଲ କରାଯାଇଛି। Facebook | Archive ଆମ ଅନୁସନ୍ଧାନ:  […]

Continue Reading

ପେନ୍ ବମ୍ ନାମରେ ଭାଇରାଲ ହେଉଥିବା ମେସେଜ୍ ମିଥ୍ୟା। ସତ୍ୟତା ଜାଣନ୍ତୁ। 

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୁରି ବୁଲୁଥିବା ଏକ ଭାଇରାଲ ମେସେଜରେ ଲୋକଙ୍କୁ ରାସ୍ତା କଡ଼ରେ ମିଳୁଥିବା କଲମ ଭଳି ଜିନିଷ ନ ଉଠାଇବାକୁ ଚେତାବନୀ ଦିଆଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ, “ଏଗୁଡ଼ିକ “କଲମ ବୋମା” ଯାହା ଖୋଲିଲେ କିମ୍ବା କ୍ଲିକ୍ କଲେ ବିସ୍ଫୋରଣ ହୋଇପାରେ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ପୋଷ୍ଟ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ମୋର ସବୁ […]

Continue Reading

୨୦୧୪ ର କିସ୍ ଅଫ୍ ଲଭ୍ ଅଭିଯାନର ଫୋଟୋ ଗୁଡ଼ିକୁ କକ୍ରୋଚ ଜନତା ପାର୍ଟି ପ୍ରତିବାଦ ସମୟର ବୋଲି ଦାବି କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଯୁବକ ମାନେ ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି। ଏଥିରୁ କିଛି ଫୋଟୋରେ ସମଲିଙ୍ଗୀ ଲୋକଙ୍କୁ ଚୁମ୍ବନ କରିବା ମଧ୍ୟ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡ଼ିକ କକ୍ରୋଚ ଜନତା ପାର୍ଟିର ପ୍ରତିବାଦ ସମୟର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ଫୋଟୋ ଗୁଡ଼ିକ କିସ୍ ଅଫ୍ ଲଭ୍ ଅଭିଯାନ ସମୟର […]

Continue Reading

ନେପାଲର ଏକ ମକ୍ ଡ୍ରିଲ୍ ଭିଡିଓକୁ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାର ସମ୍ପ୍ରତି ଷ୍ଟିଠି ଦାବି ସହିତ ସେୟାର କରା ଯାଉଛି। 

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି) କ୍ଷମତାକୁ ଆସିବା ପରଠାରୁ, ବାଂଲାଦେଶ ସୀମାରେ ଅବୈଧ ପ୍ରବାସୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ଏହି ପୃଷ୍ଠଭୂମିରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସୈନିକମାନେ ଏକ କ୍ଷେତରେ ଭିଡ଼କୁ ଅସ୍ତ୍ର ଦେଖାଉଛନ୍ତି। ଭିଡିଓ ସେୟାର କରୁଥିବା ୟୁଜରମାନେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ଆକ୍ସନ ମୋଡରେ ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ […]

Continue Reading

ହୁଗଲି ଇଜେତମା ନାମକ ଇସଲାମିକ୍ ଆଧ୍ୟାତ୍ମିକ ସମାବେଶର ପୁରୁଣା ଭିଡିଓକୁ ବେଙ୍ଗଲରୁ ମୁସ୍ଲିମ ମାନେ ନିର୍ବାସନ କରୁଥିବା ଦାବି ସହିତ ସେୟାର କରା ଯାଉଛି।

ନିକଟରେ ସୋସିଆଲ ମିଡିଆରେ ଏକ ବିଶାଳ ଭିଡ଼ର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ୟୁଜର ମାନେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଜିତିବା ପରେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବା ପରେ ସେଠାରୁ ମୁସ୍ଲିମ ମାନେ ନିର୍ବାସନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ହୁଗଲି ଇଯେତମା ନାମକ ଇସଲାମିକ୍ ଆଧ୍ୟାତ୍ମିକ ସମାବେଶର ପୁରୁଣା ଭିଡିଓକୁ ବେଙ୍ଗଲରୁ ମୁସ୍ଲିମ ମାନେ ନିର୍ବାସନ […]

Continue Reading

ଇନ୍ଦିରା ଗାନ୍ଧୀଙ୍କ ଶବ ନିକଟରେ ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କଲମା ପଢୁଥିବା ଦାବି ମିଥ୍ୟା ଅଟେ। 

ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଫଟୋରେ ରାହୁଲ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମୁସ୍ଲିମ ଧର୍ମ ପରି ହାତ ଜୋଡ଼ି ଏକ ଶବଦାହ ସମାବେଶରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହା ଇନ୍ଦିରା ଗାନ୍ଧୀଙ୍କର ଶବଦାହ ସମାବେଶ ଯେଉଁଥିରେ ରାଜୀବ ଏବଂ ରାହୁଲ ଗାନ୍ଧୀ କଲମା ପଢୁଥିବା ଦେଖିବାକୁ ମିଳିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲିଜାଣିବାକୁ […]

Continue Reading

ହୁଗଲି ଇଜେତମା ନାମକ ଇସଲାମିକ୍ ଆଧ୍ୟାତ୍ମିକ ସମାବେଶର ପୁରୁଣା ଭିଡିଓକୁ ବେଙ୍ଗଲରୁ ମୁସ୍ଲିମ ମାନେ ନିର୍ବାସନ କରୁଥିବା ଦାବି ସହିତ ସେୟାର କରା ଯାଉଛି।

ନିକଟରେ ସୋସିଆଲ ମିଡିଆରେ ଏକ ବିଶାଳ ଭିଡ଼ର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ୟୁଜର ମାନେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଜିତିବା ପରେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବା ପରେ ସେଠାରୁ ମୁସ୍ଲିମ ମାନେ ନିର୍ବାସନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ହୁଗଲି ଇଯେତମା ନାମକ ଇସଲାମିକ୍ ଆଧ୍ୟାତ୍ମିକ ସମାବେଶର ପୁରୁଣା ଭିଡିଓକୁ ବେଙ୍ଗଲରୁ ମୁସ୍ଲିମ ମାନେ ନିର୍ବାସନ […]

Continue Reading

ଢାକା-ମୈମନସିଂ ରାଜପଥର ଫୋଟୋକୁ ଆସାମର ରାଜପଥ ଦାବି ସହିତ ସେୟାର କରା ଯାଉଛି।

ଗୋଲାପି ରଙ୍ଗ ଫୁଲରେ ଆଚ୍ଛାଦିତ ହୋଇଥିବା ଏକ ସୁନ୍ଦର ରାଜପଥର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର ମାନେ ଏହି ରାଜପଥର ପ୍ରଶଂସା କରି ଦାବି କରୁଛନ୍ତି ଯେ ଏହା ଆସାମରେ ଅବସ୍ଥିତ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଇଥୟା ବୋଲି ଜାଣିବାକୁ ପାଇଲା। ଏହା ଆସାମର ରାଜପଥର ଫୋଟୋ ନୁହେ। ଏହା ବାଂଲାଦେଶର ଗାଜିପୁରର ହୋତାପାରାରେ ଢାକା-ମୈମନସିଂ ରାଜପଥ। କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ଜଣେ […]

Continue Reading

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭାଇରାଲ ଫଟୋରେ ଥିବା ମହିଳା NEET ପେପର୍ ଲିକ୍ ଅଭିଯୁକ୍ତ ମନୀଷା ମାନ୍ଧାରେ ନୁହଁନ୍ତି।

ବିଭିନ୍ନ ରାଜ୍ୟରେ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ଏବଂ ବହୁ ଅନିୟମିତତା ସମ୍ପର୍କରେ ଏକ ବଡ଼ ବିବାଦ ପରେ, ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ୩ ମେ ୨୦୨୬ ରେ ଅନୁଷ୍ଠିତ NEET-UG ପରୀକ୍ଷାକୁ ଆନୁଷ୍ଠାନିକ ଭାବରେ ବାତିଲ କରିଥିଲା। ଏହି ମାମଲାରେ CBI ଏପର୍ଯ୍ୟନ୍ତ ମନୀଷା ମାନ୍ଧାରେ ଏବଂ ଅନ୍ୟ ୧୦ ଜଣଙ୍କୁ ଗିରଫ କରିଛି। ଏହି ପ୍ରସଙ୍ଗରେ ଶିକ୍ଷାମନ୍ତ୍ରୀ ଧରେମ୍ନ୍ଦ୍ର ପ୍ରଧାନଙ୍କ ଏକ ମହିଳାଙ୍କ ସହ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି […]

Continue Reading

କ’ଣ ଏଇ ଭିଡିଓ ପଶ୍ଚିମବଙ୍ଗରୁ ଅବୈଧ ପ୍ରବାସୀ ମାନଙ୍କୁ ପଳାୟନ କରୁଥିବା ଦର୍ଶାଉଛି? ଜାଣନ୍ତୁ ସତ୍ୟତା। 

ପଶ୍ଚିମବଙ୍ଗ ସମେତ ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ରାଜ୍ୟରେ ସରକାର ଗଠନ କରିଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର ପରିବର୍ତ୍ତନ ସହିତ, ବହୁ ସଂଖ୍ୟକ ଅବୈଧ ଅନୁପ୍ରବେଶକାରୀ ରାଜ୍ୟ ଛାଡି ବାଂଲାଦେଶ ଆଡକୁ ଯିବା ଆରମ୍ଭ କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ବିହାରର ଏକ ପୁରୁଣା ଭିଡିଓକୁ, ପଶ୍ଚିମବଙ୍ଗ ନିର୍ବାଚନ ପରେ ଟିଏମସି କାର୍ଯ୍ୟକର୍ତ୍ତା ଆହତ ହେବାର ନାଟକ କରୁଥିବା ଦାବି ସହ ସେୟାର କରାଯାଉଛି।

ନିକଟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ମୁଣ୍ଡରେ ଆଘାତର ଅଭିନୟ କରୁଥିବାର ଦେଖାଯାଇଛି। ଦାବି କରା ଯାଉଛି ଯେ ମହିଳା ହେଉଛନ୍ତି ଜଣେ ଟିଏମସି କାର୍ଯ୍ୟକର୍ତ୍ତା। ନିର୍ବାଚନ ହାରିବା ପରେ ସେ ଏପରି ଅଭିନୟ କରୁଥିବା ନଜର ଆସିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ବିହାରର ଏକ ପୁରୁଣା ଘଟଣା ଯାହାର ପଶ୍ଚିମବଙ୍ଗ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ।  କ’ଣ […]

Continue Reading

ବାଂଲାଦେଶର ଏକ ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି। 

ନିକଟରେ, ସୋସିଆଲ ମିଡିଆରେ ଏକ ବିଶାଳ ଭିଡ଼ର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ୟୁଜର ମାନେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନରେ ​​ବିଜେପିର ବିଜୟ ପରେ ବହୁ ସଂଖ୍ୟକ ମୁସଲିମ ଲୋକ ପଶ୍ଚିମବଙ୍ଗ ଛାଡି ଯାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ବାଂଲାଦେଶର ଏକ ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ପଳାୟନ କରୁଥିବା ଦାବି ସହିତ […]

Continue Reading

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟରେ ମୋଦିଙ୍କୁ ଝାଲମୁଢି ବିକ୍ରି କରିଥିବା ବ୍ୟକ୍ତି ଜଣେ SPG କମାଣ୍ଡୋ ହେଇଥିବା ଦାବି ମିଥ୍ୟା ଅଟେ।

ପଶ୍ଚିମବଙ୍ଗର ଝାରଗ୍ରାମରେ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାସ୍ତା କଡ଼ରେ ଥିବା ଜଣେ ଝାଲମୁଢି ବିକ୍ରେତାଙ୍କ ପାଖରେ ଜଳଖିଆ ପାଇଁ ଅଟକିଥିଲେ। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ, “ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଢି ପ୍ରସ୍ତୁତ କରିଥିବା ବିକ୍ରେତା ପ୍ରକୃତରେ ଜଣେ ଦୋକାନୀ ନଥିଲେ, ବରଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଦାୟୀ ଜଣେ SPG କମାଣ୍ଡୋ ଥିଲେ।” Facebook | Archive ଆମ […]

Continue Reading

ମହାରାଷ୍ଟ୍ରର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି।

ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ସୋସିଆଲ ମିଡିଆରେ ରାସ୍ତାରେ ଅନେକ ଲୋକ ନାଚୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ବେଙ୍ଗଲରେ ବିଜେପି ନିର୍ବାଚନ ଜିତିବା ପରେ ମହାରାଷ୍ଟ୍ରର ମୁସ୍ଲିମ ମାନେ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ମହାରାଷ୍ଟ୍ରର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି। Facebook […]

Continue Reading

ବାଂଲାଦେଶର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଆତଙ୍କ ସୃଷ୍ଟି କରୁଥିବା ଘଟଣା ଦାବି ସହିତ ସେୟାର କରା ଯାଉଛି।

ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ନିର୍ବାଚନରେ ​​ଐତିହାସିକ ବିଜୟ ହାସଲ କରିଛି, ୨୯୪ ଆସନରୁ ପ୍ରାୟ ୨୦୭ ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ପ୍ରଥମ ଥର ପାଇଁ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବ, ଯାହା ମମତା ବାନାର୍ଜୀଙ୍କ ନେତୃତ୍ୱରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନକୁ ସମାପ୍ତ କରିବ।  ଏହି ପ୍ରସଙ୍ଗରେ ଏକ ଘରେ ନିଆଁ ଲାଗିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର ମାନେ ଦାବି […]

Continue Reading

ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ହିଂସା ସମ୍ପର୍କରେ ମିଥ୍ୟା ଦାବି କରାଯାଉଛି; ଭାଇରାଲ ଭିଡିଓଟି ପ୍ରକୃତରେ ବାଂଲାଦେଶରେ ଏକ ମକ୍ ଡ୍ରିଲ୍କୁ ଦର୍ଶାଉଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ଭାଙ୍ଗି ଭୋଟରଙ୍କ ମତଦାନ ପରେ, ରାଜନୈତିକ ଦଳଗୁଡ଼ିକ ଭୋଟ ପ୍ରତିଶତ ସମ୍ପର୍କରେ ପରସ୍ପର ବିରୋଧୀ ଦାବି କରୁଛନ୍ତି। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରସାରିତ ହେଉଛି ଯେଉଁଥିରେ ଏକ ଗୋଷ୍ଠୀ ଏକ ପୋଲିଂ ବୁଥରେ ହଙ୍ଗାମା କରୁଥିବା, ଭଙ୍ଗାରୁଜା କରୁଥିବା ଏବଂ ନକଲି ଭୋଟ ଦେବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ଦାବି କରାଯାଉଛି ଯେ ଏହି ଭିଡିଓଟି ପଶ୍ଚିମବଙ୍ଗରେ ନିର୍ବାଚନର।  ଭିଡିଓ ସେୟାର କରି ଜଣେ […]

Continue Reading

ଦକ୍ଷିଣ କୋରିଆର ଇଞ୍ଚିଅନ ବିମାନ ବନ୍ଦରର ଫଟୋକୁ ନୂତନ ନୋଇଡା ଆନ୍ତର୍ଜାତୀୟ ବିମାନ ବନ୍ଦରର ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ବିମାନ ବନ୍ଦରର ଫଟୋ ଭାଇରାଲ ହେବାରେ ଲାଗିଛି ଯାହାକୁ ନୋଇଡାର ନୂତନ ବିମାନ ବନ୍ଦର ଜେୱାର ବୋଲି ଦାବି କରା ଯାଉଛି। ଜଣେ ୟୁଜର ଲେଖିଛନ୍ତି, “ନୋଇଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (Jewar) ର Phase 1 କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୮, ୨୦୨୬ ରେ ଉଦ୍‌ଘାଟନ କରିଛନ୍ତି। ଏହା ଦିଲ୍ଲୀ-NCR ର ଦ୍ୱିତୀୟ ପ୍ରମୁଖ ଏୟାରପୋର୍ଟ ଏବଂ ଉତ୍ତର ପ୍ରଦେଶର ଏକ […]

Continue Reading

ମୋନାଲିସା ନିଖୋଜ ବୋଲି ଭିଡିଓରେ କହୁଥିବା ବ୍ୟକ୍ତି ତାଙ୍କ ସ୍ଵାମୀ ଫରମାନ ନୁହଁନ୍ତି। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ରାଜସ୍ଥାନର ଜଣେ ବାସିନ୍ଦା। 

ବର୍ତ୍ତମାନ ସୋସିଆଲ ମିଡିଆରେ ମହାକୁମ୍ଭ ଝିଅ ମୋନାଲିସାଙ୍କ ଫୋଟୋ ସହ ଜଣେ ବ୍ୟକ୍ତିଙ୍କ ଫୋଟୋ ସେୟାର ହେଉଛି। ଦାବି କରା ଯାଉଛି ଯେ ଫୋଟୋରେ ଥିବା ବ୍ୟକ୍ତି ହେଉଛନ୍ତି ମୋନାଲିସାଙ୍କ ସ୍ଵାମୀ ଫରମାନ ଖାନ ଯିଏ ମୋନାଲିସା ନିଖୋଜ ହେଇଥିବା ଦାବି କରିଛନ୍ତି।  ପୋଷ୍ଟରେ କୁହା ଯାଇଛି, “ଭାଇରାଲ ପ୍ରେମ କାହାଣୀ ସେଶ। ପ୍ରେମରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଫରମାନଙ୍କ ହାତ ଛାଡିଲେ ମୋନାଲିସା।” Facebook | Archive ଏହାର ଏକ ଭିଡିଓ ଆମକୁ ଇଂଷ୍ଟାଗ୍ରାମ୍ ରେ ପୋଷ୍ଟ […]

Continue Reading

ବ୍ରାଜିଲର ଏକ ଘଟଣାକୁ ଫରିଦାବାଦରେ ଜଣେ ମହିଳାଙ୍କୁ ବଳାତ୍କାର କରି ଫୁଟପାଥରେ ଫିଙ୍ଗି ଦିଆଯାଉଥିବା ମିଥ୍ୟା ଦାବି ସହିତ ଭିଡିଓ ସେୟାର କରାଯାଇଛି।

ହରିଆଣାର ଫରିଦାବାଦରେ ଜଣେ ମହିଳାକୁ ଗାଡ଼ିରୁ ଫିଙ୍ଗି ଦିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ହରିଆଣାର ଫରିଦାବାଦରେ ଜଣେ ଝିଅକୁ ଗଣବଳାତ୍କାର କରାଯାଇଥିବା ଏବଂ ପରେ ଗାଡ଼ିରୁ ଫିଙ୍ଗି ଦିଆଯାଇଥିବାର ଦାବି କରା ଯାଉଛି। ୧୭ ସେକେଣ୍ଡର ଏହି ଭିଡିଓରେ ଝିଅଟି ଗାଡ଼ିରୁ ରାସ୍ତା କଡ଼ରେ ପଡ଼ି ଯାଉଥିବାର ଦେଖାଯାଉଛି। ଅନେକ ଥର ଓଲଟିବା ପରେ, ସେ ତଳେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

୨୦୧୫ ମସିହାରେ ଚୀନର ବନ୍ଦର ସହର ତିଆନଜିନରେ ଏକ କାରଖାନାରେ ହୋଇଥିବା ରାସାୟନିକ ବିସ୍ଫୋରଣର ଘଟଣାକୁ ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି। 

ମଧ୍ୟପ୍ରାଚ୍ୟ ଯୁଧ୍ୟ ସମୟରେ ଏକ ଉଚ୍ଚ ବିଲଡିଙ୍ଗ ନିକଟରେ ବିଶାଳ ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଇସ୍ରାଏଲ-ଇରାନ ଯୁଧ୍ୟ ମଧ୍ୟରେ ଇସ୍ରଏଲରେ ଏକ ଗ୍ୟାସ ସ୍ଟେସନରେ ବଡ ଧମାକା ହେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଚୀନର ଏକ ପୁରୁଣା ଘଟଣା। ଏହି ଭିଡିଓଟି ୨୦୧୫ ମସିହାରେ ଚୀନର ବନ୍ଦର ସହର ତିଆନଜିନରେ ଏକ କାରଖାନାରେ ହୋଇଥିବା ରାସାୟନିକ […]

Continue Reading

ରାଲି ସମୟରେ ଏଲପିଜି ନେଇ ପ୍ରଶ୍ନ ପଚାରିଥିବା ଲୋକକୁ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ଦେଉଛନ୍ତି କି? ଜାଣନ୍ତୁ ସତ୍ୟତା। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ରାଲିରେ ଯୋଗ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ବ୍ୟକ୍ତିଙ୍କୁ ଏଲପିଜି ଅଭାବ ବିଷୟରେ ଅଭିଯୋଗ କରୁଥିବାର ଉତ୍ତର ଦେଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି। ତାଙ୍କ ନାମ ସଦାନନ୍ଦ ନାୟକ, ମୋଦିଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତି। କ’ଣ ଦାବି କର ଯାଇଛି ପୋଷ୍ଟରେ?  ଭିଡିଓ […]

Continue Reading

ସିଙ୍ଗାପୁରର ଭିଡିଓକୁ ହରମୁଜ୍ ପ୍ରଣାଳୀରେ ଜାହାଜ ଫସି ରହିଥିବା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସମୁଦ୍ରରେ ଅନେକ ଜାହାଜ ଫସି ରହିଥିବା ମନେହେଉଛି। ଦାବି କରା ଯାଉଛି ଯେ ଏହି ଦୃଶ୍ୟ ହରମୁଜ୍ ଅଞ୍ଚଳରୁ ଆସିଛି ଯେଉଁଠାରେ ମଧ୍ୟପ୍ରାଚ୍ୟ ଯୁଧ୍ୟ ହେତୁ ଇରାନ ଜାହାଜ ଗୁଡ଼ିକୁ ଅଟକାଇ ରଖିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ସିଙ୍ଗାପୁରର ଦୃଶ୍ୟ ଯାହାର ହରମୁଜ୍ ସହିତ କୌଣସି ସମ୍ପର୍କ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ […]

Continue Reading

ଇସ୍ରାଏଲର ୟେମେନ ଉପରେ ଆକ୍ରମଣର ପୁରୁଣା ଭିଡିଓକୁ ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବିଶାଳ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ସମ୍ପ୍ରତି ରେ ଇରାନର ଦୁବାଇ ଉପରେ ଆକ୍ରମଣର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ୨୦୨୫ ରେ ଇସ୍ରାଏଲର ୟେମେନ ଉପରେ ଆକରାମନର ଏକ ପୁରୁଣା ଭିଡିଓ ଯାହାକୁ ସମ୍ପ୍ରତି ମଧ୍ୟପ୍ରାଚ୍ୟ ଯୁଧ୍ୟ ଘଟଣା ଦାବି ସହିତ ସେୟାର କରା […]

Continue Reading

ଦକ୍ଷିଣ କୋରିଆରେ ହୋଇଥିବା ଏକ ଅଗ୍ନିକାଣ୍ଡର ପୁରୁଣା ଭିଡିଓ ବର୍ତ୍ତମାନ କତାରର ଏକ ଗ୍ୟାସ୍ ପ୍ଲାଣ୍ଟ ଉପରେ ଆକ୍ରମଣ ନାମରେ ଭାଇରାଲ୍ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବିଲଡିଙ୍ଗରେ ନିଆଁ ଲାଗି ଘନ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ବିଲଡିଙ୍ଗ ହେଉଛି କତର ଦେଶର ଗ୍ଯାସ ପ୍ଳାଣ୍ଟ ଯାହା ଉପରେ ଆମେରିକା ଆକ୍ରମଣ କରିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଦକ୍ଷିଣ କୋରିଆର ଏକ ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ ମଧ୍ୟପ୍ରାଚ୍ୟ ଯୁଧ୍ୟରେ ଆମେରିକା କତରର ଗ୍ଯାସ ପ୍ଳାଣ୍ଟ ଉପରେ ଆକ୍ରମଣ […]

Continue Reading

ଭାଇରାଲ ଭିଡିଓର ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ। ଭାଇରାଲ ଦାବି ମିଥ୍ୟା। 

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଧ୍ୟ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅନେକ ଇରାନୀ ଡ୍ରୋନ୍ ଆକ୍ରମଣର ଟାର୍ଗେଟ୍ ହୋଇଛି। ୧୬ ମାର୍ଚ୍ଚରେ ହୋଇଥିବା ଏକ ଆକ୍ରମଣ ଫଳରେ ଏକ ଇନ୍ଧନ ଟାଙ୍କିରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ ସମସ୍ତ ଉଡ଼ାଣ ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଥିଲା। ନିଆଁ ଏବଂ ଘନ କଳା ଧୂଆଁ କିଲୋମିଟର ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା।  ଏହି ପ୍ରସଙ୍ଗରେ, ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ସ୍ଥାନରେବିଶାଳ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି। […]

Continue Reading

ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିବାରୁ ଜଣେ ଇରାନୀ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଫାଶି ଦିଆଯାଉଛି? ଜାଣନ୍ତୁ ସତ୍ୟତା।

ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିଥିବାରୁ ନିଜ ଝିଅ ସାମନାରେ ତାଙ୍କୁ ଫାଶୀ ଦିଆ ଯାଇଛି। ଏହି ଫଟୋଟି ଦୁଇଟି ଫଟୋର ଏକ କୋଲାଜ୍, ଗୋଟିଏ ଫଟୋରେ ଜଣେ ବ୍ୟକ୍ତି ବେକରେ ଫାଶୀ ଲଗାଇ ହସୁଥିବା ଦେଖାଯାଉଛି ଏବଂ ଅନ୍ୟ ଫଟୋରେ ଗୋଟିଏ ଛୋଟ ଶିଶୁ ଠିଆ ହୋଇଥିବା ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ହଙ୍ଗକଂ ର ଏକ ଉଚ୍ଚ ବିଲଡିଙ୍ଗରେ ନିଆଁ ଲାଗିଥିବା ଭିଡିଓକୁ ଇରାନର ଆକ୍ରମଣ ପରେ ଇସ୍ରାଏଲର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

କିଛି ଉଚ୍ଚ କୋଠାରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ଇରାନର ଆକ୍ରମଣ ପରେ ଇସ୍ରାଏଲର ତେଲ ଅଭିଭ ସହର ଦୃଶ୍ୟ। ୟୁଜର ମାନେ ଏହି ଭିଡିଓକୁ ସମ୍ପ୍ରତି ଯୁଧ୍ୟ ସହିତ ଯୋଡ଼ି ସେୟାର କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ହଙ୍ଗକଂ ର ଏକ ଉଚ୍ଚ ବିଲଡିଙ୍ଗରେ ନିଆଁ ଲାଗିଥିବା ଭିଡିଓକୁ ଇରାନର ଆକ୍ରମଣ ପରେ ଇସ୍ରାଏଲର ଦୃଶ୍ୟ ଦାବି […]

Continue Reading

ନୌସେନା ଅଭ୍ୟାସର ଅଂଶ ଭାବରେ ଆମେରିକାର ବୁଡ଼ାଜାହାଜ ଆର୍କଟିକ ମହାସାଗରରେ ସମୁଦ୍ରରୁ ବରଫ ଭାଙ୍ଗି ବାହାରକୁ ଆସିଥିବା ଭିଡିଓକୁ ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି।

ବରଫ ଭାଙ୍ଗି ସମୁଦ୍ରରୁ ଏକ ବୁଡ଼ାଜାହାଜ ବାହାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ମଧ୍ୟପ୍ରାଚ୍ୟ ଯୁଧ୍ୟରେ ରୁଷ ଇରାନକୁ ସମର୍ଥନ ଦେବା ର ଘୋଷଣା କରିବା ପରେ ସମୁଦ୍ର ର ବରଫ ଫଟାଇ ଗୋଟିକ ପରେ ଗୋଟିଏ ଆଣବିକ ଶକ୍ତି ରେ ପରିଚାଳିତ ବୁଡ଼ାଜାହାଜ ଗୁଡିକୁ ବାହାର କୁ ଆସୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏକ […]

Continue Reading

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନରୁ ଯାତ୍ରୀ ମାନଙ୍କୁ ସ୍ଥାନାନ୍ତ କରୁଥିବା ଡେନଭର ସହରର ପୁରୁଣା ଘଟଣାକୁ ଇସ୍ରାଏଲ-ଇରାନ ଯୁଧ୍ୟ ଦାବି ସହିତ ସେୟାର କରା ଯାଉଛି। 

ନିକଟରେ, ଏକ ବିମାନରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓକୁ ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଏହା ଇସ୍ରାଏଲୀ ବିମାନବନ୍ଦର ଉପରେ ଇରାନୀ ଆକ୍ରମଣ ପରେ ଇସ୍ରାଏଲୀ ଯାତ୍ରୀମାନଙ୍କୁ ବାହାର କରିବା ଦେଖାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନରୁ ଯାତ୍ରୀ ମାନଙ୍କୁ ସ୍ଥାନାନ୍ତ କରୁଥିବା ଡେନଭର ସହରର ପୁରୁଣା ଘଟଣାକୁ ଇସ୍ରାଏଲ-ଇରାନ ଯୁଧ୍ୟ ଦାବି ସହିତ […]

Continue Reading

କରାଚିରେ ଆମେରିକୀୟ କନସ୍ୟୁଲେଟ୍ ଉପରେ ଆକ୍ରମଣ କରୁଥିବା ପ୍ରତିବାଦକାରୀ ମାନଙ୍କୁ ପାକିସ୍ତାନ ପୋଲିସ ଗୁଳି କରିଥିବା ଭିଡିଓ ମିଥ୍ୟା ଦାବି ସହିତ ସେଯାର କରା ଯାଉଛି।

ୟୁନିଫର୍ମ ପିନ୍ଧିଥିବା କିଛି ଯବାନ ରାସ୍ତାରେ ଲୋକଙ୍କ ଉପରେ ଗୁଳିଚାଳନା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ ଏହି ଭିଡିଓ ଇସ୍ରାଏଲ ଏବଂ ଆମେରିକାର ସେନା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଥିବା ଦର୍ଶାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ପାକିସ୍ତାନର କରାଚିରୁ ଆସିଛି। ଇରାନର ଖାମେନିଙ୍କ ମୃତ୍ୟୁ ପରେ କରାଚିରେ ଯୁକ୍ତରାଷ୍ଟ୍ର କନସ୍ୟୁଲେଟ୍ ନିକଟରେ […]

Continue Reading

ସାରଜାହର ଏକ ଟାୱାରରେ ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ ଇରାନ ଦ୍ୱାରା ଦୁବାଇର ଏକ ହୋଟେଲକୁ ଟାର୍ଗେଟ କରାଯାଇଥିବା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ନିଆଁ ଲାଗିଥିବା ଏକ ଉଚ୍ଚ ବିଲଡିଙ୍ଗ ଦେଖାଯାଉଛି। ଦାବି କରାଯାଉଛି ଯେ ଏହା ନିକଟରେ ଇରାନ ଦ୍ୱାରା ଦୁବାଇର ଏକ ହୋଟେଲ ଉପରେ ଡ୍ରୋନ୍ ଦ୍ଵାରା ଆକ୍ରମଣର ଦୃଶ୍ୟ। ସମ୍ପ୍ରତି ସମୟରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲୁଥିବା ଯୁଧ୍ୟ ସହିତ ଜଡ଼ିତ ଏହି ଭିଡିଓ ଭାଇରାଲ ହେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାରଜାହର ଏକ ଟାୱାରରେ ଅଗ୍ନିକାଣ୍ଡର […]

Continue Reading

୧୯୭୫ ଭିଏତନାମ ଯୁଧ୍ୟ ସମୟରେ ନବଜାତ ଶିଶୁ ମାନଙ୍କୁ ଏୟାରଲିଫ୍ଟ କରା ଯାଉଥିବା ଘଟଣାକୁ ଏପଷ୍ଟିନ୍ ଫାଇଲ୍ସ ସହିତ ଯୋଡ଼ି ସେୟାର କରା ଯାଉଛି।

ନିକଟରେ, ଆମେରିକାର ନ୍ୟାୟ ବିଭାଗ ଯୌନ ଅପରାଧୀ ଏବଂ ମାନବ ଚାଲାଣକାରୀ ଜେଫ୍ରି ଏପଷ୍ଟାଇନଙ୍କ ତଦନ୍ତ ସହିତ ଜଡିତ ଲକ୍ଷ ଲକ୍ଷ ପୃଷ୍ଠାର ଡକ୍ୟୁମେଣ୍ଟ, ଭିଡିଓ ଏବଂ ଫଟୋଗ୍ରାଫ ପ୍ରକାଶ କରିଛି। ଏହା ସହିତ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମ୍ପର୍କରେ, ଏକ ଫଟୋ ସେୟାର ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଛୋଟ ପିଲାମାନଙ୍କୁ ବାକ୍ସରେ ରଖୁଥିବା ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହି ଫଟୋଟି ଏପଷ୍ଟିନ୍ ଫାଇଲ୍ସରୁ […]

Continue Reading

ଅଷ୍ଟ୍ରେଲିଆ ର ଗୋ-ଗୋ ଡ୍ୟାନ୍ସରଙ୍କ ଫଟୋକୁ ସୋନିଆ ଗାନ୍ଧୀଙ୍କ ଫଟୋ ଦାବି ସହିତ ସେୟାର କରାଯାଇଛି।

ନିକଟରେ ସୋସିଆଲ ମିଡିଆରେ ତିନି ଜଣ ମହିଳାଙ୍କର ନାଚୁଥିବା ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ମଝିରେ ଥିବା ମହିଳା ସୋନିଆ ଗାନ୍ଧୀ ବୋଲି ଦାବି କରାଯାଇଛି। ଫଟୋଟି ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପ୍ରିୟ କଂଗ୍ରେସ ଚାମଚା, ଏପଷ୍ଟିନ ଫାଇଲ ର ମହିମା ମଣ୍ଡନ କରିଥିବା ଏହି ଫୋଟୋ ରେ ତିନିଜଣ ଅର୍ଦ୍ଧନଗ୍ନ ଯୁବତୀ ନୃତ୍ୟ ପରିବେଷଣ କରୁଛନ୍ତି. ଟିକେ ଜୁମ କରିକି ଦେଖ ମଝିରେ ନୃତ୍ୟ କରୁଥିବା ଅର୍ଦ୍ଧନଗ୍ନ ଯୁବତୀ ଜଣକ ତମ […]

Continue Reading

ମନି ହାଇଷ୍ଟ୍ ୱେବ୍ ସିରିଜ୍ ର ଅଭିନେତାଙ୍କ ଫଟୋକୁ ବଜରଙ୍ଗ ଦଳ ସଦସ୍ୟଙ୍କ ଝିଅ ଭାଲେଣ୍ଟାଇନ୍ ଦିବସ ପାଳନ କରୁଥିବା ଦାବି ସହିତ ଭାଇରାଲ। 

ସୋସିଆଲ ମିଡିଆରେ ୩ ଟି ଫଟୋର ଏକ କୋଲାଜ୍ ସେୟାର କରା ଯାଉଛି। ଦାବି କରା ଯାଉଛି ଯେ ଉପର ଫଟୋରେ ଥିବା ବ୍ୟକ୍ତି ହେଉଛନ୍ତି ବଜରଙ୍ଗ ଦଳ ସଦସ୍ୟ ରାମନରେଶ ଏବଂ ନିମ୍ନରେ ଥିବା ଫଟୋରେ ମହିଳା ହେଉଛନ୍ତି ତାଙ୍କ ଝିଅ। ଦାବି କରା ଯାଉଛି ଯେ ଯେତେବେଳେ ବାପା (ରାମନରେଶ) ଭାଳେଣ୍ଟାଇନ ଡେ ରେ ପ୍ରେମୀ ଯୁଗଲଙ୍କୁ ମାରୁଛନ୍ତି ସେତେବେଳେ ତାଙ୍କ ଝିଅ ବିଦେଶରେ ଭାଳେଣ୍ଟାଇନ ଡେ ପାଳନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ବାରାକ ଓବାମାଙ୍କ ତାଙ୍କ ଭାଣିଜୀଙ୍କ ସହ ଫଟୋକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

ଏପଷ୍ଟିନ୍ ଫାଇଲ୍ସ ଚର୍ଚ୍ଚାରେ ଆସିବା ପରେ ବିଶ୍ଵର ଅନେକ ବଡ଼ ଲୋକ ଏବଂ ନେତା ମାନଙ୍କର ନାମ ସେଥିରେ ସାମନାକୁ ଆସିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଏକ ନାବାଳିକା ଝିଅ ଏବଂ ଏକ କାର୍ଡବୋର୍ଡ ବାକ୍ସ ଭିତରେ ବନ୍ଧା ହୋଇଥିବା ଏକ ନାବାଳିକା ଝିଅର କୋଲାଜ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାରାକ ଓବାମାଙ୍କ ଫଟୋକୁ ସେୟାର କରି ଯୁଆଯର ମାନେ ତାହାକୁ ଏପଷ୍ଟିନ୍ ଫାଇଲ୍ସ ସହିତ ସମ୍ପର୍କ […]

Continue Reading

ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ବର୍ତ୍ତମାନ ଜଣେ ବିଦେଶୀ ମହିଳାଙ୍କ ଫଟୋ ସହିତ ସୋନିଆ ଗାନ୍ଧୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ପ୍ରଥମ ଫଟୋ ଯେଉଁଥିରେ ଜଣେ ମହିଳାଙ୍କୁ କମ୍ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି ସେ ସୋନିଆ ଗାନ୍ଧୀ ଅଟନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫଟୋରେ କମ୍ ପୋଷାକ ପିନ୍ଧିଥିବା ମହିଳା ସୋନିଆ ଗାନ୍ଧୀ ନୁହେଁନ୍ତି। ସେ ଜଣେ ହଲିୱୁଡ୍ ଅଭିନେତ୍ରୀ ଏବଂ […]

Continue Reading

ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦଙ୍କର ଏକ ଆଶ୍ରମ ପରିଦର୍ଶନ ସମୟର ଫଟୋକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦ ସରସ୍ୱତୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ସେ ଏକ ସମାଧିରେ ଫୁଲ ଅର୍ପଣ କରୁଥିବା ଦେଖିବାକୁ ମିଳିଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏକଦା ରାମ ମନ୍ଦିର ଯିବାକୁ ମନା କରିଥିବା ଶଙ୍କରାଚାର୍ଯ୍ୟ ବର୍ତ୍ତମାନ ଏକ ଦର୍ଘା ପରିଦର୍ଶନ କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଛି। ଏହା ଦିଲ୍ଲୀରେ ଅବସ୍ଥିତ ରାମଦେବ ପିରଙ୍କ ସମାଧିରେ ଫୁଲ ଅର୍ପଣ କରୁଥିବା ସମୟର ଫୋଟୋ। […]

Continue Reading

ନ୍ୟାସନାଲ ହେରାଲ୍ଡ ଘଟଣାରେ କଂଗ୍ରେସ କର୍ମୀଙ୍କ ବିଜେପି ବିରୋଧରେ ପ୍ରତିବାଦର ପୁରୁଣା ଘଟଣାକୁ ୟୁଜିସି ସମ୍ପର୍କରେ ଭାଇରାଲ୍ କରା ଯାଉଛି।

ଉଚ୍ଚଶିକ୍ଷା କ୍ୟାମ୍ପସରେ ସମାନତାକୁ ପ୍ରୋତ୍ସାହନ ଦେବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ନୂତନ ନିୟମାବଳୀ ପାଇଁ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ସରକାରୀ ଏବଂ ଘରୋଇ ବିଶ୍ୱବିଦ୍ୟାଳୟରେ ଜାତିଭେଦ ଘଟଣା ରୋକିବା ପାଇଁ ଲାଗୁ ହୋଇଥିବା ନୂତନ ନିୟମ ସାମାଜିକ ଉତ୍ତେଜନାର ବାତାବରଣ ସୃଷ୍ଟି କରିଛି। ଏହା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୋଷ୍ଟରରେ ଲୋକମାନେ କାଳୀ ଫିଙ୍ଗୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ […]

Continue Reading

ପିଜା ଡେଲିଭରି ବୟଙ୍କୁ ମଜା କରୁଥିବା ମହିଳାଙ୍କ ଭାଇରାଲ ଭିଡିଓ ସ୍କ୍ରିପ୍ଟେଡ। ଏହା ପ୍ରକୃତ ଘଟଣା ହୋଇଥିବା ଦାବି ମିଥ୍ୟା।

ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓରେ ଜଣେ ମହିଳା ନିଜ ପୂର୍ବତନ ସ୍କୁଲ ସାଥୀ, ଯିଏ ବର୍ତ୍ତମାନ ପିଜା ଡେଲିଭରି କରନ୍ତି, ତାଙ୍କ ପରିହାସ କରୁଥିବାର ଦେଖାଯାଇଛି। ମହିଳା ଜଣକ ହସି କହୁଛନ୍ତି ଯେ ଏହି ପିଜା ଡେଲିଭରି ଯୁବକ ସ୍କୁଲ ସମୟରେ ଅନ୍ୟ ମାନଙ୍କ ପାଇଁ ଭଲ ଶିକ୍ଷା ପଢିବାର ପ୍ରେରଣା ଥିଲେ।  ସେ ତାଙ୍କ କ୍ୟାରିଅର ପସନ୍ଦ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “ତୁମେ ସ୍କୁଲରେ ସମସ୍ତଙ୍କୁ ଉତ୍ସାହିତ କରୁଥିଲ… ଏବଂ ଏବେ ତୁମେ […]

Continue Reading

ପାକିସ୍ତାନର ଏକ ପୁରୁଣା ଫଟୋକୁ ତେଲଙ୍ଗାନାରେ କୁକୁରଙ୍କର ହତ୍ୟା କରା ଯାଇଥିବା ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ମୃତ କୁକୁରଙ୍କ ଏକ ଫଟୋ ଭାଇରାଲ ହେଉଛି, ଯାହା ସହିତ ଦାବି କରାଯାଉଛି ଯେ ଏହି ଫଟୋଟି ତେଲେଙ୍ଗାନାରେ ପ୍ରାୟ ୫୦୦ ବୁଲା କୁକୁରଙ୍କୁ ହତ୍ୟା କରାଯାଇଥିବାର।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। କାରଣ ମୃତ କୁକୁରଙ୍କ ଫଟୋଟି ସାମ୍ପ୍ରତିକ ନୁହେଁ ଏବଂ ଏହା ତେଲେଙ୍ଗାନାର ନୁହେଁ ବରଂ ୨୦୧୫ ମସିହାରେ ପାକିସ୍ତାନର କରାଚୀରେ ଘଟିଥିବା ଏକ ଘଟଣାର ଅଟେ। ଏହି ଘଟଣାର ଭାରତ ସହିତ […]

Continue Reading

ଖାମେନିଇଙ୍କ ଜଳୁଥିବା ଫଟୋରୁ ଜଣେ ମହିଳା ସିଗାରେଟ୍ ଜାଳୁଥିବା ଘଟଣା କାନାଡାର, ଇରାନ ର ନୁହେଁ।

ଡିସେମ୍ବର ୨୦୨୫ ରେ, ଇରାନରେ ବଡ଼ ଧରଣର ସରକାର ବିରୋଧୀ ପ୍ରତିବାଦ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ଲୋକମାନେ ସରକାର ଏବଂ ସର୍ବୋଚ୍ଚ ନେତା ଖାମେନିଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲେ, ତାଙ୍କୁ ମୁଦ୍ରାସ୍ଫୀତି, ବେକାରୀ ଏବଂ ହ୍ରାସ ପାଉଥିବା ଅର୍ଥନୀତି ପାଇଁ ଦାୟୀ କରିଥିଲେ। ପ୍ରତିବାଦକାରୀମାନଙ୍କ ମଧ୍ୟରେ ଛାତ୍ର, ବ୍ୟବସାୟୀ, ଯୁବକ ଏବଂ ସାଧାରଣ ନାଗରିକ ଥିଲେ, ଯେଉଁମାନେ ରାଜନୈତିକ ସଂସ୍କାର ଏବଂ ବର୍ତ୍ତମାନର ରାଷ୍ଟ୍ର ବ୍ୟବସ୍ଥାରେ ପରିବର୍ତ୍ତନ ଦାବି କରିଥିଲେ।  ଏହି ସମୟରେ, ଜଣେ […]

Continue Reading

ଏକ ଏୟାର ଟର୍ବାଇନର ଫଟୋକୁ ଚୀନରେ ନିର୍ମିତ ହୋଥିବା ଶିବଲିଙ୍ଗ ଦାବି ସହିତ ସେୟାର କକରା ଯାଉଛି।

ବିଶ୍ୱର ସର୍ବବୃହତ ବୋଲି ବିଶ୍ୱାସ କରାଯାଉଥିବା ଏକ ବିଶାଳ ୨୧୦ ଟନ୍ ଓଜନର ୩୩ ଫୁଟ ଉଚ୍ଚ ଶିବ ଲିଙ୍ଗମକୁ ତାମିଲନାଡୁର ମହାବଳୀପୁରମରୁ ବିହାରର ପୂର୍ବ ଚମ୍ପାରଣର ବିରାଟ ରାମାୟଣ ମନ୍ଦିର ମନ୍ଦିର ପରିସରରେ ସ୍ଥାପନ କରିବା ପାଇଁ ଅଣାଯାଇଥିଲା। ପ୍ରାୟ ୨,୫୦୦ କିଲୋମିଟର ଯାତ୍ରା କରି ଏହାର ଆଗମନ ରାସ୍ତାରେ ପ୍ରାର୍ଥନା କରୁଥିବା ଅନେକ ଭକ୍ତଙ୍କୁ ଆକର୍ଷିତ କରିଥିଲା।  ଏହି ପୃଷ୍ଠଭୂମିରେ ଏକ ବିଶାଳ ଶିବଳିଙ୍ଗ ପରି ପ୍ରତୀତ ହେଉଥିବା ଏକ ଫଟୋ ସୋସିଆଲ ମିଡିଆରେ […]

Continue Reading

ଏହା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ସମୟରେ ଫୋଟୋ ନୁହେଁ।

ନିକଟରେ ଆମେରିକା, ଭେନେଜୁଏଲା ଉପରେ ଆକ୍ରମଣ କରି ତାଙ୍କ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିଥିଲା। ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। ଅନେକ ୟୁଜର ଏହି ଘଟଣା ଜଡ଼ିତ ଫୋଟୋ ସେୟାର କରୁଛନ୍ତି। ଏପରି ଏକ ପୋଷ୍ଟରେ ଦେଖିବାକୁ ମିଳିଛି ଯେ ଦୁଇଟି ସେନା ଯବାନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଦାବି କରା ଯାଉଛି ଯେ ଗିରଫ ହୋଇଥିବା ବ୍ୟକ୍ତି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଅଟନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ଜଣେ ମେଡିକାଲ୍ ଅଫିସରର ଭିଡିଓକୁ ବାଂଲାଦେଶରେ ହିନ୍ଦୁ ଶିକ୍ଷକଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆ ରେ ଜୋତାରେ ତିଆରି ମାଳା ପିନ୍ଧିଥିବା ଜଣେ ବ୍ୟକ୍ତିର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ସେ ବାଂଲାଦେଶରେ ଜଣେ ହିନ୍ଦୁ ଶିକ୍ଷକ ହୋଇଥିବାରୁ ତାଙ୍କୁ ଅପମାନିତ କରାଯାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ବାଂଲାଦେଶ ରେ 40 ବର୍ଷୀୟ ହିନ୍ଦୁ ଶିକ୍ଷକ ଙ୍କୁ ଜୋତା ମାଳ ପିନ୍ଧାଇ ସ୍କୁଲ ରୁ ବିଦା କରିଦିଆ ଗଲା। ଏଇଭଳି ଅବସ୍ଥା ହିନ୍ଦୁ ଙ୍କର ସେଠାରେ” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ହାଇଦ୍ରାବାଦର ଏକ ପୁରୁଣା ଘଟଣାକୁ ଉତ୍ତରପ୍ରଦେଶ ପୁଲିସ RSS କୁ ଧମକ ଦେଇଥିବା ଲୋକଙ୍କୁ ମାରୁଥିବା ଦାବି ସହିତ ସେୟାର କରା ଯାଉଛି। 

ପୋଲିସ ଘରୁ ଟାଣି ଆଣି ରାସ୍ତାରେ କିଛି ଯୁବକଙ୍କୁ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତିମାନେ RSS କୁ ଧମକ ଦେଇଥିଲେ, ଯାହା ଫଳରେ ଉତ୍ତରପ୍ରଦେଶ ପୋଲିସ ସେମାନଙ୍କୁ ଚିହ୍ନଟ କରି ମାରୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ହାଇଦ୍ରାବାଦର ଏକ ପୁରୁଣା ଘଟଣା ଯାହାକୁ ସମ୍ପ୍ରତି ସମୟରେ ଉତ୍ତରପ୍ରଦେଶ ପୁଲିସ RSS କୁ ଧମକ ଦେଇଥିବା […]

Continue Reading

ବାଂଲାଦେଶ ପୋଲିସ ଦ୍ୱାରା ଦୀପୁ ଚନ୍ଦ୍ର ଦାସଙ୍କୁ ଭିଡ଼ ହାତରେ ହସ୍ତାନ୍ତର କରାଯାଇଥିବାର ଏକ ଅସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବାଂଲାଦେଶ ପୋଲିସ ଜଣେ ଯୁବକଙ୍କୁ ଏକ ଭିଡ଼ ହାତରେ ହସ୍ତାନ୍ତର କରୁଥିବା ନଜର ଆସୁଛନ୍ତି। ଭିଡିଓରେ ଯୁବକ ବିକଳ ହୋଇ କାନ୍ଦୁଥିବା ମଧ୍ୟ ନଜର ଆସିଛନ୍ତି। ସେ ବାରମ୍ବାର କହୁଛନ୍ତି ଯେ ସେ ଦୋଷୀ ନୁହଁନ୍ତି, ସେ ନିରୀହ।  ଦାବି କରା ଯାଉଛି ଯେ ଭିଡିଓରେ ଥିବା ଯୁବକ ହେଉଛନ୍ତି ଦିପୁ ଚନ୍ଦ୍ର ଦାସ ଯାହାଙ୍କୁ ବାଂଲାଦେଶରେ କିଛି ଲୋକେ ଜୀବନ୍ତ ଜାଳି ଦେଇଥିଲେ।  କିନ୍ତୁ ଫ୍ୟାକ୍ଟ […]

Continue Reading

ପାକିସ୍ତାନ ସଂସଦରେ ଗୋଟିଏ ଗଧ ପ୍ରବେଶ କରିଥିବା ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି। 

ପାକିସ୍ତାନର ସଂସଦରେ ଗୋଟିଏ ଗଧ ପ୍ରବେଶ କରି ସେଠାରେ ହଇ-ଚଇ ସୃଷ୍ଟି କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ସଂସଦ ସଭା ଚାଲୁଥିବା ସମୟରେ ଏକ ଗଧ ସେଠାରେ ଦଉଡ଼ି ପ୍ରବେଶ କରିଲା ପରେ ଏକ ଭୟର ପରିସ୍ଥିତି ସୃଷ୍ଟି ହୋଇଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି। ଏହା ଏକ ବାସ୍ତବିକ […]

Continue Reading

ପଶ୍ଚିମବଙ୍ଗରେ ଦେବୀ କାଳୀଙ୍କ ମୂର୍ତ୍ତି ବିସର୍ଜନର ଏକ ଭିଡିଓକୁ SIR ଲାଗୁ ହେବା ପରେ ଅବୈଧ ପ୍ରବାସୀ ମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି। 

SIR ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଚଳିତ ଏକ ପ୍ରକ୍ରିୟା ଯେଉଁଥିରେ ଭୋଟର ତାଲିକାର ଏକ ବ୍ୟାପକ ସମୀକ୍ଷା ଅନ୍ତର୍ଭୁକ୍ତ। ଏହି ପ୍ରକ୍ରିୟାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଏକ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା। ଏହା ଏକ ତାଲିକା ଯାହା ନିଶ୍ଚିତ କରେ ଯେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ସଠିକ୍ ଭାବରେ ଲିପିବଦ୍ଧ ହୋଇଛି ଏବଂ କୌଣସି ଅଯୋଗ୍ୟ କିମ୍ବା ସମାନ ନାମର ଏକାଧିକ ପ୍ରବେଶ ନାହିଁ। ପଶ୍ଚିମବଙ୍ଗରେ SIR ଘୋଷଣା ପରେ, […]

Continue Reading

ସ୍ୱର୍ଗତ କରୁଣାନିଧିଙ୍କର ରିକ୍ସା ଟାଣୁଥିବା ବ୍ୟକ୍ତି ତାମିଲନାଡ଼ୁର ମନ୍ତ୍ରୀ ଇ.ଭି.ଭେଲୁ ନୁହଁନ୍ତି। 

ସ୍ୱର୍ଗତ କରୁଣାନିଧି ରିକ୍ସାରେ ଚିଡ଼ା ହୋଇ ପ୍ରଚାର କରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କର ରିକ୍ସା ଟାଣୁଆ ଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ରିକ୍ସା ଟାଣୁଥିବା ବ୍ୟକ୍ତି ବର୍ତ୍ତମାନ ତାମିଲନାଡ଼ୁର ଜଣେ ମନ୍ତ୍ରୀ ଇ.ଭି.ଭେଲୁ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫଟୋଟି ୧୯୯୧ ମସିହାର ଏବଂ ସ୍ୱର୍ଗତ କରୁଣାନିଧିଙ୍କ ରିକ୍ସା ଟାଣିବା ଦେଖାଯାଉଥିବା ବ୍ୟକ୍ତି ଜଣକ ତାମିଲନାଡୁର ମନ୍ତ୍ରୀ […]

Continue Reading

ବାଂଲାଦେଶର ଭିଡିଓକୁ SIR ଆରମ୍ଭ ହେବା ପରେ ପଶ୍ଚିମବଙ୍ଗରୁ ପଳାୟନ କରୁଥିବା ଅବୈଧ ପ୍ରବାସୀ ଦାବି ସହିତ ସେୟାର କରା ଯାଉଛି।

୨୭ ଅକ୍ଟୋବର ୨୦୨୫ ରେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଘୋଷଣା କରିଥିଲେ ଯେ ପଶ୍ଚିମବଙ୍ଗ ସମେତ ୧୨ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କରାଯିବ। ସ୍ୱତନ୍ତ୍ର ସଘନ ସଂଶୋଧନ ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏକ ପ୍ରକ୍ରିୟା ଯେଉଁଥିରେ ଭୋଟର ତାଲିକାର ଏକ ବ୍ୟାପକ ସମୀକ୍ଷା ଅନ୍ତର୍ଭୁକ୍ତ, ତାଲିକାର ସଠିକତା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ସ୍ତରରେ ଏକ ବିସ୍ତୃତ ଯାଞ୍ଚ ଅନ୍ତର୍ଭୁକ୍ତ। […]

Continue Reading

ଗୁଜୁରାଟର ବିର୍ଷା ମୁଣ୍ଡା ଜୟନ୍ତୀ ଭିଡିଓକୁ ବିହାରରେ ଭୋଟ୍ ଚୋରି ବିରୁଦ୍ଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି। 

ରାସ୍ତାରେ ଲୋକଙ୍କ ଏକ ବିଶାଳ ଭିଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ବିହାର ବିଧାନସଭା ନିର୍ବାଚନ ପରେ, ସେଠାରେ ଲୋକମାନେ ଭୋଟ ହେରଫେର ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ବିହାର ର ନୁହେଁ ବରଂ ଗୁଜୁରାଟରେ ବିର୍ଷା ମୁଣ୍ଡା ଜୟନ୍ତୀ ଉତ୍ସବର ଏକ ଭିଡିଓ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି ଜଣେ […]

Continue Reading

ରାଜସ୍ଥାନର ଏକ ପୁରୁଣା ଭିଡିଓକୁ ନିର୍ବାଚନ ଫଳାଫଳ ପରେ ବିହାରରେ ବିଜେପି ଏବଂ ଇସିଆଇ ବିରୋଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।

୨୦୨୫ ବିହାର ବିଧାନସଭା ନିର୍ବାଚନରେ, NDA ୨୪୩ ଆସନରୁ ୨୦୨ ଟି ଜିତି ସ୍ପଷ୍ଟ ବିଜୟ ହାସଲ କରିଥିଲା। ଏହା ମଧ୍ୟରେ, ନିର୍ବାଚନ ଫଳାଫଳ ପରେ ବିହାରରେ ଭାରତୀୟ ନିର୍ବାଚନ କମିଶନ (ECI) ଏବଂ ବିଜେପି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ଦାବି କରି ଏକ ବିଶାଳ ଜନସମାବେଶର ଶୋଭାଯାତ୍ରାରେ ମଶାଲ ଧରି ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା […]

Continue Reading

ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା ଯାଉଛି।

ରାସ୍ତାରେ ଲୋକଙ୍କର ଏକ ବିଶାଳ ସମାବେଶର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କର ଯାଉଛି ଯେ ବିହାରରେ NDA ସରକାର ନିର୍ବାଚନ ଜିତିବା ପରେ ଲୋକେ ଭୋଟ୍ ଚୋରୀ ଅଭିଯୋଗ ଆଣି ସରକାର ବିରୁଦ୍ଧରେ ପ୍ରଦର୍ଶନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା […]

Continue Reading

ପଶ୍ଚିମବଙ୍ଗର ଏକ ଫୋଟୋକୁ ଜର୍ମାନୀର ଗୁରୁକୁଲ ଆଶ୍ରମର ଫୋଟୋ ଦାବି ସହିତ ସେୟାର କରା ଯାଉଛି।

ତଳେ ବସି, ମୁଖରେ ହସ ନେଇ ଏବଂ କଦଳୀ ପାତ୍ରରେ ଭୋଜନ କରୁଥିବା କିଛି ଛୋଟ ପିଲାଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ଜର୍ମାନୀ ଦେଶରେ ଥିବା ଏକ ଗୁରୁକୁଳ ଆଶ୍ରମର ଫୋଟୋ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଜର୍ମାନୀ ଦେଶର ଫୋଟୋ ନୁହେଁ, ଏହା ପଶ୍ଚିମବଙ୍ଗର ଇସ୍କନ ଦ୍ୱାରା ପ୍ରତିଷ୍ଠିତ ଏକ ବୈଦିକ ଶିକ୍ଷାନୁଷ୍ଠାନର ଫୋଟୋ।  କ’ଣ ଦାବି କରା […]

Continue Reading

ଚନ୍ଦ୍ରପୁରର ଗେଷ୍ଟ ହାଉସ୍ ଅଞ୍ଚଳକୁ ବାଘ ଆକ୍ରମଣ କରିନାହିଁ….. ମିଥ୍ୟା ଦାବି ସହିତ AI ଭିଡିଓ ଭାଇରାଲ୍।

ଚନ୍ଦ୍ରପୁର ଜିଲ୍ଲାର ବ୍ରହ୍ମପୁରୀ ଗେଷ୍ଟ ହାଉସ୍ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରୁଥିବାର ଏକ ଭିଡିଓ ସିସିଟିଭିରେ କଏଦ ହୋଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଗେଷ୍ଟ ହାଉସ୍ ବାହାରେ ବସିଥିବା ସମୟରେ ବାଘ ଆକ୍ରମଣ କରି ତାଙ୍କୁ ଘୋଷାଡ଼ି ନେଇ ପଳାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଟେକି ନେଲା ମହାବଳ ବ୍ରହ୍ମପୁରୀ ଫରେଷ୍ଟ ଗେଷ୍ଟ ହାଉସରେ ସିସିଟିଭି ରେକର୍ଡିଂ।” Facebook | […]

Continue Reading

ସଲମାନ ଖାନଙ୍କୁ ପାକିସ୍ତାନ ଆତଙ୍କବାଦୀ ଘୋଷଣା କରିଥିବା ଦାବି ମିଥ୍ୟା ଅଟେ। ସମ୍ପୁର୍ଣ୍ଣ ସତ୍ୟତା ଜାଣନ୍ତୁ। 

କିଛି ଦିନ ପୂର୍ବେ, ସାଉଦି ଆରବର ରିୟାଦରେ ଅନୁଷ୍ଠିତ ଜୟ ଫୋରମ୍ ୨୦୨୫ ରେ ଅଭିନେତା ସଲମାନ ଖାନ, ଶାହରୁଖ ଖାନ ଏବଂ ଆମିର ଖାନ ସମେତ ଅନ୍ୟ ବଲିଉଡ୍ ସୁପରଷ୍ଟାରଙ୍କ ସହ ଯୋଗ ଦେଇଥିଲେ। ସେ ବେଲୁଚିସ୍ତାନ ଏବଂ ପାକିସ୍ତାନକୁ ପୃଥକ ଭାବରେ ଉଲ୍ଲେଖ କରି ବିବାଦ ସୃଷ୍ଟି କରିଥିଲେ।  ସେ କହିଥିଲେ, “ବର୍ତ୍ତମାନ, ଯଦି ଆପଣ ଏକ ହିନ୍ଦୀ ଫିଲ୍ମ ତିଆରି କରନ୍ତି ଏବଂ ଏହାକୁ ଏଠାରେ (ସାଉଦି ଆରବରେ) ରିଲିଜ୍ କରନ୍ତି, ତେବେ […]

Continue Reading

ଆସାମର ଗୌହାଟୀରେ ପାଣି ପାଇପ୍ ଫାଟିଥିବା ଭିଡିଓକୁ କୋରାପୁଟରେ ବାଦଳଫଟା ବର୍ଷା ହେଉଥିବା ଦାବି ସହିତ ସେୟାର କରା ଯାଉଛି। 

କିଛି ଦିନ ପୂର୍ବରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହୋଇଥିବା ସୂଚନା ସାମନାକୁ ଆସିଥିଲା। ଏହି ମଧ୍ୟରେ ସୋସିଆଲ ମିଡିଆର ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଏପରି ପ୍ରତୀତ ହେଉଛି ଯେଉପରି କି ଏକ ସହରରେ ବାଦଳଫଟା ବର୍ଷା ହେଉଛି।  ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଦୃଶ୍ୟ ଆମ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ଶିରିଡି ସାଇ ବାବା ଟ୍ରଷ୍ଟ ପକ୍ଷରୁ ହଜ୍ କମିଟିକୁ ୩୫ କୋଟି ଟଙ୍କାର ଦାନ ଦିଆଯାଇଥିବା ଦାବି ମିଥ୍ୟା।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶିରିଡି ସାଇ ବାବା ଟ୍ରଷ୍ଟ ପକ୍ଷରୁ ହଜ୍ କମିଟିକୁ ୩୫ କୋଟି ଟଙ୍କାର ଦାନ ଦିଆଯାଇଛି। ୟୁଜର ମାନେ ପୋଷ୍ଟ ସେୟାର କରି ନିଜ ନିରାଶା ପ୍ରକାଶ କରିଛନ୍ତି ଯେ ହିନ୍ଦୁ ମାନଙ୍କର ଦାନକୁ ମୁସ୍ଲିମ ମାନଙ୍କୁ ଦିଆ ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଶିରିଡି ସାଇ ବାବା ଟ୍ରଷ୍ଟ ସ୍ପଷ୍ଟ କରିଛି […]

Continue Reading

ଇରାନରେ ବସ୍ ଦୁର୍ଘଟଣାରେ ମୃତ ପାକିସ୍ତାନୀ ନାଗରିକଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

କିଛି ଦିନ ଧରି ଚାଲିଥିବା ତୀବ୍ର ଯୁଦ୍ଧ ପରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଦୋହାରେ ଶାନ୍ତି ଆଲୋଚନା କରିଥିଲେ। ହିଂସା ବନ୍ଦ କରିବା ପାଇଁ ଉଭୟ ଦେଶ ତୁରନ୍ତ ରାଜି ହୋଇଥିଲେ। ଆଫଗାନିସ୍ତାନ ପ୍ରତିଶ୍ରୁତି ଦେଇଛି ଯେ ସେ ନିଜ ମାଟିରେ ଥିବା ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବ ନାହିଁ, ଯେତେବେଳେ ପାକିସ୍ତାନ ଆଫଗାନିସ୍ତାନକୁ ତାଗିଦ କରିଥିଲା ​​ଯେ ସେ ନିଜ ଅଞ୍ଚଳରୁ କାର୍ଯ୍ୟ କରୁଥିବା କଥିତ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବ।  ଏହି […]

Continue Reading

UNSC ରେ ଭାରତକୁ ଭିଟୋ ପାୱାର ମିଳିଛି କି? ଜାଣନ୍ତୁ ସତ୍ୟତା। 

ଭାରତ ଜାତିସଂଘ ସୁରକ୍ଷା ପରିଷଦ ରେ ଭିଟୋ ପାୱାର ପାଇଥିବା ନେଇ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ନେଇ ଲୋକେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।  କିନ୍ତୁ ଆମ ଅନୁସନ୍ଧାନରେ ଜଣାପଡ଼ିଲା ଯେ ଭାରତକୁ ଭିଟୋ ପାୱାର ମିଳିନାହିଁ। ଜାତିସଂଘ ୱେବସାଇଟରେ ଏହା ନେଇ କୌଣସି ସୂଚନା ଦିଆ ଯାଇ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ପୋଷ୍ଟ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ମିଳିତ […]

Continue Reading

ରାଜସ୍ଥାନରେ ଏକ ବିମାନ ଦୁର୍ଘଟଣା ଭିଡିଓକୁ ଆଫଘାନିସ୍ତାନ ଦ୍ଵାରା ପାକିସ୍ତାନ ଯୁଧ୍ୟ ବିମାନ ନଷ୍ଟ କରିବା ଦାବି ସହିତ ଭାଇରାଲ ହେଉଛି। 

ଆଫଘାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଯୁଧ୍ୟ ଚାଲିଛି। ପାକିସ୍ତାନ ଆଫଘାନିସ୍ତାନର ୨୦୦ ଯବାନ ମାରିଥିବା ଦାବି କରିଥିବା ସମୟରେ ଆଫଘାନିସତନ ପାକିସ୍ତାନର ୫୮ ଯବାନ ମାରିଥିବା ଦାବି କରିଛି।  ଏହି ପ୍ରସଙ୍ଗରେ ଏକ ବିମାନ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ରାତ୍ରି ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ସେଥିରେ ନିଆଁ ଲାଗିଛି। ଦାବି କରା ଯାଉଛି ଯେ ଏହା ଆଫଘାନିସ୍ତାନ ଦ୍ଵାରା ପାକିସ୍ତାନ ଯୁଧ୍ୟ ବିମାନ ନଷ୍ଟ […]

Continue Reading

କ’ଣ Taurine ଯାହା ଷ୍ଟିଙ୍ଗରେ ଉପାଦାନ ପରି ମିଶା ଯାଏ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ? ଜାଣନ୍ତୁ ସତ୍ୟତା। 

ସମ୍ପ୍ରତି ସମୟରେ ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି ଯେ ଷ୍ଟିଙ୍ଗ ଏନର୍ଜି ଡ୍ରିଙ୍କସ୍‌ରେ Taurine ପରି କ୍ଷତିକାରକ ଉପାଦାନ ରହିଛି। ଏହି ଉପାଦାନ କିଡନି ଏବଂ ହୃଦୟ ରୋଗର ଏକ ବିଶେଷ କାରଣ। ଏହା ଶିଶୁଙ୍କ ପାଇଂ ମଧ୍ୟ ଗମ୍ଭୀର ଭାବରେ କ୍ଷତିକାରକ ବୋଲି କୁହା ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏଫଡ଼ିଏ ଏବଂ ଇଏଫଏସଏ ପରି ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା Taurine କୁ ଷ୍ଟିଙ୍ଗ […]

Continue Reading

ଏହି ଭିଡିଓ, ଯାହାକୁ ମଣିପୁରର ବୋଲି ଦାବି କରାଯାଉଛି, ଏହା ପ୍ରକୃତରେ କୋଲକାତାର ୱାକଫ ବିଲ୍ ବିରୋଧରେ ଏକ ପ୍ରଦର୍ଶନ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଭିଡ଼ ଦେଖାଯାଉଛି। ସେମାନେ ନାରା ଦେଉଥିବା ସହ ପୋଷ୍ଟର ଏବଂ ବ୍ୟାନର ଧରିଛନ୍ତି। ଭିଡିଓଟିକୁ ମଣିପୁରର ବୋଲି ଦାବି କରି ସେୟାର କରାଯାଉଛି ଏବଂ ଏହି ପ୍ରଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଥିଲା ବୋଲି ମଧ୍ୟ କୁହା ଯାଉଛି। ଏହା ଉଲ୍ଲେଖ କରିବା ଉଚିତ ଯେ ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ସେପ୍ଟେମ୍ବର ୧୩, ୨୦୨୫ ରେ ମଣିପୁର ଗସ୍ତ […]

Continue Reading

ରାସ୍ତାରେ ବିମୁଦ୍ରୀକରଣ ହୋଇଥିବା 500 ଟଙ୍କାର ନୋଟ୍ ର ଭିଡିଓ ପାକିସ୍ତାନର ନୁହେଁ ଲକ୍ଷ୍ନୋ ସହରର। 

ଟଙ୍କା ଲଣ୍ଡରିଂ ବିରୋଧରେ ଲଢ଼ିବା ଏବଂ ଅର୍ଥନୀତିରୁ “କଳାଧନ” ଦୂର କରିବା ପାଇଁ, ପ୍ରଧାନମନ୍ତ୍ରୀ ମୋଦୀ ୮ ନଭେମ୍ବର, ୨୦୧୬ ରେ ଏକ ବିବାଦୀୟ ରଣନୀତି ଉନ୍ମୋଚନ କରିଥିଲେ। ସେ ଘୋଷଣା କରିଥିଲେ ଯେ ମହାତ୍ମା ଗାନ୍ଧୀ ସିରିଜର ୫୦୦ ଏବଂ ୧,୦୦୦ ଟଙ୍କା ନୋଟ୍ ଆଉ ଆଇନଗତ ଟଙ୍କା ଭାବରେ ଗ୍ରହଣ କରାଯିବ ନାହିଁ। ସୋସିଆଲ ମିଡିଆରେ ଦୁଇଟି ପିଲାଙ୍କ ହାତରେ ₹୫୦୦ ନୋଟର ବଣ୍ଡଲ ଧରିଥିବା ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି […]

Continue Reading

ହିମାଚଳ ପ୍ରଦେଶରେ ବନ୍ୟା ପାଣିରେ ଜଣେ ପିଲା ନିଜ ମାଁର ମୃତଦେହକୁ ଟାଣି ନେଉଛି? ଜାଣନ୍ତୁ ସତ୍ୟତା

ବନ୍ୟା ପାଣି ମଧ୍ୟରେ ଜଣେ ପିଲା ଗୋଟିଏ ମହିଳାଙ୍କୁ ଟାଣୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ହିମାଚଳ ପ୍ରଦେଶର ଏକ ବନ୍ୟା ପ୍ରଭାବିତ ଅଞ୍ଚଳ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ସ୍କ୍ରୀପଟେଡ୍ ଭିଡିଓ ଯାହାକୁ ଏକ ଅସଲି ଘଟଣା ଦାବି ସହିତ ସେୟାର କରା ଯାଉଛି।  ଜଣେ ସୋସିଆଲ ମିଡିଆ ୟୁଜର ଭିଡିଓଟିକୁ ରାଜନୈତିକ ରୂପ ଦେଇ […]

Continue Reading

ଇସଲାମିକ ପତାକା ବାହାର କରି ଭଗବା ପତାକା ଲଗାଉଥିବା ଭିଡିଓ ନେପାଳର ନୁହେଁ କର୍ଣ୍ଣାଟକର ଅଟେ।

ନେପାଳରେ ସରକାର ବିରୋଧୀ ପ୍ରଦର୍ଶନ ପରେ, ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଇସ୍ତଫା ଦେଇଥିଲେ, ଯାହା ନେପାଳରେ ରାଜନୈତିକ ସଙ୍କଟକୁ ଆହୁରି ଗମ୍ଭୀର କରିଥିଲା। ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାରକିଙ୍କୁ କ୍ଷମତାରେ ରଖି ଏକ ସରକାର ଗଠନ କରାଯାଇଛି। ଛଅ ମାସ ମଧ୍ୟରେ ନେପାଳରେ ସାଧାରଣ ନିର୍ବାଚନ ଘୋଷଣା କରାଯାଇଛି।  ଏହି ସମୟରେ, ନେପାଳରେ ଜୈନ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ପ୍ରଦର୍ଶନ ସହିତ ଯୋଡ଼ି ଅନେକ ଭ୍ରାମକ ପୋଷ୍ଟ ଏବଂ ଭିଡିଓ ସେୟାର […]

Continue Reading

ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଜଣେ ବିଦେଶୀ ମହିଳାଙ୍କ ତିନୋଟି ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ କିଛି ଲୋକଙ୍କ ସହ ଥିବା ଦେଖିବାକୁ ମିଳିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଫୋଟୋରେ ଥିବା ମହିଳା ହେଉଛନ୍ତି କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ହଲିୱୁଡ୍ ମୁଭି ‘ଡାଃ ନୋ’ ର ଅଭିନେତ୍ରୀ ଉରସୁଲା ଆଣ୍ଡରେସଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ […]

Continue Reading

ସିକ୍କିମର ଏକ ରାଲିର ଭିଡିଓକୁ ନେପାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଲୱା ଦାବି ସହିତ ସେୟାର କରା ଯାଉଛି। 

୪ ସେପ୍ଟେମ୍ବର, ୨୦୨୫ ରେ ନେପାଳ ସରକାର ୨୬ ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ଏହା ଯୁବ ପିଢ଼ିକୁ କ୍ରୋଧିତ କରିଥିଲା। ସେମାନେ କେବଳ ପ୍ରତିବନ୍ଧକ ବିରୋଧରେ ନୁହେଁ ବରଂ ଦୁର୍ନୀତି ଏବଂ ସରକାରୀ ବିଫଳତା ବିରୁଦ୍ଧରେ ମଧ୍ୟ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ। ୮ ସେପ୍ଟେମ୍ବରରୁ ଏହି ଆନ୍ଦୋଳନ ରାଜଧାନୀ କାଠମାଣ୍ଡୁ ସମେତ ବିଭିନ୍ନ ସହରକୁ ବ୍ୟାପିଥିଲା। କିଛି ସ୍ଥାନରେ ହିଂସା ଦେଖାଦେଇଥିଲା, ସଂସଦରେ ନିଆଁ ଲଗାଯାଇଥିଲା। ପୋଲିସ ଗୁଳିରେ […]

Continue Reading

ୟୁନିଫର୍ମ୍ ରେ ଧାର୍ମିକ ନାରା ଦେଉଥିବା ଲୋକମାନେ କେରଳ ପୋଲିସ ନୁହଁନ୍ତି। ଭାଇରାଲ ଦାବି ମିଥ୍ୟା।

କଳା ୟୁନିଫର୍ମ୍ ପିନ୍ଧି କିଛି ଲୋକ ପେରେଡ୍ କରୁଥିବା ସମୟରେ ଧାର୍ମିକ ନାରା ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଏହି ଲୋକ ମାନେ ହେଉଛନ୍ତି କେରଳ ପୋଲିସ। ଦାବି ସହିତ ୟୁଜର ମାନେ କଂଗ୍ରେସ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ କଂଗ୍ରେସ ପାଇଁ ଜୟ ଶ୍ରୀ ରାମ ନାରା ଯିଏ ଦେବ ତା ଉପରେ ହିନ୍ଦୁ ମୁସଲମାନ କରୁଥିବାର ଆରୋପ ଲଗାଜୀବ। କିନ୍ତୁ ଫ୍ୟାକ୍ଟ […]

Continue Reading

ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଭାରତର ପ୍ରଥମ CJI ଜଷ୍ଟିସ ଏସବି କ୍ରିପାଳଙ୍କ ନାତି ସୌରଭ କିର୍ପାଲଙ୍କ ନୁହଁନ୍ତି।

ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କ ନୃତ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହେଉଛନ୍ତି ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଜଣେ କୋରିୟଗ୍ରାଫର ଅଟନ୍ତି। ସେ ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି ହେଇଥିବା ଦାବି ମିଥ୍ୟା ଅଟେ। କ’ଣ ଦାବି କରା ଯାଇଛି ପୋଷ୍ଟରେ? […]

Continue Reading

୯/୧୧ ରେ ଆମେରିକା ଉପରେ ହୋଇଥିବା ଆକ୍ରମଣର ଭିଡିଓକୁ ନିକଟରେ ରୁଷିଆରେ ଘଟିଥିବା ଭୂମିକମ୍ପ ଦାବି ସହିତ ସେୟାର କରା ଯାଉଛି

ଲୋକମାନେ ଭୟଭୀତ ହୋଇ, ପ୍ରାଣ ରକ୍ଷା କରିବା ପାଇଁ ଦୌଡ଼ୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ସେହି ସମୟରେ ଏକ ବିଶାଳ ଧୂଆଁ/ଧୁଳି ମଧ୍ୟ ଉଠିଥିଲା। ଦାବି କରା ଯାଉଛି ଯେ ଏହା ରୁଷିଆରେ ନିକଟରେ ହୋଇଥିବା ଭୂମିକମ୍ପର ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ୯/୧୧ ରେ ଆମେରିକା ଉପରେ ହୋଇଥିବା ଆକ୍ରମଣର ଭିଡିଓକୁ ନିକଟରେ ରୁଷିଆରେ ଘଟିଥିବା ଭୂମିକମ୍ପ ଦାବି […]

Continue Reading

ବିଶାଳ ଭିଡ଼ର ଏହି ଭାଇରାଲ ଭିଡିଓଟି ବିହାରରେ ରାହୁଲ ଗାନ୍ଧୀଙ୍କ ରାଲି ସହିତ ଜଡିତ ନୁହେଁ।

୧୭ ଅଗଷ୍ଟ, ୨୦୨୫ ରେ ରାହୁଲ ଗାନ୍ଧୀ ବିହାରର ସାସାରାମ ରେ ଏକ ଭୋଟ ଅଧିକାର ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ବିହାରରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରିବା। INDI ମେଣ୍ଟର ନେତାମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ୧୬ ଦିନିଆ ଏହି ଯାତ୍ରା ରାଜ୍ୟର ୨୦ ରୁ ଅଧିକ ଜିଲ୍ଲା ଦେଇ ଗତି କରିବ ଏବଂ ୧ ସେପ୍ଟେମ୍ବରରେ ପାଟନାରେ ଶେଷ ହେବ। ଏହି […]

Continue Reading

ଚେନ୍ନାଇ ବିମାନବନ୍ଦରର ପୁରୁଣା ଭିଡିଓକୁ ନିକଟରେ ମୁମ୍ବାଇ ବିମାନବନ୍ଦରର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା, ବିଶେଷକରି ମୁମ୍ବାଇ ରେ ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ବୋଲି ଜଣା ପଡ଼ିଛି। ଲଗାତାର ବର୍ଷା ଯୋଗୁଁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଏହି ସମୟରେ ସୋସିଆଲ ମିଡିଆରେ ଏକ ବିମାନବନ୍ଦରରେ ବନ୍ୟା ଦୃଶ୍ୟର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ନିକଟରେ ମୁମ୍ବାଇରେ ହୋଇଥିବା ବର୍ଷା ସମୟର ଭିଡିଓ […]

Continue Reading

କ’ଣ ହିନ୍ଦୁ ମାନଙ୍କର ପୂଜାପାଠ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଇନଥିବାରୁ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ ନିଜ ନିରାଶା ବ୍ୟକ୍ତ କରୁଛନ୍ତି?

କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସୁପ୍ରିୟା ଶ୍ରୀନେଟ୍ ପୂଜା ସାମଗ୍ରୀ ଉପରେ ଜିଏସ୍ଟି ବିଷୟରେ କହୁଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର ମାନେ କଂଗ୍ରେସକୁ କଡ଼ା ସମାଲୋଚନା କରୁଛନ୍ତି। ଏହି ଭିଡିଓ ସହିତ ହିନ୍ଦୁମାନଙ୍କର ପୂଜା ସାମଗ୍ରୀ ଉପରେ କୌଣସି ଜିଏସଟି ନ ଥିବାରୁ କଂଗ୍ରେସ ଅସନ୍ତୁଷ୍ଟ ବୋଲି ଦାବି କରାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସୁପ୍ରିୟା ଶ୍ରୀନେଟଙ୍କ […]

Continue Reading

ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କର ଫୋଟୋକୁ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସୋନିଆ ଗାନ୍ଧୀଙ୍କ ସହ ଜଣେ ଯୁବକ ଛିଡ଼ା ହୋଇଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ସୋନିଆ ଗାନ୍ଧୀଙ୍କ ସହ ଛିଡ଼ା ହୋଇଥିବା ବ୍ୟକ୍ତି ରାହୁଲ ଗାନ୍ଧୀଙ୍କ ପରି ଦେଖା ଯାଉଛନ୍ତି କିନ୍ତୁ ସେ ରାହୁଲ ଗାନ୍ଧୀ ନୁହଁନ୍ତି। ସେ ହେଉଛନ୍ତି ସୋନିଆ ଗାନ୍ଧୀଙ୍କ ସାଙ୍ଗ। ରାଜୀବ ଗାନ୍ଧୀଙ୍କୁ ମୃତ୍ୟୁ ପରେ ଯେତେବେଳେ ରାହୁଲ ଗାନ୍ଧୀଙ୍କ DNA ମଗା ଯାଇଥିଲା ସେତେବେଳେ ସୋନିଆ ଗାନ୍ଧୀ […]

Continue Reading

ଗ୍ରୀନଲ୍ୟାଣ୍ଡର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷରେ ଆସିଥିବା ସୁନାମୀ ଘଟଣା ଦାବି ସହିତ ସେୟାର କରା ଯାଉଛି।

୩୦ ଜୁଲାଇ ୨୦୨୫ ରେ ରୁଷିଆର କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ପ୍ରଶାନ୍ତ ମହାସାଗର ସୁନାମି ସତର୍କତା ଜାରି କରାଯାଇଥିଲା। ରୁଷ ଉପକୂଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଥମ ତରଙ୍ଗ ହାୱାଇରେ ପହଞ୍ଚିଥିଲା ଏବଂ ଓଆହୁରେ ୪ ଫୁଟ (1.2 ମିଟର) ଲହରୀ ରେକର୍ଡ କରାଯାଇଥିଲା। ଭୂମିକମ୍ପ ପରେ ହାୱାଇ, ଆମେରିକାର ପଶ୍ଚିମ ଉପକୂଳର କିଛି ଅଂଶ ଏବଂ ଜାପାନର ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା। […]

Continue Reading

ଦକ୍ଷିଣ ଆଫ୍ରିକାର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷିଆରେ ଆସିଥିବା ଭୂମିକମ୍ପ ହେତୁ ଜାପାନରେ ହୋଇଥିବା ସୁନାମୀ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି

ବୁଧବାର ୩୦ ଜୁଲାଇ ୨୦୨୫ ରେ ରୁଷିଆର ପୂର୍ବ କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ପ୍ରଶାନ୍ତ ମହାସାଗର ସୁନାମି ସତର୍କତା ଜାରି କରାଯାଇଥିଲା। ରୁଷ ଉପକୂଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଥମ ତରଙ୍ଗ ହାୱାଇରେ ପହଞ୍ଚିଥିଲା, ଓଆହୁ ରେ ୪ ଫୁଟ (୧.୨ ମିଟର) ଲହରୀ ରେକର୍ଡ କରାଯାଇଥିଲା। ଭୂମିକମ୍ପ ପରେ ହାୱାଇ, ଆମେରିକାର ପଶ୍ଚିମ ଉପକୂଳର କିଛି ଅଂଶ ଏବଂ ଜାପାନର ଲୋକମାନଙ୍କୁ ସ୍ଥାନାନ୍ତର […]

Continue Reading

ଫୋଟୋରେ ଥିବା ମହିଳା ସୌମ୍ୟଶ୍ରୀ ବିସିଙ୍କୁ ଆତ୍ମହତ୍ୟା ପାଇଁ ଇନ୍ଧନ ଦେଇ ନାହାଁନ୍ତି। ଏହା ଏକ ପୁରୁଣା ଏବଂ ଅସମ୍ପର୍କିତ ଫୋଟୋ।

ସୌମ୍ୟଶ୍ରୀ ବିସି ମାସେ ପୂର୍ବରୁ ତାଙ୍କ କଲେଜର ବିଭାଗୀୟ ମୁଖ୍ୟଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, କିନ୍ତୁ ତାଙ୍କ ଅଧ୍ୟକ୍ଷ, ସ୍ଥାନୀୟ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଅଣଦେଖା କରାଯାଇଥିବା ଅନୁଭବ କରି ସେ କଲେଜ ପରିସରରେ ନିଜକୁ ନିଆଁ ଲଗାଇ ଦେଇଥିଲେ ଏବଂ ପରେ ଜୁଲାଇ ୧୪ ତାରିଖରେ AIIMS ଭୁବନେଶ୍ୱରରେ ତାଙ୍କର ଆଘାତ ଯୋଗୁଁ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ […]

Continue Reading

ମେକ୍ସିକୋର ଭିଡିଓକୁ ଭାରତୀୟ ମହିଳାଙ୍କ ଆମେରିକା ଦୋକାନରେ ଚୋରି କରିଥିବା ଘଟଣା ସହିତ ଯୋଡ଼ି ମିଥ୍ୟା ପ୍ରଚାର କରାଯାଉଛି।

ଆମେରିକାର ଏକ ସହରରେ ଟାର୍ଗେଟ ଷ୍ଟୋରରେ ପ୍ରାୟ $1,000 (₹1.1 ଲକ୍ଷ) ମୂଲ୍ୟର ଜିନିଷ ଚୋରି କରିବାକୁ ଚେଷ୍ଟା କରିବା ଅଭିଯୋଗରେ ଜଣେ ଭାରତୀୟ ମହିଳାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ସନ୍ଦେହଜନକ ଆଚରଣ ଯୋଗୁଁ ଷ୍ଟୋର କର୍ମଚାରୀମାନେ ପୋଲିସକୁ ଡାକିଥିଲେ। ଏହି ପ୍ରସଙ୍ଗରେ, ଦୋକାନରେ ଚୋରି ହେତୁ ହାତକଡି ପିନ୍ଧା ଜଣେ ମହିଳାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଦାବି କରାଯାଇଛି ଯେ ଏହି ଭିଡିଓରେ ଥିବା ମହିଳା ଭାରତୀୟ ଅଟନ୍ତି ଯାହାକୁ […]

Continue Reading

ଲକ୍ଷ୍ନୌ କୋର୍ଟରେ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେଉଥିବା ବ୍ୟକ୍ତି ବିଚାରପତି ନୁହଁନ୍ତି। ମିଥ୍ୟା ଦାବି ଭାଇରାଲ

ଭାରତୀୟ ସେନା ବିଷୟରେ କଥିତ ମନ୍ତବ୍ୟ ପାଇଁ ଲକ୍ଷ୍ନୌର ସାଂସଦ-ବିଧାୟକ କୋର୍ଟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପରେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଏକ ସେଲଫି ଭାଇରାଲ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଫଟୋରେ ଦେଖାଯାଉଥିବା କଳା କୋଟ ପିନ୍ଧିଥିବା ବ୍ୟକ୍ତି ଜଣକ ଜଣେ ବିଚାରପତି। ଜଣେ ବିଚାରପତିଙ୍କୁ ଏପରି ସେଲଫି ନେବା ଦେଖି ଲୋକମାନେ ନ୍ୟାୟ ଉପରେ ପ୍ରଶ୍ନ ଉଠାଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ଜଣେ ମେଡିକାଲ୍ ଅଫିସରର ଭିଡିଓକୁ ବାଂଲାଦେଶରେ ହିନ୍ଦୁ ଶିକ୍ଷକଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆ ରେ ଜୋତାରେ ତିଆରି ମାଳା ପିନ୍ଧିଥିବା ଜଣେ ବ୍ୟକ୍ତିର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ସେ ବାଂଲାଦେଶରେ ଜଣେ ହିନ୍ଦୁ ଶିକ୍ଷକ ହୋଇଥିବାରୁ ତାଙ୍କୁ ଅପମାନିତ କରାଯାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ବାଙ୍ଗାଦେଶରେ ଜଣେ ହିନ୍ଦୁ ଶିକ୍ଷକ କୁ ଚାକିରି ର ଶେଷ ଦିନ ଏମିତି ବ୍ୟବହାର” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓରେ ଥିବା ବ୍ୟକ୍ତି […]

Continue Reading

୨୩ ଲକ୍ଷ ଟଙ୍କାରେ ଗୋଲ୍ଡେନ ଭିସା ଦେଉନାହିଁ ସଂଯୁକ୍ତ ଆରବ ଏମିରେଟ୍ସ। ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ।

ଗତ କିଛି ଦିନ ଧରି, ସଂଯୁକ୍ତ ଆରବ ଏମିରେଟ୍ସ ଯିବାକୁ ଚାହୁଁଥିବା ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଛି। ଏକ ଭାଇରାଲ ଖବରରେ ଦାବି କରାଯାଇଛି ଯେ ଭାରତୀୟମାନେ ମାତ୍ର ୨୩ ଲକ୍ଷ ଟଙ୍କାରେ ଜୀବନବ୍ୟାପୀ UAE ଗୋଲ୍ଡେନ ଭିସା ପାଇପାରିବେ। ମହଙ୍ଗା ସମ୍ପତ୍ତି କିଣିବା କିମ୍ବା ବ୍ୟବସାୟ ଆରମ୍ଭ କରିବାର କୌଣସି ଆବଶ୍ୟକତା ନାହିଁ, କେବଳ ଦେୟ ଦିଅନ୍ତୁ ଏବଂ ସବୁଦିନ ପାଇଁ ରୁହନ୍ତୁ।  ଏହି ଖବରଟି ଦୁବାଇ ସପିଂ ଫେଷ୍ଟିଭାଲ ସେଲ୍ ଅପେକ୍ଷା ଅଧିକ […]

Continue Reading

ଚୀନର ଏକ ସହରରେ ଅଗ୍ନିକାଣ୍ଡର ଭିଡିଓ କୁ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଅଞ୍ଚଳରେ ନିଆଁ ଲାଗିଛି ଏବଂ ଆକାଶରେ ଘନ କଳା ଧୂଆଁ ଉଠୁଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଏହା ଇସ୍ରାଏଲର ମୋସାଦ ମୁଖ୍ୟାଳୟ ଉପରେ ଇରାନର ଆକ୍ରମଣ ପରେ ପରିସ୍ଥିତି। ପ୍ରକୃତରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି, ଦାବି କରାଯାଇଛି ଯେ ଇରାନ ଆକ୍ରମଣ ପରେ, ଟେଲ୍ ଅଭିଭ ସହରରେ ଅବସ୍ଥିତ ଇସ୍ରାଏଲର ବିଦେଶୀ ଗୁଇନ୍ଦା […]

Continue Reading

ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିବାରୁ ଜଣେ ଇରାନୀ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଫାଶି ଦିଆଯାଉଛି? ଜାଣନ୍ତୁ ସତ୍ୟତା।

ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିଥିବାରୁ ତାଙ୍କୁ ନିଜ ଝିଅ ସାମନାରେ ଫାଶୀ ଦିଆ ଯାଇଛି। ଏହି ଫଟୋଟି ଦୁଇଟି ଫଟୋର ଏକ କୋଲାଜ୍, ଗୋଟିଏ ଫଟୋରେ ଜଣେ ବ୍ୟକ୍ତି ବେକରେ ଫାଶୀ ଲଗାଇ ହସୁଥିବା ଦେଖାଯାଉଛି ଏବଂ ଅନ୍ୟ ଫଟୋରେ ଗୋଟିଏ ଛୋଟ ଝିଅ ଠିଆ ହୋଇଥିବା ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ଜାତୀୟ ରାଜପଥରେ ଦୁଇଚକିଆ ଯାନକୁ ଦେବାକୁ ପଡିବ ନାହିଁ ଟୋଲ୍; ମିଥ୍ୟା ଦାବି ଭାଇରାଲ୍।

ସେତୁ, ରାସ୍ତା, ଏବଂ ରାଜପଥର ନିର୍ମାଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଆଦାୟ କରିବା ଟୋଲ୍ ଟିକସ ଆଦାଯ କରା ଯାଇଥାଏ। ଚାରି ଚକିଆ ଏବଂ ଭାରୀ ଯାନଗୁଡ଼ିକ ଠାରୁ ସାଧାରଣତଃ ଟୋଲ୍ ଆଦାୟ କରାଯାଏ, ମୋଟରସାଇକେଲ୍ ଏବଂ ସ୍କୁଟର ଭଳି ଦୁଇ ଚକିଆ ଯାନଗୁଡ଼ିକ ଅଧିକାଂଶ ଜାତୀୟ ଏବଂ ରାଜ୍ୟ ରାଜପଥରେ ଛାଡ଼ ପାଆନ୍ତି। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଘୂରିବୁଲୁଛି ଯେ ସରକାର ଦୁଇଚକିଆ ଯାନଗୁଡ଼ିକ ଉପରେ ମଧ୍ୟ ଟୋଲ୍ ଟିକସ ଆଦାୟ […]

Continue Reading

ବାଂଲାଦେଶ ପତାକା ବିକ୍ରୟ କରିବାରୁ ମାଡ଼ ଖାଉଥିବା ବ୍ୟକ୍ତିଙ୍କ ଭିଡିଓ ଭାରତର ନୁହେଁ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ସୁରକ୍ଷା କର୍ମୀ ବାଂଲାଦେଶୀ ପତାକା ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରୁଛନ୍ତି। ଦାବି କରାଯାଉଛି ଯେ ଜଣେ ବିଏସଏଫ (ସୀମା ସୁରକ୍ଷା ବଳ) ଯବାନ ବାଂଲାଦେଶୀ ପତାକା ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ ଫୁଟବଲ୍ ଷ୍ଟାଡିୟମ ସାମନାରେ ପତାକା ବିକ୍ରୟ କରୁଥିବା ବିକ୍ରେତା କୁ ବାଂଲାଦେଶୀ ସେନା […]

Continue Reading

ଲେବାନନରେ ବିସ୍ଫୋରଣର ଭିଡିଓ କୁ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଶ୍ୟ ଭାବରେ ସେୟାର କରା ଯାଉଛି।

ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ବିମାନଟି ଏକ ମେଡିକାଲ କଲେଜର ହଷ୍ଟେଲ ଉପରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଏବଂ ମେଡିକାଲ କଲେଜର ଅନେକ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏଥିରେ, ଏକ ବିଲଡିଙ୍ଗ ନିକଟରେ ଗାଡ଼ିଗୁଡ଼ିକ ପାର୍କିଂ ହେଇଥିବା ବେଳେ, ସେଠାରେ ବିସ୍ଫୋରଣ ହେଉଛି। ଭିଡିଓଟି ସେୟାର କରି ଦାବି କରାଯାଉଛି ଯେ ଏହି ଭିଡିଓଟି […]

Continue Reading

ଋଷିଆ ରେ ହେଲିକପ୍ଟର ଦୁର୍ଘଟଣାର ଏକ ପୁରୁଣା ଭିଡିଓକୁ କେଦାରନାଥର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଜୁନ୍ ୧୫ ତାରିଖରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥ ନିକଟରେ ଆର୍ଯ୍ୟାନ ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟ୍ ଏବଂ ଛଅ ଜଣ ତୀର୍ଥଯାତ୍ରୀଙ୍କ ସମେତ ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ହେଲିକପ୍ଟର ଲ୍ୟାଣ୍ଡିଂ କରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ସେଥିରେ ଏକ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ […]

Continue Reading

ଏହି ଭିଡିଓଟି ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ବିମାନ ପରିଚାରିକାଙ୍କର ନୁହେଁ, ଦାବିଟି ଭ୍ରାମକ। 

ନିକଟରେ, ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଭାରତ, ୟୁକେ, ପର୍ତ୍ତୁଗାଲ ଏବଂ କାନାଡାର ନାଗରିକଙ୍କ ସମେତ ୨୪୦ ରୁ ଅଧିକ ଲୋକ ଥିଲେ।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପରିଚାରିକା ନିଜ ଫୋନ୍ ରୁ ସହକର୍ମୀଙ୍କର ଭିଡିଓ ନେଉଛନ୍ତି। ଦାବି କରାଯାଉଛି ଯେ ଏହା ଏୟାର […]

Continue Reading

ଆରବ ଦେଶର ଶାରଜାହ ସହରରେ ହୋଇଥିବା ଏକ ଅଗ୍ନିକାଣ୍ଡ ଭିଡିଓକୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ କାରଖାନା ପରି ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ରୁଷିଆର ୟୁକ୍ରେନ୍ ଉପରେ ଆକ୍ରମଣର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଆରବ ଦେଶର ଶାରଜାହ ସହରର ଏକ ତେଲ ଗୋଦାମରେ ଘଟିଥିବା ଅଗ୍ନିକାଣ୍ଡର ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।  କ’ଣ ଦାବି […]

Continue Reading

ପାଲେଷ୍ଟାଇନର ପୁରୁଣା ଭିଡିଓକୁ କାଶ୍ମୀରରେ ଭାରତୀୟ ସେନା ଦ୍ୱାରା ଜଣେ ଲୋକଙ୍କୁ ଗୋଳି ମାରିବା ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି କିଛି ସୈନିକ ମାନଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ସେହି ସମୟରେ ଗୁଳି ଆୱାଜ ହେବା ପରେ ସେହି ଲୋକ ରାସ୍ତାରେ ପଡ଼ିଯାଉଛନ୍ତି। ଦାବି କର ଯାଉଛିଇ ଯେ ଏହି ଭିଡିଓ କାଶ୍ମୀରର ଅଟେ। ସେଠିକାର ଜଣେ ବାସିନ୍ଦା ଭାରତ ସେନା ସହିତ ଦୁର୍ବ୍ୟବହାର କରୁଥିବାରୁ ସୈନିକ ମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ଏସପି କର୍ମୀ ନିଆଁରେ ପୋଡ଼ିଯିବାର ପୁରୁଣା ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ୍…

ସମାଜବାଦୀ ପାର୍ଟିର ଜଣେ ନେତା ନିଜକୁ ନିଆଁ ଲଗାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ନିଜ ପୋଷାକରେ ନିଆଁ ଲାଗିଯିବା ପରେ ନିଆଁରୁ ନିଜକୁ ବଞ୍ଚାଉଥିବାର ଦେଖିବାକୁ ମିଳୁଛି। ଭିଡିଓ ସହିତ ଦାବି କରାଯାଉଛି ଯେ ସମାଜବାଦୀ ପାର୍ଟି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ଦାହ କରିବାକୁ ଯାଇଥିଲେ କିନ୍ତୁ ନିଜେ ଜଳିଗଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା […]

Continue Reading

ଗୁଜରାତର ତିରଙ୍ଗା ଯାତ୍ରା ଭିଡିଓକୁ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ପରେ ବାଲୋଚିସ୍ତାନ ବାସିନ୍ଦା ଉତ୍ସବ ପାଳନ କରୁ ଥିବା ଦାବି ସହିତ ସେୟାର କରା ଯାଉଛି।

ବାଲୁଚିସ୍ତାନ ଏବେ ପାକିସ୍ତାନରୁ ସମ୍ପୂର୍ଣ୍ଣ ଅଲଗା ହେବାକୁ ଚାହୁଁଛି। ଯଦି ଆମେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ନଜର ପକାଇବା, ତେବେ ଭାରତ ଦ୍ୱାରା ପାକିସ୍ତାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ପରେ, ପାକିସ୍ତାନର ପ୍ରଦେଶ ବାଲୁଚିସ୍ତାନ ତା’ଠାରୁ ଅଲଗା ହେବା ଘୋଷଣା କରିଥିଲା। ବାଲୁଚିସ୍ତାନ ନେତା ମୀର ୟାର ସାରା ବିଶ୍ୱରୁ ସମର୍ଥନ ଲୋଡ଼ିଥିଲେ। ମୀର ୟାର କହିଛନ୍ତି ଯେ ପାକିସ୍ତାନ ସରକାର ତାଙ୍କ ଲୋକଙ୍କୁ ବହୁତ ନିର୍ଯାତନା ଦେଉଛି, ତେଣୁ ସେ ପାକିସ୍ତାନରୁ ଆନୁଷ୍ଠାନିକ […]

Continue Reading