କ’ଣ RBI ବଜାରକୁ ଛାଡ଼ିଲେ 1000 ଟଙ୍କିଆ ନୋଟ? ଜାଣନ୍ତୁ ସତ।

16 ଅକ୍ଟୋବରରେ ମନୋଜ କୁମାର ପ୍ରଧାନ ନାମକ ଜଣେ ଫେସବୁକ ୟ୍ୟୁଜର ନିଜ ଫେସବୁକ ଆକାଉଣ୍ଟରେ RBI ନୂଆ 1000 ଟଙ୍କିଆ ନୋଟ ବାହାର କରିଥିବା ଦାବି କରିଛନ୍ତି।  ପୋଷ୍ଟ କରାଯାଇଥିବା ନୋଟରେ ମହତ୍ମା ଗାନ୍ଧିଙ୍କର ଫୋଟୋ ଅଛି ଏବଂ ସେଥିରେ 1000 ଟଙ୍କା ମଧ୍ୟ  ଲେଖାଯାଇଛି। 1000 ଟଙ୍କିଆ ନୋଟଟି ପୁରା ବାସ୍ତବ ଭଳି ଦେଖା ଯାଉଛି। 2016 ରେ ପୁରୁଣା 1000 ଏବଂ 500 ଟଙ୍କାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଧ କରିଦେଇଥିଲେ । […]

Continue Reading

ଧାରା 370 ହଟିଲାପେରେ ଏକ ଭୁଲ ଭାରତ ମାନଚିତ୍ର ଭାଇରାଲ ହେଉଛି

ଏହି ବର୍ଷ ୫ ଅଗସ୍ଟରେ ଭାରତର ରାଷ୍ଟ୍ରପତି ଜମ୍ମୁ-କଶ୍ମୀରରୁ ଧାରା 370 ହଟାଇ ଜମ୍ମୁ-କଶ୍ମୀର ରାଜ୍ୟକୁ ଦୁଇଭାଗ କରିବା ପାଇଁ ମଞ୍ଜୁରୀ ଦେଇଥିଲେ। ଏହି ଆଦେଶ ପେରେ ଜମ୍ମୁ-କଶ୍ମୀରକୁ ଲଦାଖ ଏବଂ ଜମ୍ମୁ-କଶ୍ମୀର ନାମରେ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ପରିବରର୍ତ୍ତନ କରାଯାଇଥିଲା। ଏହା ପରେ ସର୍ଭେ ଜେନେରାଲ ଅଫ ଇଣ୍ଡିଆ ଦ୍ଵାରା ୩୧ ଅକ୍ଟୋବର କୁ ଭାରତର ଏକ ନୂଆ ମାନଚିତ୍ର ତିଆରି କରା ଗଲା। ସେବେଠାରୁ ସୋସିଆଲ ମିଡିଆରେ ଜମ୍ମୁ-କଶ୍ମୀର ରାଜ୍ୟର ଦୁଇଟି ଅଂସକୁ ଭାଗକରି […]

Continue Reading

କ’ଣ ସଲମାନ ଖାନ ଦେଇଛନ୍ତି ରାତାରାତି ହେଇଯାଇଥିବା ଷ୍ଟାର ରାନୁ ମଣ୍ଡଲଙ୍କୁ ୫୫ ଲକ୍ଷ ଟଙ୍କାର ଘର? ଜାଣନ୍ତୁ ସତ।

ରାନୁଙ୍କୁ ଆଜି କିଏ ନଚିହ୍ନିଛି। ପଶ୍ଚିମ ବଙ୍ଗର ରାନାଘାଟ ସ୍ଟେଶନରେ ଗୀତ ଗାଈ ଭିକ୍ଷା ମାଙ୍ଗି ଯିବାନ କାଟୁଥିବା ରାନୁ ମଣ୍ଡଲ ରାତାରାତି ଷ୍ଟାର ହେଇଯାଇଛନ୍ତି। କିଛି ଦିନ ମଧ୍ୟରେ ସେ ବଲିଉଡର ଜଣେ ପ୍ରସିଦ୍ଧ ଗାୟିକା ହେଇ ସାରିଛନ୍ତି। କିନ୍ତୁ ଗତ କିଛି ମାସ ଧରି ରାନୁଙ୍କୁ ବିଭିନ୍ନ ବିଷୟ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରା ଯାଉଅଛି। ସେଇଟା ତାଙ୍କ ଫେନ ସହିତ ସେଲଫି କଥା ହେଉ ବା ତାଙ୍କ ମେକଅପ ଉପରେ ଚର୍ଚା […]

Continue Reading

କ’ଣ 62 ବର୍ଷରେ ପ୍ରଥମଥର ଭରାତ ଉପରେ ୱାର୍ଲଡ ବ୍ୟାଙ୍କର କୌଣସି ଋଣ ନାହିଁ ?

ସୋସିଆଲ ମିଡିଆରେ 62 ବର୍ଷରେ ପ୍ରଥମଥର ପାଇଁ  ୱାର୍ଲଡ ବ୍ୟାଙ୍କର ଭାରତ ଉପରେ କୌଣସି ଋଣ ନ ଥିବାର  ଗୁଜବ ଭାଇରାଲ କରାଯାଉଛି। 5 ନଭେମ୍ବରରେ Balabhadra rout ନମକ ଜଣେ ଫେସବୁକ ୟ୍ୟୁଜର ନିଜ ଆକାଉଣ୍ଟରେ ଏହି ଦାବି କରିଛନ୍ତି। ବଲଭଦ୍ର ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଫୋଟୋ ପୋଷ୍ଟ କରିଛନ୍ତି ଏବଂ ସେ ଫୋଟୋ ରେ ବିଗତ 62 ବର୍ଷରେ ପ୍ରଥମଥର ଭାରତ ଉପରେ ୱାର୍ଲଡ ବ୍ୟାଙ୍କର କୌଣସି ଋଣ ନଥିବା କଥା […]

Continue Reading

ଅମରେଶ ନାୟକର ହତ୍ୟା କାଣ୍ଡକୁ ମୋବ ଲିଞ୍ଚଂର ରୂପ ଦିୟାଯାଉଛି

ଫେସବୁକରେ  Indian right wing community ନାମକ ଏକ ପେଜରେ ୨୮ ଅକ୍ଟୋବରରେ ହିନ୍ଦୁ ମୁସ୍ଲିମ ବିବାଦରେ ଏକ ଯୁବକକୁ ହତ୍ୟା କରିବାର ଦାବି କରାଯାଇଛି। ପୋଷ୍ଟରେ ଏହା ମୋବଲିଞ୍ଚଂ ହୋଇଥିବାର କୁହା ଯାଇଛି। ପୋଷ୍ଟରେ  ଓଡ଼ିଶାରେମୋବଲିଞ୍ଚଂ ରେ ଏକ ଯୁବକର ହତ୍ୟା କରା ଯିବାର ଦାବି କରାଯାଇଛି। ଯୁବକର ନାମ ଅମରେଶ ନାୟକ ବୋଲି କୁହାଯାଇଛି ଏବଂ ପୋଷ୍ଟରେ ଯୁବକର ଫୋଟୋ ମଧ୍ୟ ଦିୟାଯୋଇଛି।   ପୋଷ୍ଟରେ ଲେଖା ଯାଇଛି ଯେ, ଓଡ଼ିଶାରେଦୀପାବଳି ରାତିରେ ଅର୍ଥାତ ୨୭ […]

Continue Reading

କ’ଣ ଏବେ ନିଜ ଜମି ବାଡ଼ିକୁ ମଧ୍ୟ ଆଧାର ସହିତ ଲିଙ୍କ କରିବାକୁ ପଡ଼ିବା? କ’ଣ ସତରେ ସରକାର ଏପରି ନିୟମ ବାହାର କରିଛନ୍ତି? ଆସନ୍ତୁ ଜାଣିବା।

ଆଧାର କାର୍ଡ ବିଷୟରେ କିଏ ନଜାଣିଛି। ବର୍ତମାନ ସୁଧା ପ୍ରାୟ ସବୁ ଭାରତୀୟ ନାଗରିକ ପାଖରେ ଆଧାର କାର୍ଡ ଅଛି। ୨୦୧୬ ମସିହାରୁ ଆଧାର କାର୍ଡ ନିୟମ ଲାଗୁ ହେଲା ପରେ ଏହା ସମ୍ବନ୍ଧିତ ଅନେକ ନିୟମ ମଧ୍ୟ ଗଢା ଯାଇଅଛି। ମୋବାଇଲ ନମ୍ବର ହେଉୟ ବା ପ୍ୟାନ କାର୍ଡ ବା ବ୍ୟାଙ୍କ ଖାତା ହେଉ, ଆଜି କଲି ସବୁ ଆଧାର ସହିତ ଲିଙ୍କ କରିବା ପାଇଁ ସରକାର ନିୟମ ବାହାର କରିଅଛି। ସୋସିଆଲ ମିଡିଆରେ ବର୍ତମାନ […]

Continue Reading

କାହିଁକି ଗତ ୪୦ ବର୍ଷରୁ ନାସା ଚନ୍ଦ୍ରକୁ କୌଣସି ଅନ୍ତରୀକ୍ଷ ଯାତ୍ରୀ ପଠାଇ ନାହିଁ? କ’ଣ ଚନ୍ଦ୍ରରେ ଏଲିଏନ ରହୁଥିବାର ନାସାକୁ ମିଳିଥିଲା ପ୍ରମାଣ? କ’ଣ ଏଲିଏନ ହି ସେହି କାରଣ ଯେଉଁଥି ପାଇଁ ନାସା ଚନ୍ଦ୍ରରେ ମଣିଷକୁ ପଠାଊ ନାହିଁ? ଜନତୁ ସତ।

ଚନ୍ଦ୍ରର ସୁନ୍ଦରତାର ପ୍ରସଂଶା କିଏ ବା ନକରେ। କିନ୍ତୁ କ’ଣ ଚନ୍ଦ୍ର ଦେଖିବାକୁ ଯେତେ ସାଧାରଣ ସେତିକି ରହସ୍ୟମୟୀ? ମାନବ ଇତିହାସରେ ସବୁ ଠାରୁ ମହତପୂର୍ଣ ଘଟଣା ହେଲା ଯେ ମଣିଷ ଚନ୍ଦ୍ରରେ ପାଦ ଦେଲା। ଚନ୍ଦ୍ରକୁ ନେଇ ଅନେକ କାହାଣୀ ଜୁଡି ରହିଛି। ସେଇଟା କେତେ ସତ ବା କେତେ ମିଛ କହିବା କଠିଣ। ଏମିତି କେତଟି କାହାଣୀ ବର୍ଷ ବର୍ଷ ଧରି ଚାଲି ଆସିଛି। ଆସନ୍ତୁ ଆଜି ଆମେ ଏହି କାହାଣୀ ସହିତ ଜଡିତ […]

Continue Reading

କ’ଣ ବିଜେପି ନେତା ଜଣେ ସମ୍ବାଦିକଙ୍କୁ ଖୁଲମ ଖୁଲା ଦେଲେ ଧମକି?

ସୋସିଆଲ ମିଡ଼ିଆରୁ ଆରମ୍ଭ ହୋରି ହ୍ୱାଟସ ଆପ ପର୍ଯ୍ୟନ୍ତ ଜଣେ ବିଜେପି ନେତାଙ୍କର ଦାଦାଗିରି ଭିଡିଓ ଭାଇରାଲ ହେଉଛି।  18 ନଭେମ୍ବରରେ ଅରବାଜ ଖାନ ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ଏହି ବିଜେପି ନେତାଙ୍କ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି (BJP ke neta ne media walon ko Di dhamki) ବିଜେପିର ନେତା ସାମ୍ବାଦିକଙ୍କୁ ଧମକି ଦେଲେ। ପୋଷ୍ଟ କରାଯାଇଥିବା ଭିଡିଓରେ ଦାବି କରାଯାଇଛି ଯେ, ଜଣେ ବିଜେପି ନେତା ଖୁଲମ […]

Continue Reading

କ’ଣ ପେଟ୍ରୋଲ ଦାମ ବଢିଲା ପରେ ଜର୍ମାନୀର ଲୋକେ ନିଜ କାର ରାସ୍ତାରେ ଛାଡ଼ି ଚାଲିଗଲେ? କ’ଣ ଏତେ ଗାଡି ରାସ୍ତାରେ ଦେଖି ଜର୍ମାନୀର ସରକାର ପେଟ୍ରୋଲ ଦାମ କମ କରି ଦେଇଥିଲା?

ଆପଣ ରାସ୍ତାରେ ଗାଡି ତ ବହୁତ ଦେଖି ଥିବେ, କିନ୍ତୁ କେବେ ଏମିତି ପରିସ୍ଥିତିର ସାମ୍ନା କରିଛନ୍ତି କି?ରାସ୍ତାରେ ଏପରି ହଜାର ହଜାର ଗାଡ଼ି ଅଟକି ରହିଥିବାର ଦେଖିଛନ୍ତି କି? ଆମେ କିଛି ସମୟ ବା କିଛି ଘଣ୍ଟା ବିଷୟରେ କହୁ ନାହୁଁ। ଆମେ ଆଜି ଏହା ବତାଇବା ପାଇଁ ଯାଉଛୁ ଯେ ଏମିତି କେଉଁ ଘଟଣା ପାଇଁ ଏହି ସହରର ରାସ୍ତା ଅପରେ ଗାଡି ଜମା ହେଇଗଲା ଓ ଏହି ସହର ର ନାମ କଣ।  […]

Continue Reading

କ’ଣ କିସ ଡେରେ ଜେ.ଏନ.ୟୁ ଛାତ୍ରମାନେ ରାସ୍ତା ମଝିରେ ପରସ୍ପରକୁ ଚୁମ୍ବନ କରୁଥିଲେ?

16 ନଭେମ୍ବରରେ ଜେ.ଏନ.ୟୁର ଛାତ୍ରଛାତ୍ରୀ ପରସ୍ପରକୁ ଚୁମ୍ବନ କରୁଥିବାର  ଦାବିରେ ଦୁଇଟି ଫୋଟୋ ଫେସବୁକରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିଲ୍ଲୀ ସ୍ଥିତ ଜେ.ଏନ.ୟୁ ଛାତ୍ରଛାତ୍ରୀମାନେ  କିସ ଡେ ପାଳନ କରାଯାଇଥିଲେ ଏବଂ ରାସ୍ତା ମଝିରେ ପରସ୍ପରକୁ ଚୁମ୍ବନ କରୁଥିଲେ। ଏହି ପୋଷ୍ଟଟି डॉ रामगोपाल वार्णोय ନାମକ ଜଣେ ଫେସବୁକ ୟୁଜର ସେୟାର କରିଛନ୍ତି। ପୋଷ୍ଟରେ ଦୁଇଟି ଫୋଟୋ ଅଛି। ଯେଉଁଥିରେ  ପୁଅ ଝିଅ ପରସ୍ପରକୁ କିସ କରୁଥିବାର ଦେଖା ଯାଉଛି। କେବଳ […]

Continue Reading

କ‘ଣ ରାଜ୍ୟ ସରକାର ଗଞ୍ଜେଇ ଚାଷ ପାଇଁ ଅନୁମତି ଦେଲେ?

19 ନଭେମ୍ବର ରୁ ଫେସବୁକ ସମେତ ସୋସିଆଲ ମିଡିଆରେ ଓଡ଼ିଶା ସରକାର ଗଞ୍ଜେଇ ଚାଷକୁ ଖୁଲମ ଖୁଲା ପ୍ରୋତ୍ସାହନ ଦେବା କଥା ଦାବି କରାଯାଉଛି। କୁମାର ଦେବୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ Be ready to take best award from sh.Naveen Pattnaik for best business man of Ganjei of Odisha ଲେଖି ପୋଷ୍ଟ କରିଛନ୍ତି। ଏହା ଛାଡ଼ା ଫେସବୁକ ଏବଂ ଟୁଇଟରରେ ଓଡ଼ିଶାରେ ଗଞ୍ଜେଇ ଚାଷ ହେବାର […]

Continue Reading

କ’ଣ ଏହି ବାଇକ ଭାରତରେ ଲଞ୍ଚ ହେଇ ସାରିଛି? କ’ଣ ଏହାର ଦାମ ଏତେ କମ ଯେ ଏହାକୁ କିଏ ମଧ୍ୟ କିଣି ପାରିବେ?

ଏହି ବାଇକଟି ଗୋଟିଏ ଏ.ସି ବାଇକ। ଏହା ଚାରି ପଟୁ ବନ୍ଦ ଅଛି। ଏହି ବାଇକଟି କାର ଭଳି ତୀବ୍ର ଖରା ଓ ବର୍ଷା ମାଡ଼ରୁ ରକ୍ଷା କରିବ। ଏହି ବାଇକର ନିର୍ମାଣରେ ଏମିତି କୌଶଳ ବ୍ୟବହାର କରା ଯାଇଅଛି ଯେ ଏହାର ଦୁର୍ଘଟଣା ହେଲେ ମଧ୍ୟ କେବେ ପଡିବ ନାହିଁ। ବାଇକଟି ୧୨ ଫିଟ ଲମ୍ବା, ୪ ଫିଟ ଚଉଡା ଏବଂ ଉଚତା୫ ଫିଟ ଅଛି। ଏହାର ସର୍ବାଧିକ ସ୍ପୀଡ ୧୫୫ କି.ମି ପ୍ରତି ଘଣ୍ଟା […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସବୁ ଧନୀ ଓ ଗରିବ ବର୍ଗର ଲୋଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର ?

ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଏବେ ସମସ୍ତ ବର୍ଗର ଲୋକୋଙ୍କୁ ମିଲିବ ମାଗଣାରେ ଗ୍ୟାସ ସିଲିଣ୍ଡର। ଏପରି ଏକ ଗୁଜବ ଓଡ଼ିଆ ଘର ପରିବାର ୟୁଟ୍ୟୁବର ନିଜ ପୋଷ୍ଟରେ ଦାବି କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ନରେଦ୍ର ମୋଦିଙ୍କର ଉଜ୍ୱଳା ଯୋଜନା ରେ ଏବେ ଧନୀ ,ଗରିବ , ମଧ୍ୟମ ବର୍ଗ ସମେତ ସରକାରି ଚାକିରିୟା ଲୋକଙ୍କୁ ମଧ୍ୟ ସାମିଲ କରା ଯାଇଛି।  ସବୁ ବର୍ଗର ଲୋକୋକଙ୍କୁ ମାଗଣାରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ। ଏହି ଭିଡିଓଟି […]

Continue Reading

କ’ଣ ଏହି ଝିଅ ସହିତ ବିବାହ କରିଲେ ସରକାର ଦେବ ଘର, ଚାକିରି ଏବଂ ପଇସା? କ’ଣ ସତ୍ୟ ଏହି ପୋଷ୍ଟର? ପଢିକି ଜାଣନ୍ତୁ।

ଗୀତା ଜଣେ ମୁକ ବଧିର ଝିଅ ଯେ ୧୧ ବୟସ ରେ ଭୁଲରେ ଦେସର ସୀମା ଟପି ପାକିସ୍ତାନ ପହଞ୍ଚି ଯାଇ ଥିଲେ। ସେ ଗତ ୧୫ ବର୍ଷରୁ ପାକିସ୍ତାନରେ ଅଟକି ରହି ଯାଇ ଥିଲେ। ଅକ୍ଟୋବର ୨୦୧୫ ମସିହାରେ ସ୍ଵର୍ଗତ ସୁଷମା ସ୍ଵରାଜ ଗୀତାଙ୍କୁ ଭାରତକୁ ଫେରେଇ ଆଣି ଥିଲେ ଓ ଗୀତାଙ୍କ ପରିବାର ଲୋକଙ୍କୁ ଖୋଜିବାରେ ସାହାଜ୍ୟ କରୁଥିଲେ। ସ୍ସୁଶମା ସ୍ଵରାଜ ଗୀତାଙ୍କ ବିବାହ ପାଇଁ ଗୋଟିଏ ପୁଅ ମଧ୍ୟ ଖୋଜୁଥିଲେ। ସେ ଗୀତାକୁ […]

Continue Reading

କ,ଣ ମୋଦି ସରକାର ଓଡିଶାରେ ଲଞ୍ଚ୍ କଲେ ସ୍କୁଟି ଯୋଜନା ?

ୟୁଟ୍ୟୁବରେ ଓଡ଼ିଶାରେ ମୋଦି ସରକାରଙ୍କ ସ୍କୁଟି ଯୋଜନା ଲାଗୁ ହେବାର ଗୁଜବ ଭାଇରାଲ ହେଉଛି । ଓଡିଶା ଘର ପରିବାର ନାମକ ଏକ ୟୁଟ୍ୟୁବ ଆକାଉଣ୍ଟରେ ଓଡ଼ିଶାରେ ମୋଦି ସରକାରଙ୍କ ସ୍କୁଟି ଯୋଜନା ଲାଗୁ ହେବା କଥା ଦାବି କରିଛନ୍ତି। ପୋଷ୍ଟଟି 15 ଜୁନ 2019 ରେ ସେୟାର କରାଜାଇଥିଲା।  ପୋଷ୍ଟରେ ମାଦି ସରକାର ଯୋଜନାରେ ସ୍କୁଟି ପାଇଁ କିପରି ଆପ୍ଲାଏ କରିପାରିବେ ସେ ବିଷୟରେ ମଧ୍ୟ କୁହା ଯାଇଛି। ଏହା ଛାଡ଼ା ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Continue Reading

କ’ଣ ବଲିଉଡ ଆକ୍ଟର ପ୍ରଥମଥର ଓଡ଼ିଶା ଆସି ଏକ ଗାଁର ସମସ୍ତ ଘର ରଙ୍ଗ କରିଥିଲେ? ଜାଣନ୍ତୁ ସତ।

ARCHIVE ୟୁଟ୍ୟୁବରେ ଏକ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ଦାବି କରା ଯାଇଅଛି ଯେ,ବଲିଉଡ ଆକ୍ଟର ସଲମାନ ଖାନ ଓଡିଶାର ଏକ ଗାଁର ସମସ୍ତ ଘର ରଙ୍ଗ କରିଥିଲେ। ପୋଷ୍ଟଟି କୁ 20 ଜାନୁଆରି 2018 ରେ kshirod panda ନାମକ ଜଣେ ୟୁଜର ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡିଓରେ ସଲମାନ ଖାନଙ୍କ ସହିତ କରିନା କପୁର ଏବଂ ଟିମ ଏକ ଗାଁର ଘର ରଙ୍ଗ କରୁଥିବାର ଦେଖା ଯାଉଛନ୍ତି। ଭିଡିଓରେ ସଲମାନ ଖାନ ବିଙ୍ଗ […]

Continue Reading

ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ଧରାପଡ଼ିଥିଲେ ପିଲା ଚୋର?

Archive link  23 ଅଗଷ୍ଟରେ ବିଶ୍ୱଜିତ ତାଣ୍ଡି   ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଝାରସୁଗୁଡା ଏବଂ ସୁନ୍ଦରଗଡ଼ ରେ ପିଲା ଚୋରି ହେବାର ଏକ ପୋଷ୍ଟ ସେୟାର କରିଥିଲେ। ଆମେ ପୋଷ୍ଟ  ଦେଖିବଯାଏଁ 1000ରୁ ଅଧିକ ଥର ସେୟାର ହୋଇ ସାରିଛି। ବିଶ୍ୱଜିତ  ପୋଷ୍ଟରେ କିଛି ପିଲା କାର ଡିକିରେ ବସିଥିବାର ଦେଖିବା ଯାଉଛି ।ଏହା ସହିତ ଏନ୍ୟ ଏକ ଫୋଟୋରେ ପୁଲିସ ଜଣେ ମହିଳାକୁ ନେଇ ଯାଉଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି […]

Continue Reading

କ’ଣ ତିନି ବର୍ଷ ପୂର୍ବେ ପାରାଦୀପରୁ ମିଳିଥିଲା ଜଳପରୀ?

Archive Archive ତିନି ବର୍ଷ ପୂର୍ବରୁ ଏବେଜାଏଁ ପାରାଦୀପରୁ ଜଳପରୀ ମିଳିବାର ଏକ ଭିଡିଓ ୟୁଟ୍ୟୁବ, ଫେସବୁକରେ ଭାଇରଲ ହେଉଛି। ୟୁଟ୍ୟୁବରେ sk 8bp ନମର ଜଣେ ୟୁଜର ଆକାଉଣ୍ଟରୁ ଏହା ଭାଇରାଲ ହେଉଛି। ଭିଡିଓରେ ଏକ ମାଛର ହାତ ବାନ୍ଧି ଦିଆଯାଇଛି ଏବଂ ମାଛଟିକୁ ଏକ କାଠ ବାକ୍ସ ଉପରେ ରଖା ଯାଇଛି। ଏତିକି ନାହଁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଭିଡିଓରେ ମାଛଟି ନିଶ୍ୱାସ ନେଉଥିବାର ଦେଖା ଯାଉଛି। ଏହି ପ୍ରାଣୀର ଦେହ ମଣିଷ […]

Continue Reading

ବିହାରରେ ଆକାଶରୁ ବର୍ଷିଲା ରୁପା?

ଆକାଶରୁ ମାଛ ବର୍ଷା କଥା ଶୁଣିଥିବେ, ହେଲେ ରୁପା ବର୍ଷା କଥା କେବେ ଶୁଣିଛନ୍ତି କି ? ଆଜ୍ଞା ହଁ ଦୁଇ ଦିନ ହେଲା ସୋସିଆଲ ମିଡିଆ, ଫେସ୍‌ବୁକ ଏବଂ ବିଭିନ୍ନ ନ୍ୟୁଜ ପୋଟାଲରେ ରୁପା ବର୍ଷା ହେବାର ଏକ ଗୁଜବ ପ୍ରଚାରିତ ହେଉଛି। ଏହି ଗୁଜବକୁ ଓଡ଼ିଶା ଏକ୍ସକ୍ଲୁସିଭ ଏବଂ ନ୍ୟୁଜ 7 ପେଜରେ ପ୍ରକାଶ କରାଯାଇଛି। ତା’ ସହିତ ଫେସବୁକ୍‌ ପେଜରେ ମଲାଦି ରାମବାବୁ ନାମକ ଜଣେ ୟୁଜର ଏହା ନିଜ ଫେସବୁକ ଆକାଉଣ୍ଟରେ […]

Continue Reading

କ’ଣ ଜିଓର ସ୍ଥିତି ଖରାପଯେ ଏବେ ଜିଓ ନିଜ ବ୍ୟବସାଏ ବନ୍ଦ କରି ପାରେ? କ’ଣ ଏଆର୍ଟେଲ ଓ ଭୋଡାଫୋନ ମଧ୍ୟ କ୍ଷତିଗ୍ରସ୍ତ ହୋଇଅଛନ୍ତି? କ’ଣ ଭବିଷ୍ୟ ଟେଲିକମ କମ୍ପାନିର? ଜାଣନ୍ତୁ।

Archive ହେଲୋ ଏପ ରେ ଭାଇରାଲ ହେଇଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଜିଓ କମ୍ପାନୀ ନିଜ ବ୍ୟବସାୟ ବନ୍ଦ କରି ବାର ସମ୍ଭାବନା ଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ରାଷ୍ଟ୍ରୀୟର ଟେଲିକମ କୋମ୍ପାନି ବି.ଏସ.ଏନ.ଏଲ ଓ ଭୋଡାଫୋନ ସମସ୍ଯା ଘେରକୁ ଚାଲି ଯାଇଅଛି ଓ ଭୋଡାଫୋନ ନିଜ ବ୍ୟବସାୟ ବନ୍ଦ କରିବା ପାଇଁ ମଧ୍ୟ ଚିନ୍ତା କରୁଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି […]

Continue Reading

କ’ଣ ଏବେ ସ୍କୁଲରେ ପିଲା ମାନେ ଶିଖିବେ ଚାଷ କାମ? କେବେ ନିଆ ହେଲା ଏହି ନିର୍ଣୟ? ଜାଣନ୍ତୁ।

ଫେସବୁକର ମନ୍ଦିର ମାଳିନୀ ପେଜରେ ୩ ସପ୍ତାହ ପୂର୍ବରୁ ଗୋଟିଏ ଅନୁଛେଦରେ ଏହା ଦାବି କରାଯାଇଅଛି ଯେ କେନ୍ଦ୍ରୀୟ ସରକାର ଏହା ନିର୍ଣୟ ନେଇ ଅଛି ଯେ ଏବେ ସବୁ ସ୍କୁଲରେ ପିଲା ମାନଙ୍କୁ ଚାଷ କାମ ଶିଖା ହେବ। ଏବେ ଚାଷୀମାନେ ଚାଷ ରୁ ମୁଁହ ଫେରେଇ ନେଲେଣି।ଛୋଟବେଳୁ ପିଲାମାନେ ମଧ୍ୟ ଚାଷ ପ୍ରତି ନାକ ଟେକିଲେଣି। ଏହାକୁ କିନ୍ତୁ ଗୁରୁତର ଭାବେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ଏନେଇ ନୂଆ […]

Continue Reading

କ’ଣ ଅଲଗା ଜାତିରେ ବିବାହ କରିଲେ ମିଳିବ ଏବେ ସରକାରୀ ଚାକିରି? କ’ଣ ସରକାର କରିଅଛି ଏହି ପ୍ରତିଶ୍ରୁତି? କେବେ ଠାରୁ ଲାଗୁ ହେଲା ଏହି ନୂଆ ନିୟମ? ଜାଣନ୍ତୁ।

ଫେସବୁକର ଓଡିଶା ଏକ୍ସକ୍ଳୁସିଭ ପେଜରେ ଛପି ଥିବା ଏହି ଅନୁଛେଦରେ ଏହା ଦାବି କରା ଯାଇଅଛିଜେ ଅଲଗା ଜାତିରେ ବିବାହ କରିଲେ ସରକାର ଦେବେ ସରକାରୀ ଚାକିରି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଆମ ଦେଶରୁ ଜାତିପ୍ରଥା ଦୂର କରିବା ପାଇଁ ସରକାର ଏହା ନିୟମ କରିଅଛି ଯେ ଅଲଗା ଜାତିରେ ବିବାହ କରିଲେ ସରକାର ୨.୫ ଲକ୍ଷ୍ୟ ତାଙ୍କ ଦବ। ପୂର୍ବରୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ […]

Continue Reading

କ’ଣ ଏହି ଭିଡିରେ ନାଚୁ ଥିବା ବ୍ୟକ୍ତି ଜଣେ ବିଜେପି ନେତା? କ’ଣ ବ୍ଯାଂକୋକ ରେ କରୁଅଛନ୍ତି ରାସଲୀଳା? ଜ୍ନାନ୍ତୁ ସତ।

Archive ଫେସବୁକର ବାବୁଷାନ ଫେନ କ୍ଲବରେ ପୋଷ୍ଟ ହୋଇଥିବା ଏହି ଭିଡିଓଟି ଭାଇରାଲ ହୋଇଚାଲିଅଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଅଛି ଯେ ଜଣେ ବ୍ୟକ୍ତି ବୀନା ବସ୍ତ୍ର ପିନ୍ଧି କିଛି ଝିଅ ମାନଙ୍କ ସହ ନାଚୁଛନ୍ତି ଏବଂ ଅସଲିଳ ବ୍ୟବହାର କରୁଛନ୍ତି। ଏହି ପୋଷ୍ଟରେ ଏହି ଝିଅ ମାନଙ୍କୁ ଦେହାଜିବି ବୋଲି ଦାବି କରା ଯାଇଅଛି। ନାଚୁଥିବା ଏହି ବ୍ୟକ୍ତି ଜଣେ ବିଜେପି ନେତା ବୋଲି ମଧ୍ୟ ଦାବି କରା ଯାଇଅଛି। ଭିଡିଓରେ ଆମେ ଏହା […]

Continue Reading

ଏପରି କେଉଁ ରୋଗରୁ ପୀଡିତ ଏହି ଛୋଟ ପିଲା? କ’ଣ ଏହି ପିଲାର ଶରୀରଟି ଧୀରେ ଧୀରେ ହୋଇଯାଉଛି ପଥର? କ’ଣ ଏହି ରୋଗର କୌଣସି ଚିକିତ୍ସା ଉପଲବ୍ଧ ନାହିଁ? କ’ଣ ହାତ ଠିୟା କରି ସାରିଆଛନ୍ତି ଡାକ୍ତର? ଜାଣନ୍ତୁ ସତ।

Archive ଫେସବୁକର ଓଡ଼ିଆ ଦୁନିଆର ପେଜରେ ଛପି ଥିବା ଏହି ଖବରଟୀ ବାଂଲାଦେଶର ଗୋଟିଏ ନିବାସୀ ମେହଦି ହସନ ଯେ ମାତ୍ର ୮ ବର୍ଷର ଗୋଟିଏ ପିଲା, ତାଙ୍କ ଅଜବ ଧରଣର ରୋଗ ବିଷୟରେ ବର୍ଣନା କରାଯାଇଅଛି। ଏହି ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଏହି ପିଲାକୁ ଏପରି ଗୋଟିଏ ରୋଗ ମାଡି ବସିଅଛି, ଯାହା ଫଳରେ ଏହି ଛୁଆର ଦେହ ଧୀରେ ଧୀରେ ଗୋଟିଏ ପଥରକୁ ବଦଲୁଅଛି। ଏହି ପୋଷ୍ଟରେ ଏହା ମଧ୍ୟ […]

Continue Reading

କ’ଣ ନାଗସାପ ମୁଣ୍ଡରୁ ବାହାରୁଅଛି ନାଳୀ ରଙ୍ଗ ଆଲୋକ? କ’ଣ ଏହା ଗୋଟିଏ ଦିବ୍ୟ ସାପ? କ’ଣ ରହସ୍ୟ ଲୁଚି ରହିଅଛି ଏହି ଭିଡିଓରେ? ଜାଣନ୍ତୁ।

ଫେସବୁକର ଓଡ଼ିଆ ଅନାବନା ପେଜରେ ଭାଇରଳ ହୋଇଥିବା ଏହି ପୋଷ୍ଟର ଶୀର୍ଷକରେ ଏହା ଦାବି କରା ଯାଇଅଛି ଯେ କର୍ନାଟକା ରାଜ୍ୟର ଚିକମଙ୍ଗୁଲୁରୁ ଜିଲ୍ଲାର ହୋଲମାକି ଗାଁରେ ଗୋଟିଏ ଅଜବ ଧରଣର ନାଗସାପ ଦେଖିବାକୁ ମିଳିଚି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଜଙ୍ଗଲରେ ଦେଖା ଯାଉଥିବା ଦୁର୍ଲଭ ନାଗସାପ ମୁଣ୍ଡ ଉପରେ ଲାଲ ରଙ୍ଗର ଆଲୋକ ଚମକୁଛି। ଏହି ଦବ୍ୟ ନାଗସାପକୁ ଲୋକେ ପୂଜା ମଧ୍ୟ କରିବାକୁ ଲାଗିଲେ। ଏହି ପୋଷ୍ଟରେ ଏହା […]

Continue Reading

ଆଶ୍ଚର୍ଯ୍ୟ କରି ଦେଉଅଛି ଏହି ପୋଷ୍ଟ। କ’ଣ ଯୁଗ ଆଗରୁ ଲୋକେ ଜାଣିଥିଲେ ଯେ ଭାରତରେ ବି.ଜେ.ପି ଶାସନ ଆସିବା? କଣ ସତ ଏହି ପୋଷ୍ଟ ବିଷୟରେ? ଜାଣନ୍ତୁ।

Archive ନରେନ୍ଦ୍ର ମୋଦିଙ୍କ ନାମର ଏହି ଫେସବୁକ ପେଜରେ କିଛି ଦିନ ପୂର୍ବରୁ ଗୋଟିଏ ଏହି ମୁଦ୍ରାର ଛବି ପୋଷ୍ଟ କରା ଯାଇଥିଲା। ଏହି ଛବିରେ ମୁଦ୍ରାର ଗୋଟିଏ ପାର୍ଶ୍ଵ ରେ ଓଁ ସହିତ ଏକ ପଦ୍ମ ଫୁଲ ଅଛି ଏବଂ ଆଉ ଗୋଟିଏ ପାର୍ଶ୍ଵ ରେ ଭଗବାନ ଶ୍ରୀ ରାମ ଓ ସିତାଙ୍କ ପ୍ରତିଛବି ଅଛି। ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ୧୮୧୮ ମସିହାରେ ମଧ୍ୟ ଲୋକେ ଜାଣି ଥିଲେ ଯେ ଭାରତରେ […]

Continue Reading