ହାଇଦ୍ରାବାଦ ଗଣଦୁଷ୍କର୍ମ ପିଡ଼ିତାଙ୍କର ଅନ୍ତିମ ସଂସ୍କାର ଫେକ୍ ଭିଡିଓ ଭଆଇରାଲ। ଜାଣନ୍ତୁ ସତ୍ୟତା।

ହାଇଦ୍ରାବାଦ ଗଣଦୁଷ୍କର୍ମର ପିଡ଼ିତାଙ୍କର ଅନ୍ତିମ ସଂସ୍କାରର ଏକ ଭିଡିଓ ଜୋର ସୋରରେ  ସୋସିଆଲ ମିଡିଆରେ ଭାଇରାଲ ହେଉଛି। 2 ଡିସେମ୍ବର ରେ Pyari ka Dairy Babu ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ସେଥିରେ ଲେଖିଛନ୍ତି ଯେ,Last ritual of Priyanka reddy …Plz Forgive us sister। ପୋଷ୍ଟ କରାଯାଇଥିବା ଭିଡିଓକୁ ହାଇଦ୍ରାବାଦ ପିଡ଼ିତାଙ୍କର ଅନ୍ତିମ ସଂସ୍କାର ଭିଡିଓ ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନ […]

Continue Reading

କ’ଣ ଉତ୍ତର କୋରିଆର ଡକ୍ଟର “କିମ ଯୋଙ୍ଗ ୟୁନଙ୍କ” ଭଉଣୀ ସହିତ ବିବାହ କରିଲେ ୧ ହଜାର କୋଟି ଟଙ୍କା ମିଳିବ? କ’ଣ ସତ୍ୟତା ଏହି ପୋଷ୍ଟର? ଜାଣନ୍ତୁ।

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଇଛି ଉତ୍ତର କୋରିଆର ଡକ୍ଟର “କିମ ଯୋଙ୍ଗ ୟୁନଙ୍କ” ଗୋଟିଏ ଘୋଷଣା। ଓଡ଼ିଆ ଏକ୍ସପ୍ରେସ ସାଇଟରେ ଛାପି ଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ କିମ ଯୋଙ୍ଗ ୟୁନଙ୍କ କହିବା ଆନୁଯାୟୀ ଯିଏ ତାଙ୍କ ଭଉଣୀ କିମ ୟୋ ଯୋଙ୍ଗ ସହିତ ବିବାହ କରିବା, ସେ ତାକୁ ୧୦୦୦ କୋଟି ଟଙ୍କା ଦେବେ। କିନ୍ତୁ ଏହି ପ୍ରସ୍ତାବ ସହିତ କିଛି ଶର୍ତ ଜୁଡି ରହିଅଛି। […]

Continue Reading

କ’ଣ ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ଭାଇରାଲ ହେଉଥିବା ଭିଡିଓରେ ରାଷ୍ଟ୍ରପତି ଅପରିଧିଙ୍କୁ ଫାଶି ଦଣ୍ଡ ଦେବାର ନିଷ୍ପତି ନେଉଛନ୍ତି ?

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ପେର ସୋସିଆଲ ମିଡିଆରେ ଲଗାତାର କିଛିନା କିଛି ପୋଷ୍ଟ ଦେଖିବାକୁ ମିଳୁଛି। ନିର୍ଭୟା ହେଲ୍ପ ଲାଇନ ନମ୍ବର ହେଉ ଅଥବା ଅନ୍ୟ କୌଣସି ଗୁଜବ ପୋଷ୍ଟ କରାଯାଇଛି।  ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ଅପରାଧିମାନଙ୍କୁ ଫାଶି ଦଣ୍ଡ ଦେବା ପାଇଁ ପୁରା ଦେଶ ଦାବି କରୁଛି। ଏହି ମଧ୍ୟରେ ଫେସବୁକରେ ଏବିପି ହିନ୍ଦୀ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ ଭାଇରାଲ ହେଉଛି ଏବଂ ଏହି ଭିଡିଓକୁ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ସହିତ ଯୋଡ଼ା ଯାଉଛି। […]

Continue Reading