ନିଖୋଜ ଦାବିରେ ଭାଇରାଲ ହେଉଥିବା ଏହି କୁନି ଝିଅର 2016 ମସିହାର ଅଟେ।

ସୋସିଆଲ ମିଡିଆରେ ଉପରୋକ୍ତ ଫୋଟୋ ଅଧିକରୁ ଅଧିକ ସେୟାର ହେଉଛି। 7 ଅଗଷ୍ଟରେ Hemanta kumar das  ନାମକ ଜଣେ ଫେସବୁକ ୟୁଜର Bivaah.com ଏକ ପୋଷ୍ଟକୁ ସେୟାର କରିଛନ୍ତି। ସୋୟାର କରାଯାଇଥିବା ପୋଷ୍ଟରେ ଏକ ମହିଳା ପୁଲିସ କୁନି ଝିଅକୁ ଧରି ଠିଆ ହୋଇଛନ୍ତି ଏବଂ କୁନି ଝିଅଟି କାନ୍ଦୁଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ପିଲାଟି ତା ବାପା ମା ପାଖେ ନ ପହିଁଚିବା ଯାଏଁ ପୋଷ୍ଟକୁ ସେୟାର କରିବାକୁ କୁହାଯାଉଛି। ଆମ […]

Continue Reading

କ’ଣ ଉତ୍ତର ପ୍ରଦେଶର ନୂଆ ଆଇନ ଅନୁଯାୟି, ରାଜ୍ୟରେ ମଦ ବିକିଲେ ମିଳିବ ମୃତ୍ୟୁ ଦଣ୍ଡ? କ’ଣ ସତ୍ୟତା ଏହି ପୋଷ୍ଟର?

ବର୍ତମାନ ସମୟରେ ଅନେକ ରାଜ୍ୟରେ ମଦ ବ୍ୟବସାଏ ବନ୍ଦ କରିବା ପାଇଁ ଧାରଣା ଚାଲିଅଛି। ଓଡ଼ିଶାରେ ମଧ୍ୟ ମଦ ବ୍ୟବସାଏକୁ ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ଅନେକ ସହରରୁ ଲୋକେ ଓ ଅନେକ ରାଜନୀତି ଦଳ ବର୍ତମାନ ସରକାର ଉପରେ ଜୋର ପକାଉଛନ୍ତି। ଏହି ବିଷୟର ଚର୍ଚା ସୋସିଆଲ ମିଡିଆରେ ଅନେକ ରୂପରେ ଭାଇରାଲ ହେଉଅଛି।  ଗତ କାଲୀ 10 ଡିସେମ୍ବର 2019 ରେ ଜଣେ ଫେସବୁକ ୟୁଜର “ଆଇ ହେଟ ନବୀନ ପଟନାୟକ – […]

Continue Reading