କ’ଣ ମହିଳାମାନେ ନିଜ ସୁରକ୍ଷ୍ୟା ପାଇଁ ଅଟୋ କିମ୍ବା ଗାଡି ନମ୍ବର ଏହି 9969777888 ନମ୍ବରରେ SMS କଲେ ପୋଲିସ GPRS ଦ୍ୱାରା ତାଙ୍କ ଉପରେ ନଜର ରଖିପାରିବ?

14 ଜାନୁଆରି Sisir kumar barik ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ନମ୍ବର ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, ଯାନବାହାନରେ ଏକୁଟିଆ ଯାତ୍ରା କରୁଥିବା ମା,ଭଉଣୀମାନଙ୍କ ହିତରେ ଜାରି।ଆପଣ ଏକାକୀ ଯେବେବି ରାତ୍ରିରେ କୌଣିସ ଅଟୋ କିମ୍ବା ଟାକ୍ସିରେ ବସିସେ ତ ସେ ଅଟୋ ବା ସେ ଟାକ୍ସିର ନମ୍ବର କୁ 9969777888 ନମ୍ବର କୁ ଏସଏମଏସ କରିଦେବେ। ଆଉ ସେପଟୁ ଆପଣଙ୍କୁ ତତ୍କାଳ  Acknowlegment  ପାଇଁ sms ଆସିବ […]

Continue Reading

କ’ଣ ଅତିରିକ୍ତ କୁହୁଡି ପାଇଁ ବିମାନ ଚାଳକ ଭୁଲରେ ମଟରଗାଡି ଚାଳାଚାଲ ରାସ୍ତାରେ ବିମାନକୁ ଅବତରଣ କରିଥିଲେ? ଜାଣନ୍ତୁ ସତ।

୧୩ ଜାନୁଆରୀରେ ୱ୍ହାଟ୍ସ ଏପ୍ପ ମାଧ୍ୟମରେ ଭାଇରାଲ ହେଇ ଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଭାରତରେ ପଶ୍ଚିମବଙ୍ଗ ରାଜ୍ୟର ଦୁର୍ଗାପୁର ନିକଟରେ ବିମାନ ବନ୍ଦର ପାଖରେ ମଟରଗାଡ଼ି ଚାଳାଚାଲ ପାଇଁ ରାସ୍ତା ଅଛି।  ଅତ୍ଯାଧିକ କୁହୁଡି ପାଇଁ ବିମାନ ଚାଳକ ଭୁଲ ବାସାତ ବିମାନ ଚାଳାଚାଲ ପଥ ପରିବର୍ତେ ମଟରଗାଡ଼ି ଚାଳାଚାଲ ରାସ୍ତାରେ ବିମାନକୁ ଅବତରଣ କରିଥିଲେ ଓ ଗୋଟିଏ ପୋଲ ତଳେ ଜାହାଜ ଅଟକି ଯାଇ ଥିଲା।  ଏହି ଭିଡିଓର […]

Continue Reading