ରାହୁଲ କନ୍ୱାଲ ବନ୍ଦେ ମାତରମ ନାରାକୁ ଦେଶ ବିରୋଧୀ କହିନଥିଲେ
13 ଜାନୁଆରିରେ Chowkidar bablu Mohanty ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଇଣ୍ଡିଆ ଟୁଡେର ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ଇଣ୍ଡିଆ ଟୁଡେର ସାମ୍ବାଦିକ ରାହୁଲ କନ୍ୱାଲ ବନ୍ଦେ ମାତରମ ସ୍ଲୋଗାନକୁ ରାଷ୍ଟ୍ର ବିରୋଧୀ ବୋଲି କହୁଛନ୍ତି। ପୋଷ୍ଟର ଶିର୍ଷରେ ଲେଖା ଯାଇଛି ଯେ, କ’ଣ ବନ୍ଦେ ମାତରମ ନାରା ରାଷ୍ଟ୍ର ବିରୋଧୀ? ଏମାନଙ୍କୁ କ’ଣ ଲାଗୁଟି କି ସେମାନେ ପାକିସ୍ତାନ ରେ ରହୁଛନ୍ତି ଆଜି ଏମାନଙ୍କ ବିଚାରଧାରା […]
Continue Reading