କ’ଣ CAA ବିରୋଧରେ ପ୍ରଦର୍ଶନ କରୁଥିବାରୁ ମାଁ ଝଅକୁ ପିଟିଲେ? ଜାଣନ୍ତୁ ସତ।

ଗତ ଦୁଇ ମାସ ହେଲା ଦେଶ ସାରା CAA ଏବଂ  NRC ବିରୋଧ ପ୍ରଦର୍ଶନ ଚାଲୁଛି। କେଉଁଠି ଭଙ୍ଗାରୁଜା କରୁଛନ୍ତି ତ କେଉଁଠି ଦିନ ସାରା ରାସ୍ତା ମଝିରେ ବସି ପ୍ରଦର୍ଶନ କରୁଛନ୍ତି। ଏଥି ମଝିରେ କିଛି ଫେକ ଭିଡିଓ ଏବଂ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ କରି ଲୋକଙ୍କୁ ଭ୍ରମିତ ମଧ୍ୟ କରାଯାଉଛି।  14 ଜାନୁଆରିରେ Deepak Das ନାମକ ଜାଣେ ଫେଜବୁକ ୟୁଜର ନିଜ ଆକାଉଣ୍ଟରେ ମୋହନ ବିସ୍ୱା ନାମକ ଜଣେ ୟୁଜରଙ୍କର ଏକ […]

Continue Reading

କ’ଣ ହେଡ ଟ୍ରାନ୍ସପ୍ଳାଣ୍ଟ ଦ୍ଵାରା ମୃତ ବ୍ୟକ୍ତି ମାନେ ମଧ୍ୟ ପୁଣିଥରେ ଜୀବିତ ହୋଇପାରିବେ? କ’ଣ ଏପରି ଗୋଟିଏ ପଦ୍ଧତି ଅଛି? ଜାଣନ୍ତୁ ସତ।

ଜନ୍ମ ମୃତ୍ୟୁର ନିଷ୍ପତି ଭଗବାନଙ୍କ ଛଡ଼ା ଆଉ କାହା ପାଖରେ ନଥାଏ। କିନ୍ତୁ ୮ ଜାନୁଆରୀରେ ଫେସବୁକର ଓଡ଼ିଆ ସ୍କ୍ରାପ୍ସ ପେଜରେ ଛପି ଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ବ୍ରିଟେନର ବୈଜ୍ଞାନିକ ମାନେ ଏବେ ମୃତ ଲୋକକୁ ଜୀବିତ କରିବା ପଦ୍ଧତି ବାହାର କରି ସାରିଛନ୍ତି। ଏଠାକାର ବୈଜ୍ଞାନିକ ମାନେ ଦାବି କରିଛନ୍ତି ଯେ ହେଡ଼ ଟ୍ରାନ୍ସପ୍ଳାଣ୍ଟ ଦ୍ଵାରା ମୃତ ବ୍ୟକ୍ତି ମାନେ ମଧ୍ୟ ପୁଣିଥରେ ଜୀବିତ ହୋଇପାରିବେ। ବ୍ରିଟେନର ଜଣେ […]

Continue Reading