କ’ଣ ଗୋଟିଏ ଛେଲି ମଣିଷ ଛୁଆକୁ ଜନ୍ମ ଦେଇଛି? କେଉଁଠି ଘଟିଛି ଏହି ଘଟଣା? ଜାଣନ୍ତୁ ସତ।
ସାଧାରଣତ ସବୁ ଜୀବଜନ୍ତୁ ନିଜ ରୂପରେ ଛୁଆକୁ ଜନ୍ମ ଦେଇଥାନ୍ତି, ଯଦି ସେ ମଣିଷ ଛୁଆ ଭଳି ଦେଖା ଯାଉଥିବା କେଉଁ ଛୁଆକୁ ଜନ୍ମ ଦେଇ ଥାଏ, ତାହେଲେ ମଣିଷ ମାନେ ଆଶ୍ଚର୍ଯ୍ୟ ତ ହେବେ। ୧୫ ଜାନୁଆରୀରେ ଓଡ଼ିଆ ଦୁନିଆ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଗୋଟିଏ ଛେଲି ମଣିଷ ପରି ଛୁଆ ଜନ୍ମ ଦେଇଛି ଓ ଶେଠୀ ପାଇଁ ଏହି ଛୁଆର ଫୋଟୋଟି ସୋସିଆଲ ମିଡିଆରେ […]
Continue Reading