କ’ଣ ଦୁବାଇ ମସଜିଦରେ ମୁସ୍ଲିମ ମହିଳାମାନେ ରାମ ଭଜନ କରୁଛନ୍ତି ? ଜାଣନ୍ତୁ ସତ୍ୟତା।
22 ଜାନୁଆରି ରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ କିଛି ମୁସ୍ଲିମ ବର୍ଗର ଲୋକମାନେ ରାମ ଭଜନ ଗାଉଥିବାର ଦେଖା ଯାଉଛି।। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଦୁବାଇରେ ମୁସ୍ଲିମ ମହିଳାମାନେ ମସଜିଦରେ ରାମ ଭଜନ ପ୍ରସ୍ତୁତ କରିଛନ୍ତି ଏବଂ ତାଙ୍କ ସ୍ୱାମିମାନେ ତାଳିମାରି ତାଙ୍କର ସମର୍ଥନ କରୁଛନ୍ତି। ଏହା ସହିତ ଲେଖା ଯାଇଛି ଯେ, ଭାରତରେ ଏପରି ହୋଇଥିଲେ ଇସ୍ଲାମ ଧର୍ମ […]
Continue Reading