ଅବେଧ ବନ୍ଧୁକ ଚାଲାଣକରୁଥିବା 6 ଅପରାଧିକୁ ଗିରଫ କରିବା ଘଟଣା ଜୁଲାଇ 2019ର ଅଟେ। ଏହା ସହିତ ଦ୍ୱିତିୟ ଫୋଟୋରେ ସୋଫାରେ ରଖା ଯାଇଥିବା ମାଳ ମାଳ ବନ୍ଧୁକ ଉତ୍ତର ପ୍ରଦେଶ ମଦରାଶାର 6 ମୌଲବି ଅପରାଧିଙ୍କଠାରୁ ଜବତ କରାଯାଇ ନାହିଁ।
ଗତ କିଛି ମିସ ହେଲା ଦେଶର ଅଲଗା ଅଲଗା ଜାଗାରେ CAA ବିରୋଧ ପ୍ରଦର୍ଶନ ଜୋର ଧରିଛି। ସୋସିଆଲ ମିଡିଆରେ କୌଣସି ଖବର ଭାଇରାଲ ହେଲେ ତାକୁ CAA ବିରୋଧ ପ୍ରଦର୍ଶନ ସହ ଜଡ଼ିତ କରାଯାଉଛି। ଏଥି ମଧ୍ୟରେ 5 ଫେବୃଆରିରେ Chitaranjan Sahoo ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ 3ଟି ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ କିଛି ପୋଲିସ ଆରୋପିକୁ ଧରିଥିବାର ଦେଖା ଯାଉଛି। ଏହା ପରେ ବାକି ଫୋଟୋରେ ବନ୍ଧୁକ ମାଳ […]
Continue Reading