ଭାରତୀୟ ପତାକା ଜଳୁଥିବା ଫୋଟୋ ପାକିସ୍ତାନର ଅଟେ।
7 ଫେବୃଆରିରେ Ambikaprasad Samal ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଥିବା ଦୁଇଟି ଫୋଟୋରେ ଭାରତର ଜାତିୟ ପତାକାକୁ ଜାଳୁଥିବାର ଦେଖା ଯାଉଛି। ପ୍ରଥମ ଫୋଟୋରେ ନରେନ୍ଦ୍ର ମୋଦି ଏବଂ ଭାରତର ଜାତିୟ ପାତାକା କୁ ଜାଳି ଦିଆ ଯାଉଛି। ଏହା ପରେ ଦ୍ୱିତିୟ ଫୋଟୋରେ କିଛି ଲୋକ ନରେନ୍ଦ୍ର ମୋଦିର ଏକ ବ୍ୟାନରରେ ଛକ ଚିହ୍ନ ଦିଆ ଯାଇଛି ଏବଂ ଆଜରେ ଦୁଇ ଜଣ ବ୍ୟକ୍ତି […]
Continue Reading