କ’ଣ ରାହୁଲ ଗାନ୍ଧି 2006ରେ ସୁକନ୍ୟା ନାମକ ଝିଅ ସହ ଦୁଷ୍କର୍ମ କରିଥିଲେ? ପୋଷ୍ଟର ସତ୍ୟତା ଜାଣନ୍ତୁ।
14 ଡିସେମ୍ବରରେ Bikram Bai Rajput ନାମକ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। 3 ଡିସେମ୍ବର 2006ରେ ରାହୁଲ ଗାନ୍ଧୀ ସୁକନ୍ୟା ଦେବି ନାମକ ଏକ ଝିଅ ସହ ଦୁଷ୍କର୍ମ କରିଥିବାର ଦାବି ପୋଷ୍ଟରେ କରାଯାଇଛି। ଏହା ସହିତ ଲେଖା ଯାଇଛି ଯେ, ପୁଲିସ ଥାନାରେ ଏହି ସମ୍ପର୍କରେ ମାମଲା ରୁଜୁ କରିବାରୁ ସୁକନ୍ୟା ଦେବିଙ୍କର ମା ଏବଂ ବାପାଙ୍କୁ ଅପହରଣ କରିଦିଆ ଯାଇଛି। ତାଙ୍କ ମାଁ ଏବଂ […]
Continue Reading