କ’ଣ ଫିରୋଜାବାଦର ଦୁଷ୍କର୍ମ ପୀଡ଼ିତାଙ୍କ ବାପାର ଖୁନିଙ୍କୁ ପୋଲିସ ବର୍ତମାନ ସୁଧା ଗିରଫ କରି ପାରି ନାହିଁ? ଜାଣନ୍ତୁ ସତ।

ଦୁଷର୍ମ ପୀଡିତାଙ୍କ ବାପାଙ୍କୁ ଗୁଳିକରି ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଫିରୋଜାବାଦରେ। 13 ଫେବ୍ରୁଆରି ରେ ଡ଼ି.ଟିଭି ଓଡ଼ିଆ ସାଇଟରେ ଛପି ଥିବା ଏହି ପୋଷ୍ଟ ଫିରୋଜାବାଦର ଜଣେ ୧୫ ବର୍ଷୀୟା ନାବାଳିକା ଗତବର୍ଷ ଅଗଷ୍ଟରେ ଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ପୀଡିତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଏନେଇ ଅଭିଯୁକ୍ତ ଅଚମନ ଉପାଧ୍ୟାୟ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପୋଷ୍ଟରେ କରା ଯାଇଥିବା ଦାବି ଅନୁଯାୟୀ ଏଯାଏ ଏହି ମାମଲରେ ଅଭିଯୁକ୍ତକୁ ପୋଲିସ ଗିରଫ […]

Continue Reading

ଭାଇରାଲ ଭିଡିଓରେ ପୋଲିସ କର୍ମିଠାରୁ ମାଡ଼ ଖାଉଥିବା ମହିଳା ମୁସ୍ଲିମ ଅଟେ।

11 ଫେବୃଆରିରେ Er jitu Krushna padhy ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ କିଛି ପୋଲିସ କର୍ମି କିଛି ମହିଳାକୁ ପିଟୁ ଥିବାର ଦେଖା ଯାଉଛନ୍ତି। ଭିଡିଓରେ ଲୋକଙ୍କ ଭିଡ଼ ମଧ୍ୟ ଦେଖା ଯାଉଛି। ଭିଡିଓର କିଛି ସମୟ ମଧ୍ୟରେ ଜଣେ ପୋଲିସ କର୍ମି  ଏକ ମହିଳାକୁ ମଟିରେ କଚାଡ଼ି ଦେବାର ମଧ୍ୟ ଦେଖା ଯାଉଛି। ପୋଲିସ କର୍ମିର ଏପରି ଭୟାବହ ରୂପ ଦେଖି ସ୍ଥାନିୟ ଲୋକ […]

Continue Reading