କ’ଣ ରାମେଶ୍ୱରମ ମନ୍ଦିରର 1212ଟି ସ୍ତମ୍ବ ଗୋଟିଏ ବିନ୍ଦୁରେ ଜାଇ ମିଶୁଛନ୍ତି?
20 ଫେବୃଆରିରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସ୍ତମ୍ବଗୁଡ଼ାକ ଗୋଟେ ବିନ୍ଦୁରେ ଜାଇ ମିଶୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରାମେଶ୍ୱରମ ମନ୍ଦିରର 1212ଟି ସ୍ତମ୍ବ ଗୋଟିଏ ବିନ୍ଦୁରେ ଜାଇ ମିଶୁଛନ୍ତି। ପୋଷ୍ଟରେ ଲାଖାଯାଇଛି 1740 ମସିହାରେ ବନା ଯାଇଥିବା ଏହି ରାମେଶ୍ୱରମ ମନ୍ଦିରର ସବୁ ସ୍ତମ୍ବକୁ ଗୋଟିଏ ବିନ୍ଦୁରେ ମିଶାଉଥିବା ତଥ୍ୟ ଆଶ୍ଚର୍ଯ୍ୟଜନକ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ […]
Continue Reading