କ’ଣ ନିର୍ଭୟା ଦୋଷୀ ବିନୟ କୁମାର ଷ୍ଟେପଲର ପିନ ଗିଳିଲେ? କେଉଁ ଦିଗକୁ ମୁଡୁଛି ନିର୍ଭୟା ମାମଲା? ଜାଣନ୍ତୁ ସତ।
ନିର୍ଭୟା ମାମଲାଟି ଏବେ ପର୍ଯ୍ୟନ୍ତ କୋର୍ଟରେ ଘୂରୁଅଛି। ଦୋଷୀଙ୍କୁ ଫାଂସୀ ଦେବା ତାରିଖ ପ୍ରତ୍ଯେକ ଥର ଘୁନ୍ଚି ଘୁନ୍ଚି ଯାଉଅଛି। ୨୪ ଫେବ୍ରୁଆରି ୨୦୨୦ ରେ ଆର.କେ.ନ୍ୟୁଜ ଓଡ଼ିଶାର ୟୁଟ୍ୟୁବ ଛେନାଲରେ ଗୋଟିଏ ଭିଡିଓ ପୋସ୍ତରେ ଏହା ଦେଖିବାକୁ ମିଳିଛି ଯେ ନିର୍ଭୟା କେସରେ ଗୋଟିଏ ନିନ୍ଦନୀୟ ଘଟଣା ଘଟିଛି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ନିର୍ଭୟା ଦୁଷ୍କର୍ମ କରିଥିବା ବିନୟ କୁମାର ତିହାର ଜେଲରେ ଗୋଟିଏ ଷ୍ଟେପଲର ପିନ ଖାଇଦେଇଛନ୍ତି। ଏହା […]
Continue Reading