କ’ଣ ରହସ୍ୟ ଲୁଚି ରହିଚି ମ୍ୟାଗୀ ପେକେଟରେ ଛପି ଥିବା ଇ-କୋଡର? କ’ଣ ଏହି ଇ-କୋଡରେ ଲୁଚି ରହିଚି ଗୋଟିଏ ରସାୟନ ଯେଉଁଟା ମାଛ ଓ ମାଁକ୍ସ ରୁ ପ୍ରାପ୍ତ ହୋଇଥାଏ? ଜାଣନ୍ତୁ ସତ।

୨୫ ଜାନୁଆରୀ ୨୦୨୦ ରେ ଓଡ଼ିଆ ଏକ୍ସପ୍ରେସ ସାଇଟରେ ଏହା ଦାବି କରା ଯାଇଅଛି ଯେ ନେସଲେ କମ୍ପାନୀ ଉତ୍ପାଦରେ ମ୍ୟାଗି, ଯେଉଁଥିରେ ଦର୍ଶାଯାଇଥାଏ ଯେ ଏହା ୧୦୦ ପ୍ରତିଶତ ଶାକାହାରୀ ଉତ୍ପାଦନ ଅଟେ ବୋଲି, ଏହା କମ୍ପାନୀ ଦ୍ୱାରା କରାଯାଇଥିବା ଏକ ଧୋକା ଅଟେ। ବାସ୍ତବରେ ମ୍ୟାଗିରେ କଣ କଣ ଜିନିଷ ମିଶାଯାଈଥାଏ ଏହାର ବିବରଣୀ ମ୍ୟାଗିର ପ୍ୟାକେଟରେ ପୁରା ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଏହାକୁ ଇ କୋଡ୍ କହନ୍ତି , ଯେଉଁଟା ସାଧାରଣ ଜନତା […]

Continue Reading

କ’ଣ ଦୁନିୟାର ସବୁଠାରୁ ବଡ ଶିବଳିଙ୍ଗ ଅରୁଣାଚଳ ପ୍ରଦେଶରେ ଅଛି? ଜାଣନ୍ତୁ ସତ୍ୟ।

୯ ମାର୍ଚରେ ଓଡ଼ିଆ  ନ୍ୟୁଜ ୨୪ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଅରୁଣାଚଳ ପ୍ରଦେଶ ରେ ରହିଛି ଦୁନିଆ ର ସବୁଠାରୁ ବଡ଼ ପ୍ରାକୃତିକ ଶିବଲିଙ୍ଗ I ଅରୁଣାଚଳ ପ୍ରଦେଶ ରେ ଅଗଣିତ ପାହାଡ଼ ଓ ପର୍ବତମାଳା ରହିଛି I ଏଠାରେ ବିରତମାନ ଥିବା ଶିବଲିଙ୍ଗ ସିଧେହେଶ୍ଵରଃ ମହାଦେବ ନାମ ରେ ପରିଚିତ ଅଟନ୍ତି I ଏହି ଶିବଲିଙ୍ଗ ପ୍ରାୟ ୨୬ ଫୁଟ ଉଚ୍ଚ ଓ ୨୨ ଫୁଟ […]

Continue Reading