କ’ଣ ଫୋଟୋରେ ଥିବା ଯୁବତୀ ନିର୍ଭୟା ଅଟନ୍ତି? କିଏ ଏହି ଯୁବତୀ ଓ କ’ଣ ତାଙ୍କ କାହାଣୀ? ଜାଣନ୍ତୁ ସତ୍ୟ।

କ’ଣ କାହାଣୀ ନିର୍ଭୟାଙ୍କର? ୧୬ ଡିସେମ୍ବର ୨୦୧୨ ମସିହାରେ ଦିଲ୍ଲୀରେ ହୋଇଥିବା ଗଣଦୁଷ୍କର୍ମ ଘଟଣା ଘଟି ଥିଲା। ୨୩ ବର୍ଷୀୟ ଜଣେ ମହିଳାଙ୍କ ସହିତ ଗୋଟିଏ ବସରେ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରି ଦିଆ ଯାଇଥିଲା। ସେହି ବସରେ ଆହୁରି ୬ ଜଣ ଯୁବକ ଥିଲେ ଓ ସେ ମାନେ ଏହି ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପୀଡ଼ିତାଙ୍କୁ ସିଙ୍ଗାପୁର ର ଗୋଟିଏ ହସ୍ପିଟାଲରେ ଚିକିତ୍ସା କରା ଯାଉ ଥିଲା କିନ୍ତୁ ଦୁଇ ଦିନ ପରେ ତାଙ୍କ […]

Continue Reading

କେନ୍ଦ୍ରାପଡ଼ାରେ 8 ଜଣ କୋରୋନା ସନ୍ଦିଗ୍ଧ ଚିହ୍ନଟ ଦାବି ମିଥ୍ୟା ଅଟେ। ଗୁଜବ ପ୍ରଚାର କରିବା ଅଭିଜୋଗରେ ପୋଲିସ 4 ଜଣକୁ ଗିରଫ କରିଛି।

କୋରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାର ଚାଲିଛି। ଲୋକ ଆତଙ୍କରେ ଅଛନ୍ତି। ଥଣ୍ଡା ,ଜ୍ୱର କିମ୍ବା କାଶ ହେଲେ ଲୋକଙ୍କ ମନରେ କୋରୋନା ଭାଇରସର ଡର ଲାଗି ରହିଛି। ଏମିତିରେ ଓଡ଼ିଶାରେ ଜଣେ କୋରୋନା ଭାଇରସ ସନ୍ଦିଗ୍ଧର ପୋଜେଟିଭ ଆସିଲା ପରେ ରାଜ୍ୟ ବ୍ୟାପି ଲୋକଙ୍କ ମନରେ ଭୟ ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏହାକୁ ନେଇ କିଛି ଖବର ଭାଇରଲ ହେଉଛି। ରାଜ୍ୟର ଅଲଗା ଅଲଗା ଜିଲ୍ଲାରୁ କୋରୋନା ସନ୍ଦିଗ୍ଧ ଥିବାର […]

Continue Reading