କ’ଣ ଭିଡିଓରେ କାନ୍ଦୁଥିବା ବ୍ୟକ୍ତି ଇଟାଲୀର ପ୍ରଧାନମନ୍ତ୍ରୀ? କ’ଣ କୋରୋନା ଭାଇରସ ସାମନାରେ ହାର ମାନି ଅସହାୟ ହୋଇ ଏପରି କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।
ବର୍ତମାନ ବିଶ୍ଵ ସାରା କୋରୋନା ର ହାହାକାର ବିସ୍ତାର ହୋଇଛି। ପ୍ରତ୍ଯେକ ଦିନ ଅନେକ ଲୋକଙ୍କଙ୍କ ସଙ୍କ୍ରାମାନ ଏବଂ ଅନେକ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସୁଣିବାକୁ ମିଳୁଛି। କୌଣସି ଔଷଧ ବା ଟୀକା ବାହାରି ନଥିବା ଜୋଗୁ ମଣିଷ ବର୍ତମାନ ଅସହାୟ ହେଇ ବସିଛି। ଭଗବାନଙ୍କ ସାହା ଭାରୋଷା ରେ ଜୀବନ ବିତଉଛନ୍ତି। ଏହି ସମୟରେ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ […]
Continue Reading