ଆକର୍ବେଲ୍ଟଜ୍ କଣ୍ଢେଇ ଫୋଟୋକୁ ଆଫ୍ରିକାରେ ଲକଡାଉନ ସମୟରେ ବିଚିତ୍ର ଜୀବ ଦେଖା ଜିବା ଦାବିରେ ଭାଇରାଲ କରାଯାଉଛୁ।
ବିଶ୍ୱରୁ କୋରୋନା ଭୟ କମୁ ନାହିଁ। ଅଦେକ ଦେଶ ଲକଡାଉନରେ ଅଛନ୍ତି। ଏଥି ମଧ୍ୟରେ କିଛି ଜିବଜନ୍ତୁ ରାସ୍ତାରେ ବୁଲୁଥିବାର ଦେଖା ଯାଉଛନ୍ତି ତ କେଉଁଠି ବିଚିତ୍ର ଜନ୍ତୁ ଦେଖା ଯାଉଛନ୍ତି। ସୋସିଆଲ ମିଡ଼ିଆରେ ଏପରି କିଛି ଖବର ପାଇଲେ କିଛି ସମୟ ମଧ୍ୟରେ ତହା ଭାଇରାଲ ହୋଇଯାଉଛି। 5 ଏପ୍ରିଲରେ ମଧ୍ୟ ଏପରି ଏକ ପୋଷ୍ଟ My ଓଡ଼ିଶା ପେଜରେ ଦେଖିବାକୁ ମିଳିଛି। ପୋଷ୍ଟରେ ଏକ ବିଚିତ୍ର ଜିବର କିଛି ଫୋଟୋ ଦିଆ ଯାଇଛି। ଜିବର […]
Continue Reading