କ’ଣ ଭିଡିଓରେ ଥିବା ଦମ୍ପତି ଇଟାଲୀ ର ଡାକ୍ତର? କ’ଣ କୋରୋନା ରୋଗୀଙ୍କର ଚିକିତ୍ସା କରିଥିବା ରୁ ତାଙ୍କ ମୃତ୍ୟୁ ଘଟି ଥିଲା? ଜାଣନ୍ତୁ ସତ୍ୟ।

ବିଗତ କିଛି ସପ୍ତାହ ଆଗରୁ ଗୋଟିଏ ଭିଡିଓ ସୋସିଆଲ ମିଡିଆ ଭାଇରାଲ ହେବା ଦେଖା ଯାଉଅଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ହସ୍ପିଟାଲରେ ଗୋଟିଏ ମହିଳା ଅସୁସ୍ଥ ଅବସ୍ତାରେ ଅଛନ୍ତି ଏବଂ ଗୋଟିଏ ଯୁବକ ତାଙ୍କ ପାଖକୁ ଆସି ତାଙ୍କୁ ପ୍ରେମ କରୁଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଏହି ଦମ୍ପତି ଇଟାଲୀ ର ଡାକ୍ତର ଓ ୧୩୪ କୋରୋନା ରୋଗୀଙ୍କ ଚିକିତ୍ସା କରିଲା ପରେ ଦୁଇ ଜଣଙ୍କ ମୃତ୍ୟୁ […]

Continue Reading

ବାରବାଙ୍ଗୀର ମକଡ୍ରିଲ ଭିଡିଓକୁ ଦିଲ୍ଲୀରୁ ଫେରାର ହୋଇଥିବା କରୋନା ରୋଗିକୁ ଧରିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ଆତଙ୍କ ଦେଶରୁ ସରିବାର ନାମ ନେଉ ନାହିଁ। ଏଥି ମଧ୍ୟରେ ଭିନ୍ନ ଭିନ୍ନ ଦାବି ସହିତ କରୋନାଭାଇରସ୍ ବିଷୟରେ ବିଭିନ୍ନ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ସୋସିଆଲ ମିଡିଆରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ  ଦାବି କରାଯାଉଛି ଯେ,  ଦିଲ୍ଲିରୁ କାର ଯୋଗେ  ଫେରାର ହେଉଥିବା କୋରୋନା ରୋଗୀକୁ ପୋଲିସ ରାସ୍ତାରେ ଧରିଲା।  ଭାଇରାଲ ଭିଡିଓରେ,କାରରୁ ବାହାରୁଥିବା ବ୍ୟକ୍ତି ଏକ କରୋନା ଭାଇରସ୍ ସଂକ୍ରମିତ ବୋଲି ଦାବି […]

Continue Reading

କ’ଣ ତାଲାବନ୍ଦ ସମୟରେ ପାକିସ୍ତାନର ଗୋଟିଏ ପରିବାର ନିଜ ପିଲାକୁ ଟିୟୁସନ ପଠେଇଲେ ବୋଲି ସେ ପିଲା ଘରକୁ ପୁଲିସ ଡାକି ଆଣିଲା? ଜାଣନ୍ତୁ ସତ୍ୟ।

Photo Credit: Livemint ୧ ମେ ରେ ଓଡ଼ିଶା ଏକ୍ସକ୍ଲୁସିଭ ନାମକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା କୁହା ଯାଇଅଛି ଯେ ମାହାମାରୀ ସମୟରେ ପୁଅ କୁ ଟିଉସନ ପଠେଇଲେ ବୋଲି ସେହି ପୁଅ ନିଜ ଘରକୁ ପୋଲିସ ଡାକି ଆଣିଲା। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ଭିଡିଓ ପାକିସ୍ତାନ ଦେଶର। ଏହି ଭିଡିଓରେ ଆମେ ଦେଖି ପାରିବା ଯେ ଗୋଟିଏ ପିଲା ପୋଲିସକୁ ନିଜ ଘରକୁ […]

Continue Reading