କ’ଣ 890 ବାରକୋଡ୍ ଦ୍ୱାରା ଜାଣିପାରିବେ କେଉଁ ଜିନିଷ ‘ମେଡ୍ ଇନ୍ ଇଣ୍ଡିଆ’ ଅଟେ ?
ଚାଇନାରୁ କୋରୋନା ମାହାମାରି ପୁରା ବିଶ୍ୱରେ ବ୍ୟାପିଥିବାରୁ ଚାଇନା ଏବେ ସମସ୍ତଙ୍କ ନଜରରେ ଆଛି। ଚାଇନାରୁ ଆସୁଥିବା ମାଲ ଏବଂ ଅନ୍ୟାନ୍ୟ ଜିନିସ କୁ ନ କିଣିବା ପାଇଁ ଦାବି କରାଯାଉଛି। ଏଥି ମଧ୍ୟରେ ବିଦେଶରୁ ଆସୁଥିବା ଜିନିସ ଏବଂ ଭାରତର ଜିନିସ କେଉଁଟା ତାହା ଜାଣିବା ପାଇଁ ସୋସିଆଲ ମିଡ଼ିଆରେ ଦୁଇଟି ବାର କୋଡ ଘୁରି ବୁଲୁଛି। ଯେଉଁଥିରେ କୁହା ଯାଉଛି ଯେ,890 ବାର କୋଡ଼ ଯେଉଁ ଜିନିଷରେ ଥିବ ତାହା ଭାରତର ଏବଂ 690 […]
Continue Reading