ହାଇଡ୍ରୋକ୍ସିଚ୍ଲୋରୋକାଇନ୍ ମେଡିଶିନର ଉଦ୍ଭାବନ ପ୍ରଫୁଲ୍ଲା ଚନ୍ଦ୍ର ରାୟ କରିଥିଲେ କି?

 ଔଷଧମାନଙ୍କ ମଧ୍ୟରେ ହାଇଡ୍ରୋକ୍ସି କ୍ଲୋରୋକାଇନ୍ ହେଉଛି ସାଧାରଣତ ଶୁଣାଯାଉଥିବା ନାମ।  ମାର୍ଚ୍ଚ 17 ରେ, ଇଟାଲୀ ମେଡିସିନ୍ ଏଜେନ୍ସିର IFA ବୈଜ୍ଞାନିକ ଆୟୋଗ COVID-19 ର ଚିକିତ୍ସା ପାଇଁ କ୍ଲୋରୋକାଇନ୍ ଏବଂ ହାଇଡ୍ରୋକ୍ସିଚ୍ଲୋରୋକାଇନ୍ ଅଫ୍ ଲେବଲ୍ ବ୍ୟବହାରକୁ ଅନ୍ତର୍ଭୁକ୍ତ କରିବା ଉପରେ ସକରାତ୍ମକ ମତ ପ୍ରକାଶ କରିଥିଲେ।  ଏହି ଔଷଧର କୋରୋନା ପ୍ରତିରକ୍ଷା ପାଇଁ ବ୍ୟବହୃତ ହେଉଥିବା ଖବର ପାଇବା ପରେ ବିଶ୍ୱର ସର୍ବବୃହତ ଔଷଧ ଉତ୍ପାଦନକାରୀ ଭାରତ ଏହାକୁ ଦାବି କରିବା ଆରମ୍ଭ କଲା। ହାଇଡ୍ରୋକ୍ଲୋରୋକାଇନ୍ […]

Continue Reading

ତିନି ବର୍ଷ ପୁରୁଣା ଭିଡ଼ିଓକୁ ଲକଡାଉନରେ ବହୁ ସଂଖ୍ୟାରେ ହାତୀ ଆସାମ ରୁ ମେଘାଳୟ ଯାଉଥିବା ଦାବିରେ ଭାଇରାଲ ହେଉଛି।

ଲକଡାଉନ ହେବା ସମୟଠାରୁ ପରିବେଷ କିଛି ମାତ୍ରାରେ ପ୍ରଦୁଷିତ ହେବା କମ ହୋଇଛି। ସୋସିଆଲ ମିଡ଼ିଆରେ ଏପରି କିଛି ଭିଡ଼ିଓ ଏବଂ ଫୋଟୋ ସାମ୍ନାକୁ ଆସିଛି ଯେଉଁଥିରେ ଲକଡାଉନ ସମୟରେ ପଶୁ ପକ୍ଷୀ ବାହାରେ ବୁଲୁଥିବା ଦାବିରେ ଭାଇରାଲ କରାଯାଇଛି। ସେହିପରି 2 ମେ ରେ   News Odisha ନାମକ ଜଣେ ଫେସବୁକ ୟୁଜର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ବହୁ ସଂଖ୍ୟାରେ ହାତି ଏକ ଗାଁରେ  ପ୍ରବେଶ କରୁଥିବାର ଦୃଶ୍ୟ ଦେଖା ଯଆଉଛି। […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ମେ ୨୦୨୦ ମସିହାରେ ଆସିଥିବା ଅମ୍ଫାନ ବାତ୍ୟାର ଅଟେ?

୨୦ ମେ ୨୦୨୦ ରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରେ ଆସିଥିବା ଅମ୍ଫାନ ବାତ୍ୟା ଭଉତ କ୍ଷତି ପହଞ୍ଚାଇଛି। ବାତ୍ୟା ସମୟରେ ପବନର ବେଗ ୧୯୦ କିଲୋମିଟର ପ୍ରତି ଘଣ୍ଟା ଥିଲା ବୋଲି ସୂଚନା ମିଳିଛି। ଏହି ବାତ୍ୟା ରେ ଘର ଦ୍ଵାର ନଷ୍ଟ ହେବା ସହିତ କିଛି ଲୋକଙ୍କ ମୃତ୍ୟୁ ହେଇ ଥିବା ଖବର ମଧ୍ୟ ସାମନା କୁ ଆସିଛି। ଓଡ଼ିଶା ରେ ୨ ଲୋକଙ୍କ ମୃତ୍ୟୁ ହେଇଛି ବୋଲି ସୂଚନା ମିଳିଛି। ସୋସିଆଲ […]

Continue Reading