କ‘ଣ ଏହି ବ୍ୟକ୍ତି କେରଳରେ ମୃତ୍ୟୁ ହୋଇଥିବା ଗର୍ଭବତି ହାତୀକୁ ପଣସରେ ବାଣ ପୁରାଇ ଖାଇବାକୁ ଦେଇଥିଲା?
କେରଳରେ ଏକ ଗର୍ଭବତୀ ହାତୀକୁ ଲୋକମାନେ ସପୁରିରେ ବାମ୍ ରଖି ଖାଇବାକୁ ଦେଇଥିଲେ। ଯେଉଁଥିରେ ଗର୍ଭବତୀ ହାତୀକୁ ଯନ୍ତ୍ରଣା ହୋଇଥିଲା। ଲୋକମାନଙ୍କର ଏପରି ନିଷ୍ଠୁରତା କାମ ପାଇଁ ଗର୍ଭବତି ହାତୀ ପେଟରେ ଥିବା ଛୁଆର ମଧ୍ୟ ମୃତ୍ୟୁ ହେବା ସହ ହାତୀର ମଧ୍ୟ ମୃତ୍ୟୁ ହୋଇଛି। ଏଥିପାଇଁ କେରଳ ପୋଲିସ ଏହି ମାମଲାରେ କିଛି ଲୋକଙ୍କ ନାମରେ ମାମଲା ରଜୁ କରିଛି। ତେବେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ, […]
Continue Reading