କର୍ଣ୍ଣାଟକରେ ବିଜେପି କର୍ମୀ ପାକିସ୍ତାନୀ ପତାକା ଉଡାଇ ଧରାପଡିଥିବା ଦାବି ମିଥ୍ୟା ଅଟେ।

17 ଜୁଲାଇରେ Amar Ravan ନାମକ ଜଣେ ଫେସବୁକ ଆକାଉଣ୍ଟରେ ଜଣେ ବ୍ୟକ୍ତିଙ୍କ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ଏହା ବ୍ୟକ୍ତି କର୍ଣ୍ଣାଟକରେ ବୁର୍ଖା ପିନ୍ଧି ପାକିସ୍ତାନ ପତକା ଉଡାଉ ଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକଜୁ ଅନେକଥର ସେୟାର କରାଯାଇଛି। ପୋଷ୍ଟରେ ବ୍ୟକ୍ତିର ଫେସବୁକ ପେଜ ଫୋଟୋ ପୋଷ୍ଟ କରାଯାଇଛି। ଯୋଉଁଥିରେ ଦାବି କରାଯାଇଛି ଯେ, ବ୍ୟକ୍ତି ବିଜେପି କର୍ମି ଅଟେ। ବ୍ୟକ୍ତିର ନାମ Siddu Paragond ଅଟେ। ତେଳେ ପୋଷ୍ଟର ଲିଙ୍କ […]

Continue Reading

କ’ଣ ମେକ୍ ଇନ ଇଣ୍ଡିଆ ଅନ୍ତର୍ଗତ ମୋଦୀ ସରକାର ୯୯୯ ଟଙ୍କାରେ ୩ ଟି ଖଦି ମାସ୍କ ବିକୁଛନ୍ତି? ଜାଣନ୍ତୁ ସତ୍ୟ।

୨୪ ଜୁଲାଇ ରେ ଜଣେ ଫେସବୁକ ୟୁଜର ସାରେ ଜାହାନ ସେ ଅଛା ହିନ୍ଦୁସ୍ତାନ ହମାରା ନାମକ ଫକେବୂକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି। ଏହି ଫୋଟୋ ଖଦି ମାସ୍କର ବିଜ୍ଞାପନ ଅଟେ। ୩ ଟି ମାସ୍କର ଦାମ ୯୯୯ ଟଙ୍କା ବୋଲି ଲେଖା ଯାଇଅଛି। ଏହି ପୋଷ୍ଟର ବିଜ୍ଞାପନ ରେ ମୋଦୀ ଜି ଏବଂ ମେକ୍ ଇନ ଇଣ୍ଡିଆ ଲେଖା ଯାଇଥିବା ମଧ୍ୟ ଦେଖିବା କୁ ମିଳିଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି […]

Continue Reading

କ’ଣ ନିଜ ହଜି ଯାଇଥିବା ଝିଅର ରିପୋର୍ଟ ଦାଖଲ କରି ଆସିଥିବା ମହିଳା ସହିତ ପୋଲିସ ଏପରି ଦୁର୍ବ୍ୟବହାର କରିଛି? ଜାଣନ୍ତୁ ସତ୍ୟ।

୨୫ ଜୁଲାଇ ରେ ଜଣେ ଫେସବୁକ ୟୁଜର ଓଡ଼ିଆ ସ୍କ୍ରାପ ନାମକ ଫେସବୁକ ଗ୍ରୁପରେ ନ୍ୟୁଜ ୧୮ ଚ୍ୟାନାଲ ଦ୍ଵାରା ପ୍ରସାରିତ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଭିଡିଓରେ ଦେଖା ଯାଉଥିବା ମହିଳା ଜଣକ ନିଜ ହଜି ଯାଇଥିବା ଝିଅର ରିପୋର୍ଟ ଦାଖଲ କରିବା ପାଇଁ ପୋଲିସ ଥାନା ଆସିଥିବା ସମୟରେ ପୋଲିସ କର୍ମଚାରୀ ତାଙ୍କ ସାହି ଏପରି ଦୁର୍ବ୍ୟବହାର କରିଲେ।  Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି […]

Continue Reading

କ’ଣ କୋରୋନା ସମୟରେ ନବୀନ ପଟନାୟକ କାଳିଆ ଯୋଜନା ଅନ୍ତର୍ଗତ ସମସ୍ତ ଚାଷୀ ମାନଙ୍କୁ ମିଳିଥିବା ଟଙ୍କା ଫେରସ୍ତ କରିବା ପାଇଁ କହିଛନ୍ତି? ଜାଣନ୍ତୁ ସତ୍ୟ।

ଆର୍ଥିକ ସାହାଜ୍ଯତା ଦେବା ପାଇଁ ନବୀନ ସରକାର କଳିୟା ଯୋଜନା ଅନ୍ତର୍ଗତ ରାଜ୍ୟର ଚାଷୀଙ୍କୁ ପ୍ରତ୍ଯେକ ବର୍ଷ 10000 ଟଙ୍କା ଦେବା ନିଷ୍ପତ୍ତି ନେଇ ଥିଲେ। ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ସ୍ତରରେ ଚାଷୀଙ୍କୁ ପଇସା ଦିଆ ଯାଇଥିଲା। ରାଜ୍ୟରେ କୋରୋନା ପାଇଁ ଆର୍ଥିକ ସ୍ଥିତି ଦୁର୍ବଳ ପଡ଼ିଥିବାରୁ ବର୍ତମାନ ଏପରି ଖବର ସାମନା କୁ ଆସିଛି ଯେ ନବୀନ ସରକାର କାଳିଆ ଯୋଜନା ଅନ୍ତର୍ଗତ, ଚାଷୀ ମାନଙ୍କୁ  ଦିଆ ଯାଇଥିବା ପଇସା ଫେରସ୍ତ କରିବା ପାଇଁ […]

Continue Reading

ରାମନାଥ ସିଂ ରାଫେଲ ପରିଦର୍ଶରେ ପହଞ୍ଚିଥିବା ଫୋଟୋ 2019ର ଅଟେ।

29 ଜୁଲାଇରେ ଭାରତ ରାଫେଲ ପହଞ୍ଚିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭରତରେ ରାଫେଲ ପହଞ୍ଚିଲା ପରେ ରାଜନାଥ ସିଂ ରାଫଲ ପରିଦର୍ଶନ କରିଥିବାର ଫୋଟୋ ଅଟେ। Subrajeet Dash ନାମକତ ଜଣେ ଫେସବୁକ ୟୁଜର ତାଙ୍କ ଆକାଇଣ୍ଟରେ ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଭାରତରେ ପହଞ୍ଚିଲା ରାଫେଲ ବିମାନ। ରାଫେଲ ବିମାନ ପରିଦର୍ଶନ କଲେ ମାନନୀୟ ପ୍ରତିରକ୍ଷା […]

Continue Reading

କ’ଣ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଏହି ମୁଦ୍ରା ଜନସାଧାରଣ ଲୋକଙ୍କ ବ୍ୟବହାର ପାଇଁ ବାହାର କରିକି? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ୱ୍ହାତ୍ସଏପ୍ ମାଧ୍ୟମରୁ ଆମକୁ କିଛି ମୁଦ୍ରା ଏବଂ ଟଙ୍କା ଫୋଟୋର ଫେକ୍ଟ ଚେକ କରିବା ପାଇଁ ଅନୁରୋଧ ଆସିଲା। ଏହି ମୁଦ୍ରାର ସଂଖ୍ୟା ୬୦ ଟଙ୍କା ରୁ ନେଇ ୧୦୦୦ ଟଙ୍କା ତକ ଥିବା ଦେଖିବା କୁ ପାଇଲୁ। ଏହା ପରି ଆମକୁ କିଛି ସବୁଜ ରଙ୍ଗ ନୋଟ୍ ମଧ୍ୟ ଦେଖିବା କୁ ମିଳିଲା ଯାହାର ସଂଖ୍ୟା ୨ ଟଙ୍କା ରୁ ନେଇ ୩୫୦ ଟଙ୍କା ପର୍ଯ୍ୟନ୍ତ ଅଛି।  Archive ତଳେ ଆମେ […]

Continue Reading

ରାମ ମନ୍ଦିର ଭୁମି ପୂଜନ ପାଇଁ ଅଯୋଧ୍ୟାକୁ ଗେରୁଆ ରଙ୍ଗରେ ସଜାଯାଇଛି କି?

5 ଅଗଷ୍ଟରେ ଅଯୋଧ୍ୟାରେ ପୂଜା ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବଡ ଚେହେରା ପହଞ୍ଚିବେ।  ଏହି ଇତିହାସିକ ଦିନ ପାଇଁ ଅଯୋଧ୍ୟାକୁ ମଧ୍ୟ ସଜାଯାଇଛି।  ସୋସିଆଲ ମିଡିଆରେ କିଛି ଫୋଟୋ ବହୁତ ଭାଇରାଲ ହେବାରେ ଲାଗିଛି।  ଘର ଗୁଡିକୁ  ଗେରୁଆ ରଙ୍ଗରେ ଆଙ୍କାଯାଇଥିବା କିଛି ଫୋଟୋ ଭାଇରାଲ ହେଉଛି।  ଯେଉଁଥିରେ ହିନ୍ଦୁ ଦେବତାମାନଙ୍କର ଚିତ୍ର ଅଙ୍କା ଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଏହି ଫୋଟୋଗୁଡ଼ିକ ଅଯୋଧ୍ୟାର ଅଟେ, ଯାହା […]

Continue Reading

ରାମ ମନ୍ଦିର ଭୂମିପୂଜନ ଖୁସିରେ ମୁସ୍ଲିମ ମହିଳାମାନେ ରାକ୍ଷୀ ଏବଂ ହାତରେ ବିଜେପି ଚିହ୍ନ କରିଛନ୍ତି ?

ରାମ ମନ୍ଦିର ନିର୍ମାଣ ନେଇ ଦେଶରେ ଉତ୍ସାହ ଲାଗି ରହିଛି। କୋରୋନା ସଂକ୍ରମଣ ସଂଙ୍କଟ ମଧ୍ୟରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଲୋକଙ୍କ ସାନ୍ତତ୍ୱନା ଦେଉଛି ଯେ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭର ପରେ ଦେଶରେ କୋରୋା ସଂକ୍ରମଣ ସଂଖ୍ୟା କମିବାରେ ଲାଗିବ। ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଦେବାରେ ଲଗିଛନ୍ତି।  ଏଥମଧ୍ୟରେ ସୋସିଆଲ ମିଡିଆରେ ମୁସ୍ଲିମ ମହିଳାଙ୍କ କିଛି ଫୋଟୋ ଭାଇରାଲ ହେଉଛି, […]

Continue Reading

କ’ଣ ଭୁବନେଶ୍ବର ର ମାଞ୍ଚେଶ୍ଵର ଅଞ୍ଚଳରେ ସ୍ଥାପିତ ରିଶତା ଅଟା କାରଖାରେ କୋରୋନା ରୋଗୀ ଚିହ୍ନଟ ହେଇଛନ୍ତି? ଜାଣନ୍ତୁ ସତ୍ୟ।

୨୫ ଉଲାଇ ରେ ୱ୍ହାତ୍ସ ଏପ୍ ମାଧ୍ୟମରୁ ଆମକୁ ଗୋଟିଏ ପୋଷ୍ଟ ଇଶୟରେ ସତ୍ୟ ଯାଞ୍ଚ କରିବାର ଅନୁରୋଧ ଆସିଲା। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଭୁବନେଶ୍ବର ର ମାଞ୍ଚେଶ୍ଵର ଅଞ୍ଚଳ ରେ ସ୍ଥାପିତ ରିଶତା ଅଟା କାରଖାନା ରେ ପାଖାପାଖି ୬୯ କର୍ମଚାରୀ କୋରୋନା ଚିହ୍ନଟ ବାହାରିଛନ୍ତି। ଏହି କାରଣରୁ ଲୋକଙ୍କୁ ରିଶତା ଅଟା ବା ରିଶତାର ଅନ୍ୟ ଉତ୍ପାଦ ନଖାଇବା ପାଇଁ ଅନୁରୋଧ କରା ଯାଇଅଛି।  Archive ଆମ ଅନୁସନ୍ଧାନ:  ଆମ […]

Continue Reading

ଜୁଲାଇ ମାସରେ ଆସାମରେ ହୋଇଥିବା ବନ୍ୟା ପାଇଁ ଅକ୍ଷୟ କୁମାର 2 କୋଟି ଟଙ୍କା ଦାନ କରିଥିବା ଖବର ମିଥ୍ୟା ଅଟେ।

ଦେଶରେ କୌଣସି ବିପଦ ଆସିଲେ ଅକ୍ଷୟ କୁମାର ସଦାବେଳେ ଚର୍ଚ୍ଚାରେ ଥାନ୍ତି। ପୁଲବାମା ହାମଲା , ଚେନ୍ନାଇ ବନ୍ୟା କିମ୍ବା କୋରୋନା ସଂକ୍ରମଣ ସୟରେ ହଉ। ଏବେ ଆସାମ ବତ୍ୟା ପରଠାରୁ ସୋସିଆଲ ମିଡିଆରେ ଅକ୍ଷୟ କୁମାର ପୁଣି ଚର୍ଚ୍ଚାରେ ଅଛନ୍ତି। ଦାବି କରାଯାଉଛି, ଅକ୍ଷୟ କୁମାର ଆସାମ ବନ୍ୟା ପାଇଁ 2 କୋଟି ଟଙ୍କା ଆସାମକୁ ସାହାଯ୍ୟ ଦେଲେ। Partha sarathi lenka ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଅକ୍ଷୟ କୁମାରଙ୍କ ଫୋଟୋ […]

Continue Reading

ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରସ୍ତାବିତ ଡିଜାଇନ୍ ଫୋଟୋ କି?

5 ଅଗଷ୍ଟରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ଭୂମି ପୂଜନ ହେବ। ଏଥି ପାଇଁ ଜୋରଦାର ପ୍ରସ୍ତୁତି ଲାଗି ରହିଛି। ରାମ ମନ୍ଦିର ନିର୍ମାଣ ପାଇଁ ଦେଶରେ ଆଗରୁ ଅନେକ ଉତ୍ସାହ ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ରାମ ମନ୍ଦିରର ପ୍ରସ୍ତୁତି ଡିଜାଇନ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  Singh Mukti ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ମନ୍ଦିର ଫୋଟୋ ପୋଷ୍ଟ […]

Continue Reading

ନିର୍ଭୟାକୁ ନ୍ୟାୟ ଦେଇଥିବା ଓକିଲ ସୀମା ସମ୍ରିଧୀ ଏବେ ସୁଶାନ୍ତ ସିଂ ହତ୍ୟା ମାମଲା ଲଢ଼ିବେ ?

ସୂଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଆଲୋଚନାର ଲାଗି ରହିଛି । କିଛି ଫିଲ୍ମସ୍ଟାରଙ୍କୁ ତାଙ୍କ ମୃତ୍ୟୁର କାରଣ ବୋଲି କୁହା ଯାଉଛି ତ କେବେ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ନୁହେଁ ହତ୍ୟା ଘଟଣା ବୋଲି କୁହାଯାଉଛି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ସିବିଆଇ ଜାଞ୍ଚ କରିବା ପାଇଁ ଦାବି କରୁଛନ୍ତି। ଏଥିମଧ୍ୟରେ ଅନ୍ୟ ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ, ନିର୍ଭୟା କେସ ଲଢିଥିବା ଓକିଲ ଏବେ […]

Continue Reading

କ’ଣ ବନ୍ଦ ପାଣି ରୁ ବିଦ୍ୟୁତ ଉତ୍ପାଦନ କରିଲା ପରେ ସେହି ପାଣି ଖେତରେ ଯାଇ ଲାଭଜଣକ ହୁଏ ନାହିଁ ବୋଲି ଅଶୋକ ଗେହ୍ଲୋଟ କହିଛନ୍ତି? ଜାଣନ୍ତୁ ସତ୍ୟ।

୨୩ ଜୁଲାଇ ରେ ଜେନ ଫେସବୁକ ୟୁଜର ଓଡ଼ିଶା ଖବର ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ଦାବି କରିଛନ୍ତି ଯେ କଂଗ୍ରେସ ନେତା ଅଶୋକ ଗେହ୍ଲୋଟ ଏହି ୧୬ ସେକେଣ୍ଡ ଭିଡିଓରେ କହୁଛନ୍ତି ଯେ ଗୋଟିଏ ବନ୍ଦ ବନା ହେଉଛି ଆଉ ସେଇ ବନ୍ଧ ପାଣି ରୁ ବିଦ୍ୟୁତ ଉତ୍ପାଦନ କରା ଜୀବ। ଯେତେବେଳେ ପାଣିରୁ ସବୁ ବିଦ୍ୟୁତ ବାହାରି ଜୀବ ଆଉ ଯେତେ ବେଳେ ଏହି ପାଣି […]

Continue Reading

ଅମିତାଭ ବଚ୍ଚନଙ୍କ କୋରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ ଆସିଥିବା ଖବର ମିଥ୍ୟା ଅଟେ।

11 ଜୁଲାଇରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ବହୁ ସମେତ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏବଂ ତାଙ୍କର ନାନବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନି ଯାଇଥିଲା। ଏବେ ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ଖବର ଭାଇରାଲ ହେଉଛି।  News7 ଖବର ପେଜରେ 23 ଜୁଲାଇରେ ଏହି ଖବର ପ୍ରକାଶିତ କରାଯାଇଛି। ଏବଂ ଦାବି କରାଯାଇଛି ଯେ, […]

Continue Reading

ଅମୁଲ ବିଜ୍ଞାପନ ନାମରେ ଭାଇରାଲ ହେଉଥିବା ବିଜ୍ଞାପନ ପୋଷ୍ଟର ମିଥ୍ୟା ଅଟେ।

21 ଜୁଲାଇରେ Kapilash Gupta ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଅମୁଲର ଏକ ବିଜ୍ଞାପନ ସେୟାର କରିଛନ୍ତି। ପୋଷ୍ଟ କରାଯାଇଥିବା ବିଜ୍ଞାପନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଉପେର ପରିହାସ କରାଯାଇଛି। ବିଜ୍ଞାପନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସହ ଗାନ୍ଧୀ ପରିବାର ଦେଶକୁ ଧୀରେ ଧୀରେ ନଷ୍ଟ କରୁଥିବା ନେଇ ଚିତ୍ର ଅଙ୍କା ଯାଇଛି। ପୋଷ୍ଟରେ ଲେଥା ଯାଇଛି  “ଜେଜେବାପା ଖାଇଲେ, ଜେଜେମା ଖାଇଲେ, ବାପା ଖାଇଲେ, ମା ଖାଇଲେ, […]

Continue Reading

ନେପାଲ ପ୍ରଧାନମନ୍ତ୍ରୀ ନାମରେ ଭାଇରାଲ ହେଉଥିବା ଟ୍ୱିଟ ମିଥ୍ୟା ଅଟେ।

23 ଜୁଲାଇରେ Dekh bhai odia trolls ନାମକ ଏକ ଫେସବୁକ ପେଜରେ ନେପାଳର ପ୍ରଧାନମନ୍ତ୍ରୀ K P Sharma Oliର ଏକ ଟ୍ୱିଟ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭୁବନେଶ୍ୱରରେଥିବା ପାଲ ହାଇଟ୍ସ ( PAL HEIGHTS) ପ୍ରକୃତରେ ନେପାଲ ହାଇଟ୍ସ (NEPAL HEIGHTS) ଅଟେ। ପୋଷ୍ଟରେ ନେପାଳ ପ୍ରଧାନମ୍ନତ୍ରୀ ଓଲିଙ୍କର ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ଲାଗିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 153ଥର […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଏହି ବର୍ଷ ଆସାମ ରେ ଆସିଥିବା ବନ୍ୟାର ଅଟେ? ଜାଣନ୍ତୁ ସତ୍ୟ।

୨୨ ଜୁଲାଇ ରେ ଜଣେ ଫେସବୁକ ୟୁଜର ଓଡ଼ିଆ ଭାରି ବଢିୟା ନାମକ ଫେସବୁକ ଗ୍ରୁପ ରେ କିଛି ଫୋଟୋ ପୋଷ୍ଟ କରି ଦାବି କାରୋଛନ୍ତି ଯେ ଏହି ଫୋଟୋ ଗୁଡ଼ିକ ଏହି ବର୍ଷ ଆସାମ ରେ ଆସିଥିବା ବନ୍ୟାର ଫୋଟୋ ଅଟେ। ଏହି ପୋଷ୍ଟରେ କୁହା ଯାଇଅଛି ଯେ କିଛି ଲୋକେ ବନ୍ୟା ଜଳରୁ ଅଳ୍ପ କିଛି ଚାଷରୁ ଅମଳ ଧାନ, ଘରୋଇ ସାମଗ୍ରୀ ଏବଂ ଗୃହ ପାଳିତ ପଶୁଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ […]

Continue Reading

ବିହାର ସିୱାନ ସଦର ହସ୍ପିଟାଲ ବାହାରେ ପଡିଥିବା ମହିଳା କୋରୋନା ରୋଗୀ ନୁହଁନ୍ତି।

କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଅନେକ ଖବର ଏପରି ସାମ୍ନାକୁ ଆସୁଛି ଯେ, ଜାହାର ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଏବଂ ଆଲୋଚନା କରାଯାଉଛି। ସୋସିଆଳ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ, ବିହାର ରାଜ୍ୟର ସିୱାନ ସଦର ହସ୍ପିଟାଲ ବାହାରେ ଏକ ମହିଳା ରୋଗୀ ଜରୁରୀକାଳୀନ ୱାର୍ଡ ସମ୍ମୁଖରେ ପଡ଼ିଯାଇଥିଲେ। ମହିଳାକୁ କୋରୋନା ହୋଇଥିବା ନେଇ ଦାବି କରାଯାଉଛି। ସକାଳ ଲଗାତାର ବର୍ଷା ହେଉଥିଲା ଏବଂ ମହିଳା ହସ୍ପିଟାଲ ବାହାରେ […]

Continue Reading

କ’ଣ ଆଣ୍ଠୁଏ ବର୍ଷା ପାଣିରେ ସମ୍ବିତ ପାତ୍ରଙ୍କ ଚାଲୁ ଥିବା ଏହି ଫୋଟୋ ଭୁବନେଶ୍ବର ସହର ର ଅଟେ? ଜାଣନ୍ତୁ ସତ୍ୟ।

୨୧ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା  ନାମକ ଫେସବୁକ ଗ୍ରୁପରେ ସମ୍ବିତ ପାତ୍ରଙ୍କର ଆଣ୍ଠୁଏ ବର୍ଷା ପାଣି ରେ ଚାଲୁ ଥିବା ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ ଏହା ଭୁବନେଶ୍ବର ର ଘଟଣା ଅଟେ। ଏହି ଫୋଟୋରେ ଆମେକୁ ଦେଖିବା କୁ ମିଳିଛି ଯେ ସମ୍ବିତ ପାତ୍ର ଜଣେ ବ୍ୟକ୍ତିଙ୍କ ସହିତ ବର୍ଷା ପାଣିରେ ଚାଲୁଛନ୍ତି। ସେ ଗୋଟିଏ ହାତରେ ଛତା ଏବଂ ଆଣି ହାତରେ ନିଜ ଜୋଟା […]

Continue Reading

କୋରୋନା ର pH ସ୍ତର କେତେ ଅଟେ? କ’ଣ କ୍ଷାର ଖାଦ୍ୟ ସେବନ କରିଲେ କୋରୋନା ନଷ୍ଟ ହେଇଥାଏ? ଆସନ୍ତୁ ସତ୍ୟ କଣ ଜାଣିବା।

କୋରୋନା ନେଇ ଲୋକଙ୍କ ମଧ୍ୟରେ ସଚେତନା ନ ବଢେଇ ସୋସିଆଲ ମିଡିଆରେ କୋରୋନା ବିଷୟରେ ଅନେକ ଗୁଜବ ଭାଇରାଲ କରା ଯାଉଅଛି। ଏହା ମଧ୍ୟରୁ ଆମେ ଦେଖିବା କୁ ପାଇଛୁ ଯେ କିଛି ପୋଷ୍ଟ ଘରେ ତିୟାରି ପ୍ରତିକାର କୁ ନେଇ ଅନେକ ମେସେଜ ଭାଇରାଲ କରା ଯାଉଅଛି। ଏପରି ଗୋଟିଏ ପୋଷ୍ଟ ଆମ ସାମନା କୁ ଆସିଛି ଯେଉଁ ଥିରେ ଦାବି କରା ଯାଇଅଛି ଯେ କ୍ଷାର ଖାଦ୍ୟ ସେବନ କରିଲେ କୋରୋନା ନଷ୍ଟ ହୋଇଥାଏ। […]

Continue Reading

ଆସାମ ବନ୍ୟାରେ ଏହି ବାଳକ ଏକ ହରିଣକୁ ଉଦ୍ଧାର କରିଥିଲା କି?

ଆସାମରେ ବାତ୍ୟା କାରଣରୁ ଚିନ୍ତା ବଢ଼ିବାରେ ଲାଗିଛି। କୋରୋନା ସଂକ୍ରମଣ ଦାଉରୁ ରକ୍ଷା ମିଳିନଥିବା ବେଳେ ଆସାମ ଉପରେ ବାତ୍ୟାର ପ୍ରଭାବ  ସମସ୍ୟା ବଢ଼ାଉଛି। ସୋସିଆଲ ମିଡିଆରେ ଆସାମ ବାତ୍ୟାର କିଛି ଫୋଟୋ ଭାଇରାଲ ହେଉଛି। 20 ଜୁଲାଇରେ  ସେବା ଫାଉଣ୍ଡେସନ୍ ଦ୍ୱିତୀୟ ଖାତା ନାମକ ଏକ ଫେସବୁକ ପେଜ ଆକାଉଣ୍ଟରେ ଆସାମ ବତ୍ୟାର କିଛି ଫୋଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ପିଲା ପାଣି ଭିତରୁ ହରିଣକୁ ବଞ୍ଚାଇ ବାହାରକୁ ଆଣୁଛି। ଫୋଟୋରେ ଦାବି କରାଯାଇଛି […]

Continue Reading

କ’ଣ ରାସ୍ତା ରେ ଚାଲୁ ଥିବା ବାଘର ଭିଡିଓ ସମ୍ବଲପୁର – ବୁର୍ଲା ରାଜପଥ ଘଟଣା? ଜାଣନ୍ତୁ ସତ୍ୟ।

୧୭ ଜୁଲାଇ ରେ ୱ୍ହାତ୍ସ ଏପ୍ ମାଧ୍ୟମରେ ଆମକୁ ଗୋଟିଏ ଭିଡିଓର ଅନୁସନ୍ଧାନ କରିବା ପାଇଁ ନିବେଦନ କରା ଯାଇଅଛି। ଏହି ଭିଡିଓରେ ଗୋଟିଏ ବାଘ ରାସ୍ତାର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଆରାମ ସେ ଚାଲି ଚାଲି ଯାଉଥିବା ଦେଖିବା କୁ ମିଳିଛି। ରାତ୍ରିର ଏହି ସମୟରେ କିଛି ଲୋକ ଏହି ବାଘର ଭିଡିଓ ଉଠେଇଛନ୍ତି। ଏହା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଦେଖିବା କୁ ମିଳିଛି।  Archive ଏହି […]

Continue Reading

ବିହାର ସରକାର ସତ୍ତର ଘାଟ ବ୍ରିଜ ଭାଙ୍ଗି ଯାଇଥିବା ଦାବିକୁ ଖଣ୍ଡନ କରିଛି।

ଜୁନ 16 ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୋପାଳଗଞ୍ଜ ଜିଲ୍ଲାର ଗାନ୍ଧକ ନଦୀରେ ରାମଜାନକି ପଥ ନାମରେ ଜଣାଶୁଣା ସତ୍ତରଘାଟ ବ୍ରିଜ ଉଦଘାଟନ କରିଥିଲେ। ତେବେ ଉଦଘାଟନ ହେବାର ମାତ୍ର 29 ଦିନ ପରେ ଏହି ବ୍ରିଜ ଭାଙ୍ଗି ଯାଇଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରବଳ ବର୍ଷା କାରଣରୁ ଗଣ୍ଡକ ନଦୀ କୂଳରେ ଥିବା ବ୍ରିଜର ଏକ ଅଂଶ ଭୁଶୁଡି ପଡିଛି। 16 ଜୁଲାଇରେ Baalia […]

Continue Reading

କ’ଣ ମଦ ସେବନ କରିଲେ କୋରୋନା ଭୂତାଣୁ ନଷ୍ଟ ହୋଇଥାଏ? କ’ଣ ବର୍ତମାନ ବଜାରରେ ମଦ ବୋତଲ ରେ ଏନ୍ଟି କୋରୋନା ଲେଖା ହେଇଥିବା ମିଳୁଛି? ଜାଣନ୍ତୁ ସତ୍ୟ।

ବିଶ୍ଵରେ କୋରୋନା ବ୍ୟାପିବା ପରେ ଏହା କୁ ନେଇ ଅନେକ ଗୁଜବ ସୃଷ୍ଟି ହେଇଛି। ଏହା କୁ ନେଇ ଲୋକେ ସୋସିଆଲ ମିଡିଆ ରେ ନିଜ ମତ ଏବଂ ପରାମର୍ଶ ଦେଇଥିବା ଦେଖିବା କୁ ମଧ୍ୟ ମିଳିଛି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ପରି ଅନେକ ଗୁଜବ ଯେଉଁଟା ସୋସିଆଲ ମିଡିଆରେ ଭାଇରାଲ ହେଇଛି ତାହା ବୁସେରେ ସତ୍ୟ ଲୋକଙ୍କ ସାମନା କୁ ଆଣିଛି। ୧୪ ଜୁଲାଇ ୨୦୨୦ ରେ ଜଣେ ବ୍ୟକ୍ତି ଶରେଛାତ ଏପ୍ ରେ […]

Continue Reading

କ’ଣ ଭାରତରେ ପ୍ରଥମଥର ପାଇଁ ଏହି ହଳଦିଆ ବେଙ୍ଗ ଦେଖା ଯାଇଛନ୍ତି ?କଣ ଏହା ବିଷାକ୍ତ ଅଟନ୍ତି ?

କୋରୋନା ପରେ ଦେଶରେ ଅନେକ ଅସାଧାରଣ ଜିନିଷ ଦେଖିବାକୁ ମିଳୁଛି। କେବେ ପଙ୍ଗପାଳ ତ କେବେ ଅନ୍ୟ କିଛି। ଏହାକୁ ଲୋକମାନେ ଅଶୁଭ ସଂଙ୍କେତ ଭାବେ ଗ୍ରହଣ କରୁଛନ୍ତି। ସେହି ପରି କିଛି ଦିନ ପୂର୍ବେ ମଧ୍ୟପ୍ରଦେଶରେ ହଳଦିଆ ବେଙ୍ଗ ଦେଖା ଯିବା ପରେ ଲୋକଙ୍କ ମନରେ ଭୟ ବିଢ଼ି ଯାଇଛି। ଏହା ଛଡ଼ା ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। 15 ଜୁଲାଇରେ Singh mukti ନାମକ ଜଣେ ଫସବୁକ ୟୁଜର ତାଙ୍କ […]

Continue Reading

କ’ଣ ଭାରତର ପ୍ରଥମ ପ୍ଲାଜମା ବ୍ୟାଙ୍କ ନବୀନ ସରକାର ଓଡ଼ିଶାରେ ସ୍ଥାପିତ କରିଲେ? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସ ଟୀକା ଆବିଷ୍କାର କରିବା ପାଇଁ ଅନେକ ଦେଶ ଅନୁସନ୍ଧାନ କରୁଛନ୍ତି। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ସମ୍ପୂର୍ଣ ଭାବେ ସଫଳ ହେଇ ନାହିଁ। ଏହି ସମୟରେ ପ୍ଲାଜମା ଥେରାପି ନାମକ ଗୋଟିଏ ଚିକିତ୍ସା ପ୍ରଣାଲି ସାମନା କୁ ଆସିଛି। ଗତ କାଲୀ ୧୬ ଜୁନରେ ଜେନ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଚନ୍ତି। ଏହି ଭିଡିଓରେ କୁହା ଯାଇ ଅଛି ଯେ ପ୍ଲାଜମା ଥେରାପି ସାହାଯ୍ୟରେ କୋରୋନା ରୋଗୀଙ୍କୁ ମୃତ୍ୟୁରେ ବଞ୍ଚାଇବା […]

Continue Reading

କ’ଣ ଅରକୃତର ରେ ଏହି ଶିଶୁର ତିନୋଟି ଆଖି ଅଛି? କ’ଣ ଏହୋ ଶିଶୁର ଜନ୍ମ ଛତ୍ତିସଗଡ଼ ରେ ହେଇଛି? ଜାଣନ୍ତୁ ସତ୍ୟ।

ଦୁନିୟାରେ କିଛି ବିଚିତ୍ର ଏବଂ ଆଶ୍ଚର୍ଯ୍ୟ କରି ଦେବା ଖବର ଶୁଣିବା କୁ ମିଳି ଥାଏ। କିଛି ଏପରି ଖବର ଯାହାର କଲ୍ପନା ମଧ୍ୟ କରା ଯାଇ ହେବ ନାହିଁ। ବର୍ତମାନ ସୋସିଆଲ ମିଡିଆରେ ଏପରି ଗୋଟିଏ ଭିଡିଓ ଦେଖିବା କୁ ମିଳିଛି। ୧୫ ଜୁନ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ରେ ଦେଖିବା କୁ ମିଳିଛି ଯେ ଗୋଟିଏ ଶିଶୁର ତିନଟି […]

Continue Reading

କ’ଣ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଅଞ୍ଚଳରେ ଖରାପ ରାସ୍ତାରେ ଲୋକ ଧାନ ଲଗାଉଛନ୍ତି ?

14 ଜୁଲାଇ କାଲୁ ଭାଇ ନାମକ ଜେଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦାବି କରାଯାଇଛି ଯେ, କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ପଟା ମୁଣ୍ଡେଇ ସାଂସଦ ଅନୁଭବ ମହାନ୍ତିଙ୍କ ଅଞ୍ଚଳରେ ରାସ୍ତା ଉପରେ କୃଷି କାମ ଆରମ୍ଭ ହୋଇ ଗଲାଣି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥିତ ପଟା ମୁଣ୍ଡାଇ ର ଚିତ୍ର ମାନ୍ୟବର ସାଂସଦ ଙ୍କ ସଡକ କୃଷି କାମ ଯୋଜନା ଆରମ୍ଭ […]

Continue Reading

ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ସହ ସମ୍ବିତ ପାତ୍ରଙ୍କ ନାଚୁଥିବାର ଏହି ଫୋଟୋ ନକଲି ଅଟେ ।

ବିକାଶ ଦୁବେ ଏନକାଉଣ୍ଟର ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। 12 ଜୁଲାଇରେ Vicky Bikash Datta Kashyap ନାମକ ଜଣେ ଫେସବୁକ ୟୁଜର ତାଙ୍କ ପୋଷ୍ଟରେ ବିକାଶ ଦୁବେ ଏବଂ ସମ୍ବିତ ପାତ୍ରକୁ ନେଇ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସମ୍ବିତ ପାତ୍ର ଦେଶ ଦ୍ରୋହୀ ବିକାଶ ଦୁବେ ସହିତ ବନ୍ଧୁମିଳନ କରୁଥିବାର ଦୃଶ୍ୟ। ପୋଷ୍ଟ କରାଯାଇଥିବା ଫୋଟୋରେ କୌଣସି ଏକ କାର୍ଯ୍ୟକ୍ରମରେ  ବିକାଶ ଦୁବେ ଏବଂ ସମ୍ବିତ […]

Continue Reading

କ’ଣ ଟାଟା ଡିଜିଟାଲ ହେଳ୍ଠ୍ ଘରେ ମେଡିକାଲ କିଟ୍ ବନାଇବାର ଉପାୟ ଏବଂ କୋରୋନାର ୩ ପର୍ଯ୍ୟାୟ ବିଷୟରେ କହିଛି? ଜାଣନ୍ତୁ ସତ୍ୟ।

ଦୁନିୟାରେ କୋରୋନା ବ୍ୟାପୁ ଥିବାରୁ ଓ ଏହା ନେଇ ବର୍ତମାନ କୌଣସି ଟୀକା ବାହାରି ନ ଥିବା ରୁ ସୋସିଆଲ ମିଡିଆରେ ଏହା କୁ ଅନେକ ପରାମର୍ଶ ଦେଖିବା କୁ ମିଳିଛି। ଗତ କିଛି ଦିନରୁ ଏପରି ଗୋଟିଏ ମେସେଜ ୱ୍ହାତ୍ସ ଏପ ରେ ଭାଇରାଲ ହେଉଥିବା ମିଳିଛି ଯେଉଁ ଥିରେ କୋରୋନା ନେଇ କିଛି ସୂଚନା ଏବଂ ପରାମର୍ଶ ଦିଆ ଯାଇଅଛି। ଏହି ମେସେଜରେ କୋରୋନା ରୋକିବା ପାଇଁ କିଛି ଔଷଧ ବିଷୟରେ କୁହା ଯାଇ […]

Continue Reading

ଏହି ଖାଲ ଭର୍ତ୍ତି ରାସ୍ତା କେନ୍ଦ୍ରାପଡା ଜିଲ୍ଲାର ନୁହେଁ ।

9 ଜୁଲାଇରେ କାଲୁ ଭାଇ ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପାଣି ଭରି ରହିଥିବା ଏକ ରାସ୍ତାର ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଡାଙ୍ଗମାଳ ଗ୍ରାମର ଏହା ଚିତ୍ର ଅଟେ। ରାସ୍ତାରେ ଖାଲ ଯୋଗୁଁ ପାଣି ଭର୍ତି ହୋଇ ରହିଛି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କେନ୍ଦ୍ରାପଡା ଜିଲା ଡାଙ୍ଗମାଳ ଗାଁ ପ୍ରତ୍ୟେକ ଘରକୁ ଗୋଟିଏ ଲେଖାଏ ସ୍ୱିମିଙ୍ଗପୁଲ। କେନ୍ଦ୍ରlପଡାl ଜିଲା ସ୍ଥିତ ଡାଙ୍ଗ […]

Continue Reading

କ’ଣ କୋରୋନା ଆକ୍ରାନ୍ତ ହେଲା ପରେ ଅମିତାଭ୍ ବଚ୍ଚନଙ୍କ ଏହି ଭିଡିଓ ନାନବଟି ହସ୍ପିଟାଲର ଅଟେ? ଜାଣନ୍ତୁ ସତ୍ୟ।

କୋରୋନା ଆକ୍ରାନ୍ତ ହେଲା ପରେ ଅମିତାଭ୍ ବଚ୍ଚନ ନାନବଟି ହସ୍ପିଟାଲ ରୁ ଗୋଟିଏ ଭିଡିଓ ଶେୟାର କରି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୋଲି ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ କୋରୋନା ସମୟରେ ନାନାବତୀ ହସ୍ପିଟାଲର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସେବା ଓ ପରିଶ୍ରମ କୁ ନେଇ ଧନ୍ୟବାଦ ଜଣାଇଛନ୍ତି। ଏହି ପୋଷ୍ଟ ରେ ଦାବି କରା ଯାଇଅଛି ଯେ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ […]

Continue Reading

ଜୁମ ଆପ୍ ଚାଇନା ନୁହେଁ ଆମେରିକା କମ୍ପାନୀ ଅଟେ ।

ଚାଇନା ଭାରତ ବିବାଦ ପରେ ଭାରତ ସରକାର ଚାଇନାର 59ଟି ଆପ୍ ଉପରେ ପ୍ରତିବନ୍ଧ ଲଗାଇଛି। ଭାରତରେ ଟିକଟକ ସହିତ ଅନେକ ଆପ୍ ବ୍ୟାନ କରାଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା କରାଯାଉଛି। ଏଥି ମଧ୍ୟରେ କିଛି ପୋଷ୍ଟ ଜୁମ ଆପକୁ ନେଇ ଭାଇରାଲ ହେଉଛି। କୋରୋନା ମାହାମାରି ସମୟରେ ଜୁମ ଆପ ଦ୍ୱାରା ଅନଲାଇନ କ୍ଲାସ, ଭିଡ଼ିଓ କଲରେ ମିଟିଙ୍କ ଏବଂ ଅନେକ ଇଣ୍ଟରଭିୟୁ କରାଯାଉଛି। ଏହି ଆପରେ ଏକାଥରକେ 10ରୁ ଅଧିକ […]

Continue Reading

କ’ଣ ତେନ୍ଦୁଆ ଏବଂ ଗାଈ ପରସ୍ପର ପ୍ରେମ କରୁଥିବା ଫୋଟୋ ଆସାମ ରାଜ୍ୟର। ଜାଣନ୍ତୁ ସତ୍ୟ।

୧୨ ଜୁଲାଇ ୨୦୨୦ ରେ ଓଡ଼ିଆ ପୁଅ ଝିଅ ନାମକ ଗୋଟିଏ ଫେସବୁକ ଗ୍ରୁପ ନିଜ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତିଇ। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ଗୋଟିଏ ତେନ୍ଦୁଆ ରାତ୍ରି ସମୟରେ ଗାଈ ପାଖକୁ ଆସିଛି। ଏହହୀ ଫୋଟୋରେ ଦୁଇ ପଶୁଙ୍କ ମଧ୍ୟ ରେ ଥିବା ପ୍ରେମ ଦେଖିବା କୁ ମିଳିଛି।  Facebook | Archive ଏହି ଖବର ଟୁଇଟର ରେ ମଧ୍ୟ ଭାଇରାଲ ହେଉଛି। ୧୧ ଜୁଲାଇ ରେ ଜଣେ ଟୁଇଟର […]

Continue Reading

ଇରାନର ପରମାଣୁ ପରୀକ୍ଷଣ ସ୍ଥାନ ଉପରେ ଇସ୍ରାଏଲ୍ ଆକ୍ରମଣ ସମୟରେ ଏହି ଚିତ୍ର ନିଆଯାଇଛି କି?

କୋରୋନା ମହାମାରି ସମୟରେ ଦେଶ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଏଥି ମଧ୍ୟରେ ଭାରତ ଚାଇନା ବିବାଦ ହେଉ କିମ୍ବା ଆମେରିକା ଏବଂ ଇରାନ ବିବାଦ ହେଉ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଆମେରିକା ଓ ଇସ୍ରାଏଲ ମିଶି ଇରାନରେ ବୋମା ବିସ୍ଫୋରଣ କରିଛନ୍ତି। ଏବଂ ଏହି ବିସ୍ଫୋରଣରେ ଇରାନର ପରମାଣୁ ପରୀକ୍ଷଣ କେନ୍ଦ୍ର ନଷ୍ଟ ହୋଇଯାଇଛି।  […]

Continue Reading

କ’ଣ ଏହା ଭାରତ ବିୟୋଟେକ କମ୍ପାନୀ ଉପରାତ୍ରପତିଙ୍କ ଶରୀରରେ କୋରୋନା ଟୀକାର ପରିକୟା ହେବା ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କୋଭକ୍ସିନ ଟୀକାର ପରୀକ୍ଷଣ କରିବା ଅନୁମତି ମିଳିଲା ପରେ ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋସ୍ତ ଏବଂ ଫୋଟୋଭାଇରାଲ ହେଉଛି। ଫେକଟ କ୍ରୀସେଣ୍ଡୋ ଓଡ଼ିଆ କୁ ୱ୍ହାତ୍ସ ଏପ ନମ୍ବରରେ ଗୋଟିଏ ପୋଷ୍ଟର ତଥ୍ୟ ଯାଞ୍ଚ କରିବା ପାଇଁ ଅନୁରୋଧ ଆସିଲା। 10 ଜୁଲାଇ ରେ ୱ୍ହାତ୍ସ ଏପ ରେ ଆସିଥିବା ଏହି ପୋଷ୍ଟରେ ଜଣେ ବ୍ୟକ୍ତି ଟୀକା ନେବାର ଦେଖିବା କୁ ମିଳିଛି।  Archive ଏହି ମେସେଜରେ ଏହା ଦାବି କରା ଯାଇଅଛି ଯେ […]

Continue Reading

ସିବିଏସଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ପାଇଁ କୌଣସି ତାରିଖ ଘୋଷଣା କରି ନାହିଁ।

କୋରୋନା ସଂକ୍ରମଣ ଦେଶରେ କମିବାର ନାଁ ଧରୁନି। କୋରୋନା ସଂକ୍ରମଣ ପାଇଁ ସମସ୍ତ ସ୍କୁଲ କଲେଜ ଏବଂ ଶିକ୍ଷାନୁଷ୍ଠାନ ବନ୍ଧ ହୋଇଛି। ବୋର୍ଡ ପରିକ୍ଷା ଏବଂ ଏହାର ଫଳାଫଲ ବାହାରିବାରେ ମଧ୍ୟ ଅନେକ ବିଳମ୍ବ ହେବାରେ ଲେଗିଛି।  ଏଥିମଧ୍ୟରେ CBSE ଦଶମ ଏବଂ +2 ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳାଫଲ ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି। ଦାବି କରାଯାଇଛି ଯେ, 11ରେ ଦ୍ୱାଦଶ ଶ୍ରେଣୀ ଏବଂ 13ରେ ଦଶମ ଶ୍ରେଣୀର ଫଳାଫଲ ପ୍ରକାଶ ପାଇବ। 10 […]

Continue Reading

କ’ଣ ଗରମ ପାଣି ବାଷ୍ପ ନେଲେ କୋରୋନା ନଷ୍ଟ ହେଇଥାଏ? ଜାଣନ୍ତୁ ସତ୍ୟ।

୮ ଜୁଲାଇ ରେ ଜଣେ ଫେସବୁକ ୟୁଜର କାରୋନା ସଚେତନା ନାମକ ଗ୍ରୁପ ରେ ଗୋଟିଏ ଅଡିଓ ପୋଷ୍ଟ କରିଛନ୍ତି। ଏହି ଅଡିଓ ରେ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ଚୀନର ବୁହାନ ସହରରେ ସ୍ତୁତ ଗୋଟିଏ କପଡ଼ା କାରଖାନା ରେ କାମ କରନ୍ତି। ସେ ଏହି ଅଡିଓ ମାଧ୍ୟମ ରେ ଜଣାଇଛନ୍ତି ଯେ କେଉଁ ଭାବେ ବୁହାନର ଲୋକେ ନିଜ କୁ କୋରୋନା ଠାରୁ ବଞ୍ଚାଇବାରେ ସମ୍ଭବ ହେଇଛନ୍ତି। ଦାବି ଅନୁସାରେ ବୁହାନର […]

Continue Reading

ସାଇକେଲ ଗର୍ଲ ଜ୍ୟୋତି ପାସୱାନ୍ ବଳାତ୍କାର ଏବଂ ହତ୍ୟା ଖବର ମିଥ୍ୟା ଅଟେ ।

ଏକ ମୃତ୍ୟୁ ଝିଅର ଫୋଟୋ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେ ଏହା ଜ୍ୟୋତି କୁମାରୀ ପାସୱାନ୍ ର ଅଟେ। ଯିଏ ଲକ୍ଆଉଟ୍ ସମୟରେ ତାଙ୍କ ଅସୁସ୍ଥ ପିତାଙ୍କୁ ସାଇକେଲ ପଛରେ ବସି 1200 କିଲୋମିଟର ସାଇକେଲ ଚଲାଇ ଗୁରୁଗ୍ରାମ (ହରିୟାଣା) ରୁ ବିହାର ତାଙ୍କ ଘରକୁ ଆଣିଥିଲେ।   ଏହି ଘଟଣା ପରେ ଜ୍ୟୋତି ପାସୱାନଙ୍କ ସାହସିକତା ଏବଂ ପରିଶ୍ରମକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା କରାଯାଉଥିଲା।  ବର୍ତ୍ତମାନ ସୋସିଆଲ ଫୋରମରେ ଏକ ପୋଷ୍ଟ ମାଧ୍ୟମରେ […]

Continue Reading

1963 ଅଭିନେତ୍ରୀ ଉର୍ସୁଲା ଆଣ୍ଡ୍ରେସଙ୍କ ଫୋଟୋକୁ ସୋନିଆ ଗାନ୍ଧୀ କହି ସେୟାର କରାଯାଉଛି।

ଦିଲ୍ଲିପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର 5 ଜୁଲାଇରେ ସୋନିଆ ଗାନ୍ଧୀ ସହ ଅନ୍ୟ ଏକ ମହିଳାର  ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତଚି ଯେ, ବାମ ପାର୍ଶ୍ୱରେ ଥିବା ଫଟୋରେ ଥିବା ମହିଳଆ ସୋନିଆ ଗାନ୍ଧୀ ଅଟନ୍ତି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ପ୍ରଧାନମନ୍ତ୍ରୀ #ନରେନ୍ଦ୍ର_ମୋଦୀ କାହାର ନାଁ ନନେଇ କହିଲେ:- “ଏବେ କୌଣଷି ବିସ୍ତାରବାଦୀ ମାନଙ୍କର ଉଦେଷ୍ୟ ସାଧିତ ହେବନି….”କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା #ଖାଁଙ୍ଗ୍ରେସିଆ ମାନଙ୍କର #ସ୍ଥାନବିସେଷରେ ପ୍ରବଳ #କଣ୍ଡୁ ହେଲା ଓ ଖାଁଙ୍ଗ୍ରେସିଆ କହିବାକୁ ଲାଗିଲେ […]

Continue Reading

ଏହି ଫୋନ ବାର୍ତ୍ତାଳାପ ରେ କୋରୋନା ବିଷୟରେ ଡାକ୍ତର କହୁଥିବା କଥା କେତେ ସତ୍ୟ? ଆସନ୍ତୁ ଜାଣିବା।

୬ ଜୁଲାଇ ରେ ଜଣେ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ପେଜରେ ଗୋଟିଏ ଡାକ୍ତର ଏବଂ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ହେଇଥିବା ଫୋନ ବାର୍ତ୍ତାଳାପ କୁ ପୋଷ୍ଟ କରିଛନ୍ତି। ଏହି ବାର୍ତ୍ତାଳାପରେ ଆମେ ଶୁଣିବା କୁ ପାଇଲୁ ଯେ ଡାକ୍ତର ସେହି ବ୍ୟକ୍ତିଙ୍କୁ କୋରୋନା ସମ୍ବନ୍ଧିତ କିଛି ଜ୍ଞାନ ଦେଉଛନ୍ତି। ଏହି ବାର୍ତ୍ତାଳାପ ଶୁଣିଲା ପରେ ଆମକୁ କିଛି କିଛି କଥାରେ ସନ୍ଦେହ ହେଲା। ଆମେ ଏହି ବାର୍ତ୍ତାଳାପରେ ସନ୍ଦେହ ଜଣକ ବିଷୟ କୁ […]

Continue Reading

ଓଡ଼ିଆ ଅଭିନେତା ବିଜୟ ମାହାନ୍ତିଙ୍କ ମୃତ୍ୟୁ ଖବର ମିଥ୍ୟା ଅଟେ ।

ଓଡ଼ିଆ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ଦେହ ଅସୁସ୍ଥଥିବାର ଖବର ସାମ୍ନାକୁ ଆସିଥିଲା। ତାଙ୍କ ଦେହ ଅସୁସ୍ଥତାଥିବା ଖବର ଓଡ଼ିଆ ସିନେମା ଜଗତରେ ଦୁଃଖ ପ୍ରକାଶ କରାଯାଉଥିଲା ମଧ୍ୟରେ ତାଙ୍କ ନିଧନର ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବିଜୟ ମହାନ୍ତିଙ୍କ ନିଧନ ଖବର ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଜୟ ମହାନ୍ତିଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି। Rina Badajena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ବିଜୟ ମମହାନ୍ତିଙ୍କ ଫୋଟୋ ପୋଷ୍ଟ […]

Continue Reading

କ’ଣ ଏହି ସୈନ୍ୟ ଦଳ ଚୀନ ସହିତ ଲଢେଇ କରିବା ପାଇଁ ଏଲ ଓ ସି ଯାଉଛନ୍ତି? ଜାଣନ୍ତୁ ଶତ୍ୟ।

ଚୀନ ସହିତ ସୀମା ରେ ବିବାଦ ବଢିଲା ପରେ ସେଠାର ଗୁଳିଚାଳନା ମଧ୍ୟ ହେଇଥିଲା ଯେଉଁ ତିରେ ଆମ ଦେଶର ୨୦ ଯବାନ ଶହିଦ ହେଇଥିଲେ। ଏହା ପରେ ସୂଚନା ମଧ୍ୟ ମିଳିଛି ଯେ ଭାରତ ଏବଂ ଚୀନ ଲାଦାଖ ଅଞ୍ଚଳରେ ନିଜ ସୈନ୍ୟ ବଳ ପରିମାଣ ରେ ବୃଦ୍ଧି କରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବା କୁ ମିଳିଛି ଯେ ଭାରତର କିଛି ସୈନ୍ୟ ଦଳ ଗୀତ […]

Continue Reading

ଭାଇରାଲ୍ ଫଟୋରେ ସିଏମ୍ ଯୋଗୀଙ୍କ ସହ ଦେଖାଯାଇଥିବା ଏହି ବ୍ୟକ୍ତି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନୁହଁନ୍ତି।

ସୋସିଆଲ ମିଡିଆରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ସହ ଏକ ଅନ୍ୟ ନେତାଙ୍କ ଫୋଟୋକୁ ଗ୍ୟାଙ୍ଗଷ୍ଟର ବିକାସ ଦୁବେ ହୋଇଥିବା ଦାବିରେ ଭାଇରାଲ କରାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ସହ ଗ୍ୟାଙ୍ଗଷ୍ଟର ବିକାସ ଦୁବେ  ଅଛନ୍ତି। ବିଜେପି ନେତାଙ୍କ ସହ ଗ୍ୟାଙ୍ଗଷ୍ଟରଙ୍କ ସମ୍ପର୍କ ରହିଛି। 5 ଜୁଲାଇରେ Pravhat Pnigrahi ନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖା ଯାଇଛି। ଆତଙ୍କବାଦୀ ବିକାଶ ଦୁବେ […]

Continue Reading

କ’ଣ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଓଲି ତାଙ୍କ ପଦବିରୁ ଇସ୍ତଫା ଦେଇଦେଲେ ?

ଭାରତ ଚାଇନା ବଏଂ ଭାରତ ନେପାଳ ସହ ଚାଲୁ ରହିଥିବା ବିବାଦ  ସୋସିଆଲ ମିଡିଆରେ ଚର୍ଚ୍ଚାର ବଷୟ ବନିଯାଇଛି। ଏହା ଛଡ଼ା ନେପାଳର ପ୍ରଥାନମନ୍ତ୍ରୀଙ୍କ ଉପରେ ମଧ୍ୟ ବିବାଦ ଘେରି ରହିଛି। ଏଥି ମଧ୍ୟରେ  Tridip Kumar nandi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ନେପାଳ ପ୍ରଧାନମନ୍ତ୍ରୀ ଓଲି ପଦବୀରୁ ଇସ୍ତଫା ଦେଇଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ନେପାଳ ପ୍ରଧାନମନ୍ତ୍ରୀ ଓଲି […]

Continue Reading

କ’ଣ ଏକତାର ମୂର୍ତି (Statue of Unity) ଚୀନ ଦ୍ଵାରା ନିର୍ମିତ ହେଇଛି? ଜାଣନ୍ତୁ ସତ୍ୟ।

ଭାରତ ଚୀନ ର ୫୯ ଟି ଏପ୍ ନିଷେଧ କରିଲା ପରେ ଅନେକ ପୋସ୍ତ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ଜିନିଷ, କମ୍ପାନୀ ବା ଏପ୍ କୁ ମେଡ ଇନ ଚାଇନା କହି ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରା ଯାଉଅଛି। ଆମେ ସମସ୍ତେ ଜାଣିଛୁ ଯେ କିଛି ବର୍ଷ ପୂର୍ବରୁ ସରଦାର ବଲଭଭାଇ ପଟେଲ କୁ ସମର୍ପିତ କରି ତାଙ୍କ ଗୋଟିଏ ବିଶାଳ ମୂର୍ତି ତିଆରି କରା ଯାଇଅଛି। ଏହି ମୂର୍ତିର […]

Continue Reading

ପତଞ୍ଜଳିର କୋରୋନା ଔଷଧ କୋରୋନିଲ୍ କୁ ଆୟୁଷ ମନ୍ତ୍ରଆଳୟଠାରୁ ସବୁଜ ସଂଙ୍କେତ ମିଳିନଥିଲା।

ରାମଦେବ ବାବା କୋରୋନା ଔଷଧ କୋରୋନିଲ ବନାଇଲା ପରଠାରୁ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଅନେକ ଆଲୋଚନା କରାଯାଉଛି। ସୋସିଆଲ ମିଡ଼ିଆରେ ଦାବି କରାଯାଉଛି ଯେ, ଆୟୁଷ୍ମାନ କେନ୍ଦ୍ର ମନ୍ତ୍ରଣାଳୟ କୋରୋନିଲ କୋରୋନା ଔଷଧ ରୁପରେ ବିକ୍ରି ପାଇଁ ଅନୁମତି ଦେଇଛି। ଭାଇରାଲ ପୋଷ୍ଟରେ ଏକ ଚିଠିର ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି, ଯାହା ଆଧାରରେ କରୋନାଙ୍କ ଚିକିତ୍ସା ପାଇଁ ପତଞ୍ଜଳିଙ୍କୁ ଔଷଧ ବିକ୍ରୟ କରିବାକୁ ଅନୁମତି ଦିଆଯାଇଥିବା ଦାବି କରାଯାଉଛି। ରାଷ୍ଟ୍ରବାଦି ପ୍ରଣସ ଆର୍ଯ୍ୟ ନାମକ […]

Continue Reading

କ’ଣ ଭାରତରେ ପେଟ୍ରୋଲର ମୂଲ୍ୟ ଅନ୍ୟ ଦେଶ ତୁଳନାରେ ଅନେକ ଗୁଣ ଅଧିକ?

ଦେଶରେ ପେଟ୍ରୋଲ ଦର ପଢ଼ିଲା ପରେ ସୋସିଆଲ ମିଡ଼ିଆରେ ବିରୋଧ ପ୍ରଦର୍ଶନ କରାଯାଉଛି। କୋରୋନା ମହାମାରି ସମୟରେ ଦେଶର ଅର୍ଥନିତିରେ ଭୟଙ୍କର ହ୍ରାସ ପାଇଛି। ଅଥି ମଧ୍ୟରେ ପେଟ୍ରୋଲ ଦରରେ ବୃଦ୍ଧି ଲୋକଙ୍କ ମଧ୍ୟରେ ଚିନ୍ତାର ବିଷୟ ବନି ଯାଇଛି। ଏହା ଛଡ଼ା ସୋସିଆଲ ମିଡିଆରେ ଅନ୍ୟ ଦେଶମାନଙ୍କ ପେଟ୍ରୋଲ ଦର ଭାରତଠାରୁ କମ୍ ହୋଇଥିବା ନେଇ ଆଶୋଚନା ମଧ୍ୟ କରାଯାଉଛି। 29 ଜୁନରେ Bikash Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ […]

Continue Reading

ରିଲାଏନ୍ସ ଜିଓ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଅକ୍ଷୟ କୁମାରଙ୍କୁ ନିଯୁକ୍ତି ଦେବା ଦାବି ମିଥ୍ୟା ଅଟେ।

ସୁଶାନ୍ତ ସିଂ ରାଜପୁତ  ଆତ୍ଣହତ୍ୟା ପରେ ସୋସିଆଲ ମିଡ଼ିଆରେ ସମସ୍ତ ଖାନ୍ ଏବଂ ଅନ୍ୟ ସୁପରଷ୍ଟାରମାନଙ୍କୁ ବଏକଟ କରିବା ପାଇଁ ଦାବି କରାଯାଉଛି। ଏଥି ମଧ୍ୟ ଏକ ଖବର ସୋସିଆଲ ମିଡ଼ିଆରେ ଭାଇଈରାଲ ହେଉଛି ଯେ, ରିଲାଏନ୍ସ ଜିଓ ସିମ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଦିଆଯାଇଛି। ଏବଂ ତାଙ୍କ ବଦଳରେ ଅକ୍ଷୟ କୁମାରଙ୍କୁ ନିଯୁକ୍ତି ମିଳିଛି।  Ankita saha ନାମକ ଜଣ ଫେସବୁକ ଯୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ Bycott#Khan ବୋଲି […]

Continue Reading

କ’ଣ ପେଟିଏମ୍ ଚାଇନୀଜ ଏପ୍ ହେଇଥିବାରୁ ମଧ୍ୟ ମୋଦୀ ଏହା କୁ ବ୍ୟାନ କରିଲେ ନାହିଁ? ଜାଣନ୍ତୁ ସତ୍ୟ।

ବିଗତ ଦିନ ରେ ଭାତ ଚୀନ ସୀମା ରେ ଯୁଧ୍ୟ ହେଇଥିବାରୁ ୨୦ ଭାରତ ସୈନ୍ୟ ଶହିଦ ହେଇଛନ୍ତି। ଏହା ପରେ ସମସ୍ତ ଦେଶବାସୀଙ୍କ ମନ ରେ ଚୀନ ପ୍ରତି କ୍ରୋଧ ଦେଖିବା କୁ ମିଳିଛି। ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି ଯେଉଁତିରେ ଲୋକେ ଚୀନ ସାମଗ୍ରୀ କୁ ବହିସ୍କାର କରୁଛନ୍ତି। ଏହା ଦେଖି ସରକାର ମଧ୍ୟ ଦେଶରେ ଚୀନର ୫୯ ଟି ଏପ୍ ବ୍ୟାନ କରିଛି। ଏହି ସମୟରେ ସୋସିଆଲ […]

Continue Reading

ଆଜିମ ପ୍ରେମଜି କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରୀଙ୍କ ପାଣ୍ଠିକୁ 50 ହଜାର କୋଟି ଟଙ୍କା କରିନାହାନ୍ତି।

କୋରୋନା ମୁକାବିଲା ପାଇଁ ଦେଶରେ ଲଢ଼େଇ ଜାରି ରହିଛି। କୋରୋନା ସଂକ୍ରମଣ ପାଇଁ ଅନେକ ନେତା ଅଭିନେତା ପ୍ରଧାନମନ୍ତ୍ରୀ ଦାନ ପାଣ୍ଠିରେ ଦାନ ମଧ୍ୟ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଆଲୋଚନା ମଧ୍ୟ କରାଯାଇଛି ଯେ, କେଉଁ ନେତା କେତେ ଦାନ କଲେ ଏବଂ କେଉଁ ଅଭିନେତା କେତେ ଦାନ କଲେ। ଏଧି ମଧ୍ୟରେ ସୋସିଆଲ ମିଡ଼ିଆରେ ଅନ୍ୟ ଏକ ଖବର ଭାଇରାଲ ହେଉଛି ଯେ, ୱିପ୍ରୋର ମାଲିକ  ଆଜିମ ପ୍ରେମଜି ଜାତିରେ ମୁସଲିମ […]

Continue Reading