ଏହି ଖାଲ ଭର୍ତ୍ତି ରାସ୍ତା କେନ୍ଦ୍ରାପଡା ଜିଲ୍ଲାର ନୁହେଁ ।
9 ଜୁଲାଇରେ କାଲୁ ଭାଇ ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପାଣି ଭରି ରହିଥିବା ଏକ ରାସ୍ତାର ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଡାଙ୍ଗମାଳ ଗ୍ରାମର ଏହା ଚିତ୍ର ଅଟେ। ରାସ୍ତାରେ ଖାଲ ଯୋଗୁଁ ପାଣି ଭର୍ତି ହୋଇ ରହିଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କେନ୍ଦ୍ରାପଡା ଜିଲା ଡାଙ୍ଗମାଳ ଗାଁ ପ୍ରତ୍ୟେକ ଘରକୁ ଗୋଟିଏ ଲେଖାଏ ସ୍ୱିମିଙ୍ଗପୁଲ। କେନ୍ଦ୍ରlପଡାl ଜିଲା ସ୍ଥିତ ଡାଙ୍ଗ […]
Continue Reading